ଧନଲକ୍ଷ୍ମୀଙ୍କ ଡୋପ୍ ଟେଷ୍ଟ ପଜିଟିଭ୍, କମନୱେଲଥ ଗେମ୍ସ ପୂର୍ବରୁ ଭାରତକୁ ଝଟ୍କା…
ନୂଆଦିଲ୍ଲୀ,୨୦।୭ : ବର୍ମିଂହାମରେ ଖେଳାଯିବାକୁ ଥିବା କମନୱେଲଥ ଗେମ୍ସ ଆରମ୍ଭ ପୂର୍ବରୁ ଭାରତକୁ ଏକ ବଡ଼ ଝଟ୍କା ଲାଗିଛି। ଭାରତର ଷ୍ଟାର ସ୍ପ୍ରିଣ୍ଟର ଧନଲକ୍ଷ୍ମୀଙ୍କ ଡୋପ୍ ଟେଷ୍ଟ ପଜିଟିଭ୍ ଆସିଛି। ଏହି କାରଣରୁ, ଭାରତୀୟ ଆଥଲେଟିକ ଦଳର ୪x୧୦୦ ମିଟର ରିଲେରେ…
ଚାପ ମୁକ୍ତ ଭାବେ ମନ ଇଛା ଖେଳ-ହୃଦୟ ଭରି ପୂର୍ଣ୍ଣ କ୍ଷମତା ସହିତ ଖେଳ, କମନୱେଲଥ ଗେମ୍ସ ଖେଳାଳିଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ…
ନୂଆଦିଲ୍ଲୀ,୨୦।୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ କମନୱେଲଥ ଗେମ୍ସ ୨୦୨୨ ରେ ଅଂଶଗ୍ରହଣ କରୁଥିବା ଭାରତୀୟ ଖେଳାଳିଙ୍କ ସହ କଥା ହୋଇଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ତାଙ୍କୁ ଖେଳ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ସେ ଖେଳାଳିମାନଙ୍କୁ…
ସ୍ବାସ୍ଥ୍ୟକର୍ମୀଙ୍କୁ ଚିଠି ଲେଖିଲେ ପ୍ରଧାନମନ୍ତ୍ରୀ, ଐତିହାସିକ ଉପଲବ୍ଧି ପାଇଁ ଜଣାଇଲେ ଅଭିନନ୍ଦନ…
ନୂଆଦିଲ୍ଲୀ,୨୦।୭ : କରୋନା ମହାମାରୀ ବିରୋଧରେ ଟିକାକରଣ ଅଭିଯାନରେ ଭାରତ ୨୦୦ କୋଟି ଲକ୍ଷ୍ୟ ପୂରଣ କରିଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ବ୍ୟକ୍ତିଗତ ଭାବେ ଦେଶର ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।…
ସ୍ଥିତି ସଙ୍କଟ ଜନକ, ସକ୍ରିୟ ମାମଲା ଦେଢ଼ଲକ୍ଷ ମୁହାଁ…
ନୂଆଦିଲ୍ଲୀ, ୨୦।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…
ବିଶ୍ୱବିଦ୍ୟାଳୟରେ ଅଗଷ୍ଟ ୧୫ ପର୍ଯ୍ୟନ୍ତ ପ୍ରତି ଘରେ ତ୍ରିରଙ୍ଗା ଅଭିଯାନ, ରାଜ୍ୟକୁ ଚିଠି ଲେଖିଲା ୟୁଜିସି…
ନୂଆଦିଲ୍ଲୀ,୨୦।୭ : ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ, କଲେଜ ଏବଂ ଶିକ୍ଷାନୁଷ୍ଠାନରେ ମଧ୍ୟ ପ୍ରତି ଘରେ ତ୍ରିରଙ୍ଗା ଅଭିଯାନ ଚାଲିବ। ଏହି ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ସମସ୍ତ ରାଜ୍ୟ ତଥା ବିଶ୍ୱବିଦ୍ୟାଳୟକୁ ଏକ ଚିଠି ଲେଖିଛନ୍ତି। ଏଥିରେ, ଅଗଷ୍ଟ ୧୩…
ସମଲିଙ୍ଗୀ ବିବାହ ସୁରକ୍ଷା ବିଲ୍ ଆମେରିକା ପ୍ରତିନିଧି ସଭାରେ ପାରିତ, ସପକ୍ଷରେ ୧୫୭ ଭୋଟ…
ଓ୍ବାଶିଂଟନ,୨୦।୭ : ଆମେରିକାରେ ସମଲିଙ୍ଗୀ ବିବାହ ବିଷୟରେ ଆଲୋଚନା ପୁଣି ଜୋରସୋରରେ ଚାଲିଛି। ଏହି ସମୟରେ, ଆମେରିକାର ପ୍ରତିନିଧି ସଭାରେ ସମଲିଙ୍ଗୀ ବିବାହକୁ ଫେଡେରାଲ ସୁରକ୍ଷା ଯୋଗାଇବା ପାଇଁ ଏକ ବିଲ ପାରିତ ହୋଇଛି। ମଙ୍ଗଳବାର ଏହା ପାରିତ ହୋଇଛି। ଉପସ୍ଥିତ…
ନେପାଳ ଜମି ଦଖଲ କରୁଛି ଚାଇନା…
ବେଜିଂ/କାଠମାଣ୍ଡୁ,୨୦।୭ : ଚାଇନା କେବଳ ଲଦାଖ ଏବଂ ଭୁଟାନ ଡୋକଲାମ ତଥା ଭାରତର ଅନ୍ୟ ସୀମାବର୍ତ୍ତୀ ଅଞ୍ଚଳରେ ଜବର ଦଖଲ କରିବାରେ ବ୍ୟସ୍ତ ନୁହେଁ, ବରଂ ଏହା ନେପାଳ ସୀମାବର୍ତ୍ତୀ ଅଞ୍ଚଳରେ ମଧ୍ୟ ପ୍ରବେଶ କରୁଛି। ନେପାଳ ସୀମାରେ ଚାଇନା ଦ୍ୱାରା…
ରାସ୍ତା ନାହିଁ: ଖଟିଆରେ ଚାଲିଗଲା ଜୀବନ
ସମ୍ବଲପୁର/ନାକଟିଦେଉଳ,୨୦ା୭(ବ୍ୟୁରୋ/ଡ଼ି.ଏନ.ଏ.): ଗଁ।ର ବିକାଶରେ ପ୍ରତିବନ୍ଧକ ସାଜିଛି ନାଳ। ନାଳ ଉପରେ ପୋଲ ନ ଥିବାରୁ ଗଁ।କୁ ଯାଇ ପାରିଲାନି ଆମ୍ବୁଲାନ୍ସ। ଗଁ। ଲୋକେ ରୋଗୀକୁ ଖଟିଆରେ ବୋହି ୫ କି.ମି. ରାସ୍ତାରେ ପଡୁଥିବା ଛୋଟ ବଡ ୫ଟି ନାଳ ବହୁ କଷ୍ଟରେ…
ବ୍ୟାପକ ହେବ ଆଇଟି କ୍ଷେତ୍ର
ଭୁବନେଶ୍ୱର,୨୦ା୭(ବ୍ୟୁରୋ): ଓଡ଼ିଶାରେ ସୂଚନା ଓ ପ୍ରଯୁକ୍ତି (ଆଇଟି) କ୍ଷେତ୍ରକୁ ବ୍ୟାପକ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏହି କ୍ଷେତ୍ରରେ ଅଧିକରୁ ଅଧିକ ଯେପରି ପୁଞ୍ଜିନିବେଶ ହୋଇପାରିବ ସେଥି ନିମନ୍ତେ ଦେଶ ବିଦେଶର ଆଇଟି କମ୍ପାନୀଗୁଡ଼ିକୁ ଆକୃଷ୍ଟ…
ଶାହା ଫଟୋ ପୋଷ୍ଟକରି ଫିଲ୍ମନିର୍ମାତା ଗିରଫ
ଗାନ୍ଧୀନଗର, ୨୦ା୭: ଅହମଦାବାଦ କ୍ରାଇମ୍ ବ୍ରାଞ୍ଚ ମଙ୍ଗଳବାର ଫିଲ୍ମ ନିର୍ମାତା ଅବିନାଶ ଦାଶଙ୍କୁ ଗିରଫ କରିଛି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସହ ଆଇଏଏସ୍ ଅଫିସର ପୂଜା ସିଂଘଲଙ୍କ ଫଟୋ ସୋସିଆଲ ମିଡିଆରେ ଶେୟାର କରିବା ପରେ ଅବିନାଶଙ୍କୁ ଗିରଫ କରାଯାଇଛି। ମନିଲଣ୍ଡରିଂ…
ବିରୋଧୀଙ୍କ ହଟ୍ଟଗୋଳ: ଗୃହ ମୁଲତବୀ
ନୂଆଦିଲ୍ଲୀ,୨୦ା୭: ପାର୍ଲାମେଣ୍ଟର ମୋସୁମୀ ଅଧିବେଶନର ଦ୍ୱିତୀୟ ଦିନ ଅର୍ଥାତ ମଙ୍ଗଳବାର ମଧ୍ୟ ଦରଦାମ ବୃଦ୍ଧି, ବେରୋଜଗାରୀ, ଅଗ୍ନିପଥ ଯୋଜନା ଏବଂ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଛନ୍ତି। ଫଳରେ ଉଭୟ ଲୋକ ସଭା ଏବଂ ରାଜ୍ୟ ସଭାକୁ ବୁଧବାର…
ଏମ୍ଏସ୍ପି ଗ୍ୟାରେଣ୍ଟି ପ୍ରତିଶ୍ରୁତି ଦେଇନାହାନ୍ତି ସରକାର: ତୋମାର
ନୂଆଦିଲ୍ଲୀ,୨୦ା୭: କୃଷକ ସଙ୍ଗଠନ ସଂଯୁକ୍ତ କିଷାନ ମୋର୍ଚ୍ଚା(ଏସ୍କେଏମ୍)କୁ କେନ୍ଦ୍ର ସରକାର ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍ଏସ୍ପି) ଉପରେ ଆଇନଗତ ଗ୍ୟାରେଣ୍ଟି ନିମନ୍ତେ କମିଟି ଗଠନର ପ୍ରତିଶ୍ରୁତି ଦେଇ ନ ଥିଲେ ବୋଲି କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ମଙ୍ଗଳବାର ଲୋକ ସଭାରେ…
Archives


