Home

ବିଜେବି କଲେଜ ନାଁରେ ଆଉ ଏକ ର଼୍ୟାଗିଂ ଅଭିଯୋଗ

ଭୁବନେଶ୍ୱର,୭ା୭(ବ୍ୟୁରୋ): ବିଜେବି କଲେଜ ନାଁରେ ପୁଣି ର଼୍ୟାଗିଂ ଅଭିଯୋଗ ହୋଇଚି। ଜଣେ ଛାତ୍ରଙ୍କୁ ର଼୍ୟାଗିଂ କରାଯାଇଥିବା ବଡ଼ଗଡ଼ ଥାନାରେ ଅଭିଯୋଗ ହୋଇଛି। ବାଣିଜ୍ୟ ବିଭାଗର ଦ୍ୱିତୀୟ ବର୍ଷ ଛାତ୍ର ରୁଦ୍ର ନାରାୟଣ ପାତ୍ରଙ୍କୁ ହଷ୍ଟେଲରେ ରହୁଥିବା ତାଙ୍କର ଜଣେ ସହପାଠୀ ଗାଡ଼ି…

ଟିଏମ୍‌ସି ନେତାଙ୍କ ସମେତ ୩ ଜଣଙ୍କୁ ଗୁଳି କରି ହତ୍ୟା, ମୁଣ୍ଡ କାଟିବାକୁ କଲେ ଉଦ୍ୟମ…

କୋଲକାତା, ୭।୭ : ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗଣା ଜିଲାରେ ଟିଏମସି ନେତା ସ୍ବପନ ମାଝିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ତାଙ୍କ ସହ ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ଗୁଳି କରାଯାଇଥିବା ପୋଲିସ କହିଛି। ଗୁରୁବାର ପୂର୍ବାହ୍ନ (ଟା ସମୟରେ…

ଆସନ୍ତାକାଲି ଅପରାହ୍ନରୁ ଆଉ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେନି ଭକ୍ତ

ପୁରୀ ଅଫିସ,୭ା୭: ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଲୀଳାଖେଳା ସରି ସରି ଆସୁଛି। ଆସନ୍ତାକାଲି ସନ୍ଧ୍ୟା ଦର୍ଶନ ଏବଂ ତା’ ପରଦିନ ବାହୁଡ଼ାଯାତ୍ରା। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଛି। ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ସନ୍ଧ୍ୟାରେ ନ ହୋଇ ଅପରାହ୍ନ ୪ଟା…

ମୁଖ୍ୟମନ୍ତ୍ରୀଙ୍କ ବିବାହ ସମ୍ପନ୍ନ

ଚଣ୍ଡିଗଡ,୭।୭: ଶେଷରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗବନ୍ତ ମାନ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ଡା. ଗୁରୁପ୍ରୀତ କୌରଙ୍କୁ ଜୀବନ ସାଥୀ ଭାବେ ବାଛିଛନ୍ତି। ମଧ୍ୟାହ୍ନ ପ୍ରାୟ ୧୨ଟାରେ ମୁଖ୍ୟମନ୍ତ୍ରୀଙ୍କ ବାହସଭବନରେ ଦୁହେଁ ବିବାହ କରିଥିଲେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ…

ୟୁପିରେ ଭାଜପା ହାତେଇବ ମୁସଲମାନ ଭୋଟ, ମିଶନ ୨୦୨୪ ପାଇଁ ପ୍ଲାନ୍‌-୮ ପ୍ରସ୍ତୁତ…

ଲକ୍ଷ୍ନୌ, ୭।୭ : ହାଇଦ୍ରାବାଦରେ ଭାଜପାର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳର ରାଜନୈତିକ ରଣନୀତିରେ ଏକ ବଡ଼ ପରିବର୍ତ୍ତନ ସମ୍ପର୍କରେ ସଙ୍କେତ ଦେଇଥିଲେ। ମୁସଲମାନମାନଙ୍କୁ ଦଳ ସହ ଯୋଡିବାର ସୂଚନା ଦେଇ ସେ କହିଥିଲେ ଯେ ଆମକୁ…

୩୧ ଲକ୍ଷ ଟଙ୍କା ଠକିନେଲେ ଆଲିଆ

ବଲିଉଡର ପ୍ରସିଦ୍ଧ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ସ୍ତ୍ରୀ ଆଲିଆଙ୍କ ନାଁରେ ଠକେଇ ଅଭିଯୋଗ ହୋଇଛି। ସେ ପ୍ରାୟ ୩୧ ଲକ୍ଷ ଟଙ୍କା ଠକିନେଇଥିବା କୁହାଯାଉଛି। ଆଲିଆଙ୍କ ପ୍ରଡକସନ୍‌ ଭେଞ୍ଚର ‘ହୋଲି କାଓ’ର କ୍ରିଏଟିଭ ହେଡ ତଥା ସହ-ପ୍ରଯୋଜିକା ମଞ୍ଜୁ ଗରୱାଲ ଆଲିଆଙ୍କ…

