ଦେଶକୁ ଦେଉଛନ୍ତି ସୁରକ୍ଷା, ନିଜ ଘର ଅସୁରକ୍ଷିତ
ଗଞ୍ଜାମ,୪ା୭(ଡି.ଏନ୍.ଏ.): ଗଞ୍ଜାମ ଥାନା ଅଧିନସ୍ଥ ଜନସେବା କେନ୍ଦ୍ରସ୍ଥିତ ଫ୍ରେଣ୍ଡସ୍ କଲୋନୀରେ ବିଏସ୍ଏଫ୍ ଯବାନ ବିନୋଦ ବିହାରୀ ବେହେରାଙ୍କ ଘର ଆଗ ଗ୍ରୀଲ୍ ଭାଙ୍ଗିଛନ୍ତି ଦୁର୍ବୃତ୍ତ l ଘରର ଆସବାବପତ୍ର ସବୁ ଏଣେତେଣେ ପଡ଼ିଥିବା ଦେଖିବାକୁ ମିଳିଛି l ଖବର ପାଇ ଗଞ୍ଜାମ…
ସୁପ୍ରିମ୍କୋର୍ଟରେ ଅଗ୍ନିପଥ ଯୋଜନା, ଆଗାମୀ ସପ୍ତାହରେ ଶୁଣାଣି…
ନୂଆଦିଲ୍ଲୀ, ୪।୭ : ସେନା ନିଯୁକ୍ତି ପାଇଁ କେନ୍ଦ୍ର ସରକାର ଆଣିଥିବା ଅଗ୍ନିପଥ ଯୋଜନା ବିରୋଧରେ ଆଇନଜୀବୀ ଏମ.ଏଲ ଶର୍ମା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ଯୋଜନା ବିରୋଧରେ ଦାଖଲ ହୋଇଥିବା ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ସୋମବାର ରାଜି ହୋଇଛନ୍ତି।…
୨୭ ବର୍ଷ ଚାକିରି ଜୀବନରେ ଗୋଟିଏ ଛୁଟି ନେଇନାହାନ୍ତି ଏହି ବ୍ୟକ୍ତି: କମ୍ପାନୀ ଦେଲା ଉପହାର
ସାଧାରଣତଃ ଜଣେ ବ୍ୟକ୍ତି ଯଦି ନିଜ କାମ ପ୍ରତି ବିଶ୍ୱସ୍ତ ଥାନ୍ତି, ତେବେ ସେ ଛୁଟି ନେବା କଥା ଆଦୌ ଭାବନ୍ତି ନାହିଁ। ଯେଉଁ କାମ ପାଇଁ ସେ ଉତ୍ସର୍ଗୀକୃତ, ପ୍ରଥମେ ସେହି କାମ ପ୍ରତି ଧ୍ୟାନ ଦେଇଥାନ୍ତି। ଏମିତି ଜଣେ…
୩ ବର୍ଷ ପରେ ହେବ ଜଗାର ଖପୁରି ପ୍ରତିରୋପଣ
ଫୁଲବାଣୀ ଅଫିସ, ୪ା୭: ବହୁଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗାର ଖପୁରି ପ୍ରତିରୋପଣ ଆଉ ୩ ବର୍ଷ ପରେ ହେବ ବୋଲି ଦିଲ୍ଲୀ ଏମ୍ସ ଡାକ୍ତର ସ୍ପଷ୍ଟ କରିଛନ୍ତି। ଜଗା ଏବେ ସ୍ବାଭାବିକ ଭାବେ ଚଲାବୁଲା କରିପାରୁଛି। ତାର ସ୍ବାସ୍ଥ୍ୟାବସ୍ଥା ଭଲ ରହିଛି…
ଦୀର୍ଘକାଳୀନ ରୋଗ ପାଇଁ ଉପକାରୀ ଭିଟାମିନ୍ ‘ସି’
ଭିଟାମିନ୍ ‘ସି’ରେ ଅନେକ ଉପକାରୀ ଗୁଣ ରହିଛି। ଏହି ଭିଟାମିନ୍ ଦୀର୍ଘକାଳୀନ ରୋଗ ପାଇଁ ଲାଭପ୍ରଦ ହୋଇଥାଏ ବୋଲି ଏକ ସଦ୍ୟତମ ଗବେଷଣାରୁ ଜଣାପଡିଛି। ‘ଭିଟାମିନ୍ ‘ସି’ ଓ ଦୀର୍ଘକାଳୀନ ରୋଗ’ ଶୀର୍ଷକ ବିଷୟକୁ ନେଇ ୟୁନିଭର୍ସିଟି ଅଫ ଲଣ୍ଡନର ବିଶେଷଜ୍ଞମାନେ…
ଇନ୍ଷ୍ଟା ଡିପିରୁ ରଣବୀରଙ୍କ ସହ ଫଟୋ ହଟାଇଲେ ଆଲିଆ
ଅଭିନେତ୍ରୀ ଆଲିଆ ଭଟ୍ଟ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ପ୍ରଶଂସକଙ୍କ ସହ ସେ ଗର୍ଭବତୀ ଥିବା ଖବର ଶେୟାର କରିବା ପରେ ତାଙ୍କୁ ଏବେ ଚାରିଆଡୁ ଶୁଭେଚ୍ଛା ମିଳୁଛି। ନିକଟରେ ଆଲିଆ ଏକ ଗ୍ଲାମରସ୍ ଫଟୋଶୁଟ କରିଛନ୍ତି। ଏହାର ଫଟୋଗୁଡିକ ସେ ସୋସିଆଲ…
ଶକ୍ତି ପରୀକ୍ଷାରେ ସିନ୍ଧେ ସଫଳ, ସପକ୍ଷରେ ୧୬୪ ଭୋଟ…
ମୁମ୍ବାଇ୍, ୪।୭ : ସୋମବାର ମହାରାଷ୍ଟ୍ର ବିଧାନସଭାରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଶକ୍ତି ପରୀକ୍ଷାରେ ସଫଳ ହୋଇଛନ୍ତି। ତାଙ୍କ ସରକାର ସପକ୍ଷରେ ୧୬୪ ଜଣ ବିଧାୟକ ଭୋଟ ଦେଇଛନ୍ତି। ଫଳରେ ଏବେ ସିନ୍ଧେ ଦ୍ୱିତୀୟ ପରୀକ୍ଷାରେ ମଧ୍ୟ ପାଶ୍ ହୋଇଛନ୍ତି। ବାଚସ୍ପତିଙ୍କ…
ବିନାଶକାରୀ ଭୂମିକମ୍ପ
ଗତ ମାସ ୨୨ ତାରିଖ ବୁଧବାର ସକାଳେ ପଡ଼ୋଶୀ ରାଷ୍ଟ୍ର ଆଫଗାନିସ୍ତାନରେ ଭୀଷଣ ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୬.୧। ଏହି ବିନାଶକାରୀ ଭୂମିକମ୍ପରେ ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିବା ସାଙ୍ଗକୁ ଅନେକ…
ଆତଙ୍କବାଦୀ ଶିବିରରେ ଚଢ଼ାଉ, ୬ ଷ୍ଟିକି ବୋମା ସହିତ ବହୁ ଅସ୍ତ୍ରଶସ୍ତ୍ର ଜବତ…
ଶ୍ରୀନଗର, ୪।୭ : ଜମ୍ମୁ-କଶ୍ମୀରର ରାଜୌରୀ ଜିଲାରେ ଏକ ଆତଙ୍କବାଦୀ ଶିବିର ଉପରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚଢ଼ାଇ କରାଯାଇଛି। ସେଠାରୁ ୬ ଷ୍ଟିକ ବୋମା ସମେତ ବହୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି। ସୋମବାର କଶ୍ମୀର ଜୋନ୍ ପୋଲିସ…
ଗ୍ରାମବାସୀ ତିଆରି କଲେ ପୋଲ
କେନ୍ଦୁଝର,୪ା୭: ସରକାର ସମସ୍ତ ଗ୍ରାମ/ସାହିକୁ ସବୁଦିନିଆ ଯାତାୟାତ ପାଇଁ ରାସ୍ତାଘାଟ, ପୋଲ ଆଦି ବିଭିନ୍ନ ଯୋଜନାରେ ନିର୍ମାଣ କରୁଛନ୍ତି। ହେଲେ କେନ୍ଦୁଝର ଜିଲାର ଆଦିବାସୀ ଅଧ୍ୟୁଷିତ ତଥା ବଣପାହାଡ଼ଘେରା ଅଞ୍ଚଳର ଲୋକେ ଏବେ ବି ସବୁଦିନିଆ ରାସ୍ତା ସୁବିଧା ପାଇପାରୁନାହାନ୍ତି। ବିଶେଷକରି…
ଗର୍ଲଫ୍ରେଣ୍ଡ୍ଙ୍କ ସହ ଛୁଟି କାଟୁଛନ୍ତି ରାହୁଲ
ଭାରତୀୟ କ୍ରିକେଟ୍ର କେ.ଏଲ୍ ରାହୁଲ ଆହତ କାରଣରୁ ଦଳରୁ ବାଦ୍ ପଡିଛନ୍ତି। ନିକଟରେ ଜର୍ମାନୀରେ ତାଙ୍କର ସର୍ଜରୀ ହୋଇଛି। ସର୍ଜରୀ ପରେ ସେ ଏବେ ଗର୍ଲଫ୍ରେଣ୍ଡ୍ ଆଥିଆ ସେଟ୍ଟୀଙ୍କ ସହ ମ୍ୟୁନିକ୍ରେ ଛୁଟି କାଟୁଛନ୍ତି। ତାଙ୍କ ସହ ଅଛନ୍ତି ବଲିଉଡ ଅଭିନେତ୍ରୀ…
ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ: ଆରମ୍ଭରୁ ହଟ୍ଟଗୋଳ
ଭୁବନେଶ୍ୱର,୪ା୭(ବ୍ୟୁରୋ): ବିଧାନସଭା ମେସୁମୀ ଅଧିବେଶନର ଦ୍ୱିତୀୟ ଦିନ ଆରମ୍ଭରୁ ବିରୋଧୀମାନେ ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗରେ ଗୃହରେ ହଟ୍ଟଗୋଳ କରିଛନ୍ତି। ବିରୋଧୀ ଭାଜପା ଓ କଂଗ୍ରେସ ବିଧାୟକ ଏହି ନାରାବାଜି କରିଥିଲେ। ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ହେବାରୁ ପୂର୍ବାହ୍ନ ସାଢ଼େ…
Archives


