Home

ରେଭେନ୍ସା ଛାତ୍ରସଂଘ-କର୍ତ୍ତୃପକ୍ଷ ମୁହାଁମୁହିଁ

କଟକ ଅଫିସ,୧୯ା୫: ଗେଟ୍‌ ବିବାଦକୁ ନେଇ ରେଭେନ୍ସାରେ ଛାତ୍ରସଂଘ ଏବଂ କର୍ତ୍ତୃପକ୍ଷ ମୁହାଁମୁହିଁ ହୋଇଛନ୍ତି। ବହୁଥର ଆଲୋଚନା ପରେ କର୍ତ୍ତୃପକ୍ଷ ଦାବିକୁ ମାନି ନ ନେବାରୁ ପୁଣି ଆନ୍ଦୋଳନକୁ ଓହ୍ଲାଇଛି ଛାତ୍ରସଂଘ। ବୁଧବାର ସନ୍ଧ୍ୟାରୁ ମହାବିଦ୍ୟାଳୟ ୨ ନଂ ମୁଖ୍ୟ ଫାଟକ…

ଜ୍ଞାନବ୍ୟାପି ମାମଲାର ଶୁଣାଣି ଶୁକ୍ରବାର, ନିମ୍ନ ଅଦାଲତଙ୍କ ପ୍ରକ୍ରିୟା ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ/ବାରାଣସୀ, ୧୯।୫ : ବାରାଣସୀର କାଶୀ ବିଶ୍ୱନାଥ ମନ୍ଦିର କମ୍ପ୍ଲେକ୍ସରେ ଅବସ୍ଥିତ ଜ୍ଞାନବ୍ୟାପି ମସଜିଦରେ ଶିବଲିଙ୍ଗଙ୍କ ଦାବିକୁ ନେଇ ବିବାଦ ଜାରି ରହିଛି। ଅପରପକ୍ଷରେ ଜ୍ଞାନବ୍ୟାପି ମସଜିଦ-ଶୃଙ୍ଗାର ଗୌରୀ ବିବାଦ ମାମଲାର ଶୁଣାଣି ଗୁରୁବାର ଦିନ ସୁପ୍ରିମକୋର୍ଟରେ ଅନୁଷ୍ଠିତ ହୋଇଥିଲା। ଉଭୟ…

ଆଜମ ଖାନଙ୍କୁ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ,୧୯।୫: ସମାଜବାଦୀ ପାର୍ଟି ବିଧାୟକ ଆଜମ ଖାନଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଜେଲରେ ଥିବା ଆଜମଙ୍କୁ କୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ତେବେ ସେ କେତେ ଦିନ ଭିତରେ ବାହାରକୁ ଆସିବେ ତାହା ସ୍ପଷ୍ଟ ହୋଇନାହିଁ। ଏହି…

ଯାଆଁଳା ଭଉଣୀଙ୍କ ସହ ଘଟିଲା ଏମିତି, ସମସ୍ତେ ହେଲେ ଆଶ୍ଚର୍ଯ୍ୟ

ଦୁନିଆରେ କିଛି ଜିନିଷ ଅଚାନକ ଘଟିପାରେ। କିନ୍ତୁ ବେଳେବେଳେ କିଛି ଘଟଣା ଏମିତି ଘଟେ, ଯାହାକୁ ସହଜେ ବିଶ୍ୱାସ କରି ହୁଏ ନାହିଁ। ଆମେରିକାର ଅରେଞ୍ଜ୍‌ କାଉଣ୍ଟିରେ ଏପରି ଏକ ଘଟଣା ଘଟିଛି। ନିକଟରେ ଜିଲ ଜଷ୍ଟିନିଆନି ଏବଂ ଏରିନ ଚେପ୍ଲାକ…

ଧାର୍ମିକସ୍ଥଳରୁ ହଟାଯାଇଥିବା ଲାଉଡ୍‌ସ୍ପିକର ସ୍କୁଲରେ ଲଗାଯିବ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ…

ଲକ୍ଷ୍ନୌ, ୧୯।୫ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ଅନାବଶ୍ୟକ ଲାଉଡ ସ୍ପିକର ହଟାଇବାରେ ସରକାର ସଫଳ ହୋଇଛନ୍ତି। ଯଦି ଅନାବଶ୍ୟକ ଲାଉଡ ସ୍ପିକର ସ୍ଥାପନ / ଉଚ୍ଚ ସ୍ବରରେ ବାଜିବା ବିଷୟରେ ପୁନର୍ବାର ଅଭିଯୋଗ ଆସେ, ତେବେ…

ବେଡ୍‌ରୁମ୍‌ରେ ମହୁମାଛି ବସା, ଶବ୍ଦ ଶୁଣିବା ପାଇଁ ଲୋକେ ଦେଉଛନ୍ତି ଏତିକି ଟଙ୍କା

ମହୁମାଛି ପ୍ରାୟତଃ ଦେଖିଥିବେ। ଏହାର ବସାରେ ଯଦି ଥରେ କୌଣସି ଆଘାତ ଲାଗିଲା ତେବେ ଏମାନେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥାନ୍ତି। ଅନେକ ସ୍ଥାନରେ ମହୁମାଛି ଆକ୍ରମଣରେ ଲୋକେ ମରୁଥିବାର ମଧ୍ୟ ଖବର ଜାଣିବାକୁ ମିଳିଥାଏ। ଆଜି ହେଉଛି ବିଶ୍ୱ ମହୁମାଛି…

ଜଣେ ପୁଅ ପାଇଁ ସ୍କୁଲଛାତ୍ରୀଙ୍କ ‘ଗ୍ୟାଙ୍ଗଓ୍ବାର’: ବିଧା-ଗୋଇଠା ସହ କାଠ ଫାଳିଆରେ ଆକ୍ରମଣ

ବେଙ୍ଗାଲୁରୁ: ରାସ୍ତାରେ ସ୍କୁଲଛାତ୍ରୀଙ୍କ ମହାଭାରତ। ସ୍କୁଲ ପୋଷାକରେ ପରସ୍ପରର ଚୁଟି ଧରି ଘୋଷାଡ଼ିବା ସହ ବିଧା, ଗୋଇଠା, ମୁଥ, କାଠ ଫାଳିଆରେ ଆକ୍ରମଣ କୌଣସି ଗ୍ୟାଙ୍ଗଓ୍ବାରଠାରୁ କମ୍‌ ଲାଗୁନାହିଁ। ଜଣେ ପୁଅପାଇଁ ସେମାନେ ଏପରି କାଣ୍ଡ ଭିଆଇଛନ୍ତି। ଏହାର ଭିଡିଓ ଏବେ…

ପଡ଼ିଆରେ କାନ୍ଦିଲେ ଏହି କ୍ରିକେଟର୍‌

ମୁମ୍ବାଇ,୧୯।୫: ଆଇପିଏଲ ୨୦୨୨ର ଏକ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍‌ସଠାରୁ ମାତ୍ର ୨ ରନ୍‌ରେ ପରାସ୍ତ ହୋଇ ପ୍ଲେ ଅଫ୍‌ରୁ ବାଦ୍‌ ପଡ଼ିଛି କୋଲକତା ନାଇଟ୍‌ ରାଇଡର୍ସ। ଯଦିଓ କେକେଆର୍‌ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଛି, କିନ୍ତୁ ଦଳର ଖେଳାଳି…

ଭାରତ ପାକିସ୍ତାନ ଲଢୁଛନ୍ତି ସମାନ ଲଢ଼େଇ, ତାତି ହେଉଛି ଅସହ୍ୟ…

ଲଣ୍ଡନ, ୧୯।୫ : ଭାରତ ଏବଂ ପାକିସ୍ତାନ ସମାନ ଲଢ଼େଇ ଲଡୁଛନ୍ତି। ଦୁଇ ଦେଶରେ ଅସହ୍ୟ ତାତି ହେଉଛି। ଏପ୍ରିଲ ଏବଂ ମେ ମାସରେ ଉତ୍ତର-ପଶ୍ଚିମ ଭାରତ ଏବଂ ପାକିସ୍ତାନରେ ତାତି ରେକର୍ଡ ଭାଙ୍ଗିଛି। ଏହାଯୋଗୁ ସମଗ୍ର ପ୍ରାଣୀ ଜଗତ ସହିତ…

କରୋନା ପରେ ଏବେ ମଙ୍କିପକ୍ସ, ଦେଖାଦିଏ ଏସବୁ ଲକ୍ଷଣ

ଓ୍ବାଶିଂଟନ,୧୯ା୫: କରୋନା ମହାମାରୀରୁ ବିଶ୍ୱ ସମ୍ପୂର୍ଣ୍ଣ ମୁକୁଳି ପାରି ନ ଥିବା ବେଳେ ଏବେ ଆଉ ଏକ ଭୂତାଣୁ ଭୟଭୀତ କଲାଣି। ମଙ୍କିପକ୍ସ ନାମକ ଏକ ନୂଆ ଭୂତାଣୁ ଚିହ୍ନଟ ହୋଇଛି। ନିକଟରେ ବ୍ରିଟେନରୁ ମଙ୍କିପକ୍ସରେ ୭ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ…

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଭାବିତ କରିଥିବା ୧୨ ବର୍ଷୀୟ ସୋନୁ ଏବେ ଚର୍ଚ୍ଚାରେ

ପାଟନା,୧୯।୫: ବିବାହର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଅଧ୍ୟୟନ ପାଇଁ ସାହାଯ୍ୟ ମାଗିଥିବା ସୋନୁ କୁମାର ଆଜିକାଲି ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି। ମେ ୧୬ରେ ମୁଖ୍ୟମନ୍ତ୍ରୀଙ୍କ ନାଳନ୍ଦା ଗସ୍ତ ସମୟରେ ବିହାରର ଏକ ସରକାରୀ ବିଦ୍ୟାଳୟର ପଞ୍ଚମ ଶ୍ରେଣୀରେ ପଢୁଥିବା ୧୨…

ସ୍ବାମୀଙ୍କୁ କାଠଫାଳିଆରେ ପିଟିପିଟି ମାରିଦେଲେ ସ୍ତ୍ରୀ

କପ୍ତିପଦା,୧୯ା୫(ଡି.ଏନ୍‌.ଏ.): ପାରିବାରିକ କଳହରୁ ସ୍ବାମୀଙ୍କୁ କାଠଫାଳିଆରେ ପିଟିପିଟି ମାରି ଦେଇଛନ୍ତି ସ୍ତ୍ରୀ। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ଶରତ ଥାନା ଅନ୍ତର୍ଗତ ସିରିଆପାଳ ଗାଁରେ। ମୃତକ ଜଣକ ହେଲେ ଲାଦୁରା ସିଂ। ତେବେ ଘଟଣା ପରେ ସ୍ତ୍ରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri