ଜେଇଇ ଆଡ୍‌ଭାନ୍ସରେ ଆକାଶ ବାଇଜୁସ୍‌ର ସଫଳତା

ଭୁବନେଶ୍ୱର,୧୨।୯: ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଆକାଶ ବାଇଜୁସ୍‌ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଜେଇଇ ଆଡ୍‌ଭାନ୍ସଡ ଫଳାଫଳରେ ବଡ଼ ସଫଳତା ହାସଲ କରିଛି। ଉକ୍ତ ଯୋଗ୍ୟତା ପାଇଁ ଆଶାୟୀ ଛାତ୍ରୀଛାତ୍ରମାନେ ଜେଇଇ ଆଡ୍‌ଭାନ୍ସଡ ପରୀକ୍ଷା ଦେଇଥିଲେ।

ରବିବାର ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଜେଇଇ ଆଡ୍‌ଭାନ୍ସଡ-୨୦୨୨ର ଫଳାଫଳ ଘୋଷଣା କରାଯାଇଛି। ଉକ୍ତ ଫଳାଫଳ ଅନୁଯାୟୀ ଆକାଶ ବାଇଜୁସ୍‌ର ଭୁବନେଶ୍ୱରସ୍ଥିତ ଭୌମନଗର ଶାଖାର ଛାତ୍ର ଅତିଶ କୁମାର ସାହୁ ସର୍ବଭାରତୀୟ ସ୍ତର (ଏଆଇଆର)ରେ ୩୧୧ତମ ସ୍ଥାନ ହାସଲ କରି ଅନୁଷ୍ଠାନକୁ ଗର୍ବିତ କରାଇଛନ୍ତି। ଏପରିକି ଅତିଶଙ୍କ ଏହି ସଫଳତା ଉଭୟ ତାଙ୍କ ଅଭିଭାବକ ଏବଂ ଶିକ୍ଷା ଅନୁଷ୍ଠାନର ସମସ୍ତ କର୍ମଚାରୀଙ୍କୁ ଅତ୍ୟନ୍ତ ଉତ୍ସାହିତ କରିଛି। ଏ ସମ୍ପର୍କରେ ଆକାଶ ବାଇଜୁସ୍‌ର ଏମ୍‌ଡି ଆକାଶ ଚୌଧରୀ କହିଛନ୍ତି, ଆମେ ଅତିଶଙ୍କୁ ତାଙ୍କର ଅନନ୍ୟ ସଫଳତା ପାଇଁ ଅଭିନନ୍ଦନ ଜଣାଉଛୁ। ବିଶେଷକରି ମହାମାରୀ ପ୍ରଭାବିତ ଶିକ୍ଷାବର୍ଷଗୁଡ଼ିକରେ ଆକାଶ ବାଇଜୁସ୍‌ ଆଉ ପାଦେ ଆଗକୁ ଯାଇ ଛାତ୍ରୀଛାତ୍ରଙ୍କୁ ଜେଇଇରେ ଶ୍ରେଷ୍ଠ ପର୍ସେଣ୍ଟାଇଲ ହାସଲ ଦିଗରେ ସମର୍ଥ କରାଇଥିଲା। ଛାତ୍ରୀଛାତ୍ରଙ୍କ ପାଇଁ ଆମର ଡିଜିଟାଲ ଉପସ୍ଥିତି ଯେଭଳି ସବୁ ସମୟରେ ଉପଲବ୍ଧ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ନୀତି ଆୟୋଗର ଏସ୍‌ଡିଜି ସୂଚକାଙ୍କ: ଶୀର୍ଷରେ କେରଳ, ସର୍ବାଧିକ ଉନ୍ନତିରେ ଓଡ଼ିଶା

ନୂଆଦିଲ୍ଲୀ,୩୧-୧୨: ସରକାରଙ୍କ ଥିଙ୍କ୍‌ ଟ୍ୟାଙ୍କ ନୀତି ଆୟୋଗର ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌ଡିଜି) ସୂଚକାଙ୍କ ସୋମବାର ପ୍ରକାଶ ପାଇଛି। ଉକ୍ତ ସୂଚକାଙ୍କରେ କେରଳ ଶୀର୍ଷ ସ୍ଥାନରେ...

ମହିନ୍ଦ୍ରା ପକ୍ଷରୁ ନେମୋ ଡ୍ରାଇଭର ଆପ୍‌ର ଶୁଭାରମ୍ଭ

ନୂଆଦିଲ୍ଲୀ,୧୯।୧: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ମହିନ୍ଦ୍ରା ଗ୍ରୁପ୍‌ର ସହଯୋଗୀ ସଂସ୍ଥା ମହିନ୍ଦ୍ରା ଇଲେକ୍ଟ୍ରିକ୍‌ ମୋବିଲିଟି ଲିମିଟେଡ୍‌ ପକ୍ଷରୁ ଏକ ସ୍ବତନ୍ତ୍ର ଡ୍ରାଇଭର ଆପ୍‌...

୩୦ ହଜାର କୋଟି ପଇଠ କରିବ ଭିଡିଓକନ୍‌ ଗ୍ରୁପ୍‌

ନୂଆଦିଲ୍ଲୀ: ବର୍ତ୍ତମାନ ଭିଡିଓକନ୍‌ ଗ୍ରୁପ୍‌ ଇନ୍‌ସଲଭେନ୍ସି ମାମଲାର ସମ୍ମୁଖୀନ ହୋଇଛି। ବ୍ୟାଙ୍କଗୁଡିକୁ ୩୦ ହଜାର କୋଟି ଟଙ୍କାର ଋଣ ପଇଠ କରିବା ଲାଗି କମ୍ପାନୀ ପ୍ରତିଷ୍ଠାତାଙ୍କ...

୨୫ ହଜାର କୋଟି ପୁଞ୍ଜି ସଂଗ୍ରହ କରିବେ ବ୍ୟାଙ୍କ

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ୨୫ ହଜାର ଅତିରିକ୍ତ ପୁଞ୍ଜି ସଂଗ୍ରହ କରିବା ନେଇ ବର୍ତ୍ତମାନ ଯୋଜନା କରୁଛନ୍ତି। ଆଗାମୀ ୩ ମାସରେ ଉଭୟ ଇକ୍ୱିଟି ଏବଂ...

ଏସ୍‌ବିଆଇ ରିଟେଲ ଋଣରେ ପ୍ରୋସେସିଂ ଫି ଛାଡ଼

ଭୁବନେଶ୍ୱର: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ପକ୍ଷରୁ ପାର୍ବଣ ଅଫର ଘୋଷଣା କରାଯାଇଛି। ବ୍ୟାଙ୍କ ପକ୍ଷରୁ ୭.୫% ହାରରେ ଯାନ ଋଣ ପ୍ରଦାନ କରାଯାଉଥିବା ବେଳେ...

ପ୍ରାଇମ୍‌ ରେସିଡେନ୍ସିଆଲ ମାର୍କେଟ ତାଲିକାରେ ଦିଲ୍ଲୀ, ମୁମ୍ବାଇ

ନୂଆଦିଲ୍ଲୀ: ବିଶ୍ୱର ପ୍ରାଇମ୍‌ ରେସିଡେନ୍ସିଆଲ ମାର୍କେଟ ବା ବିଳାସପୂର୍ଣ୍ଣ ପ୍ରପର୍ଟି ବଜାର ତାଲିକାରେ ନୂଆଦିଲ୍ଲୀ ୨୭ତମ,ମୁମ୍ବାଇ ୩୩ ଏବଂ ବାଙ୍ଗାଲୋର ୩୪ ତମ ସ୍ଥାନରେ ରହିଛି।...

କୃତ୍ରିମ ଜରୁରୀକାଳୀନ ସ୍ଥିତି ସୃଷ୍ଟି କରାଯାଉଛି, ସିସିଆଇ ଜରିମାନା ମାମଲାରେ ଗୁଗଲ ଆବେଦନ ନେଇ କହିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୬।୧ : ଗୁଗଲର ସହାୟକ ଆଣ୍ଡ୍ରଏଡ ଇଙ୍କ ଉପରେ ଭାରତୀୟ ପ୍ରତିଯୋଗୀତା ଆୟୋଗ  (ସିସିଆଇ) ଜରିମାନା ଲଗାଇବା ନେଇ ଗୁଗଲର ଆବେଦନ ଶୁଣାଣି ସମୟରେ ସୁପ୍ରିମକୋର୍ଟ...

ସରଳ ହେବ ଜିଏସ୍‌ଟି ଫାଇଲିଂ

ନୂଆଦିଲ୍ଲୀ,୧୭-୧୧: ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ବ୍ୟବସ୍ଥାରେ ରହିଥିବା ବିଭିନ୍ନ ଅସୁବିଧା ଆଗାମୀ ଦିନରେ ଦୂର ହେବ। ଏହି ପ୍ରସଙ୍ଗରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ...

Advertisement
Archives

Model This Week