Home

ଆଖି ବୁଜିଲା ହାତୀ ‘ନନ୍ଦ’

ଭୁବନେଶ୍ୱର,୧୬ା୫(ବ୍ୟୁରୋ): ରାଜଧାନୀ ଉପକଣ୍ଠ ଚନ୍ଦକା ଗୋଡ଼ିବାରୀରେ ଥିବା ପୋଷାହାତୀ ‘ନନ୍ଦ’ର ମୃତ୍ୟୁ ଘଟିଛି। ରବିବାରଠାରୁ ‘ନନ୍ଦ’  ଅସୁସ୍ଥ ଥିଲା। ଚିକିତ୍ସା ଚାଲୁ ରହିଥିଲେ ହେଁ ଶେଷରେ ଆଖି ବୁଜିଛି । ସୂଚାନୁଯାୟୀ, ୨୦ ଦିନ ତଳେ ‘ନନ୍ଦ’କୁ କୁମାରଖୁଣ୍ଟି ଅଞ୍ଚଳରେ ଟ୍ରାଙ୍କୁଳାଇଜ…

ପୁଟିନ୍‌ଙ୍କୁ କ୍ଷମତାଚ୍ୟୁତ କରିବା ଷଡ଼ଯନ୍ତ୍ର…

କ୍ୱିଭ୍‌/ମସ୍କୋ, ୧୬।୫ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କ୍ଷମତାଚ୍ୟୁତ କରିବା ଷଡ଼ଯନ୍ତ୍ର ଚାଲିଛି ବୋଲି ୟୁକ୍ରେନର ଜେନେରାଲ ଅଫ ଆର୍ମି ଇଣ୍ଟେଲିଜେନ୍ସ ଦାବି କରିଛି। ୟୁକ୍ରେନର ମେଜର ଜେନେରାଲ କିର୍ଲୋ ବୁଡାନୋଭାନ ଦାବି କରିଛନ୍ତି ଯେ ଅଗଷ୍ଟ ସୁଦ୍ଧା ରୁଷିଆ-ୟୁକ୍ରେନ…

ପାକିସ୍ତାନକୁ କ୍ରୀତଦାସ କରିଛି ଆମେରିକା, କହିଲେ ଇମ୍ରାନ୍‌…

ଇସଲାମାବାଦ୍‌, ୧୬।୫ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ପୁଣି ଥରେ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ-ଜାରଦାରୀଙ୍କୁ ଟାର୍ଗେଟ କରିଛନ୍ତି। ଇମ୍ରାନ୍‌ କହିଛନ୍ତି ଯେ ଆସନ୍ତା ସପ୍ତାହରେ ଆମେରିକା ଗସ୍ତ ସମୟରେ ବିଲାୱାଲ ଆମେରିକାର ସଚିବ ଆଣ୍ଟୋନି ବ୍ଲିଙ୍କେନଙ୍କୁ ଆର୍ଥିକ…

ସିଇସି ଭାବେ ଦାୟିତ୍ୱ ନେଲେ ରାଜୀବ କୁମାର

ନୂଆଦିଲ୍ଲୀ,୧୬।୫: ଭାରତର ୨୫ତମ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଭାବେ ରାଜୀବ କୁମାର ରବିବାର ଦିଲ୍ଲୀର ନିର୍ବାଚନ ସଦନରେ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ରବିବାର ସିଇସି ପଦରୁ ସୁଶୀଲ ଚନ୍ଦ୍ରା ଅବସର ନେଇଥିଲେ। ବରିଷ୍ଠ ନିର୍ବାଚନ କମିଶନର ଥିବା…

ପୁଟିନ୍‌ଙ୍କୁ ରକ୍ତ କର୍କଟ, ଆମେରିକା ପତ୍ରିକାର ଦାବି…

ଓ୍ବାଶିଂଟନ/ମସ୍କୋ, ୧୬।୫ : ଆମେରିକାର ଏକ ପତ୍ରିକା ରିପୋର୍ଟ କରିଛି ଯେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରକ୍ତ କର୍କଟ ଭଳି ଗୁରୁତର ରୋଗରେ ପୀଡିତ। ନ୍ୟୁ ଲାଇନ୍ସ ପତ୍ରିକା ରୁଷିଆର ନେତାଙ୍କ ନିକଟତର ଜଣେ ବ୍ୟକ୍ତିଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା…

ପ୍ରାକୃତିକ ବାଲୁକା ସ୍ତୂପ ଉପରେ ମାଫିଆଙ୍କ ଦୃଷ୍ଟି

କୁଜଙ୍ଗ, ୧୬ା୫(ଡି.ଏନ୍‌.ଏ.): ଏରସମା ତହସିଲ ଅନ୍ତର୍ଗତ ଅଭୟଚାନ୍ଦପୁର ମୌଜା ଭୋଷ୍କାଲିସ ପଏଣ୍ଟ ସମୁଦ୍ରକୂଳ ପ୍ରାକୃତିକ ବାଲୁକା ସ୍ତୂପ ଉପରେ ବାଲି ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି। ପ୍ରାକୃତିକ ବାଲୁକା ସ୍ତୂପ ସଂଲଗ୍ନ ଘରୋଇ ଜମି ଉପରେ ବାଲି ଉଠାଣ ପାଇଁ ନାମକୁମାତ୍ର…

ସରପଞ୍ଚଙ୍କ ଜାଲ୍‌ ଦସ୍ତଖତ କରି ବ୍ୟବସାୟୀ ଗିରଫ

ମାଲକାନଗିରି/କାଲିମେଳା,୧୬।୫(ଡି.ଏନ୍‌.ଏ.): ସରପଞ୍ଚଙ୍କ ଜାଲ୍‌ ଦସ୍ତଖତ କରି ଶିକ୍ଷକମାନଙ୍କୁ ବଦଳି କରାଇବା ପାଇଁ ଡିଇଓ ଏବଂ ବିଇଓଙ୍କୁ ଚିଠି କରିବା ଘଟଣାରେ ବ୍ୟବସାୟୀ ମୌସୁମ ଖାଁଙ୍କୁ ମାଲକାନଗିରି ଜିଲା ମୋଟୁ ପୋଲିସ ଗିରଫ କରିଛି। ସୂଚନାଯୋଗ୍ୟ, କାଲିମେଳା ବ୍ଲକ ମୋଟୁ ପଞ୍ଚାୟତର ସରପଞ୍ଚ…

ପୁଣି ଆନ୍ଦୋଳନକୁ ଓହ୍ଲାଇବେ ୪ ହଜାର ଶିକ୍ଷକ

ଭୁବନେଶ୍ୱର,୧୬ା୫(ବ୍ୟୁରୋ): ରାଜ୍ୟର ୪ହଜାର ଶିକ୍ଷୟିତ୍ରୀଶିକ୍ଷକଙ୍କୁ ତୁରନ୍ତ ନିୟମିତ କରିବା ଦାବିରେ ଓଡ଼ିଶା ସରକାରୀ ହାଇସ୍କୁଲ ପ୍ରାରମ୍ଭିକ ନିଯୁକ୍ତି ଶିକ୍ଷକ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ସଂଘ କହିବାନୁସାରେ, ଗଣଶିକ୍ଷା ବିଭାଗ ଦ୍ୱାରା ଏହି ୪ ହଜାର ଶିକ୍ଷକଙ୍କୁ ୨୦୧୫…

ଅଗମ୍ୟ ପାହାଡ଼, ଦୁର୍ଗମ ନଦୀପଥକୁ ଭୟ ନ ଥିଲା

କୋଣାର୍କରେ ପଥର ପହଞ୍ଚତ୍ବା କାର୍ଯ୍ୟରେ ଯେଉଁମାନେ ଦାୟିତ୍ୱ ନିର୍ବାହ କରୁଥିଲେ, ସେମାନଙ୍କର ଗମନାଗମନ ପାଇଁ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଥିଲା। ଅନେକ ପାହାଡ଼ରୁ ପଥର ଆଣି ଚାପରେ ଲଦିବା ଏବଂ ଚାପ ଆସି ପଦ୍ମତୋଳା ଗଣ୍ଡରେ ପହଞ୍ଚିବା ପରେ ପଥର ଆଣି…

୯ ହଜାର କୋଟିର ବ୍ୟାଙ୍କ ଠକେଇ

କୋଲକାତା,୧୬।୫: ବାଂଲାଦେଶର ଏକ ବ୍ୟାଙ୍କରୁ ୯ ହଜାର କୋଟି ଠକେଇ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରବିବାର ୬ ଜଣଙ୍କୁ ଗିରଫ କରିଛି। ମାଷ୍ଟରମାଇଣ୍ଡ୍‌ ପ୍ରଶାନ୍ତ ହଲଦାର ତାଙ୍କ ଦେଶର ବ୍ୟାଙ୍କରୁ ଋଣ ନେଇ ଜାଲ୍‌ ପ୍ରମାଣପତ୍ର ବଳରେ ପଶ୍ଚିମବଙ୍ଗରେ ସମ୍ପତ୍ତି…

ଏବେ ହସ୍ପିଟାଲ୍‌ ଦାୟିତ୍ୱ ସମ୍ଭାଳିବେ ଏସ୍‌ଏଚ୍‌ଜି ମହିଳା

ଭୁବନେଶ୍ୱର,୧୬ା୫(ବ୍ୟୁରୋ): ମିଶନ୍‌ ଶକ୍ତି ଅନ୍ତର୍ଗତ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ସଦସ୍ୟାଙ୍କୁ ଅଧିକ ସଶକ୍ତ କରିବାକୁ ଯାଇ ରାଜ୍ୟ ସରକାର ପୁଣି ଏକ ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟରେ ଥିବା ହସ୍ପିଟାଲ୍‌ଗୁଡ଼ିକରେ ଏସ୍‌ଏଚ୍‌ଜି ମହିଳାମାନଙ୍କୁ ସରକାର ନୂଆ ଦାୟିତ୍ୱ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ…

ଦେବସହାୟମ୍‌ଙ୍କୁ ସନ୍ଥ ଘୋଷଣା କଲେ ପୋପ୍‌

ଭାଟିକାନ୍‌ ସିଟି, ୧୬ା୫: ଅଷ୍ଟାଦଶ ଶତାବ୍ଦୀରେ ହିନ୍ଦୁରୁ ଖ୍ରୀଷ୍ଟଧର୍ମ ଆପଣାଇଥିବା ଦେବସହାୟମ ପିଲାଇଙ୍କୁ କ୍ୟାଥୋଲିକ୍‌ ଚର୍ଚ୍ଚର ମୁଖ୍ୟ ପୋପ୍‌ ଫ୍ରାନ୍ସିସ୍‌ ରବିବାର ସନ୍ଥ ଘୋଷଣା କରିଛନ୍ତି। ଲାଜାରସ୍‌ ଭାବେ ମଧ୍ୟ ଜଣା ଦେବସହାୟମ୍‌ ଜନ୍ମର ୩୦୦ ବର୍ଷ ପରେ ଏହି ଉପାଧି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri