ବଢୁଛି ତାପମାତ୍ରା, ୟେଲୋ ଓ୍ବାର୍ନିଂ ଜାରି
ବେଜିଂ,୨୯ା୬: ଚାଇନାର ବିଭିନ୍ନ ଅଞ୍ଚଳରେ ବୁଧବାର ଉଚ୍ଚ ତାପମାତ୍ରା ଏବଂ ଲୁ ପାଇଁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। କେନ୍ଦ୍ରୀୟ ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ ଯେ, ଙ୍ଗାସୁ, ସିଚୁଆନ, ଚୋଗକିଙ୍ଗ୍, ହେନାନା, ଅନହୁଇ, ହୁନାନ, ଝୋଜିୟାଙ୍ଗ, ଫୁଜିୟାନ, ଝିଞ୍ଜିୟାଙ୍ଗରେ ଦିନରେ…
ସ୍ତ୍ରୀଙ୍କ କମେଣ୍ଟ୍କୁ ଅପେକ୍ଷା କରିଥିଲେ ରଣବୀର, ଶେଷରେ…
ବଲିଉଡ୍ ଅଭିନେତା ରଣବୀର ସିଂ ସୋସିଆଲ ମିଡିଆରେ ସ୍ତ୍ରୀ ଦୀପିକା ପାଦୁକୋନଙ୍କ ସହ ବହୁତ ମଜା କରନ୍ତି। ପରସ୍ପରର ଗୋଡ ଟାଣିବାଠାରୁ ଆରମ୍ଭ କରି ପରସ୍ପର ଉପରେ ପ୍ରେମ ବର୍ଷା କରିବାକୁ ଉଭୟ ଆଦୌ ପଛାନ୍ତି ନାହିଁ। ନିକଟରେ ରଣବୀର ଇନଷ୍ଟାଗ୍ରାମରେ…
ରାଷ୍ଟ୍ରପତି ନିର୍ବାଚନ ନାମାଙ୍କନ ଅସ୍ବୀକୃତିରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ, ୨୯।୬ : ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଅସ୍ବୀକୃତିରେ ହସ୍ତକ୍ଷେପ କରିବାକୁ ବୁଧବାର ସୁପ୍ରିମ୍କୋର୍ଟ ମନା କରିଛନ୍ତି। ଏହା ସହିତ ଶୀର୍ଷକୋର୍ଟ ଡ. ମାଣ୍ଡତି ଥରୁପତି ରେଡ୍ଡୀଙ୍କ ଆବେଦନକୁ ବିଚାର କରିବାକୁ ମନା କରିଦେଇଛନ୍ତି। ମାଣ୍ଡତି ରାଷ୍ଟ୍ରପତି ନିର୍ବାଚନ ପାଇଁ…
ଧୋନୀଙ୍କ ରାସ୍ତାରେ ହାର୍ଦ୍ଦିକ, ଟ୍ରଫି ଜିତିବା ପରେ କଲେ ଏଭଳି…
ଡବଲିନ,୨୯।୬: ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହଙ୍କ ରାସ୍ତାରେ ଚାଲିଲେ ହାର୍ଦ୍ଦକ ପାଣ୍ଡ୍ୟା। ଆୟର୍ଲାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆ ୨-୦ରେ ସିରିଜ ଜିତିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଭାରତର ଏହି ବିଜୟ ବେଶ ରୋମାଞ୍ଚକର ରହିଥିଲା। ସିରିଜ ଜିତିବା ପରେ ଯେତେବେଳେ…
ରୋହିତ ଶର୍ମାଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ସୂଚନା ଦେଲେ ଝିଅ: ଦେଖନ୍ତୁ ଭିଡିଓ
ଲଣ୍ଡନ,୨୯।୬: ଭାରତୀୟ ଅଧିନାୟକ ରୋହିତ ଶର୍ମା ଏଜବାଷ୍ଟନ ଟେଷ୍ଟ ପୂର୍ବରୁ କରୋନା ସଂକ୍ରମିତ ହୋଇଛି। ରୋହିତ ଏବେ ଦଳ ଏବଂ ପରିବାର ସଦସ୍ୟଙ୍କଠାରୁ ଅଲଗା ଅଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ତାଙ୍କ ଝିଅ ସମାଇରାଙ୍କ ଏକ ଭିଡିଓ ଭାଇରାଲ ହେଉଛି।…
କାଉଡିଆଙ୍କ ପାଇଁ ୧୭୫ କ୍ୟାମ୍ପ ଲଗାଇବେ ସରକାର
ନୂଆଦିଲ୍ଲୀ,୨୯।୬: କୋଭିଡ -୧୯ ମହାମାରୀ ଯୋଗୁ ଦୁଇ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ଜୁଲାଇ ୧୪ରୁ ୨୬ଜୁଲାଇ ମଧ୍ୟରେ କାଉଡିଆ ଯାତ୍ରା ଆୟୋଜିତ ହେବ। କାଉଡିଆମାନେ ଉତ୍ତରାଖଣ୍ଡର ହରିଦ୍ୱାରରୁ ଗଙ୍ଗାଜଳ ଆଣି ନିଜ ଅଞ୍ଚଳର ଶିବ ମନ୍ଦିରରେ ଅର୍ପଣ କରିଥାନ୍ତି।…
ଉମ୍ରାନଙ୍କୁ କାହିଁକି ଦେଇଥିଲେ ଶେଷ ଓଭର? ହାର୍ଦ୍ଦିକ କହିଲେ…
ଡବଲିନ,୨୯।୬: ଭାରତ ମଙ୍ଗଳବାର ଆୟର୍ଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍ରେ ରୋମାଞ୍ଚକର ବିଜୟ ସହ ୨ ମ୍ୟାଚ୍ ବିଶିଷ୍ଟ ସିରିଜକୁ କ୍ଲିନ୍ ସୁଇପ୍ କରିଛି। ଦୀପକ ହୁଦା(୧୦୪) ଏବଂ ସଞ୍ଜୁ ସାମସନ୍(୭୭)ଙ୍କ ରେକର୍ଡ ପାର୍ଟନରଶିପ୍ ଯୋଗୁ ଦଳ ୨୨୫/୭ ସ୍କୋର କରିଥିଲା।…
ପୋଲିସ ସମ୍ମୁଖରେ ଆତ୍ମସମର୍ପଣ କଲେ ୬୦ ମାଓବାଦୀ
ବିଶାଖାପାଟନମ୍,୨୯।୬: ଆନ୍ଧ୍ରପ୍ରଦେଶରେ କୁଖ୍ୟାତ ମାଓବାଦୀ ଭନାଥାଲା ରାମ କୃଷ୍ଣଙ୍କୁ ଗିରଫ କରାଯିବା ପରେ ୬୦ରୁ ଊର୍ଦ୍ଧ୍ୱ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ବୁଧବାର ବିଶାଖାପାଟନମ୍ ରେଞ୍ଜର ଡିଆଇଜି ଏସ୍ ହରିକୃଷ୍ଣଙ୍କ ଉପସ୍ଥିତିରେ ୬୦ରୁ ଅଧିକ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ବର୍ତ୍ତମାନ ଏହି ସମସ୍ତ…
ରଥଖଳାରେ ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ
ବୁଗୁଡ଼ା,୨୯।୬(ଡି.ଏନ୍.ଏ): ଆସନ୍ତା ଜୁଲାଇ ୧ରେ ହେବାକୁ ଯାଉଥିବା ଗୁଣ୍ଡିଚା ଯାତ୍ରା ଉପଲକ୍ଷେ ଗଞ୍ଜାମ ଜିଲା ବୁଗୁଡ଼ା ବଡ଼ଦାଣ୍ଡସ୍ଥ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ବର୍ତ୍ତମାନ ସୁଦ୍ଧା ରଥର ଚକ ଅଖ ଯୋଗ, ବ୍ରାନ୍ଦ, ମୁହାଣ୍ଡି, ନାହାକ କୁମ୍ଭ ଓ…
ମହଙ୍ଗା ପଡ଼ିଲା ଛାତ୍ରୀଙ୍କୁ ଭାଜପାରେ ସାମିଲ ହେବା କହିବା: ଇସ୍ତଫା ଦେଲେ ପ୍ରିନ୍ସିପାଲ
ଅହମଦାବାଦ, ୨୯ା୬: ଗୁଜରାଟର ଭାବନଗର ସ୍ଥିତ ଶ୍ରୀମତୀ ଏନ୍. ସି. ଗାନ୍ଧୀ ଏବଂ ବି. ଭି. ଗାନ୍ଧୀ ମହିଳା କଳା ଓ ବାଣିଜ୍ୟ ମହାବିଦ୍ୟାଳୟର ପ୍ରିନ୍ସିପାଲ ରଞ୍ଜନ ଗୋହିଲ ଛାତ୍ରୀମାନଙ୍କୁ ଭାଜପାରେ ଯୋଗଦେବାକୁ କହି ବିବାଦରେ ଫସିଛନ୍ତି। ଚାରିଆଡ଼ୁ ସମାଲୋଚିତ ହେବା…
ପୁଟିନ୍ଙ୍କୁ ଆତଙ୍କବାଦୀ କହିଲେ ଜେଲେନସ୍କି…
କ୍ୱିଭ୍, ୨୯।୬ : ରୁଷିଆ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଜୁନ ୨୭ରେ, ରୁଷିଆର କ୍ଷେପଣାସ୍ତ୍ରଗୁଡ଼ିକ ୟୁକ୍ରେନର କ୍ରେମେନଚୁକ ସହରର ଏକ ଶପିଂ ସେଣ୍ଟରକୁ ଧ୍ୱଂସ କରିଦେଇଥିଲା। ଯେତେବେଳେ ସେଠାରେ ଶତାଧିକ ଲୋକ ଥିଲେ। ଏହି ଆକ୍ରମଣରେ ୧୮ ଜଣଙ୍କର…
ବନ୍ୟାରେ ଭୁଶୁଡ଼ିଗଲା ୨ମହଲା ବିଶିଷ୍ଟ ପୋଲିସ ଷ୍ଟେଶନ
ଗୁଆହାଟି,୨୯।୬: ଗତ କିଛି ଦିନରୁ ଆସାମରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ବିତ୍ପାତ ଦେଖାଦେଇଛି। ଦେଶର ଉତ୍ତର-ପୂର୍ବ ରାଜ୍ୟରେ ବନ୍ୟା ଓ ଭୂସ୍ଖଳନ ହେତୁ ଅନେକ ଅଟ୍ଟାଳିକା ନଷ୍ଟ ହେବା ସହ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି। ବନ୍ୟା ଯୋଗୁ ୨୧ଲକ୍ଷରୁ…
Archives


