ପୂର୍ବତନ ତହସିଲଦାରଙ୍କୁ ୨ ବର୍ଷ ଜେଲ
ଭୁବନେଶ୍ୱର,୧୯।୭ (ବ୍ୟୁରୋ): ଷ୍ଟାମ୍ପ୍ ଭେଣ୍ଡର ଲାଇସେନ୍ସ ନବୀକରଣ ପାଇଁ ଯାଞ୍ଚ ରିପୋର୍ଟ ଦେବାକୁ ୫୦୦ ଟଙ୍କା ଲାଞ୍ଚ ମାମଲାର ରାୟ ୧୩ ବର୍ଷ ପରେ ସୋମବାର ପ୍ରକାଶ ପାଇଛି। ଭୁବନେଶ୍ୱର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ସତ୍ୟନାରାୟଣ ଷଡ଼ଙ୍ଗୀ ସମ୍ପୃକ୍ତ ଅଭିଯୁକ୍ତ ତଥା…
ସରିଯିବ କୋଭିଶିଲ୍ଡ ଟିକା
ଭୁବନେଶ୍ୱର, ୧୯।୭(ବ୍ୟୁରୋ):କରୋନା ପ୍ରତିଷେଧକ ଭାବେ ରାଜ୍ୟରେ ବ୍ୟବହାର କରାଯାଉଥିବା କୋଭିଶିଲ୍ଡ ଟିକା ଆସନ୍ତା ଦୁଇତିନି ଦିନ ଭିତରେ ସରିଯିବ। ସବୁ ଜିଲାରେ କମ୍ ସଂଖ୍ୟକ କୋଭିଶିଲ୍ଡ ଟିକା ମହଜୁଦ ଥିବାବେଳେ ରାଜ୍ୟରେ ମାତ୍ର ୨ ଲକ୍ଷ ୨୧ ହଜାର ଡୋଜ୍ ରହିଛି।…
ସ୍ତ୍ରୀ, ଶ୍ୱଶୁର ଓ ଶଳାଙ୍କୁ କାର୍ ମଡ଼ାଇ ହତ୍ୟା ଉଦ୍ୟମ
ସମ୍ବଲପୁର,୧୯ା୭(ବ୍ୟୁରୋ):ସମ୍ବଲପୁର ଏସ୍ପି ଅଫିସ ସମ୍ମୁଖରେ ସୋମବାର ଏକ ପାରିବାରିକ କଳହର ଭୟାବହ ରୂପ ଦେଖିବାକୁ ମିଳିଛି। ଓକିଲ ପଞ୍ଚାନନ ଦାସ ସବୁ ସୀମା ଟପି ଶ୍ୱଶୁରଘର ପରିବାର ସଦସ୍ୟଙ୍କୁ ଦିନ ଦ୍ୱିପ୍ରହରରେ କାର୍ ଚଢ଼ାଇ ହତ୍ୟା ଉଦ୍ୟମ କରିଛନ୍ତି। ଘଟଣାରେ ସ୍ତ୍ରୀ…
ଆଶ୍ରୟ ଦେଇ ନାବାଳିକାଙ୍କୁ ବଳାତ୍କାର
କଳିଙ୍ଗନଗର ୧୯ା୭ (ଡି.ଏନ୍.ଏ.):ବର୍ଷା ଭିଜା ରାତିରେ ଆଶ୍ରୟ ଦେବାକୁ ଡାକି ନେଇ ଜଣେ ଆଦିବାସୀ ନାବାଳିକା(୧୫)ଙ୍କୁ ବଳାତ୍କାର କରାଯାଇଛି। ତେବେ ଗଣବଳାତ୍କାରରୁ ବର୍ତ୍ତିବା ପାଇଁ ନାବାଳିକା ଜଣକ ଛାତରୁ ଡେଇଁ ଗୁରୁତର ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ବଳାତ୍କାର କରିବା ପୂର୍ବରୁ ପୀଡ଼ିତାଙ୍କ…
ଆସନ୍ତା ସପ୍ତାହରେ ଦେଶବ୍ୟାପୀ ଆନ୍ଦୋଳନ କରିବେ ବ୍ୟବସାୟୀ
ନୂଆଦିଲ୍ଲୀ,୧୯ା୭:ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ମୂଲ୍ୟ ବୃଦ୍ଧିରେ ଦେଶବାସୀ ଘାଣ୍ଟି ହେଉଥିବାବେଳେ ସୋମବାରଠାରୁ ପୂର୍ବରୁ ପ୍ୟାକ୍ ହୋଇଥିବା ବିଭିନ୍ନ ଖାଦ୍ୟ ସାମଗ୍ରୀ ଯଥା କ୍ଷୀର, ଦହି, ପନିର, ମାଛ, ମାଂସ, ଚୁଡ଼ା, ମୁଢ଼ି ଏବଂ ନନ୍ବ୍ରାଣ୍ଡେଡ୍ ଅଟା, ଚାଉଳ ଉପରେ କେନ୍ଦ୍ର ସରକାର ୫%…
ରୁଚିକାଙ୍କୁ ନ୍ୟାୟ: ଆଜି ଓଡ଼ିଶା ବନ୍ଦ
ଭୁବନେଶ୍ୱର,୧୯ା୭(ବ୍ୟୁରୋ): ଆତ୍ମହତ୍ୟା କରିଥିବା ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ନବନିର୍ମାଣ କୃଷକ ସଂଗଠନ ଏବଂ ନବନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ମଙ୍ଗଳବାର ରାଜ୍ୟରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ…
ଏଲ୍ଓସିରେ ବିସ୍ଫୋରଣ ୨ ଯବାନ ଶହୀଦ
