Home

ନିଜକୁ ଗୁଳି କରି ଜୀବନ ହାରିଲେ ଯବାନ

ଚେନ୍ନାଇ,୧୫।୯: ଚେନ୍ନାଇର ଆଭାଡି ବାୟୁ ସେନା ବେସ୍‌ରେ ପୋଷ୍ଟିଂ ହୋଇଥିବା ଜଣେ ଯବାନ ନିଜ ସର୍ଭିସ ରାଇଫଲରୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ମୃତକ ଯବାନ ଜଣଙ୍କ ହେଲେ ୨୨ ବର୍ଷୀୟ ଯବାନ ଜଣକ ହେଲେ ନୀରବ ଚୌହାନ। ଗୁରୁବାର ଭୋର…

ଦଲେର୍‌ ମେହେନ୍ଦିଙ୍କୁ ଆଶ୍ୱସ୍ତି

ଚଣ୍ଡିଗଡ,୧୫।୯: ମାନବ ଚାଲାଣ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ ଜେଲ ଦଣ୍ଡାଦେଶ ଭୋଗୁଥିବା ପଞ୍ଜାବୀ ଗାୟକ ଦଲେର୍‌ ମେହେନ୍ଦିଙ୍କୁ ଗୁରୁବାର ପଞ୍ଜାବ-ହରିୟାଣା ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ପଟିଆଲା କୋର୍ଟ ଦେଇଥିବା ଦଣ୍ଡକୁ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ…

ରାଣୀ ଏଲିଜାବେଥ୍‌ଙ୍କ କଫିନ୍‌ ନିକଟରେ ବେହୋସ ହୋଇ ପଡ଼ିଗଲେ ଅଙ୍ଗରକ୍ଷୀ, ଭିଡିଓ ଦେଖିଲେ…

ଲଣ୍ଡନ,୧୫ା୯: ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମୃତ୍ୟୁ ପରେ ବୁଧବାର ଲଣ୍ଡନର ବକିଂହାମ୍‌ ପ୍ୟାଲେସରୁ ଶେଷ ଦର୍ଶନ ପରେ ରାଣୀଙ୍କ କଫିନ ଓ୍ବେଷ୍ଟମିନିଷ୍ଟର ହଲ୍‌କୁ ଅଣାଯାଇଥିଲା। ଅନ୍ତିମ ସଂସ୍କାର ପୂର୍ବରୁ ସୋମବାର ପର୍ଯ୍ୟନ୍ତ ଏଲିଜାବେଥ୍‌ଙ୍କ କଫିନ ଏଠାରେ ରହିବ। ରାଣୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା…

ଉଜବେକିସ୍ତାନ ଯିବା ପୂର୍ବରୁ ମୋଦିଙ୍କ ପ୍ରଥମ ପ୍ରତିକ୍ରିୟା

ନୂଆଦିଲ୍ଲୀ,୧୫ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଉଜବେକିସ୍ତାନ ଯିବା ପୂର୍ବରୁ ତାଙ୍କର ଏକ ବୟାନ ଜାରି କରିଛନ୍ତି । ମୋଦି କହିଛନ୍ତି, ମୁଁ ସାଂଘାଇ ସହଯୋଗ ସଙ୍ଗଠନ(ଏସସିଓ)ରେ ରାଷ୍ଟ୍ରାଧ୍ୟକ୍ଷଙ୍କ ପରିଷଦର ଏକ ବୈଠକରେ ଯୋଗ ଦେବାକୁ ଉଜବେକିସ୍ତାନ ରାଷ୍ଟ୍ରପତି ମିର୍ଜିଓଜେବଙ୍କ…

ଦିନେ ପ୍ରତିଯୋଗୀ ହୋଇ ଆସିଥିଲେ, ଆଜି ବିଚାରପତି ଭାବେ ନେଉଛନ୍ତି ସର୍ବାଧିକ ପାଉଣା

ବମ୍ବେ: ଆରମ୍ଭ ହେବା ଦିନରୁ ଚର୍ଚ୍ଚାରେ ରହିଛି ଲୋକପ୍ରିୟ ରିଆଲିଟି ଶୋ’ ‘ଇଣ୍ଡିଆନ୍‌ ଆଇଡଲ-୧୩’। ଏଥିରେ ନେହା କକ୍କଡ, ବିଶାଲ ଦଦଲାନୀ ଏବଂ ହିମେଶ ରେଶମିଆ ପ୍ରମୁଖ ବିଚାରପତି ଭାବେ ନଜର ଆସୁଛନ୍ତି। ଶୋ’ ଲାଗି ସେମାନେ ମୋଟା ଅଙ୍କର ପାଉଣା…

୨୦୨୪ ନିର୍ବାଚନ ପୂର୍ବରୁ ନୀତୀଶ କୁମାରଙ୍କ ବଡ଼ ଘୋଷଣା

ପାଟନା,୧୫।୯: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବଡ ଘୋଷଣା କରିଛନ୍ତି। ଯଦି ଦେଶରେ ଏକ ଅଣ-ଭାଜପା ସରକାର ଗଠନ ହୁଏ ତେବେ ସମସ୍ତ ପଛୁଆ ରାଜ୍ୟକୁ ସ୍ବତନ୍ତ୍ର ମାନ୍ୟତା…

