ଶ୍ରୀଲଙ୍କାକୁ ୨୧,୦୦୦ ଟନ ସାର ଯୋଗାଇଲା ଭାରତ
ନୂଆଦିଲ୍ଲୀ/କଲମ୍ବୋ,୨୨।୮:ଭାରତ ସୋମବାର ଏକ ସ୍ବତନ୍ତ୍ର ସହାୟତା କାର୍ଯ୍ୟକ୍ରମ ଅଧୀନରେ ଶ୍ରୀଲଙ୍କାକୁ ୨୧,୦୦୦ ଟନ ସାର ପ୍ରଦାନ କରିଛି। ଏହି ପଦକ୍ଷେପ ପଡୋଶୀ ଦେଶର କୃଷକମାନଙ୍କୁ ସାହାଯ୍ୟ କରିବ ଏବଂ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୁତ କରିବ। ଗତ କିଛି…
ସୋନମଙ୍କ ପୁଅଙ୍କୁ ଦେଖି ଭାବପ୍ରବଣ ହେଲେ ରିଆ
ବଲିଉଡ ଅଭିନେତ୍ରୀ ସୋନମ କପୁର ନିକଟରେ ପୁତ୍ର ସନ୍ତାନର ଜନନୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ନିଜେ ସୋନମ କପୁର ଇନଷ୍ଟାଗ୍ରାମରେ ଏହି ଖୁସି ଖବରକୁ ଗୋଟିଏ ପୋଷ୍ଟ ମାଧ୍ୟମରେ ତାଙ୍କ ଫ୍ୟାନ ଓ ପ୍ରଶଂସକମାନଙ୍କୁ ଜଣାଇଛନ୍ତି। ସୋନମ ମା’ ହୋଇଥିବାରୁ…
ସିସୋଡିଆଙ୍କୁ ଭାରତ ରତ୍ନ ଦିଆଯିବା ଉଚିତ: କେଜ୍ରିଓ୍ବାଲ୍
ଅହମ୍ମଦାବାଦ୍,୨୨।୮: ଦିଲ୍ଲ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ସୋମବାର ଗୁଜରାଟରେ ନିର୍ବାଚନ ପ୍ରଚାର କରିଛନ୍ତି। ସେ ରାଜ୍ୟରେ ଉନ୍ନତ ତଥା ମାଗଣା ଶିକ୍ଷା ଏବଂ ଉନ୍ନତ ସ୍ବାସ୍ଥ୍ୟ ସେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ସେ ଦିଲ୍ଲୀ…
ଇମ୍ରାନଙ୍କୁ ଗିରଫଦାରିରୁ ମିଳିଲା ଆଶ୍ୱସ୍ତି
ଇସ୍ଲାମାବାଦ୍,୨୨।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଇସ୍ଲାମାବାଦ ହାଇକୋର୍ଟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ସୋମବାର ଇମ୍ରାନଙ୍କ ଜାମିନ ଆବେଦନ ଶୁଣାଣି କରି କୋର୍ଟ ତାଙ୍କୁ ୩ଦିନ ପାଇଁ ଟ୍ରାନ୍ଞ୍ଜିଟ ଜାମିନ ପ୍ରଦାନ କରିଛନ୍ତି। ଏନେଇ ଏକ ଅନ୍ତର୍ଜାତୀୟ ଗଣମାଧ୍ୟମରୁ ସୂଚନା…
ରୁଷିଆରୁ ଧରାପଡିଲେ ଆଇଏସ ଆତ୍ମଘାତୀ ଆତଙ୍କବାଦୀ, ଭାଜପାର ମୁଖ୍ୟ ନେତାଙ୍କ ଉପରେ କରିଥାଆନ୍ତେ ଆକ୍ରମଣ
ମସ୍କୋ,୨୨ ।୮: ରୁଷିଆ ସୁରକ୍ଷା ଏଜେନ୍ସି(ଏଫଏସବି) ଆତଙ୍କବାଦୀ ସଙ୍ଗଠନ(ଇସଲାମିକ ସଙ୍ଗଠନ)ର ଜଣେ ଆତଙ୍କବାଦୀଙ୍କୁ ଧରିଥିବା ଜଣାପଡିଛି । ସେ ଭାରତରେ ଆତ୍ମଘାତୀ ଆକ୍ରମଣ କରିବା ଯୋଜନାରେ ଥିଲେ । ଏଫଏସବିର ଅଧିକାରୀମାନେ କହିଛନ୍ତି ଧରାପଡିଥିବା ଆତଙ୍କବାଦୀ ମଧ୍ୟ ଏସିଆର ଏକ ଦେଶର…
‘ଦିନେ କେଜରିୱାଲଙ୍କ ଅହଙ୍କାର ଭାଙ୍ଗିବ’
ନୂଆଦିଲ୍ଲୀ,୨୨।୮: ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଘରେ ସିବିଆଇ ଚଢ଼ାଉକୁ ନେଇ ରାଜନୀତି ଜୋର ଧରିଛି। ଉଭୟ ଆମ ଆଦମୀ ପାର୍ଟି ଓ ଭାଜପା ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି। ସୋମବାର ସିସୋଡିଆ କହିଛନ୍ତି, ଏଏପି ଭାଙ୍ଗି ଭାଜପାରେ…
ଲଗାଣ ବର୍ଷାରେ ବ୍ୟାପକ ଫସଲ କ୍ଷତି, ପରିବା ଦର ଆକାଶଛୁଆଁ
