ସୋନିଆ-ସ୍ମୃତିଙ୍କ ମଧ୍ୟରେ କଥା କଟାକଟି
ନୂଆଦିଲ୍ଲୀ,୨୮।୭: ଦେଶର ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସଂପର୍କରେ ଆପତ୍ତିଜନକ ଟିପ୍ପଣୀ ଦେଇ ଫସି ଯାଇଛନ୍ତି କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ। ଦେଶର ରାଷ୍ଟ୍ରପତିଙ୍କୁ ‘ରାଷ୍ଟ୍ରପତ୍ନୀ’ ସମ୍ବୋଧିତ କରିଛନ୍ତି। ଏହି ପ୍ରସଙ୍ଗରେ ସଂସଦର ଉଭୟ ସଦନରେ ଶାସକ ଦଳ…
ଇଡ଼ି ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବୃଦ୍ଧି ବିରୋଧ ମାମଲା, ଶୁକ୍ରବାର ଶୁଣାଣି କରିବେ ସୁପ୍ରିମକୋର୍ଟ…
ନୂଆଦିଲ୍ଲୀ,୨୮।୭ : ଇଡ଼ି ନିର୍ଦ୍ଦେଶକ ସଞ୍ଜୟ ମିଶ୍ରାଙ୍କ ଏକ ବର୍ଷ କାର୍ଯ୍ୟକାଳ ବୃଦ୍ଧି କରିବା କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ଦାଖଲ ହୋଇଥିବା ଆବେଦନ ଉପରେ ଶୀଘ୍ର ଶୁଣାଣି ପାଇଁ କରାଯାଇଥିବା ଦାବିକୁ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି। ଖୁବ ଶୀଘ୍ର…
ନିଶା ମାଫିଆ ଦୁଇ ଭାଇଙ୍କ ୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି
ବୁଗୁଡା,୨୮।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ବୁଗୁଡା ସହରର ରଘୁନାଥ ସାହିରେ ଥିବା ଦୁଇ ନିଶା ମାଫିଆ ଭାଇଙ୍କ ୩ କୋଟି ଟଙ୍କା ମୂଲ୍ୟର ବେଆଇନ ସମ୍ପତ୍ତିକୁ ବାଜ୍ୟାପ୍ତ କରାଯାଇଛି। ଏନ୍ଡିପିଏସ୍ ଆଇନ ଅନୁଯାୟୀ କୋଲକାତାର ଏକ ପ୍ରାଧିକୃତ ସଂସ୍ଥା ଅଧିକାରୀମାନେ ଏହି ସମ୍ପତ୍ତି…
ଖବରକାଗଜ ବିକ୍ରେତାଙ୍କ ପୁଅର ସଫଳତା
ଛତ୍ରପୁର,୨୮ା୭(ଡି.ଏନ୍.ଏ.): ଯୁକ୍ତ ଦୁଇ ବିଜ୍ଞାନ/ବାଣିଜ୍ୟ ଫଳାଫଳ ବୁଧବାର ପ୍ରକାଶ ପାଇଛି। ଛତ୍ରପୁର ଅଞ୍ଚଳର ସୂର୍ଯ୍ୟ ନାରାୟଣ ଶତପଥୀ ନାମକ ଜଣେ ଖବରକାଗଜ ବିକ୍ରେତାଙ୍କ ପୁଅ ଶୁଭ୍ରାଂଶୁ ଶତପଥୀ ଯୁକ୍ତ ଦୁଇ ବିଜ୍ଞାନ ବିଭାଗରେ ୬୦୦ରୁ ୫୫୩ ମାର୍କ ରଖି ପ୍ରଥମ ସ୍ଥାନ…
ଦିଲ୍ଲୀ ନଗର ନିଗମ ନିର୍ବାଚନ, ଜବାବ ଦାଖଲ ପାଇଁ କେନ୍ଦ୍ର-ଇସିଙ୍କୁ ସମୟ ଦେଲେ ଏସ୍ସି…
ନୂଆଦିଲ୍ଲୀ,୨୮।୭ : ଦିଲ୍ଲୀ ନଗର ନିଗମ ନିର୍ବାଚନ ସମ୍ପର୍କରେ ଆମ ଆଦମୀ ପାର୍ଟିର ଆବେଦନ ଉପରେ ସୁପ୍ରିମକୋର୍ଟ(ଏସ୍ସି) କେନ୍ଦ୍ର ଏବଂ ନିର୍ବାଚନ ଆୟୋଗ(ଇସି)ଙ୍କୁ ସମୟ ଦେଇଛନ୍ତି। କେନ୍ଦ୍ର ଏବଂ ନିର୍ବାଚନ ଆୟୋଗ ଏହାର ଉତ୍ତର ଦେବାକୁ ଅଧିକ ସମୟ ମାଗିଥିଲେ। ଅଗଷ୍ଟ…
ଘୋଡ଼ା ଜିତିଲା ମେୟର ପଦ, ମିଳିଲା ସ୍ବତନ୍ତ୍ର ଆସନ
ଯେକୌଣସି ଦେଶ ପାଇଁ ଗଣତନ୍ତ୍ର ଅତ୍ୟନ୍ତ ସୁସ୍ଥ ବୋଲି ବିବେଚନା କରାଯାଏ। ଲୋକମାନେ ନିଜର ନେତା ବାଛନ୍ତି। ଏହି ମନୋନୀତ ବ୍ୟକ୍ତି ଆଗକୁ ଲୋକଙ୍କ ହିତ ପାଇଁ କାମ କରନ୍ତି। କିନ୍ତୁ ଯଦି ଲୋକମାନେ ନିଜ ନେତା ଭାବରେ ନିଜ ପାଇଁ…
ସିରିଜ ପୋଛିନେବା ପରେ ଏମିତି କହିଲେ ଅଧିନାୟକ ଧାଓ୍ବନ
ପୋର୍ଟ ଅଫ୍ ସ୍ପେନ୍,୨୮।୭: ଶିଖର ଧାଓ୍ବନ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜକୁ କ୍ଲିନ୍ ସୁଇପ୍ କରିଛି। ବୁଧବାର ଖେଲାଯାଇଥିବା ତୃତୀୟ ତଥା ଅନ୍ତିମ ମୁକାବିଲାକୁ ୧୧୯ ରନ୍ରେ ଜିତି ସିରିଜକୁ ୩-୦ରେ ଜିତି ନେଇଥିଲା। ଏହି ବିଜୟ…
ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ ପାଇଁ ୧୭ ବର୍ଷରୁ ଅଧିକ ବୟସ୍କ ଯୁବବର୍ଗ କରିପାରିବେ ଆବେଦନ, ଇସିଆଇଙ୍କ ଘୋଷଣା…
ନୂଆଦିଲ୍ଲୀ,୨୮।୭ : ଭାରତୀୟ ନିର୍ବାଚନ ଆୟୋଗ(ଇସିଆଇ) ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। ନିର୍ବାଚନ ଆୟୋଗ କହିଛନ୍ତି ଯେ ଏଈିକି ୧୭ ବର୍ଷରୁ ଅଧିକ ବୟସ୍କ ଯୁବବର୍ଗ ଭୋଟର ତାଲିକାରେ ନାମ ଯୋଡ଼ିବାକୁ ଆବେଦନ କରିପାରିବେ। ଯୁବବର୍ଗଙ୍କୁ ଆବେଦନ କରିବାକୁ ଆଉ…
ପୁଣି ୩ ଏମ୍ପି ରାଜ୍ୟ ସଭାରୁ ନିଲମ୍ବିତ
ନୂଆଦିଲ୍ଲୀ,୨୮।୭: ସଂସଦରେ ବିଶୃଙ୍ଖଳା ସୃଷ୍ଟି କରିବା ଅଭିଯୋଗରେ ଗୁରୁବାର ଆଉ ତିନି ଜଣ ଏମ୍ପିଙ୍କୁ ରାଜ୍ୟ ସଭାରୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ଏମ୍ପିମାନଙ୍କ ମଧ୍ୟରେ ଆମ ଆଦମୀ ପାର୍ଟିର ରାଜ୍ୟ ସଭା ସଦସ୍ୟ ସୁଶୀଲ ଗୁପ୍ତା ଏବଂ ସନ୍ଦୀପ ପାଠକ ଏବଂ…
ଠିକ୍ ସମୟରେ ଠିକ୍ କଥା କହିବି: ବାବୁସାନ୍
ଭୁବନେଶ୍ୱର,୨୮ା୭(ବ୍ୟୁରୋ): ବିବାଦରେ ଫସିଥିବା ଓଲିଉଡ୍ ଅଭିନେତା ବାବୁସାନ୍ ମହାନ୍ତି ଗୁରୁବାର ଘରର ବାଲକୋନିକୁ ଆସି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି, ଠିକ୍ ସମୟରେ ଠିକ୍ କଥା କହିବି। ଏବେ ମୁଁ ମୋ’ ପରିବାର ସହ ଖୁସିରେ ଅଛି। ଅପରପକ୍ଷରେ ବାବୁସାନ୍ଙ୍କ ମା’ ଅପରାଜିତା…
ମାତ୍ର ଆଉ ଗୋଟିଏ ଓଭର୍ ମିଳିଯାଇଥିଲେ ମୁଁ…
ତ୍ରିନିଦାଦ,୨୮।୭: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜକୁ କ୍ଲିନ ସୁଇପ କରିଛି ଭାରତ। ତୃତୀୟ ଦିନିକିଆ ମ୍ୟାଚକୁ ୧୧୯ ରନ୍ରେ ଜିତି ତିନି ଟିକିଆ ସିରିଜକୁ ୩-୦ରେ କବଜା କରିଛି ଶିଖର ସେନା। ଏହି ମ୍ୟାଚରେ ଶୁବମନ ଗିଲ ୯୮ ରନ୍ର ଇନିଂସ…
କିମ୍ଙ୍କ କଡ଼ା ଚେତାବନୀ, ଆମେରିକା-ଦକ୍ଷିଣକୋରିଆ ସହ ହେବ ଆଣବିକ ଯୁଦ୍ଧ…
ପୋଙ୍ଗୟାଙ୍ଗ୍,୨୮।୭ : ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ପୁଣି ଥରେ ଉତ୍ତେଜନା ସୃଷ୍ଟି ହୋଇଛି। ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ କଡ଼ା ଚେତାବନୀ ନେଇ ଏଭଳି ହୋଇଛି। କିମ୍ କହିଛନ୍ତି ଯେ, ଆମେରିକା ଏବଂ…
Archives


