ପେଗାସସ୍ ମାମଲା: ଜୁନ୍ ୨୦ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ,୨୦।୫: ଆସନ୍ତା ଜୁନ୍ ୨୦ ତାରିଖ ସୁଦ୍ଧା ପେଗାସସ ଗୁଇନ୍ଦାଗିରି ବିବାଦର ବିସ୍ତୃତ ରିପୋର୍ଟ ଦେବାକୁ ଶୁକ୍ରବାର ସୁପ୍ରିମକୋର୍ଟ ଜଷ୍ଟିସ ରବିନ୍ଦ୍ରନ କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚାଯୋଗ୍ୟ, ଏହି ବିବାଦର ତଦନ୍ତ ପାଇଁ ସୁପ୍ରିମକୋର୍ଟ ନିଜ ପକ୍ଷରୁ ଏକ ଟେକ୍ନିକାଲ କମିଟି…
ମା’ ହେଲେ ଏହି ପପ୍ଷ୍ଟାର
ମୁମ୍ବାଇ: ପପଷ୍ଟାର୍ ରିହାନା ମା’ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଚଳିତ ବର୍ଷ ଜାନୁୟାରୀରେ ସେ ନିଜର ଗର୍ଭଧାରଣ ବିଷୟରେ ପ୍ରକାଶ କରିଥିଲେ, ସେ ପ୍ରେମିକ ରାପର ରକି (A $ AP…
‘ଆକବରଙ୍କ ଭଳି ମହାନ ପ୍ରଧାନମନ୍ତ୍ରୀ ମୋଦି’
ଭୋପାଳ,୨୦।୫: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ କ୍ୟାବିନେଟ୍ର ଜଣେ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୋଗଲ ଶାସକ ଆକବରଙ୍କ ସହ ତୁଳନା କରଛନ୍ତି। ମୋଦି ଆକବରଙ୍କ ଭଳି ମହାନ ବୋଲି ମଧ୍ୟପ୍ରଦେଶର ପଞ୍ଚାୟତିରାଜ ମନ୍ତ୍ରୀ ମହେନ୍ଦ୍ର ସିଂ ସିସୋଦିଆ କହିଛନ୍ତି।…
ଆଜି ହାତକୁ ଦି’ ହାତ ହେବେ କନିକା
ବଲିଉଡର ପ୍ରସିଦ୍ଧ ଗାୟିକା କନିକା କପୁରଙ୍କ ଆଜି ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି। ସେ ତାଙ୍କ ପ୍ରେମିକ ଗୌତମ ହାଥିରମାନୀଙ୍କ ସହ ହାତକୁ ଦି’ ହାତ ହେବେ। ବିବାହ ପୂର୍ବରୁ କନିକାଙ୍କ ମେହେନ୍ଦୀ ଏବଂ ହଳଦୀ ସେରିମନି ଶେଷ ହୋଇଛି। ଇନଷ୍ଟାଗ୍ରାମରେ…
ମୋ’ ଭୁଲ୍ ପାଇଁ ଅନୁତପ୍ତ, ଲାଇଭ୍ ଭିଡିଓ କରି ଯୁବକଙ୍କ ଆତ୍ମହତ୍ୟା
ଖୋର୍ଦ୍ଧା ଅଫିସ,୨୦ା୫: ଧଉଳିମୁହଁ ଷ୍ଟେଶନ ଏବଂ ଅଣ୍ଡା ମଧ୍ୟବର୍ତ୍ତୀ ରେଳଧାରଣାରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଜବତ ହୋଇଛି। ମୃତକ ଜଣକ ହେଲେ ଧଉଳିମୁହଁର ସୌମ୍ୟରଞ୍ଜନ ପରିଡ଼ା(୩୦)। ଗୁରୁବାର ରାତିରେ ମୋବାଇଲରେ ହାତ କାଟିବାର ଲାଇଭ୍ ଭିଡିଓ କରିଛନ୍ତି ସୌମ୍ୟ। ନିଜ…
କଲେଜ ପରିଚାଳନା କମିଟି ସଭାପତି ନିଯୁକ୍ତି ନେଇ ଅସନ୍ତୋଷ
ଲୋଇସିଂହା,୨୦ା୫(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଡିଗ୍ରୀ କଲେଜର ପରିଚାଳନା କମିଟି ସଭାପତି ଚୟନକୁ ନେଇ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଲୋଇସିଂହା ବାହାର ଅଞ୍ଚଳର ବ୍ୟକ୍ତିଙ୍କୁ ଚୟନ କରାଯାଇଥିବାରୁ ଛାତ୍ର୍ର ଏବଂ ବୁଦ୍ଧିଜୀବୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଚୟନ କରାଯାଇଥିବା ନାମକୁ…
ହାଇ ଭୋଲ୍ଟେଜ୍ ବିଦ୍ୟୁତ୍ତାରରେ ପକ୍ଷୀମାନେ ବସିଲେ ବି କାହିଁକି ଲାଗେନା କରେଣ୍ଟ
ଦୁନିଆରେ ଏପରି ଅନେକ ଜିନିଷ ଅଛି, ଯାହାକୁ ଆମେ ପ୍ରତିଦିନ ଆମ ଆଖି ସାମ୍ନାରେ ଦେଖୁ କିନ୍ତୁ ସେମାନଙ୍କର ତର୍କକୁ ବୁଝିପାରୁନାହୁଁ। ଆମ ଆଖି ଏହି ଘଟଣାଗୁଡ଼ିକରେ ଏତେ ଅଭ୍ୟସ୍ତ ଯେ, ଆମେ ସେଥିରେ କିଛି ଅଦ୍ଭୁତ ଜିନିଷ ପରଖି ପାରୁନାହୁଁ।…
ଆତ୍ମସମର୍ପଣ ପାଇଁ ସମୟ ମାଗିଲେ ସିଦ୍ଧୁ
ନୂଆଦିଲ୍ଲୀ,୨୦।୫: ୩୪ ବର୍ଷ ପୁରୁଣା ରାସ୍ତା ପାର୍କିଂ ବଚସା ମାମଲାରେ ସୁପ୍ରିମକୋର୍ଟ ଗୁରୁବାର କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟ ନବଜୋତ ସିଂ ସିଦ୍ଧୁଙ୍କୁ ଏକ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। କୋର୍ଟଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ସିଦ୍ଧୁଙ୍କୁ ଶୁକ୍ରବାର ପଟିଆଲା…
‘୩ ମନ୍ଦିର ମାଗିଲୁ, ରାଜି ହେଲନି; ଏବେ ସମସ୍ତ ମନ୍ଦିରକୁ ଫେରାଇ ଆଣିବୁ’
କାନପୁର,୨୦।୫:ବାରାଣସୀରେ ଜ୍ଞାନବାପି ମସଜିଦ୍ ବିବାଦ ମଧ୍ୟରେ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ଅଭିଜିତ୍ ସିଂ ସାଙ୍ଗା ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ମହାଭାରତର କୌରବଙ୍କ କୋର୍ଟରେ ଭଗବାନ କୃଷ୍ଣଙ୍କ ପାଞ୍ଚଟି ଗ୍ରାମ ପ୍ରଦାନ ପ୍ରସ୍ତାବ ସହିତ ସମଗ୍ର ବିବାଦକୁ ଯୋଡି…
ଆଜି ଦେଶରେ ୨,୨୬୪ କରୋନା ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ,୨୦।୫: ଏକ ଠକେଇ ମାମଲାରେ ଜେଲ ଯାଇଥିବା ସମାଜବାଦୀ ପାର୍ଟିର ନେତା ଆଜମ ଖାନ ୨୭ ମାସ ଜେଲରେ ରହିବା ପରେ ଶୁକ୍ରବାର ସୀତାପୁର ଜେଲରୁ ମୁକୁଳିଛନ୍ତି। ଆଜମଙ୍କୁ ଗତ ବୁଧବାର ସୁପ୍ରିମକୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ। ସୁପ୍ରିମକୋର୍ଟଙ୍କ ମଧ୍ୟବର୍ତ୍ତୀକାଳୀନ…
୨୪ ଘଣ୍ଟାରେ କାଳବୈଶାଖୀ: ଏସବୁ ଜିଲାକୁ ସତର୍କ ଜାରି
ଭୁବନେଶ୍ୱର,୨୦ା୫(ବ୍ୟୁରୋ): ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହେବା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏନେଇ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ମାଲକାନଗିରି, କୋରାପୁଟ, ରାୟଗଡ଼ା,…
ଆଜି ରାଜ୍ୟରୁ ୧୦ ପଜିଟିଭ୍ ଚିହ୍ନଟ: ୧୨,୮୮,୩୪୯ରେ ପହଞ୍ଚିଲାଣି ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ୱର,୨୦ା୫(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୧୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୮,୩୪୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୩ ଜଣ ଚିହ୍ନଟ ହୋଇଥିବା…
Archives


