Home

ଏମ୍‌ଆଇ ପାଇଁ ବିଜୟ ଲକ୍ଷ୍ୟ ୧୯୪…

ମୁମ୍ବାଇ, ୧୭।୫ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୬୫ ତମ ମ୍ୟାଚରେ ମଙ୍ଗଳବାର ସନ୍‌ ରାଇଜର୍ସ ହାଇଦ୍ରାବାଦ୍‌ (ଏସ୍‌ଆର୍‌ଏଚ୍‌) ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ୍‌(ଏମ୍‌ଆଇ) ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମହାରାଷ୍ଟ୍ର ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ଖେଳାଯାଉଥିବା…

କଂଗ୍ରେସ ନେତା ନେବେନି ଅବସର…

ନୂଆଦିଲ୍ଲୀ, ୧୭।୫ : କଂଗ୍ରେସ ବର୍ତ୍ତମାନ ଏହାର ନେତାଙ୍କ ପାଇଁ ଅବସର ବୟସ ସୀମା ସ୍ଥିର କରିବ ନାହିଁ। ୫୦ ବର୍ଷରୁ କମ ବୟସର ନେତାମାନଙ୍କୁ ସଂଗଠନର ପ୍ରତ୍ୟେକ ସ୍ତରରେ ୫୦ ପ୍ରତିଶତ ପଦ ଦେବା ନିଷ୍ପତ୍ତି ନିଆଯିବା ପରେ ଦଳ…

୧୪,୯୩୫ ଛାତ୍ରୀଛାତ୍ର ଦେଇ ନାହାନ୍ତି ନବମ ଶ୍ରେଣୀ ପରୀକ୍ଷା

ଭୁବନେଶ୍ୱର,୧୭।୫(ବ୍ୟୁରୋ): ନବମ ଶ୍ରେଣୀ ପରୀକ୍ଷା ଦେଇନାହାନ୍ତି ୧୪,୯୩୫ ଛାତ୍ରୀଛାତ୍ର। ମଙ୍ଗଳବାର ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ କରିବା ଅବସରରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏଭଳି ତଥ୍ୟ ଦିଆଯାଇଛି। ଚଳିତ ବର୍ଷ ନବମ ଶ୍ରେଣୀରେ ମୋଟ ୫ ଲକ୍ଷ ୬୬ ହଜାର…

ଆସନ୍ତା ୩୧ରେ ୧୧ ପ୍ରାର୍ଥୀଙ୍କ ମଧ୍ୟରେ ହେବ ଲଢ଼େଇ

ଝାରସୁଗୁଡ଼ା ଅଫିସ,୧୭।୫: ଆସନ୍ତା ୩୧ରେ ବ୍ରଜରାଜନଗର ଉପନିର୍ବାଚନ ଅନୁଷ୍ଠିତ ହେବ। ଏଥିଲାଗି ପ୍ରାର୍ଥିପତ୍ର ପ୍ରତ୍ୟାହାରର ମଙ୍ଗଳବାର ଥିଲା ଶେଷ ତାରିଖ। ଏହି ଦିନ ୩ ଜଣ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେଇଛନ୍ତି। ସେମାନେ ହେଲେ ପାର୍ବତୀ ବେହେରା, ତପନ…

ସ୍ତ୍ରୀଙ୍କ ସହ ରହିବା ଜିଦ୍‌: ତିହାର ଜେଲ୍‌ରେ ଠକ ସୁକେଶଙ୍କ ଅନଶନ

ନୂଆଦିଲ୍ଲୀ,୧୭।୫: ୨୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଠକେଇ ସହ ଅଭିନେତ୍ରୀଙ୍କୁ ମହଙ୍ଗା ଉପହାର ଦେବା ମାମଲାରେ ଗିରଫ ହୋଇଥିବା ଠକ ସୁକେଶ ଚନ୍ଦ୍ର ଶେଖର ଅନଶନରେ ବସିଛନ୍ତି। ଦିଲ୍ଲୀର ତିହାର ଜେଲରେ ସେ ସ୍ତ୍ରୀ ଲିନା ମାରିୟାଙ୍କ ସହ ରହିବାକୁ ଚାହୁଁଛନ୍ତି।…

ଟସ୍‌ ଜିତିଲା ଏମ୍‌ଆଇ, ବୋଲିଂ ନିଷ୍ପତ୍ତି…

ମୁମ୍ବାଇ, ୧୭।୫ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୬୫ ତମ ମ୍ୟାଚରେ ମଙ୍ଗଳବାର ସନ୍‌ ରାଇଜର୍ସ ହାଇଦ୍ରାବାଦ୍‌ (ଏସ୍‌ଆର୍‌ଏଚ୍‌) ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ୍‌(ଏମ୍‌ଆଇ) ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମହାରାଷ୍ଟ୍ର ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ଖେଳାଯାଉଥିବା…

‘ଡକ୍ଟର ଷ୍ଟ୍ରେଞ୍ଜ’ ଅଭିନେତ୍ରୀଙ୍କୁ ୮ ବର୍ଷ ଜେଲଦଣ୍ଡ

ନୂଆଦିଲ୍ଲୀ: ସୁପରହିଟ ହଲିଉଡ ଫିଲ୍ମ ‘ଡକ୍ଟର ଷ୍ଟ୍ରେଞ୍ଜ’ରେ ଅଭିନୟ କରି ବାହାବା ସାଉଁଟିଥିବା ଅଭିନେତ୍ରୀ ଜାରା ଫିଥିଆନ୍‌ ଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ। ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବା ମାମଲାରେ ତାଙ୍କୁ ଜେଲଦଣ୍ଡରେ ଦଣ୍ଡିତ କରାଯାଇଛି। ତାଙ୍କ ସହ ସ୍ବାମୀ…

ବଦଳିବ କି ଔରଙ୍ଗାବାଦ ଏୟାରପୋର୍ଟର ନାମ: ସିନ୍ଧିଆଙ୍କୁ ଭେଟିଲେ ମହାରାଷ୍ଟ୍ର ମନ୍ତ୍ରୀ

ନୂଆଦିଲ୍ଲୀ,୧୭।୫: ଶିବସେନା ନେତା ତଥା ମହାରାଷ୍ଟ୍ର ଶିଳ୍ପ ମନ୍ତ୍ରୀ ସୁଭାଷ ଦେଶାଇ ମଙ୍ଗଳବାର ଦିଲ୍ଲୀରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭେଟିଛନ୍ତି। ଏହି ସାକ୍ଷାତକାର ସମୟରେ ସେ ସିନ୍ଧିଆଙ୍କୁ ଔରଙ୍ଗାବାଦ ବିମାନବନ୍ଦରର ନାମ ଖୁବ୍‌ଶୀଘ୍ର ଛତ୍ରପତି ସମ୍ଭାଜୀ…

ଅମରନାଥ ଯାତ୍ରୀଙ୍କୁ ମିଳିବ ଆରଆଇଏଫ୍‌ଡି କାର୍ଡ

ନୂଆଦିଲ୍ଲୀ,୧୭।୫: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ। ଏଥିରେ ଅମରନାଥ ଯାତ୍ରାର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଶାହା। ଏହି ବୈଠକରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୋଇନ୍ଦା ତଥା ସୁରକ୍ଷା ମୁଖ୍ୟଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି…

କୋର୍ଟ କମିଶନର ହଟିଲେ…

ବାରାଣସୀ, ୧୭।୫ : ଜ୍ଞାନବ୍ୟାପି ମାମଲାରେ ମୁସଲମାନ ପକ୍ଷଙ୍କ ଆବେଦନ ଅନୁସାରେ ବାରାଣସୀ କୋର୍ଟ କୋର୍ଟ କମିଶନର ଅଜୟ ମିଶ୍ରଙ୍କୁ ହଟାଇ ଦେଇଛନ୍ତି। ଅନ୍ୟ ଦୁଇ କୋର୍ଟ କମିଶନର୍‌ ନିଜର କାର୍ଯ୍ୟ ଜାରି ରଖିବେ। ବାରାଣସୀର ସିଭିଲ ଜଜ ସିନିୟର ଡିଭିଜନର…

ଉତ୍ତର କୋରିଆରେ କରୋନା ପ୍ରତିରକ୍ଷା ଦୁର୍ବଳ

ପୋଙ୍ଗୟାଙ୍ଗ,୧୭।୫: ଉତ୍ତର କୋରିଆରେ କରୋନା ଚିହ୍ନଟ ହେବା ପରେ ଜ୍ୱର ମାମଲା ଏବେ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ମଙ୍ଗଳବାର ଉତ୍ତର କୋରିଆରେ ୨,୬୯,୫୧୦ ଲୋକଙ୍କଠାରେ ଜ୍ୱରର ଲକ୍ଷଣ ଚିହ୍ନଟ କରାଯାଇଥିବା ବେଳେ ଆଉ ୬ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟପଟେ ଉତ୍ତର…

ଧୋନୀଙ୍କ ନୂଆ ପଦକ୍ଷେପ

ବେଙ୍ଗାଲୁରୁ,୧୭।୫: କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ପିଲାମାନଙ୍କ ପାଇଁ ଏକ ଗ୍ଲୋବାଲ ସ୍କୁଲ ଆରମ୍ଭ କରିଚନ୍ତି କ୍ରିକେଟ ତାରକା ମହେନ୍ଦ୍ର ସିଂହ ଧୋନୀ। ଏହି ବିଶ୍ୱସ୍ତରୀୟ ବିଦ୍ୟାଳୟର ପ୍ରଥମ ସେଶନ ଜୁନ୍‌ ୧ରୁ ଆରମ୍ଭ ହେବାକୁ ଯାଉଛି। ତେବେ ବିଦ୍ୟାଳୟର ନାମ ‘ଏମ୍‌ଏସ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri