ବୃଦ୍ଧଙ୍କୁ ଶୁଣ୍ଢରେ ଟେକି କଚାଡ଼ିଦେଲା ଦନ୍ତା

କେନ୍ଦୁଝର,୧୮ା୯(ସ୍ବ.ପ୍ର.): ତେଲକୋଇ ରେଞ୍ଜ ଅନ୍ତର୍ଗତ ତେଲକୋଇ ବିଟ୍‌ ଅଧିନସ୍ଥ କନ୍ତଲେଇ ଗ୍ରାମରେ ରବିବାର ସକାଳେ ଶୌଚ କରିବାକୁ ପାଖ ଜଙ୍ଗଲକୁ ଯାଇଥିବା ବେଳେ ଦନ୍ତା ହାତୀ ଆକ୍ରମଣରେ ଜଣେ ୬୫ ବର୍ଷୀୟ ବୃଦ୍ଧ ଆହତ ହୋଇଛନ୍ତି। ଗୋଠଛଡ଼ା ଦନ୍ତାଟି ବୃଦ୍ଧଙ୍କୁ ଶୁଣ୍ଢରେ ଧରି ଟେକି କଚାଡ଼ିଦେବାରୁ ଛିଟିକି ପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ପରେ କେନ୍ଦୁଝର ଜିଲା ମୁଖ୍ୟ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ସେଭଳି ଗୁରୁତର ହୋଇ ନ ଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ହାତୀ ଦେଖି ଦୌଡ଼ି ପଳାଇ ଆସୁଥିବା ବେଳେ ବୃଦ୍ଧ ଆହତ ହୋଇଥିବା ଡିଏଫ୍‌ଓ ଏଚ୍‌ ଡି ଧନରାଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୟୁସନ ଯାଉଥିବା ଛାତ୍ରୀଙ୍କୁ ଟଣାଓଟରା ଅଭିଯୋଗ: ୨ ଗିରଫ

ଧାମନଗର ୩।୧୨(ଡି.ଏନ.ଏ.)- ଭଦ୍ରକ ଜିଲା ଧାମନଗର ବ୍ଲକ ଧୂଷୁରୀ ଥାନା ଅନ୍ତର୍ଗତ ନସଲାପୁର ପ୍ରାଥମିକ ବିଦ୍ୟାଳୟ ନିକଟରେ ଟ୍ୟୁସନ ଯାଉଥିବା ଜଣେ ଛାତ୍ରୀଙ୍କୁ ଗତ ୧...

ଘର ଛାଡି ଚାଲିଯିବାକୁ ମହିଳାଙ୍କୁ ଧମକ, ସିସିଟିଭିରେ କଏଦ ହେଲା ଦୃଶ୍ୟ

ବ୍ରହ୍ମପୁର ଅଫିସ,୩।୬: ଜନୈକା ବିଧବା ମହିଳାଙ୍କୁ ବନ୍ଧୁକ ଲଗାଇ ଘର ଛାଡି ଚାଲିଯିବାକୁ ଧମକ ଦିଆଯାଇଥିବା ନେଇ ଥାନାରେ ଏକ ଅଭିଯୋଗ ହୋଇଛି। ଏନେଇ ବଡବଜାର...

ଫାର୍ମାସିଷ୍ଟଙ୍କ ଜୀବନ ନେଲା କରୋନା: ଗାର୍ଡ ଅଫ୍‌ ଅନର ସହ ଶେଷକୃତ୍ୟ ସମ୍ପନ୍ନ

ପୁରୁଷୋତ୍ତମପୁର,୨୧ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ପାଣ୍ଡିଆ ଗ୍ରାମର ଜଣେ କରୋନା ଯୋଦ୍ଧାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଓ୍ବାଇ ରାଜକୁମାର (୪୬)। ସେ ଦୀର୍ଘ...

ଭଦ୍ରକରେ ମୁତୟନ ହେଲେ ୮ ଅଗ୍ନିଶମ, ୨ ଓଡ୍ରାଫ ଟିମ୍‌

ଭଦ୍ରକ ଅଫିସ,୨୦ା୮: ଭଦ୍ରକ ଜିଲାରେ ଶନିବାର ପ୍ରବଳ ବର୍ଷା ସମ୍ପର୍କରେ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ...

ମହାଗୌରୀ ବେଶରେ ଦର୍ଶନ ଦେଲେ ମା’ ଉଗ୍ରତାରା

ନିରାକାରପୁର,୬।୧୦(ଡି.ଏନ.ଏ.)- ଖୋର୍ଦ୍ଧା ଜିଲା ନୂଆଗଡ଼ ପଞ୍ଚାୟତ ଅନ୍ତର୍ଗତ ମୂଳିଝର ନିକଟସ୍ଥ ହାତୀଆଶୁଣି ପାହାଡ଼ ପାଦଦେଶରେ ବିଜେ ମା’ ଉଗ୍ରତାରାଙ୍କ ଶାକ୍ତପୀଠରେ ଶନିବାର ଅଷ୍ଟମୀ ଜନ୍ମତିଥି ଅବସରରେ...

ବନ୍ଦେ ଉତ୍କଳ ଜନନୀ ଗାଇବାକୁ ଜିଲାପାଳଙ୍କ ଅନୁରୋଧ  

ଅନୁଗୋଳ ଅଫିସ, ୨୯।୫- କରୋନା ଯୋଦ୍ଧାଙ୍କ ସମ୍ମାନାର୍ଥେ ୩୦ ତାରିଖ ଅପରାହ୍ନରେ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଥିବା...

ତିନିଦିନ ପରେ ଖୋଲିଲା ଶ୍ରୀମନ୍ଦିର

ପୁରୀ ଅଫିସ, ୩।୧: ତିନିଦିନ ବ୍ୟବଧାନ ପରେ ସୋମବାର ଶ୍ରୀମନ୍ଦିର ଖୋଲିଛି। ନବବର୍ଷ ଭିଡକୁ ଦୃଷ୍ଟିରେ ରଖି ଡିସେମ୍ବର ୩୧ ଠାରୁ ସର୍ବସାଧାରଣ ଦର୍ଶନ ବନ୍ଦ...

କେନ୍ଦୁପତ୍ର ସହ କାଠ ଜବତ: ୩ ଗିରଫ

ବାଙ୍ଗିରିପୋଷି,୯ା୬(ଡି.ଏନ୍‌.ଏ.)- ରାତି ପାଟ୍ରୋଲିଂ ବେଳେ ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବନ ବିଭାଗ ୩ଟି ମଟର ସାଇକେଲ ସହ କେନ୍ଦୁପତ୍ର ଓ କାଠପଟା ଜବତ କରିଛି। ଏହି...

Advertisement
Archives

Model This Week