ଟି୨୦ ବିଶ୍ୱକପ୍‌ ପାଇଁ ଦଳ ଘୋଷଣା କଲା ଆଫଗାନିସ୍ତାନ

କାବୁଲ,୧୫।୯: ଏସିଆ କପ୍‌ ୨୦୨୨ରେ ଚମତ୍କାର ପ୍ରଦର୍ଶନ ପରେ ଆଫଗାନିସ୍ତାନ କ୍ରିକେଟ ବୋର୍ଡ ଗୁରୁବାର ଟି୨୦ ବିଶ୍ୱକପ୍‌ ଲାଗି ଦଳ ଘୋଷଣା କରିଛି। ମହମ୍ମଦ ନବୀଙ୍କୁ ଦଳର ଅଧିନାୟକ ଭାବେ ନିଯୁକ୍ତି ଦିଆଯାଇଛି। ୨୦୨୧ରେ ହୋଇଥିବା ଟି୨୦ ବିଶ୍ୱକପ୍‌ରେ ମଧ୍ୟ ନବୀ…

ଫାର୍ମହାଉସରେ ସଲମାନଙ୍କୁ ହତ୍ୟା ପାଇଁ କରାଯାଇଥିଲା ଷଡ଼ଯନ୍ତ୍ର

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କ ଜୀବନ ପ୍ରତି ନିରନ୍ତର ବିପଦ ରହିଛି। ତାଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର କରାଯାଉଛି । ଥରେ ଏହି ପ୍ଲାନ୍‌ ବିଫଳ ହେବା ପରେ ବିଷ୍ଣୋଇ ଗ୍ୟାଙ୍ଗ ଅଭିନେତାଙ୍କୁ ହତ୍ୟା କରିବା ପାଇଁ ଆଉ ଏକ…

ରାଜନୀତିରେ ଏଣ୍ଟ୍ରି କରିବେ କେଆର୍‌କେ: କହିଲେ ‘ଦେଶରେ ସୁରକ୍ଷିତ ରହିବାକୁ ହେଲେ ଅଭିନେତା ନୁହେଁ, ନେତା ହେବା ଜରୁରୀ’

ବମ୍ବେ: କେତେବେଳେ ଅଭିନେତା ତ କେତେବେଳେ ନୂଆ ଫିଲ୍ମ ରିଲିଜ ଉପରେ ଟିପ୍ପଣୀ ଦେଇ ବିବାଦରେ ରହିଥାନ୍ତି କମାଲ ଆର୍‌ ଖାଁ ଓରଫ କେଆର୍‌କେ। ନିକଟରେ ଏଭଳି କିଛି କାଣ୍ଡ ଲାଗି ତାଙ୍କୁ ଜେଲ ଯିବାକୁ ପଡ଼ିଥିଲା। ସେଠାରୁ ବାହାରିବା ପରେ…

ସୋମନାଥ ଦର୍ଶନ ପାଇଁ ପହଞ୍ଚିଲେ ଆଲିଆ-ରଣବୀର

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଭିନେତା ରଣବୀର କପୁରଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ବକ୍ସ ଅଫିସରେ ବହୁତ ଭଲ ପ୍ରଦର୍ଶନ କରୁଛି। ଏହି ଫିଲ୍ମ ଏପର୍ଯ୍ୟନ୍ତ ୧୬୪.୨୦ କୋଟି ଟଙ୍କା ରୋଜଗାର କରିସାରିଲାଣି। ଏଭଳି ପରିସ୍ଥିତିରେ ଫିଲ୍ମର ପୂରା ଷ୍ଟାର କାଷ୍ଟ…

ସ୍ବତନ୍ତ୍ର ବିମାନରେ ଭାରତ ଆସିବେ ୮ ଚିତାବାଘ

ନୂଆଦିଲ୍ଲୀ,୧୫।୯: ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ (ସେପ୍ଟେମ୍ବର ୧୭) ଖାସ୍‌ ହେବାକୁ ଯାଉଛି। ଏହି ଦିନ ଦେଶରେ ବିଲୁପ୍ତ ୮ ଚିତାବାଘ ନାମ୍ବିଆରୁ ଭାରତ ଅଣାଯିବ। ସେମାନଙ୍କୁ ଆଣିବା ପାଇଁ ଏକ ସ୍ବତନ୍ତ୍ର ବିମାନ ନାମ୍ବିଆରେ ପହଞ୍ଚିଛି। ପ୍ରଧାନମନ୍ତ୍ରୀ…

ପୁଟିନ୍‌ଙ୍କୁ ହତ୍ୟା କରିବା ଲାଗି ହୋଇଥିଲା ଷଡ଼ଯନ୍ତ୍ର…

ମସ୍କୋ, ୧୫।୯ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଅପରପକ୍ଷରେ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ୟା କରିବା ଲାଗି ଏକ ଷଡ଼ଯନ୍ତ୍ର କରାଯାଇଥିବା ଦାବି ହୋଇଛି। ଦାବି କରାଯାଇଛି ଯେ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?