କେକେଙ୍କ ହୋଇଛି ସ୍ବାଭାବିକ ମୃତ୍ୟୁ, ଗୁରୁବାର ହେବ ଅନ୍ତିମ ସଂସ୍କାର
ବଲିଉଡର ପ୍ରସିଦ୍ଧ ଗାୟକ କେକେ ମାତ୍ର ୫୩ ବର୍ଷ ବୟସରେ ଆଖି ବୁଜିଛନ୍ତି । କୋଲକାତାରେ ଲାଇଭ କନ୍ସର୍ଟ ପରେ ହୃଦ୍ଘାତରେ ତାଙ୍କର ପରଲୋକ ଘଟିଛି। କେକେଙ୍କ ଦେହାନ୍ତ ଖବର ଫ୍ୟାନ୍ସ ତଥା ବଲିଉଡ ଇଣ୍ଡଷ୍ଟ୍ରିକୁ ସ୍ତବ୍ଧ କରି ଦେଇଛି। କେକେଙ୍କ…
ସାତ ଜନ୍ମର ସାଥୀଙ୍କୁ ଏକା କରି ଚାଲିଗଲେ କେକେ, ଜାଣନ୍ତୁ ଗାୟକଙ୍କ ସ୍ତ୍ରୀ ଜ୍ୟୋତି କିଏ…
ବମ୍ବେ: ଜଣାଶୁଣା କଣ୍ଠଶିଳ୍ପୀ କେକେ ଆମ ଗହଣରେ ଆଉ ନାହାନ୍ତି। କୋଲକାତାରେ ଏକ କନସର୍ଟରେ ଗୀତ ଗାଇବା ପରେ ହୃଦଘାତ ହେବା ଯୋଗୁ ତାଙ୍କର ମୃତ୍ୟୁ ଘଟିଛି। ନବେ ଦଶକରୁ ପ୍ରଶଂସକଙ୍କ ହୃଦୟରେ ରାଜ୍ କରୁଥିବା କେକେଙ୍କ ଆକସ୍ମିକ ନିଧନ ଅନେକଙ୍କୁ…
ବିହାରରେ ହେବ ଜାତି ଭିତ୍ତିକ ଜନଗଣନା
ପାଟନା,୧।୬: ବିହାରରେ ଜାତି ଭିତ୍ତିକ ଜନଗଣନା କରାଯିବ। ସର୍ବଦଳୀୟ ବୈଠକରେ ଜାତି ଭିତ୍ତିକ ଜନଗଣନା କରିବା ପ୍ରସ୍ତାବକୁ ସର୍ବସମ୍ମତି କ୍ରମେ ଅନୁମୋଦନ କରାଯାଇଛି। କ୍ୟାବିନେଟ୍ ନିଷ୍ପତ୍ତି ହେବା ପରେ ଜନଗଣନା ଶୀଘ୍ର କରାଯିବ। ଏଥିପାଇଁ ପାଣ୍ଠି ମଧ୍ୟ ବ୍ୟବସ୍ଥା କରାଯାଇଛି। ଏହାର…
ତହସିଲଦାରଙ୍କ ଉପସ୍ଥିତିରେ ବିବାହ କଲେ ପ୍ରେମୀଯୁଗଳ
କୋକସରା,୧ା୬(ଡି.ଏନ୍.ଏ.): କଳାହାଣ୍ଡି ଜିଲା କୋକସରା ତହସିଲ କାର୍ଯ୍ୟାଳୟରେ ବୁଧବାର ପ୍ରେମୀଯୁଗଳଙ୍କ ବିବାହ ହୋଇଛି। ବିବାହ ବନ୍ଧନରେ ବାନ୍ଧି ହୋଇଥିବା ପ୍ରେମୀଯୁଗଳ ହେଲେ ଧନସରା ଗ୍ରାମର ଖଗେଶ୍ୱର ସତନାମୀଙ୍କ ଝିଅ ଚାରୁକଳା (୨୦) ଓ ଭୋଳାନାଥ ନାଏକଙ୍କ ପୁଅ ସୁଶାନ୍ତ (୨୯)। ଝିଅ…
ଗଛରେ ପିଟିହେଲା ବାଇକ୍, ୨ ଜଣଙ୍କ ଜୀବନ ଗଲା
ଦାରିଙ୍ଗବାଡ଼ି,୧ା୬(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ୫୯ ନଂ. ଜାତୀୟ ରାଜପଥ ସୁଲୁମାହା ଘାଟି ନିକଟରେ ଏକ ଗଛରେ ବାଇକ୍ ପିଟି ହେବାରୁ ୨ ଜଣଙ୍କ ଜୀବନ ଯାଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ଦ୍ୱୟ ଉକ୍ତ ଥାନା ସାଲେଜୁ…
କେକେଙ୍କ ଏହି ଗୀତକୁ ଶୁଣି ଆଜି ବି କାନ୍ଦନ୍ତି ସଲମାନ୍
ବମ୍ବେ: ‘ତଡପ ତଡପ କେ ଇସ ଦିଲ ସେ ଆହ ନିକଲ୍ତି ରହି…ତୋ ଲୁଟ୍ ଗୟେ’ କେକେଙ୍କ ଏଭଳି ଏକ ଗୀତ ଥିଲା, ଯିଏ ତାଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଥିଲା। ଏହି ଏଭରଗ୍ରୀନ ଗୀତ ଆଜି ବି ବାଜିଲେ ଅନେକଙ୍କ ଆଖିରେ…
ଥରିଲା ଚାଇନା
ବେଜିଂ,୧ା୬: ଚାଇନାରେ ଭୂକମ୍ପ ଅନୁଭୂତ ହୋଇଛି। ସିଇଏନ୍ସି (CENC) ପକ୍ଷରୁ ଜାରି ହୋଇଥିବା ସୂଚନାରୁ ପ୍ରକାଶ, ଦେଶର ଦକ୍ଷିଣ-ପଶ୍ଚିମ ସିଚୁଆନରେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍ରେ ୬.୧ ଥିଲା। କୁହାଯାଉଛି, ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନାହିଁ। ୟାନ ସିଟିର ଲୁଶାନ…
ବିସିସିଆଇ ସଭାପତି ପଦରୁ ଇସ୍ତଫା ଦେବେ କି ଗାଙ୍ଗୁଲି, ଟୁଇଟ୍କୁ ନେଇ ବଢୁଛି ଚର୍ଚ୍ଚା
ନୂଆଦିଲ୍ଲୀ,୧।୬: କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ର ସଭାପତି ସୌରଭ ଗାଙ୍ଗୁଲି କ୍ରିକେଟରେ ୩୦ ବର୍ଷ ପୂରଣ କରିଛନ୍ତି। ଏହି ଅବସରରେ ସେ ଏକ ନୂଆ ଇନିଂସ ଆରମ୍ଭ କରିବେ ବୋଲି ବୁଧବାର ଟୁଇଟ୍ କରି ସୂଚନା ଦେଇଛନ୍ତି। ଯଦିଓ…
କେଜ୍ରିଓ୍ବାଲ୍ଙ୍କ କଡ଼ା ଜବାବ: ଗିରଫ ସତ୍ୟେନ୍ଦ୍ର ଜୈନ ଜଣେ ସଚ୍ଚୋଟ ବ୍ୟକ୍ତି, ତାଙ୍କୁ ପଦ୍ମଭୂଷଣ ଦିଆଯାଉ
ନୂଆଦିଲ୍ଲୀ,୧।୬: ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରାଯିବା ପରେ ଭାଜପା ବାରମ୍ବାର ଆମ ଆଦମୀ ପାର୍ଟି ଉପରେ ଟାର୍ଗେଟ୍ କରୁଛି। ଏହାର ଜବାବରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସତ୍ୟେନ୍ଦ୍ର ଜୈନଙ୍କୁ ସୁରକ୍ଷା ଦେଉଛନ୍ତି। ସତ୍ୟେନ୍ଦ୍ର…
ମୁହାଁମୁହିଁ ହେବେ ଆମେରିକା-ରୁଷିଆ
ମସ୍କୋ,୧ା୬: ଆମେରିକା-ରୁଷିଆ ମୁହାଁମୁହିଁ ହେବାର ପରିସ୍ଥିତି ସୃଷ୍ଟି ହୋଇଛି। କାରଣ ଆମେରିକା ୟୁକ୍ରେନକୁ ଉନ୍ନତ ଧରଣର ରକେଟ ସିଷ୍ଟମ ଏବଂ ଅତ୍ୟାଧୁନିକ ଗୁଳିଗୋଳା ଯୋଗାଣ ପାଇଁ ନିଷ୍ପତ୍ତି ନେଇଛି। ଫଳରେ ବୁଧବାର ରୁଷିଆ ଆମେରିକାର ତୀବ୍ର ସମାଲୋଚନା କରିଛି। ରୁଷିଆର ଏହି…
ଏହା ହେଉଛି ଦୁନିଆର ସର୍ବ ପୁରାତନ ବୃକ୍ଷ, ବୟସ ପ୍ରାୟ ୫୪୮୪ ବର୍ଷ…
ଦକ୍ଷିଣ ଚିଲିର ଆଲର୍ସ କୋଷ୍ଟେରୋ ଜାତୀୟ ଉଦ୍ୟାନରେ ରହିଛି ଦୁନିଆର ସର୍ବ ପୁରାତନ ବୃକ୍ଷ। ଏହା ଏକ ସାଇପ୍ରସ ଗଛ। ହିନ୍ଦୀରେ ଏହାକୁ ‘ସାନୁଭର’ କୁହାଯାଏ। ବୃକ୍ଷଟିର ବୟସ ପୃଥିବୀରେ ଥିବା ସମସ୍ତ ବୃକ୍ଷ ଅପେକ୍ଷା ଅଧିକ। ସେଥିଲାଗି ବୈଜ୍ଞାନିକମାନେ ଏହାକୁ…
ଯାନ୍ତ୍ରିକ ତ୍ରୁଟି, କାଠମାଣ୍ଡୁ ଫେରିଲା ବିମାନ
କାଠମାଣ୍ଡୁ,୧ା୬: ବୁଦ୍ଧ ଏୟାରଲାଇନ୍ସର ଏକ ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ନେପାଳର କାଠମାଣ୍ଡୁକୁ ଫେରିଛି। ଏହି ବିମାନ ବୁଧବାର କାଠମାଣ୍ଡୁରୁ ଭାଦ୍ରପୁର ଅଭିମୁଖେ ଯାତ୍ରା କରିଥିଲା। ବେସାମରିକ ବିମାନ ଚଳାଚଳ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ଯେ, ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିମାନଟି…
Archives