ଗଞ୍ଜାମ,୨୨ା୮(ଡି.ଏନ୍.ଏ.): କିଛିଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଗଞ୍ଜାମ ବ୍ଲକ ଅଞ୍ଚଳରେ ବ୍ୟାପକ ଫସଲ କ୍ଷତି ହୋଇଥିବା ଜଣାପଡ଼ିଛି। ବିଶେଷକରି ଧାନ ଓ ପନିପରିବା ବର୍ଷା ଜଳ ଯୋଗୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଫସଲ ଅମଳ ସମୟରେ ଚାଷଜମିରେ…
ଯୌତୁକରେ ବୁଲେଟ୍ ନ ମିଳିବାରୁ ସ୍ତ୍ରୀଙ୍କୁ ଲଣ୍ଡା କରି ସ୍ବାମୀ ଦେଲେ ତିନି ତଲାକ୍
ମିରୁଟ,୨୨।୮: ଉତ୍ତର ପ୍ରଦେଶର ମିରୁଟରେ ଏକ ଅଭାବନୀୟ ଘଟଣା ଘଟିଛି। ଯୌତୁକରେ ବୁଲେଟ ନ ମିଳିବାରୁ ସ୍ତ୍ରୀଙ୍କୁ ତିନି ତଲାକ୍ ଦେଇଛନ୍ତି ଜଣେ ବ୍ୟକ୍ତି। କେବଳ ଏତିକି ନୁହେଁ, ସ୍ତ୍ରୀଙ୍କୁ ଲଣ୍ଡା କରି ତାଙ୍କୁ ଘରୁ ବିଦା ମଧ୍ୟ କରିଛନ୍ତି। ଏନେଇ…
ଧ୍ରୁବତାରା ରହସ୍ୟ
ପୃଥିବୀର ଅକ୍ଷକୁ ଉତ୍ତରକୁ ବଢ଼ାଇଲେ ତାହା ଯେଉଁ ବିନ୍ଦୁରେ ଆକାଶଗୋଲକୁ ସ୍ପର୍ଶ କରେ ତାହାକୁ ଆକାଶର ଧ୍ରୁବ କହନ୍ତି। ପୃଥିବୀ ନିଜ ଅକ୍ଷ ଚାରିପଟେ ଘୂରିବା ଦ୍ୱାରା ସବୁ ତାରା ଦୈନିକ ଆକାଶରେ ବୃତ୍ତାକାର ପଥରେ ଗତି କରୁଥିବାର ଜଣାପଡ଼ନ୍ତି। ଆକାଶଗୋଲର…
ଭାଲୁ ଆକ୍ରମଣରେ ଗୋଟିଏ ପରିବାରର ଜଣେ ମୃତ, ଦୁଇ ଗୁରୁତର
ଫୁଲବାଣୀ ଅଫିସ,୨୨ା୮: କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ ବାଟାଗୁଡ଼ା ପଞ୍ଚାୟତର ଟଙ୍ଗମ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଙ୍ଗଲକୁ ପତ୍ର ତୋଳିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ଗୋଟିଏ ପରିବାର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ହୋଇଛନ୍ତି।…
୧୫୦ ମିଲିସିଆ ମାଓବାଦୀଙ୍କ ଆତ୍ମସମର୍ପଣ
ମାଲକାନଗିରି,୨୨ା୮(ସ୍ବ.ପ୍ର.): ମାଲକାନଗିରି ଏସ୍ପି ଓ ବିଏସ୍ଏଫ୍ ଡିଆଇଜିଙ୍କ ନିକଟରେ ସୋମବାର ୧୫୦ ମିଲିସିଆ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଗୁରୁପ୍ରିୟା ନିକଟସ୍ଥ ବିଏସ୍ଏଫ୍ ମାଓବାଦୀ କ୍ୟାମ୍ପ୍ରେ ଆତ୍ମସମର୍ପଣ କରିଛନ୍ତି। ମାଓବାଦୀଙ୍କ ଶହୀଦ ସ୍ତମ୍ଭ ଭାଙ୍ଗିଛନ୍ତି ମିଲିସିଆ। ସରକାରଙ୍କ ଉନ୍ନତିମୂଳକ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ…
ଶୋଇଥିବା ବେଳେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଦମ୍ପତି ଗୁରୁତର
କେନ୍ଦୁଝର,୨୨ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଧୋଗୋଠ ଗ୍ରାମରେ ଘରେ ଶୋଇଥିବା ବେଳେ ବାହାରୁ ତାଲା ପକାଇ ପେଟ୍ରୋଲ ଢାଳି ନିଆଁ ଜଳାଇ ହତ୍ୟା ଉଦ୍ୟମ ଭଳି ଅମାନବୀୟ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଶୋଇଥିବା ଅବସ୍ଥାରେ ବାହାର ପଟୁ…
Archives


