କମୁଛି ସଂକ୍ରମଣ: ଆଜି ରାଜ୍ୟରୁ ୨୨୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୯ା୮(ବ୍ୟୁରୋ): ରାଜ୍ୟରୁ ସୋମବାର ୨୨୧ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୭,୧୫୦ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୨୯ ଜଣ ଚିହ୍ନଟ ହୋଇଥିବା ବେଳେ ୯୨ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରେ ୩୧ ଜଣ ଶିଶୁ ବି ଅଛନ୍ତି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୫୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୩୫ ଏବଂ ସମ୍ବଲପୁରରୁ ୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୋଳରୁ ୧, ବାଲେଶ୍ୱର ୩, ବରଗଡ଼ ୨, ବଲାଙ୍ଗୀର ୧୪, ବୌଦ୍ଧ ୨, କଟକ ୧୨, ଦେବଗଡ଼ ୨, ଯାଜପୁର ୬, ଝାରସୁଗୁଡ଼ା ୪, କଳାହାଣ୍ଡି ୧୦, କନ୍ଧମାଳ ୩, କେନ୍ଦ୍ରାପଡ଼ା ୧, କୋରାପୁଟ ୧,ମୟୂରଭଞ୍ଜ ୫, ନବରଙ୍ଗପୁର ୧୩, ନୟାଗଡ଼ ୩, ନୂଆପଡ଼ା ୯, ପୁରୀ ୧, ରାୟଗଡ଼ାରୁ ୩ ଏବଂ ସୋନପୁରରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୧୪।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୭,୧୫୦ରେ ପହଞ୍ଚିଥିବା ବେଳେ ୧୩,୧୫,୯୨୯ ଜଣ ସୁସ୍ଥ ହୋଇଛନ୍ତି। ୧୯୯୪ ଜଣ ଚିକିିତ୍ସିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦ ରାଜ୍ୟରେ ୮୫% ସଂକ୍ରମଣ

ନୂଆଦିଲ୍ଲୀ, ୧୬।୫(ପି.ଟି.): ମୋଟ କରୋନା ସଂକ୍ରମଣର ୮୫ ପ୍ରତିଶତ ୧୦ଟି ରାଜ୍ୟରେ ଦେଖିବାକୁ ମିଳିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ ୧୧ ରାଜ୍ୟରେ ସକ୍ରିୟ...

୨୫ରୁ ବିଧାନସଭା ମୌସୁମୀ ଅଧିବେଶନ : ୨୪ରେ ବିଜେଡି ବିଧାୟକ ଦଳ ବୈଠକ

ଭୁବନେଶ୍ୱର,୧୯।୬(ବ୍ୟୁରୋ): ଷୋଡ଼ଶ ବିଧାନସଭାର ପ୍ରଥମ ତଥା ମୌସୁମୀ ଅଧିବେଶନ ଚଳିତ ମାସ ୨୫ରୁ ଆରମ୍ଭ ହେବାକୁ ଯାଉଛି। ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ୨୪ରେ...

ଜୁଲାଇ ପାଇଁ ରଣନୀତି

ଭୁବନେଶ୍ୱର,୩୦।୬(ବ୍ୟୁରୋ): ଏବେ ସରକାରୀ କର୍ମଚାରୀମାନେ ମଧ୍ୟ କୋଭିଡ-୧୯ ସଂକ୍ରମଣର ଶିକାର ହେଉଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିନ୍ତାପ୍ରକଟ କରିଛନ୍ତି। ବିଭିନ୍ନ ସରକାରୀ ଅଫିସ...

ରାଜଧାନୀରେ କରୋନା ବେଲଗାମ: ଆଜି ଚିହ୍ନଟ ହେଲେ ଆଉ ୧୪୯ ଆକ୍ରାନ୍ତ; କେଉଁଠୁ କେତେ ଜାଣନ୍ତୁ..

ଭୁବନେଶ୍ୱର,୪।୮(ବ୍ୟୁରୋ): କଟକଣା ସତ୍ତ୍ୱେ ରାଜଧାନୀରେ ମାଡ଼ି ଚାଲିଛି କରୋନା। ମଙ୍ଗଳବାର ଭୁବନେଶ୍ୱରରେ ଆଉ ୧୪୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସହରରେ ମୋଟ...

ଏଫ୍‌ଆଇଏଚ୍‌ ପୁରସ୍କାର: ପ୍ଲେୟର ଅଫ୍‌ ଦି ଇୟର ଦୌଡ଼ରେ ମନପ୍ରୀତ

ଲାଉସାନେ, ୭ା୧୨(ପି.ଟି.)- ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ପୁରସ୍କାର ଦୌଡ଼ରେ ସାମିଲ ହୋଇଛନ୍ତି ଭାରତୀୟ ଦଳର ଅଧିନାୟକ ମନପ୍ରୀତ ସିଂ। ଏଫ୍‌ଆଇଏଚ୍‌ ପ୍ଲେୟର ଅଫ୍‌ ଦି...

ଆଜିଠାରୁ ‘ଇକୋ ରିଟ୍ରିଟ୍‌’:ଗ୍ଲାମରସ୍‌ କ୍ୟାମ୍ପିଂ- ଫୁଡ୍‌-ଫନ୍‌

ଭୁବନେଶ୍ୱର,୧୪ା୧୨(ବ୍ୟୁରୋ): ଲକ୍‌ଜ୍ୟୁରି କଟେଜ୍‌, ଆଡ୍‌ଭେଞ୍ଚର ସ୍ପୋର୍ଟସ, ଓ୍ବାଟର୍‌ ସ୍ପୋର୍ଟସ, ବିଚ୍‌ ଭଲିବଲ୍‌, ଥେରାପ୍ୟୁଟିକ୍‌ ଓ୍ବାକ, ବିଚ୍‌ ସ୍ପା, ସେଲିବ୍ରିଟି ଡିଜେ, ଖ୍ୟାତନାମା ବ୍ୟାଣ୍ଡ୍‌ ଓ ମନପସନ୍ଦର...

ବୁଧବାର ବନକଲାଗି, ୪ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ ଅଫିସ, ୩ା୧୨: ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ପ୍ରାୟ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ୪ ଘଣ୍ଟା...

ଯନ୍ତ୍ରଣା ଦେଉଛି ଭୂତଳ ବିଦ୍ୟୁତ୍‌ କେବୁଲ କାମ

ଭୁବନେଶ୍ବର,୨୯।୭(ବ୍ୟୁରୋ) : ସ୍ମାର୍ଟସିଟି ଭୁବନେଶ୍ୱରରେ ଚାଲିଛି ଭୂତଳ ବିଦ୍ୟୁତ୍‌ କେବୁଲ ବିଛାଇବା କାମ। ତାରିଖ ପରେ ତାରିଖ ଗଡୁଥିଲେ ମଧ୍ୟ ସରିବାର ନାଁ ଧରୁନି। ୧୮...

Advertisement
Archives

Model This Week