ତାରାତାରିଣୀ ଦର୍ଶନ କଲେ କେନ୍ଦ୍ର ହସ୍ତତନ୍ତ ମନ୍ତ୍ରୀ , ଭାରତବାସୀଙ୍କ ଲାଗି କଲେ ମଙ୍ଗଳ କାମନା 

ପୁରୁଷୋତ୍ତମ ପୁର, ୭/୭(ଡିଏନ୍ଏ): କେନ୍ଦ୍ର ହସ୍ତତନ୍ତ  ମନ୍ତ୍ରୀ ଦର୍ଶନା ଜୋରଦଶ  ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଗ୍ରସ୍ତରେଆସି ମା ତାରା ତାରିଣୀ ପିଠକୁ ଯାଇ ପୂଜାର୍ଚ୍ଚନା କରି ଭାରତ ବାସୀ ଙ୍କ ମଙ୍ଗଳ କାମନା କରିବା ସହ ଦେଶର ବିକାଶ ଲାଗି…

ଆଇନ ଛାତ୍ରୀଛାତ୍ରଙ୍କ ପରୀକ୍ଷା ବର୍ଜନ

କଟକ ଅଫିସ,୭ା୭: ମଧୁସୂଦନ ଆଇନ ମହାବିଦ୍ୟାଳୟର ଛାତ୍ରୀଛାତ୍ର ପରୀକ୍ଷା ବର୍ଜନ କରିଛନ୍ତି। ମହାବିଦ୍ୟାଳୟର ୩ କର୍ମଚାରୀ କରୋନା ପଜିଟିଭ୍‌ ଭାବେ ଚିହ୍ନଟ ହୋଇଥିବାରୁ ପରୀକ୍ଷା କେନ୍ଦ୍ର ବଦଳାଇବା ଏବଂ ଅନ୍‌ଲାଇନ୍‌ରେ ପରୀକ୍ଷା ଦେବାକୁ ଛାତ୍ରୀଛାତ୍ର ଦାବି କରିଛନ୍ତିି।

ବାଲିରେ ଜୟଶଙ୍କର-ଓ୍ବାଙ୍ଗ ଭେଟ…

ବାଲି, ୭।୭ : ଭାରତ ଏବଂ ଚୀନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌.ଜୟଶଙ୍କର ଗୁରୁବାର ଇଣ୍ଡୋନେସିଆର ବାଲିରେ ଚାଇନା ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କୁ ଭେଟିଛନ୍ତି। ତାଙ୍କ ସହ ଆଲୋଚନା ସମୟରେ ଜୟଶଙ୍କର ସୀମା ସ୍ଥିତି, ଚାଇନାର…

ସଲମାନଙ୍କ ଓକିଲଙ୍କୁ ହତ୍ୟା ଧମକ

ବଲିଉଡ ଅଭିନେତା ସଲମାନ ଖାନଙ୍କ ପରେ ଏବେ ତାଙ୍କ ଓକିଲ ହସ୍ତିମାଲ ସାରସ୍ବତଙ୍କୁ ହତ୍ୟା ଧମକ ଦିଆଯାଇଛି। ଏକ ଚିଠି ମାଧ୍ୟମରେ ଏହି ଧମକ ମିଳିଛି। ପୋଲିସ ତଦନ୍ତ ଆରମ୍ଭ କରିଛି। ଏହା ସହିତ ସାରସ୍ବତଙ୍କୁ ମଧ୍ୟ ସୁରକ୍ଷା ଯୋଗାଇ ଦିଆଯାଇଛି।…

ଅନୁପ୍ରବେଶ ଉଦ୍ୟମ ପଣ୍ଡ, ୧୦ ଡଙ୍ଗା ଜବତ-୪ ପାକିସ୍ତାନୀ ଗିରଫ…

ଅହମଦାବାଦ, ୭।୭ : ସୀମା ସୁରକ୍ଷା ବାହିନୀ (ବିଏସଏଫ) ପୁଣି ଥରେ ପାକିସ୍ତାନର ଏକ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛନ୍ତି। ଗୁରୁବାର ଗୁଜୁରାଟରେ ଭାରତୀୟ ସାମୁଦ୍ରିକ ସୀମା ପାର ହେଉଥିବା ବେଳେ ବିଏସଏଫ କର୍ମଚାରୀ ଚାରିଜଣ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛନ୍ତି।…

ବିଲରୁ ମିଳିଲା ଯୁବକଙ୍କ ମୃତଦେହ

ଭୁବନେଶ୍ୱର,୭ା୭(ବ୍ୟୁରୋ): ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ସିଶୋଲୋ ଗାଁ ନିକଟସ୍ଥ ଏକ ବିଲ ଭିତରୁ ଜଣେ ଯୁବକଙ୍କ ମୃତଦେହ ଜବତ କରାଯାଇଛି। ମୃତକ ଜଣଙ୍କ ହେଲେ ଆଶିଷ ଓଝା। ତାଙ୍କ ଘର ସିଶୋଲୋରେ ବୋଲି ଜଣାଯାଇଛି। ଗୁରୁବାର ସକାଳେ ଆଶିଷଙ୍କ ମୃତଦେହ ବିଲରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri