ସ୍କୁଲ ବନ୍ଦ, କର୍ମଚାରୀଙ୍କୁ ଅଫିସ ଆସିବା ମନା
କଲମ୍ବୋ,୨୦।୫: ଶ୍ରୀଲଙ୍କାରେ ତୈଳ ସଙ୍କଟ ଉତ୍କଟ ରୂପ ଧାରଣ କରିଥିବା ବେଳେ ଶୁକ୍ରବାର ସମସ୍ତ ସ୍କୁଲ୍ ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିସହିତ ସରକାରୀ କର୍ମଚାରୀମାନେ ଅଫିସ ନ ଆସିବା ଲାଗି କୁହାଯାଇଛି। ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀଙ୍କ ବ୍ୟତୀତ…
ନା ଧନ, ନା ସମ୍ପତ୍ତି… ଏହି ଗୋଟିଏ କାରଣ ପାଇଁ ୭୧ ବର୍ଷୀୟ ବୃଦ୍ଧଙ୍କ ପ୍ରେମରେ ଯୁବତୀ
କଥାରେ ଅଛି ପ୍ରେମ ମାନେନା ବୟସ। ସେଭଳି କିଛି ଘଟିଛି ୨୫ ବର୍ଷୀୟ ଡାନିଏଲ ରିଫ୍ ଏବଂ ୭୧ ବର୍ଷୀୟ ରିକି ମାଷ୍ଟର ହାଓ୍ବାର୍ଡ ରିଫ୍ଙ୍କ କ୍ଷେତ୍ରରେ। ଦୀର୍ଘବର୍ଷର ବୟସାଗତ ତଫାତ ଥିଲେ ହେଁ ଉଭୟ ପରସ୍ପରକୁ ବହୁତ ଭଲପାଆନ୍ତି। ଡାନିଏଲ-ହାଓ୍ବାର୍ଡଙ୍କ…
୧୪ଘଣ୍ଟା ଧରି ଚାଲିଲା ଲାଲୁଙ୍କ ଘରେ ଚଢ଼ାଉ
ନୂଆଦିଲ୍ଲୀ,୨୦।୫: ନିଯୁକ୍ତି ପାଇଁ ଜମି ଦୁର୍ନୀତି ମାମଲାରେ ସମ୍ପୃକ୍ତି ନେଇ ରାଷ୍ଟ୍ରୀୟ ଜନତା ଦଳ (ଆର୍ଜେଡି) ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ଝିଅ ମିସା ଭାରତୀଙ୍କର ୧୭ଟି ସ୍ଥାନରେ ଥିବା ଘର ଉପରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)…
ପ୍ରଥମ ଥର ଯୋଗୀଙ୍କୁ ପ୍ରଶଂସା କଲେ ଅଖିଳେଶ
ଲକ୍ଷ୍ନୌ,୨୦।୫: ସମାଜବାଦିି ପାର୍ଟି(ଏସ୍ପି) ମୁଖ୍ୟ ଅଖିଳେଶ ଯାଦବ କମ୍ପ୍ୟୁଟର ଜ୍ଞାନକୁ ନେଇ ସବୁବେଳେ ମୁଖ୍ୟମନ୍ତ୍ରୀଙ୍କୁ ଅପମାନିତ କରିଥାନ୍ତି। କିନ୍ତୁ ଶୁକ୍ରବାର ଅଖିଳେଶ ବିଧାନସଭାରେ ଆଶ୍ଚର୍ଯ୍ୟ ହୋଇ ଯୋଗୀଙ୍କୁ ପ୍ରଶଂସା କରିପକାଇଥିଲେ। କାରଣ ବିଧାନସଭାରେ ବର୍ତ୍ତମାନ ଇ-ବିଧାନର ବ୍ୟବସ୍ଥା କରାଯାଇଛି। ଯାହାକୁ ଦେଖି…
ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ: ରହିତାଦେଶ ଜାରି କଲେ ସୁପ୍ରିମକୋର୍ଟ
ଭୁବନେଶ୍ୱର, ୨୦।୫(ବ୍ୟୁରୋ): ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ-୨୦୨୦ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ରହିତାଦେଶ ଜାରି କରିଛନ୍ତି । ବିଶ୍ୱବିଦ୍ୟାଳୟ ମଞ୍ଜୁରୀ ଆୟୋଗ( ୟୁଜିସି) ପକ୍ଷରୁ ଦାଏର ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ୩ ମାସ ପାଇଁ ଏହି ସଂଶୋଧିତ ଆଇନ…
ଅନୁପ୍ରବେଶ ବେଳେ କୁପଓ୍ବାଡାରେ ଜଣେ ଆତଙ୍କବାଦୀ ନିହତ
କୁପଓ୍ବାଡା,୨୦।୫: ଉତ୍ତର କଶ୍ମୀରର କୁପୱାଡା ଜିଲାର ତଙ୍ଗଧାର ସେକ୍ଟରରେ ଅନୁପ୍ରବେଶ ସମୟରେ ଜଣେ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀ ଏନ୍କାଉଣ୍ଟର କରିଛନ୍ତି। ଶୁକ୍ରବାର ସକାଳେ କୁପୱାଡାରେ ବର୍ଷା ହେଉଥିବା ସମୟରେ ଆତଙ୍କବାଦୀମାନେ ସୀମା ଭିତରକୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ସୀମାରେ ସତର୍କତାର ସହ…
ପ୍ଲେ ଅଫ୍ ପାଇଁ ରାଜସ୍ଥାନର ଲଢେଇ
ମୁମ୍ବାଇ,୨୦।୫: ମୁମ୍ବାଇ ସ୍ଥିତ ବ୍ରାବୋର୍ନ ଷ୍ଟାଡିୟମରେ ଶୁକ୍ରବାର ଖେଳା ଯାଉଥିବା ୬୮ତମ ମ୍ୟାଚର ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଚେନ୍ନାଇ ସୁପରକିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ ରାଜସ୍ଥାନ ରୟାଲ୍ସ ପ୍ରଥମେ ବୋଲିଂ କରି…
୨୭୯ ବୁଥ୍ରେ ମତଦାନ
ଭୁବନେଶ୍ୱର,୨୦।୫(ବ୍ୟୁରୋ): ବ୍ରଜରାଜନଗର ଉପ ନିର୍ବାଚନ ଲାଗି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଖାଲି ପଡ଼ିଥିବା ଏହି ଆସନ ଲାଗି ମଇଦାନରେ ୧୧ ଜଣ ପ୍ରାର୍ଥୀ। ୨ ଲକ୍ଷ ୧୪ ହଜାର ୮୭୮ଜଣ ଭୋଟର ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ତେବେ ଭୋଟିଂ ପାଇଁ…
ଜେଲ୍ରୁ ମୁକୁଳିଲେ ଇନ୍ଦ୍ରାଣୀ
ମୁମ୍ବାଇ,୨୦।୫: ବହୁ ଚର୍ଚ୍ଚିତ ଶିନା ବୋରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁର୍ଖାଜୀ ଶୁକ୍ରବାର ଜେଲ୍ରୁ ମୁକୁଳିଛନ୍ତି। ଦୀର୍ଘ ୬ବର୍ଷରୁ ଅଧିକ ଦିନ ପରେ ଶୁକ୍ରବାର ଇନ୍ଦ୍ରାଣୀ ମୁମ୍ବାଇର ବାଏକୁଲା ଜେଲ୍ରୁ ମୁକୁଳିଛନ୍ତି। ସୂଚନାଯୋଗ୍ୟ, ଇନ୍ଦ୍ରାଣୀ ନିଜ ଝିଅ ଶିନା ବୋରାଙ୍କ…
୩୧ରେ ବ୍ରଜରାଜନଗର ଉପ-ନିର୍ବାଚନ: ୩ ଦିନର ସ୍ବତନ୍ତ୍ର ଛୁଟି ଘୋଷଣା
ଭୁବନେଶ୍ୱର,୨୦।୫(ବ୍ୟୁରୋ): ମେ’ ୩୧ରେ ବ୍ରଜରାଜନଗର ଉପ-ନିର୍ବାଚନ। ଏଥିନିମନ୍ତେ ସ୍ବତନ୍ତ୍ର ଛୁଟି ଘୋଷଣା କରାଯାଇଛି। ନିର୍ବାଚନମଣ୍ଡଳୀ ବାହାରେ ରହୁଥିବା ଭୋଟରମାନେ ୩ ଦିନ ଛୁଟି ନେଇପାରିବେ। ଭୋଟ ପୂର୍ବ ଦିନ, ଭୋଟ ଦିନ ଓ ପରଦିନ ଭୋଟର ଛୁଟି ନେଇପାରିବେ । ସେହିଭଳି…
ବହୁତ କଠିନ ସମୟ ଥିଲା, ବାପା ୨-୩ ଦିନ ଭୋକରେ ଥିଲେ: ରିଙ୍କୁ
ମୁମ୍ବାଇ,୨୦।୫: ଶେଷ ମ୍ୟାଚ୍ରେ ନିଜର ଦମ୍ଦାର ବ୍ୟାଟିଂକୁ ନେଇ ଚର୍ଚ୍ଚାରେ କୋଲକାତା ନାଇଟ୍ ରାଇଡର୍ସର ବ୍ୟାଟ୍ସମ୍ୟାନ୍ ରିଙ୍କୁ ସିଂ। ମାତ୍ର ୧୫ ବଲ୍ରେ ୪୦ ରନ୍ର ଇନିଂସ ଖେଳି ସେ ହଲଚଲ ସୃଷ୍ଟି କରିଛନ୍ତି। ତେବେ କ୍ରିକେଟରେ ତାଙ୍କ ଯାତ୍ରା ସେତେଟା…
ରବି ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ
ବାଲେଶ୍ୱର ଅଫିସ, ୨୦।୫: ବାଲେଶ୍ୱର ଜିଲାରେ ବିଭିନ୍ନ ମଣ୍ଡିରେ ଶୁକ୍ରବାରଠାରୁ ରବି ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି ା ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ସ୍ଥାନୀୟ ସଦର ବ୍ଲକ ସାରଗାଁ ସମବାୟ ସମିତିରେ ଏହାର ଉଦ୍ଘାଟନ କରିଥିଲେ। ଚଳିତବର୍ଷ ପାଇଁ ଏହି…
Archives


