Home

ସୁସ୍ମିତା-ଲଳିତ ମୋଦିଙ୍କ ମଧ୍ୟରୁ କିଏ ଅଧିକ ଧନୀ

ବିବାଦୀୟ ବ୍ୟବସାୟୀ ତଥା ପୂର୍ବତନ ଆଇପିଏଲ ଅଧ୍ୟକ୍ଷ ଲଳିତ ମୋଦିଙ୍କୁ ଡେଟ କରୁଛନ୍ତି ପୂର୍ବତନ ବିଶ୍ୱସୁନ୍ଦରୀ ତଥା ଅଭିନେତ୍ରୀ ସୁସ୍ମିତା ସେନ। ଯେବେଠୁ ଲଳିତ ମୋଦି ସୁସ୍ମିତଙ୍କୁ ଡେଟ କରୁଥିବା ନେଇ ଖୁଲାସା କରିଛନ୍ତି ସେବେଠୁ ଦୁହେଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।…

ଘର ନ ଥିବାରୁ ପାର୍କରେ ଶୋଉଥିଲି, ଆତ୍ମହତ୍ୟା କରିବାକୁ ଭାବିଥିଲି: ଉର୍ଫି

ବମ୍ବେ: ଆଜିର ସମୟରେ ନିଜର ଅଜବ ଫ୍ୟାଶନକୁ ନେଇ ସୋସିଆଲ ମିଡିଆ ସେନ୍‌ସେଶନ ପାଲଟିଛନ୍ତି ଉର୍ଫି ଜାଭେଦ। ତାଙ୍କର ଲୋକପ୍ରିୟତା ଯେତିକି ବଢ଼ିଛି ରୋଜଗାର ମଧ୍ୟ ସେତିକି ବଢ଼ିଛି। ହେଲେ ପ୍ରଥମେ ଉର୍ଫିଙ୍କ ଜୀବନ ବେଶ ସଂଘର୍ଷମୟ ଥିଲା। ଏହାକୁ ସେ…

ସାଙ୍ଗଙ୍କ ସହ ଛୁଟି କାଟୁଛନ୍ତି କ୍ୟାଟ୍ରିନା

ମୁମ୍ବାଇ: ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ନିକଟରେ ତାଙ୍କ ଜନ୍ମଦିନ ପାଳନ କରିଥିଲେ। ଏହି ସ୍ବତନ୍ତ୍ର ଦିନର କିଛି ଫଟୋ ଏବଂ ଭିଡିଓ ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ସେ ଏକ ଡିପ୍‌ ନେକ୍‌ ଡ୍ରେସ୍‌ ପିନ୍ଧିଥିବା ନଜର ଆସିଛନ୍ତି। ଓ୍ବାନ୍‌…

ଖୁବ୍‌ଶ୍ରୀଘ୍ର ଦ୍ୱିତୀୟ ବିବାହ କରିବେ ହ୍ରିତିକ୍‌

ବଲିଉଡ ଅଭିନେତା ହ୍ରିତିକ ରୋଶନ ପୁଣି ପ୍ରେମରେ ପଡିଛନ୍ତି। ସେ ଅଭିନେତ୍ରୀ ତଥା ଗାୟିକା ସବା ଆଜାଦଙ୍କ ଡେଟ୍‌ କରୁଛନ୍ତି। ଉଭୟ ପ୍ରାୟତଃ ପାର୍ଟିରେ ଏକାଠି ନଜର ଆସିଥାନ୍ତି। ହ୍ରିତିକ-ସବା ଖୁବ୍‌ଶୀଘ୍ର ହାତକୁ ଦି’ ହାତ ହେବେ ବୋଲି ଚର୍ଚ୍ଚା ହେଉଛି।…

ରାଜଧାନୀରେ ଟିକାକରଣ କେନ୍ଦ୍ର ସଂଖ୍ୟା ବଢ଼ିଲା

ଭୁବନେଶ୍ୱର,୨୦।୭(ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବୁଷ୍ଟର ଅଥବା ପ୍ରିକସନ୍‌ ଡୋଜ୍‌ ଦେବା ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯାଉଛି। ଏହି କ୍ରମରେ ଭୁବନେଶ୍ୱରରେ ଟିକାକରଣ କେନ୍ଦ୍ର ସଂଖ୍ୟା ବୃଦ୍ଧି ପାଇଛି। ପୂର୍ବରୁ…

ଜନମତ ସଂଗ୍ରହ କରି ୟୁକ୍ରେନ୍‌ ଦଖଲ କରିବା ଯୋଜନା କରିଛନ୍ତି ପୁଟିନ…

ମସ୍କୋ/କ୍ୱିଭ୍‌,୨୦।୭ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦରେ ଏପର୍ଯ୍ୟନ୍ତ କୌଣସି ଫଳାଫଳ ମିଳି ନାହିଁ। କିନ୍ତୁ ଏହା ସତ୍ୟ ଯେ ୟୁକ୍ରେନ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଏହି ସମୟରେ ଆମେରିକାର ଗୁପ୍ତଚର ସଂସ୍ଥା ଅଭିଯୋଗ କରିଛନ୍ତି ଯେ ରୁଷିଆ…

ପୋଷ୍ଟର ମୁକ୍ତ ହେବ ରାଜଧାନୀ ଭୁବନେଶ୍ୱର

ଭୁବନେଶ୍ୱର,୨୦।୭(ବ୍ୟୁରୋ): ଏଣିକି ରାଜଧାନୀ ରାସ୍ତାପାର୍ଶ୍ୱ କାନ୍ଥରେ ପୋଷ୍ଟର ଲଗାଇବା ମନା। ଯଦି କେହି ଏପରି କରେ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନେଇ ଟୁଇଟ୍‌ ଯୋଗେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ…

ତୃତୀୟଥର ମା’ ହେବା ନେଇ ମୁହଁ ଖୋଲିଲେ କରିନା

ବଲିଉଡ ଅଭିନେତ୍ରୀ କରିନା କପୁର ଖାନ୍‌ ତୃତୀୟଥର ମା’ ହେବାକୁ ଯାଉଥିବା ଆଜିକାଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ଏଭଳି ଗର୍ଭଧାରଣ ଖବରକୁ ମଜାଳିଆ ଢଙ୍ଗରେ ଖଣ୍ଡନ କରିଛନ୍ତି ବେବୋ। ଇନ୍‌ଷ୍ଟା ଷ୍ଟାଟସରେ କରିନା ଲେଖିଛନ୍ତି, ବନ୍ଧୁଗଣ, ବ୍ୟସ୍ତ ହୁଅନ୍ତୁ ନାହିଁ…

ସ୍ବାମୀ ଡ୍ରାଇଭର, ସ୍ତ୍ରୀ କଣ୍ଡକ୍ଟର

ପ୍ରତ୍ୟେକ ବ୍ୟକ୍ତି ତାଙ୍କ ଜୀବନରେ କିଛି କରିବାକୁ ଚାହାନ୍ତି । ଏଥିପାଇଁ ମଧ୍ୟ କଠିନ ପରିଶ୍ରମ କରନ୍ତି। ଯଦି ଦୁଇ ଜଣଙ୍କର ସମାନ ଚିନ୍ତାଧାରା ଥାଏ, ତେବେ  ଏକାଠି କାମ କରିବା ସହଜ ହୋଇଥାଏ। କେରଳର ବାସିନ୍ଦା ସ୍ବାମୀ ଗିରି ଏବଂ…

ହସିନାଙ୍କ ବ୍ରିଜ୍‌ କୂଟନୀତି, ମମତାଙ୍କୁ ସ୍ବତନ୍ତ୍ର ଆମନ୍ତ୍ରଣ…

ଢାକା,୨୦।୭ : ଭାରତ ସହ ବିଶେଷ ସମ୍ପର୍କ ଥିବା ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ସ୍ବତନ୍ତ୍ର ଆମନ୍ତ୍ରଣ ପଠାଇଛନ୍ତି। ନିର୍ମାଣ ହୋଇଥିବା ନୂଆ ପଦ୍ମ ବ୍ରିଜ ଦେଖିବା ପାଇଁ ଶେଖ ହସିନା ମମତାଙ୍କୁ ଆମନ୍ତ୍ରଣ…

ଶେଷ ମ୍ୟାଚ୍‌ରେ ଷ୍ଟୋକ୍ସଙ୍କ ଆଖିରୁ ଝରିଲା ଲୁହ

ଲଣ୍ଡନ,୨୦।୭: ଇଂଲଣ୍ଡର ଅଲରାଉଣ୍ଡର ବେନ ଷ୍ଟୋକ୍ସ ମଙ୍ଗଳବାର ତାଙ୍କ କ୍ୟାରିୟରର ଶେଷ ଦିନିକିଆ ଖେଳିବାକୁ ପଡିଆକୁ ଓହ୍ଲାଇଥିଲେ। ଷ୍ଟାଡିୟମରେ ତାଙ୍କର ବହୁ ସଂଖ୍ୟକ ପ୍ରଶଂସକ ଉପସ୍ଥିତ ଥିଲେ। ଡରହମ ଚେଷ୍ଟର ଲି ଷ୍ଟ୍ରିଟରେ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ସିରିଜର…

ଜୁବେରଙ୍କୁ ଆଶ୍ୱସ୍ତି, ମଧ୍ୟବର୍ତ୍ତୀକାଳୀନ ଜାମିନ ମଞ୍ଜୁର, ସମସ୍ତ ମାମଲା ଦିଲ୍ଲୀ ସ୍ଥାନାନ୍ତର…

ନୂଆଦିଲ୍ଲୀ,୨୦।୭ : ସୁପ୍ରିମକୋର୍ଟ ଅଲ୍ଟ ନ୍ୟୁଜ ସହ-ପ୍ରତିଷ୍ଠାତା ତଥା ଫ୍ୟାକ୍ଟ-ଚେକର୍‌ ମହମ୍ମଦ ଜୁବେରଙ୍କୁ ତାଙ୍କ ବିରୋଧରେ ଦାଖଲ ହୋଇଥିବା ସମସ୍ତ ୬ଟି ମାମଲାରେ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ତାଙ୍କୁ ହାଜତରେ ରଖିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri