Home

ଧର୍ମ ନାମରେ ଦେଶ ବିଭାଜନ ଷଡ଼ଯନ୍ତ୍ର କରୁଛି ଭାଜପା

ନୂଆଦିଲ୍ଲୀ,୧୮ା୫(ପି.ଟି.): ଧର୍ମ ନାମରେ ଲୋକଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରି ଭାଜପା ଦେଶ ବିଭାଜନ ଲାଗି ଷଡ଼ଯନ୍ତ୍ର ଚଳାଇଥିବା ମଙ୍ଗଳବାର କଂଗ୍ରେସ ଅଭିଯୋଗ କରିଛି। ଲୋକଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବା ଲାଗି କଂଗ୍ରେସ ସାରା ଦେଶରେ ‘ଭାରତ ଯୋଡ଼’ ଯାତ୍ରା…

ମୁମ୍ବାଇ ବିସ୍ଫୋରଣ: ୪ ଆତଙ୍କବାଦୀ ଗିରଫ

ଗାନ୍ଧୀନଗର,୧୮ା୫: ଗୁଜରାଟ ଆତଙ୍କବାଦ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ୧୯୯୩ ମୁମ୍ବାଇ ସିରିଜ୍‌ ବିସ୍ଫୋରଣ ଘଟଣାରେ ସମ୍ପୃକ୍ତ ଥିବା ୪ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ସେମାନେ ହେଲେ ଅବୁ ବକର, ସୟଦ୍‌ କୁରେଶି, ମହମ୍ମଦ ଶୋଏବ କୁରେଶି ଏବଂ ମହମ୍ମଦ ୟୁସୁଫ…

୨ ଆଇନଜୀବୀଙ୍କୁ ୮ ଲକ୍ଷ ଟଙ୍କା ଜରିମାନା

ନୂଆଦିଲ୍ଲୀ,୧୮।୫: ଟ୍ରାଫିକ୍‌ ଭିଡ଼, ବାୟୁ ପ୍ରଦୂଷଣ ଓ ନିର୍ଗମନ ନିୟମ ପ୍ରସଙ୍ଗରେ ଆବେଦନ କରିଥିବା ୨ ଆଇନଜୀବୀଙ୍କ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ଦୃଷ୍ଟାନ୍ତମୂଳକ ଭାବେ ୮ ଲକ୍ଷ ଟଙ୍କା ଜରିମାନା ଲଗାଇଛନ୍ତି। ଜଷ୍ଟିସ ଏଲ୍‌. ନାଗେଶ୍ୱର ରାଓଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ…

ଚଣ୍ଡିଗଡ଼-ମୋହାଲି ସୀମାରେ ଚାଷୀଙ୍କ ଧାରଣା

ଚଣ୍ଡିଗଡ଼,୧୮।୫ (ପି.ଟି.): ଗହମ ଉପରେ ବୋନସ ସମେତ ବିଭିନ୍ନ ଦାବି ନେଇ ପଞ୍ଜାବର ଆମ୍‌ ଆଦ୍‌ମୀ ପାର୍ଟି ସରକାର ଉପରେ ଚାପ ପକାଇବାକୁ ରାଜଧାନୀ ଚଣ୍ଡିଗଡ଼ ଅଭିମୁଖେ ଯାଉଥିବା ଚାଷୀଙ୍କୁ ଅନୁମତି ନ ମିଳିବାରୁ ମଙ୍ଗଳବାର ସେମାନେ ଚଣ୍ଡିଗଡ଼-ମୋହାଲି ସୀମାରେ ଧାରଣାରେ…

ହାଇକୋର୍ଟ ମୁଖ୍ୟ ବିଚାରପତି ପଦ ପାଇଁ ୫ ନାମ ସୁପାରିସ

ନୂଆଦିଲ୍ଲୀ,୧୮।୫: ଭାରତର ପ୍ରଧାନ ବିଚାରପତି ଏନ୍‌.ଭି. ରମନାଙ୍କ ଅଧ୍ୟକ୍ଷତାରେ ସୁପ୍ରିମକୋର୍ଟ କଲେଜିୟମ ବିଭିନ୍ନ ହାଇକୋର୍ଟର ମୁଖ୍ୟ ବିଚାରପତି ପଦବୀକୁ ପଦୋନ୍ନତି ନିମନ୍ତେ ୫ ବିଚାରପତିଙ୍କ ନାମ ସୁପାରିସ କରିଛନ୍ତି। ମଙ୍ଗଳବାର କଲେଜିୟମ ବୈଠକ ବସି ଏହି ନିଷ୍ପତ୍ତି ନିଆଯିବା ସହ ପ୍ରସ୍ତାବ…

ଜାଣିଶୁଣି କରାଯାଇଥିଲା ଚାଇନା ବିମାନ ଦୁର୍ଘଟଣା, ବ୍ଲାକ ବକ୍ସ ଡାଟାରୁ ମିଳିଲା ତଥ୍ୟ

ବେଜିଂ,୧୮ ।୫: ଚଳିତ ବର୍ଷ ଆରମ୍ଭରେ ଚାଇନାରେ ହୋଇଥିବା ଏକ ବିମାନ ଦୁର୍ଘଟଣାକୁ ନେଇ ଚମକାଇବା ଭଳି ଖବର ସାମ୍ନାକୁ ଆସିଛି । ୱାଲ ଷ୍ଟ୍ରିଟ ଜର୍ନାଲର ରିପୋର୍ଟ ଅନୁଯାୟୀ, ଦୁର୍ଘଟଣାର ଶିକାର ହୋଇଥିବା ଚାଇନାର ଇଷ୍ଟର୍ନ ଜେଟକୁ ଜାଣିଶୁଣି ଦୁର୍ଘଟଣା…

ଆସାମ ବନ୍ୟାରେ ୮ ମୃତ, ୨ ଲକ୍ଷ ପ୍ରଭାବିତ

ଗୁଆହାଟୀ,୧୮।୫: ପ୍ରାକ୍‌ ମୌସୁମୀ ବର୍ଷାରେ ଆସାମର ବିଭିନ୍ନ ନଦୀରେ ପ୍ରବଳ ବନ୍ୟା ଆସି ୨୪ ଜିଲା କ୍ଷତିଗ୍ରସ୍ତ ହୋଇଛି। ବନ୍ୟାଜନିତ ମୃତ୍ୟୁସଂଖ୍ୟା ୮ରେ ପହଞ୍ଚିଛି। ବନ୍ୟା ଓ ଭୂସ୍ଖଳନ ଯୋଗୁ ଚାଚରରେ ଅନ୍ୟ ୬ ଜଣ ନିଖୋଜ ଅଛନ୍ତି। ୨ ଲକ୍ଷରୁ…

‘ନାଲାୟକ’ କହିବାରୁ ଛାତ୍ରଙ୍କ ଆତ୍ମହତ୍ୟା

ମୁମ୍ବାଇ,୧୮।୫: ମହାରାଷ୍ଟ୍ର କୋହ୍ଲପୁରର ଜନୈକ ସ୍କୁଲ୍‌ ଚେୟାରମ୍ୟାନ୍‌ଙ୍କ ଆଗୁଆ ଜାମିନ ଆବେଦନକୁ ବମ୍ବେ ହାଇକୋର୍ଟ ଖାରଜ କରିଦେଇଛନ୍ତି। ସିମ୍ବଲିକ୍‌ ଇଣ୍ଟରନ୍ୟାଶନାଲ ସ୍କୁଲ୍‌ର ଚେୟାରମ୍ୟାନ୍‌ ଗଣପତରାଓ ପାଟିଲ ଗତ ମାସରେ ଦଶମ ଶ୍ରେଣୀର ଜଣେ ଛାତ୍ରଙ୍କୁ ନାଲାୟକ (ଅଯୋଗ୍ୟ) ଏବଂ ବସ୍ତୀ ପିଲା…

ୟୁଏଫ୍‌ଓ ବାସ୍ତବ, ତଦନ୍ତ ଜରୁରୀ

ଓ୍ବାଶିଂଟନ୍‌, ୧୮ା୫:ଏଲିଅନ୍‌ ଏବଂ ଅନ୍‌ଆଇଡେଣ୍ଟିଫାଏଡ୍‌ ଫ୍ଲାଇଂ ଅବ୍‌ଜେକ୍ଟ(ୟୁଏଫ୍‌ଓ) ବାବଦରେ କାହିଁକେବେଠୁ ନାନା ଚର୍ଚ୍ଚା ଲାଗିରହିଛି। ଅନେକ ସମୟରେ ଲୋକଙ୍କ ମୋବାଇଲ କ୍ୟାମେରାରେ କଏଦ ୟୁଏଫ୍‌ଓ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ। ଏହି ଅଜଣା ଉଡ଼ନ୍ତା ବସ୍ତୁ ଏଲିଏନ୍‌ଙ୍କ…

ଏସ୍‌ଆର୍‌ଏଚ୍‌  ବିଜୟୀ…

ମୁମ୍ବାଇ, ୧୭।୫ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୬୫ ତମ ମ୍ୟାଚରେ ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ୍‌(ଏମ୍‌ଆଇ) ବିପକ୍ଷରେ ସନ୍‌ ରାଇଜର୍ସ ହାଇଦ୍ରାବାଦ୍‌ (ଏସ୍‌ଆର୍‌ଏଚ୍‌) ବିଜୟ ହାସଲ କରିଛି ।  ଧାର୍ଯ୍ୟ ୧୯୪ ରନ୍ ଲକ୍ଷ୍ୟର ପିଛା କରି  ଏମ୍‌ଆଇ  ୨୦…

ଚାଇନା ଗୁପ୍ତଚରୀ ଏଜେନ୍ସି ଟାର୍ଗେଟରେ ଅବସରପ୍ରାପ୍ତ ନେପାଳୀ ଅଫିସର…

ବେଜିଂ, ୧୭।୫ : ଚାଇନାର ଗୁପ୍ତଚର ଏଜେନ୍ସି ନେପାଳର ସେନାର ପୂର୍ବତନ ଅଧିକାରୀମାନଙ୍କୁ ଏହାର ଟାର୍ଗେଟରେ ରଖିଛି। ନେପାଳର ବହୁ ଅବସରପ୍ରାପ୍ତ ବରିଷ୍ଠ ସେନା ଅଧିକାରୀ ଚାଇନା ଦୂତାବାସ ସହିତ ସିଧାସଳଖ ଯୋଗାଯୋଗରେ ଅଛନ୍ତି। ଗୁପ୍ତଚର ରିପୋର୍ଟରୁ ଏହି ସୂଚନା ମିଳିଛି।…

ମିଳିଥିବା ଭଗ୍ନ ସିଂହ ମୂର୍ତ୍ତି ଗଙ୍ଗବଂଶର ହୋଇଥାଇପାରେ

ପୁରୀ ଅଫିସ,୧୭।୫: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ପୁରୀ ଏମାର ମଠ ପରିସର ଖନନ ବେଳେ ଭଗ୍ନ ସିଂହମୂର୍ତ୍ତି ମିଳିବା ଘଟଣା ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇବା ପରେ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ (ଏଏସ୍‌ଆଇ)ର ଚେତା ପଶିଛି। ମଙ୍ଗଳବାର ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri