ଉଦ୍ଧବଙ୍କୁ ପୁଣି ଝଟ୍କା: ଶିନ୍ଦେଙ୍କୁ ସମର୍ଥନ କଲେ ଆଉ ୩୨ଶିବସେନା କର୍ପୋରେଟର
ମୁମ୍ବାଇ,୮।୭: ମହାରାଷ୍ଟ୍ରର ଶାସନ କ୍ଷମତା ହରାଇଥିବା ଶିବସେନାକୁ ଗୋଟିଏ ପରେ ଗୋଟିଏ ଝଟ୍କା ମିଳୁଛି। ବର୍ତ୍ତମାନ ନଭି ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନରେ ଶିବସେନାର ୩୨କର୍ପୋରେଟର ମୁଖ୍ୟମନ୍ତ୍ରୀ ଏକନାଥ ଶିିନ୍ଦେଙ୍କୁ ସମର୍ଥନ କରିଛନ୍ତି। ଏହାପୂର୍ବରୁ ଥାନେ ମ୍ୟୁନିସିପାଲିଟି କର୍ପୋରେସନର ୬୭ଟି ଶିବସେନା କର୍ପୋରେଟରଙ୍କ…
ରାଜ୍ୟ ସଭା ଏମ୍ପି ଭାବେ ଶପଥ ନେଲେ ମାନସ, ସୁଲତା
ନୂଆଦିଲ୍ଲୀ/ଭୁବନେଶ୍ୱର,୮ା୭(ବ୍ୟୁରୋ): ରାଜ୍ୟ ସଭା ଏମ୍ପି ଭାବେ ଶୁକ୍ରବାର ଶପଥ ନେଇଛନ୍ତି ମାନସ ମଙ୍ଗରାଜ ଓ ସୁଲତା ଦେଓ। ନବ ନିର୍ବାଚିତ ଏମ୍ପି ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ନିଜ ନିଜ ପରିବାର ସହିତ ୨ ଏମ୍ପି ଶପଥ ଗ୍ରହଣ ଉତ୍ସବରେ…
ପୂର୍ବତନ ରାଷ୍ଟ୍ରପତିଙ୍କୁ ଗୁଳି ମାରିଥିବା ବ୍ୟକ୍ତିଙ୍କ ପରିଚୟ ମିଳିଲା
ଟୋକିଓ,୮।୭: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଉପରକୁ ଶୁକ୍ରବାର ଗୁଳିମାଡ କରାଯାଇଛି। ଜାପାନର ନାରା ସହରରେ ଏକ ରାଲିରେ ସମ୍ବୋଧିତ କରୁଥିବାବେଳେ ଏହି ଘଟଣା ଘଟିଥିଲା। ଘଟଣାସ୍ଥଳରୁ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିଲା। ଆକ୍ରମଣକାରୀ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ପଛପଟୁ ଗୁଳି…
ଏମିତି ଆଇସ୍କ୍ରିମ୍, ଯାହା ତରଳି ନ ଥାଏ; ଦାମ୍ ଜାଣିଲେ…
ପିଲାଙ୍କଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରାୟ ଆଇସ୍କ୍ରିମ୍ ଖାଇବାକୁ ଭଲ ପାଆନ୍ତି। ସାଧାରଣତଃ ଆଇସ୍କ୍ରିମ୍ ଖାଇବା ବିଳମ୍ବ ହେଲେ ତାହା ତରଳି ଯାଇଥାଏ ବୋଲି ଆମେ ଜାଣିଛେ। ମାତ୍ର ଚାଇନାରେ ଏହି ସମସ୍ୟାର ସମାଧାନ ପାଇଁ ଏପରି ଏକ ଆଇସ୍କ୍ରିମ୍ ତିଆରି…
ନଡ୍ଡାଙ୍କୁ ଭେଟିଲେ କଂଗ୍ରେସର ବରିଷ୍ଠ ନେତା: ଚର୍ଚ୍ଚା ଆରମ୍ଭ
ନୂଆଦିଲ୍ଲୀ,୮।୭: କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟ ସଭା ଏମ୍ପି ଆନନ୍ଦ ଶର୍ମା ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ଭେଟିଛନ୍ତି। ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ କିଛି ମାସ ପୂର୍ବରୁ ଏହି ଭେଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆନନ୍ଦ…
ଟିକସ ଫାଙ୍କିବା ପାଇଁ ଅଧା ଆୟ ଚାଇନାକୁ ପଠାଇଛି ଭିଭୋ
ନୂଆଦିଲ୍ଲୀ, ୮ା୭: ଚାଇନା ମୋବାଇଲ ନିର୍ମାତା ଭିଭୋ ବିରୋଧରେ ସାଂଘାତିକ ଆର୍ଥିକ ଅପରାଧ ଅଭିଯୋଗ ଆସିଛି। ଏହି କମ୍ପାନୀ ଭାରତରେ ସ୍ମାର୍ଟଫୋନ୍ ବ୍ୟବସାୟରେ ଆୟ କରିଥିବା ମୋଟ ଅର୍ଥର ୫୦% ଅର୍ଥାତ ୬୨,୪୭୬ କୋଟି ଟଙ୍କା ଚାଇନାକୁ ପଠାଇଛି। ଟିକସ ଫାଙ୍କିବା…
ରାମାନୁଜଆଚାର୍ଯ୍ୟଙ୍କ ‘ଷ୍ଟାଚ୍ୟୁ ଅଫ୍ ପିସ୍’ ଅନାବରଣ କଲେ ଶାହା
ଶ୍ରୀନଗର, ୮ା୭: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଜମ୍ମୁ-କଶ୍ମୀରର ଶ୍ରୀନଗରରେ ଭର୍ଚୁଆଲ ମାଧ୍ୟମରେ ‘ଷ୍ଟାଚ୍ୟୁ ଅଫ୍ ପିସ୍’ ଅନାବରଣ କରିଛନ୍ତି। ଏଥିସହ ବେଙ୍ଗାଲୁରୁ ସାଉଥ୍ ଏମ୍ପି ତେଜସ୍ବୀ ସୂର୍ଯ୍ୟଙ୍କ ସହଯୋଗରେ ପୁନଃନିର୍ମିତ ହୋଇଥିବା ଏକ ଯାତ୍ରୀ ଭବନକୁ ମଧ୍ୟ ସେଠାରେ…
ମୋଦିଙ୍କ ଟୁଇଟ୍ ଦେଖି ରାଗିଗଲା ଚାଇନା: ଭାରତ ଦେଲା ଜବାବ
ନୂଆଦିଲ୍ଲୀ,୮।୭: ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମା ଗତ କିଛି ବର୍ଷ ଧରି ଭାରତରେ ରହିଆସୁଛନ୍ତି। ଏହିଠାରୁ ହିଁ ସେ ନିଜର ଧର୍ମ ଓ ସଂସ୍କୃତିକୁ ସାରା ବିଶ୍ୱରେ ପ୍ରଚାର କରୁଛନ୍ତି। କିନ୍ତୁ ଚାଇନା ଏହାକୁ ସର୍ବଦା ବିରୋଧ କରିଆସୁଛି। ଦଲାଇ ଲାମାଙ୍କୁ…
ହଟିଲେ ଭାଜପା ଆଇଟି ସେଲ୍ ମୁଖ୍ୟ
ନୂଆଦିଲ୍ଲୀ,୮।୭: ମୁସଲମାନ ସମ୍ପ୍ରଦାୟ ବିରୋଧରେ ବିବାଦୀୟ ଟୁଇଟ୍ କରିଥିବା ଅଭିଯୋଗରେ ହରିୟାଣା ଭାଜପାର ଆଇଟି ସେଲ ମୁଖ୍ୟ ଅରୁଣ ଯାଦବଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି ଭାଜପା। ତାଙ୍କୁ ପଦରୁ ହଟାଇ ଦିଆଯାଇଛି। ଅରୁଣ ଯାଦବଙ୍କୁ ଗିରଫ କରିବା ପାଇଁ ବାରମ୍ବାର…
ଅଭିଯୁକ୍ତଙ୍କ ଉପରୁ ଉଠିଲା ଗୁପ୍ତଚରି, ବିଦେଶୀ ଲିଙ୍କ୍ ଦଫା
ବାଲେଶ୍ୱର ଅଫିସ,୮ା୭: ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆର୍ଡିଓ)ର ଗୁପ୍ତ ତଥ୍ୟ ଲିକ୍ ମାମଲାରେ ଗିରଫ ୫ ଅଭିଯୁକ୍ତଙ୍କ ବିରୋଧରେ ଗୁପ୍ତଚରି ଏବଂ ବିଦେଶୀ ଏଜେଣ୍ଟଙ୍କ ସହ ଲିଙ୍କ ସମ୍ପର୍କିତ ଲାଗିଥିବା ଅଭିଯୋଗକୁ ପ୍ରମାଣ କରିବାରେ କ୍ରାଇମ୍…
ବଢି ବଢି ଚାଲିଛି କରୋନା ସଂକ୍ରମଣ
ନୂଆଦିଲ୍ଲୀ,୮।୭: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୮,୮୧୫ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୩୮ ଜଣଙ୍କର ମୃତ୍ୟୁ ଘଟିଛି। ନୂତନ…
ବିପଦସଙ୍କୁଳ ଅବସ୍ଥାରେ ଦାନପୁର ଲକ୍ ପୋଲ
ଡେରାବିଶ,୮ା୭(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଅଧୀନ ଲୁଣାନଦୀର ଦାନପୁରଠାରେ ନିର୍ମିତ ହୋଇଥିବା ସେତୁଟି ଡେରାବିଶ ସହ ଗରଦପୁର ଓ ମାର୍ଶାଘାଇ ବ୍ଲକର ଜୀବନରେଖା। ଲୁଣାନଦୀରେ ସେତୁ ନିର୍ମାଣ ପାଇଁ ଦୀର୍ଘବର୍ଷର ଦାବିକୁ ଦୃଷ୍ଟିରେ ରଖି ୨୦୧୪ରେ ପାଟକୁରାର ପ୍ରାକ୍ତନ ବିଧାୟକ…
Archives