ଜମ୍ମୁ,୧୮।୭: ଜମ୍ମୁ-କଶ୍ମୀର ପୁଞ୍ଚ ଜିଲାରେ ନିୟନ୍ତ୍ରଣ ରେଖା(ଏଲ୍ଓସି) ନିକଟରେ ଗ୍ରେନେଡ ବିସ୍ଫୋରଣରେ ୨ସେନା ଯବାନ ଶହୀଦ ହୋଇଛନ୍ତି। ରବିବାର ରାତିରେ ମେଣ୍ଢର ସେକ୍ଟରରେ ସେନା କର୍ମଚାରୀ ଡ୍ୟୁଟିରେ ଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ସୋମବାର ସେନା ପକ୍ଷରୁ ସୂଚନା ଦିଆଯାଇଛି।…
ଶପଥ ନେଲେ ୨୭ରାଜ୍ୟ ସଭା ସଦସ୍ୟ
ନୂଆଦିଲ୍ଲୀ,୧୮ା୭: ରାଜ୍ୟ ସଭାକୁ ନୂଆ କରି ନିର୍ବାଚିତ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ, ପ୍ରଫୁଲ ପଟେଲ, କ୍ରିକେଟର ହର୍ଭଜନ ସିଂ ପ୍ରମୁଖଙ୍କ ସମେତ ୨୭ ସଦସ୍ୟ ସୋମବାର ଶପଥ ଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରେ ମନୋନୀତ ସଦସ୍ୟ ଭି. ବିଜୟେନ୍ଦ୍ର…
ଗଣେଶନ ପଶ୍ଚିମବଙ୍ଗର ନୂଆ ରାଜ୍ୟପାଳ
କୋଲକାତା,୧୮।୭: ଜଗଦୀପ ଧନକର ନିଜ ପଦରୁ ଇସ୍ତଫା ଦେବା ପରେ ଏଲ୍ ଗଣେଶନ ପଶ୍ଚିମବଙ୍ଗର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି। ସୋମବାର ସନ୍ଧ୍ୟାରେ ପଶ୍ଚିମବଙ୍ଗର ନୂତନ ରାଜ୍ୟପାଳ ଭାବେ ଲା. ଗଣେଶନ ଶପଥ ଗ୍ରହଣ କରିଛନ୍ତି। ମଣିପୁର ରାଜ୍ୟପାଳ ଗଣେଶନଙ୍କୁ…
ଯାଞ୍ଚ ନାଁରେ ଛାତ୍ରୀଙ୍କୁ ଅନ୍ତଃବସ୍ତ୍ର ଖୋଲିବାକୁ କହିଲେ ପରୀକ୍ଷକ
ଥିରୁଭାନନ୍ତପୁରମ୍,୧୮ା୭: ମେଡିକାଲ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଉଦ୍ଦିଷ୍ଟ ପ୍ରବେଶିକା ପରୀକ୍ଷା ନ୍ୟାଶନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ(ଏନ୍ଇଇଟି) ନିମନ୍ତେ କେରଳର ଏକ ପରୀକ୍ଷା କେନ୍ଦ୍ରରୁ ଲଜ୍ଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି। କୋଲାମ ଜିଲାର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ରବିବାର ଏନ୍ଇଇଟି…
ବିଭିନ୍ନ ରାଜ୍ୟରେ କ୍ରସ୍ଭୋଟିଂ: ୮ଏମ୍ପି ଦେଇନାହାନ୍ତି ଭୋଟ
ନୂଆଦିଲ୍ଲୀ,୧୮।୭: ଦେଶର ୧୫ତମ ରାଷ୍ଟ୍ରପତିଙ୍କୁ ବାଛିବା ପାଇଁ ସୋମବାର ନିର୍ବାଚନ ଶେଷ ହୋଇଛି। ପୂର୍ବାହ୍ନ ୧ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପାର୍ଲାମେଣ୍ଟ ହାଉସ୍ ଏବଂ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀ ଓ ପଣ୍ଡିଚେରୀ ବିଧାନସଭାରେ ଭୋଟ ଗ୍ରହଣ କରାଯାଇଛି।…
ପିପିଇ କିଟ୍ ପିନ୍ଧି ଭୋଟ ଦେଲେ ଅର୍ଥମନ୍ତ୍ରୀ- ଶକ୍ତି ମନ୍ତ୍ରୀ
ନୂଆଦିଲ୍ଲୀ,୧୮।୭: ରାଷ୍ଟ୍ରପତି ନିର୍ବାଚନ ପାଇଁ ସୋମବାର ଦେଶର ଏମ୍ପି ଓ ବିଧାୟକମାନେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ଇତିମଧ୍ୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଓ କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର.କେ ସିଂହ ପିପିଇ କିଟ୍ ପିନ୍ଧି ସଂସଦରେ ପହଞ୍ଚି ମତଦାନ…
Archives


