ଜଗନ ମୋହନ ଓ୍ବାଇଏସ୍ଆର କଂଗ୍ରେସର ଆଜୀବନ ଅଧ୍ୟକ୍ଷ ନିର୍ବାଚିତ…
ହାଇଦ୍ରାବାଦ୍, ୯।୭ : ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ବାଇଏସ ଜଗନ ମୋହନ ରେଡ୍ଡୀ ଶନିବାର ଓ୍ବାଇଏସ୍ଆର କଂଗ୍ରେସର ଆଜୀବନ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ବର୍ତ୍ତମାନ ସେ ଜୀବନସାରା ଓ୍ବାଇଏସ୍ଆର କଂଗ୍ରେସର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ। ଅମରାବତୀରେ ଆୟୋଜିତ ଦଳର ଦୁଇ ଦିନିଆ…
ଧର୍ମନିରପେକ୍ଷତା ଭରି ରହିଛି ଆମ ରକ୍ତରେ, କହିଲେ ଉପରାଷ୍ଟ୍ରପତି…
ନୂଆଦିଲ୍ଲୀ, ୯।୭ : ଭାରତକୁ ବିଶ୍ୱର ସବୁଠାରୁ ସହନଶୀଳ ଦେଶ ଭାବେ ବର୍ଣ୍ଣନା କରି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଶନିବାର କହିଛନ୍ତି ଯେ କୌଣସି ସରକାର କିମ୍ବା ଦଳ ଯୋଗୁଁ ଦେଶରେ ଧର୍ମନିରପେକ୍ଷତା ସୁରକ୍ଷିତ ରହିନାହିଁ। ଏହା ଲୋକଙ୍କ ରକ୍ତରେ ଏବଂ…
ରାଷ୍ଟ୍ରପତି ହେଲେ କଶ୍ମୀର ସମସ୍ୟାର ସମାଧାନ କରିବାକୁ କହିଲେ ଯଶଓ୍ବନ୍ତ…
ଶ୍ରୀନଗର, ୯।୭ : ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନା କଶ୍ମୀର ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି। ଶନିବାର ଯଶଓ୍ବନ୍ତ ସିହ୍ନା କହିଛନ୍ତି ଯେ ଯଦି ନିର୍ବାଚିତ ହୁଅନ୍ତି ତେବେ ସେ କଶ୍ମୀର ସମସ୍ୟାର ସ୍ଥାୟୀ ସମାଧାନ ଏବଂ ଏହି…
ଆଜି ଦ୍ୱିତୀୟ ଟି୨୦: ଜାଣନ୍ତୁ କେବେ, କେଉଁଠି ଆଉ କେତେବେଳେ ଦେଖିବେ…
ନୂଆଦିଲ୍ଲୀ,୯।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟି୨୦ ମୁକାବିଲା ଶନିବାର ଖେଳାଯିବ। ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜରେ ୧-୦ରେ ଆଗୁଆ ରହିଛି। ଏଣୁ ଆଜିର ମ୍ୟାଚ୍ ଜିତି ଦଳ ସିରିଜ ଉପରେ କବ୍ଜା କରିବାକୁ ଚାହିଁବ। ଅପରପକ୍ଷେ…
ଅକ୍ଟୋବରରେ ଦରଦାମ୍ ବୃଦ୍ଧିରୁ ମିଳିପାରେ ମୁକ୍ତି, ଆରବିଆଇ ଗଭର୍ନରଙ୍କ ସୂଚନା…
ନୂଆଦିଲ୍ଲୀ, ୯।୭ : ଅକ୍ଟୋବର ୨୦୨୨ରୁ ସାଧାରଣ ଲୋକ ଦରଦାମ୍ ବୃଦ୍ଧିରୁ ମୁକ୍ତି ପାଇବେ ବୋଲି ଆଶା କରାଯାଉଛି। ଏସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ)ର ଗଭର୍ନର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ୨୦୨୨-୨୩ ଆର୍ଥିକ…
ପୁରୁଷଙ୍କ ଶରୀରରେ ମହିଳାଙ୍କ ପ୍ରଜନନ ଅଙ୍ଗ
ମାନବ ଶରୀର ବହୁତ ଅଦ୍ଭୁତ ଅଟେ। ଆମ ଶରୀର ସହିତ ଜଡ଼ିତ ଅନେକ ଦିଗ ଅଛି, ଯାହା ବିଷୟରେ ଆମେ ସଠିକ୍ ଭାବରେ ଜାଣିନାହୁଁ। କିଛି ଜିନିଷ ଅଛି, ଯାହା ପ୍ରତ୍ୟେକ ମାନବ ଶରୀରରେ ସମାନ କିନ୍ତୁ କିଛି ଜିନିଷ ସ୍ବାଭାବିକ…
ଡେଟ୍ କରୁଛନ୍ତି ପରିଣୀତି!
ବମ୍ବେ: ଡେଟ୍ କରୁଛନ୍ତି ପରିଣୀତି। ଲୋକପ୍ରିୟ ଗାୟକ ହାର୍ଡି ସାନ୍ଧୁଙ୍କ ସହ ତାଙ୍କୁ ଏକାଠି ଦେଖାଯିବା ପରେ କିଛି ଏଭଳି ଚର୍ଚ୍ଚା ଏବେ ବଢ଼ିବାରେ ଲାଗିଛି। କିଛି ଏହାକୁ ଗୁଜବ କହୁଥିବା ବେଳେ କିଛି ନୂଆ ଯୋଡ଼ିଙ୍କୁ ଶୁଭକାମନା ଜଣାଉଛନ୍ତି। ସେ…
ପୁଟିନ୍ଙ୍କ ଚେତାବନୀ, ବଢ଼ିବ ତୈଳ ଦାମ୍…
ମସ୍କୋ, ୯।୭ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ପାଶ୍ଚାତ୍ୟ ଦେଶଗୁଡ଼ିକ ୟୁକ୍ରେନକୁ ସମର୍ଥନ କରୁଛନ୍ତି ଏବଂ ରୁଷିଆ ବିରୋଧରେ ବିଭିନ୍ନ କଟକଣା ଲାଗୁ କରାଯାଇଛି। ଡୋନାବସ ଅଞ୍ଚଳରେ ରୁଷିଆର ଆକ୍ରମଣକୁ ରୋକିବା ପାଇଁ ୟୁକ୍ରେନ ସହଯୋଗୀମାନଙ୍କୁ…
ଫାରୁକ ଅବଦୁଲ୍ଲା-ମେହବୁବା ସବୁଠାରୁ ବଡ ଦେଶଭକ୍ତ, କହିଲେ ଯଶଓ୍ବନ୍ତ…
ଶ୍ରୀନଗର, ୯।୭ : ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନା ସମର୍ଥନ ସଂଗ୍ରହ ପାଇଁ ଶନିବାର ଜମ୍ମୁ-କଶ୍ମୀରରେ ପହଞ୍ଚଛନ୍ତି। ଗଣମାଧ୍ୟମ ସାମ୍ନାରେ ସିହ୍ନା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଏବଂ ମେହବୁବା ମୁଫତିଙ୍କୁ ସବୁଠାରୁ ବଡ ଦେଶଭକ୍ତ ବୋଲି…
ମୁଲାୟମଙ୍କ ଦ୍ୱିତୀୟ ସ୍ତ୍ରୀ ସାଧନାଙ୍କ ପରଲୋକ …
ଲକ୍ଷ୍ନୌ, ୯।୭ : ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମୈନପୁରୀ ଏମ୍ପି ମୁଲାୟମ ସିଂ ଯାଦବଙ୍କ ଦ୍ୱିତୀୟ ସ୍ତ୍ରୀ ସାଧନା ଗୁପ୍ତାଙ୍କର ଗୁରୁଗାଓଁ ସ୍ଥିତ ମେଦାନ୍ତ ହସ୍ପିଟାଲରେ ପରଲୋକ ଘଟିଛି। ଗତ ସପ୍ତାହରେ ବ୍ଲଡ ସୁଗାର ବୃଦ୍ଧି ସମେତ ଅନ୍ୟାନ୍ୟ ଅସୁସ୍ଥତା…
ପ୍ରତିରକ୍ଷା ରପ୍ତାନୀରେ ଭାରତର ରେକର୍ଡ, ଗୋଟିଏ ବର୍ଷରେ ୧୩ ହଜାର କୋଟି ଛୁଇଁଲା…
ନୂଆଦିଲ୍ଲୀ, ୯।୭ : ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଭାରତର ପ୍ରୟାସ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ବିଶେଷ କରି ଘରୋଇ ଟେକ୍ନୋଲୋଜିର ବିକାଶ ଏବଂ ଏହାକୁ ବିଶ୍ୱସ୍ତରୀୟ କରିବା ଉଦ୍ୟମ ଅନ୍ତର୍ଗତ ଦେଶର ପ୍ରତିରକ୍ଷା କ୍ଷେତ୍ର କ୍ରମାଗତ ଭାବେ ଅଗ୍ରଗତି କରୁଛି।…
ୟୁକ୍ରେନ୍ର ଏକତା ପାଇଁ ଇଣ୍ଡୋନେସିଆର ଅପିଲ୍
ଜାକର୍ତ୍ତା,୯।୭: ୟୁକେନ୍, ରୁଷିଆ ଯୁଦ୍ଧ ପାଇଁ ବୈଷୟିକ ସମ୍ପର୍କ ପ୍ରଭାବିତ ହେଉଥିବା ଦେଖିବାକୁ ମିଳିଛି। ଧନୀ ଏବଂ ବିକଶିତ ରାଷ୍ଟ୍ରଗୁଡ଼ିକର କୂଟନୀତିଜ୍ଞମାନଙ୍କ ମଧ୍ୟରେ ଏକ ପ୍ରକାର ସଂଘର୍ଷମୟ ବାତାବରଣ ସୃଷ୍ଟି ହୋଇଛି। ଇଣ୍ଡୋନେସିଆ ବାଲି ରିସୋର୍ଟରେ ଆୟୋଜିତ ଜି-୨୦ ସମ୍ମିଳନୀରେ ୨୦ଦେଶର…
Archives


