Home

ସମୂହ ଆତ୍ମହତ୍ୟା ଅନୁମତି ମାଗିଲେ ଚାଷୀ

ଗୁରୁଗ୍ରାମ,୧। ୯: ହରିୟାଣା ମାନେସରରେ ସରକାରଙ୍କ ପକ୍ଷରୁ ୧,୮୧୦ ଏକର ଜମି ଅଧିଗ୍ରହଣ ବିରୋଧରେ ସ୍ଥାନୀୟ କୃଷକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏ ନେଇ ଚାଷୀମାନେ ବୁଧବାର ଡେପୁଟି କମିଶନର ନିଶାନ୍ତ କୁମାର ଯାଦବଙ୍କୁ ସ୍ମାରକପତ୍ର ପ୍ରଦାନ କରିବା ସହ ସମୂହ…

ସୋଭିଏଟ୍‌ର ପତନ ଓ ଗୋର୍ବାଚେଭ୍‌

ମସ୍କୋ, ୧ା୯: ୧୯୧୭ରେ ବୋଲସେଭିକ୍‌ କ୍ରାନ୍ତି ଓ ଜାର୍‌ ନିକୋଲାସ୍‌ ଦ୍ୱିତୀୟ ଶାସନରୁ ହଟିବା ପରେ ସୋଭିଏଟ୍‌ ସଂଘ ଗଠନ ହୋଇଥିଲା। ହେଲେ ଦେଶରେ ରାଜନୈତିକ ଅସ୍ଥିରତା ଜାରି ରହିଥିଲା। ଭ୍ଲାଡିମିର ଲେନିନ୍‌ ରୁଷିଆ ଶାସନ ଭାର ସମ୍ଭାଳିଥିଲେ। ରୁଷିଆକୁ ଲାଗି…

ବିପ୍ଳବୀ ନେତା ଚେ ଗୁଏଭାରାଙ୍କ ପୁଅ କାମିଲୋଙ୍କ ପରଲୋକ

ବୁଏନ୍ସ ଏୟାର୍ସ,୧।୯: ଆଜେଣ୍ଟିନା ଜନ୍ମିତ ମାର୍କ୍ସବାଦୀ ବିପ୍ଳବୀ ନେତା ଏର୍ନେଷ୍ଟୋ ଚେ ଗୁଏଭାରାଙ୍କ ପୁଅ କାମିଲୋ ଗୁଏଭାରା ମାର୍ଚଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୬୦ ବର୍ଷ ହୋଇଥିଲା। କାରାକାସରେ ଗସ୍ତରେ ଥିବାବେଳେ ଫୁସ୍‌ଫୁସ୍‌ରେ ରକ୍ତ ଜମାଟ ବାନ୍ଧିବା ଯୋଗୁ ହୃଦ୍‌ଘାତରେ ତାଙ୍କର…

ଭାଜପା ନେତ୍ରୀ ସୀମା ପାତ୍ର ଗିରଫ

ନୂଆଦିଲ୍ଲୀ,୧।୯: ଘରୋଇ ସହାୟିକାଙ୍କୁ ମାଡ଼ ମାରିବା ସହ ନିର୍ଯାତନା ଦେବା ଅଭିଯୋଗରେ ବୁଧବାର ଗିରଫ ହୋଇଥିବା ଭାଜପା ନେତ୍ରୀ ସୀମା ପାତ୍ରଙ୍କୁ ୧୪ ଦିନ ପାଇଁ ପୋଲିସ ହାଜତକୁ ପଠାଇ ଦିଆଯାଇଛି। ଅଭିଯୋଗ ପରେ ସୀମାଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା। ତେବେ…

ଦେଶରେ ଦିନକୁ ୮୬ ବଳାତ୍କାର

ନୂଆଦିଲ୍ଲୀ,୧।୯: ଭାରତରେ ୨୦୨୧ରେ ଦୈନିକ ହାରାହାରି ୮୬ ବଳାତ୍କାର ଘଟଣା ଘଟିଥିବାବେଳେ ମହିଳାମାନଙ୍କ ପ୍ରତି ଅପରାଧ ମାମଲା ସଂଖ୍ୟା ଘଣ୍ଟାକୁ ପାଖାପାଖି ୪୯ ରହିଥିବା ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ରିପୋର୍ଟରୁ ଜଣାପଡ଼ିଛି। ୨୦୨୧ରେ ଦେଶରେ ମୋଟ ୩୧,୬୭୭ ବଳାତ୍କାର…

ବିଶ୍ୱର ଅଧା ହସ୍ପିଟାଲରେ ସ୍ବଚ୍ଛତାର ଅଭାବ: ଜାତିସଂଘ

ଜେନେଭା: ବିଶ୍ୱର ଅଧା ହସ୍ପିଟାଲରେ ଚିକିତ୍ସା କ୍ଷେତ୍ରରେ ଜରୁରୀ ସ୍ବଚ୍ଛତା ଆପଣାଯାଉ ନାହିଁ। ଏଥିଯୋଗୁ ପ୍ରାୟ ୪ ବିଲିୟନ୍‌ ଲୋକ ସଂକ୍ରମିତ ହେବା ଆଶଙ୍କା ସୃଷ୍ଟି ହୋଇଛି ବୋଲି ଜାତିସଂଘ ପକ୍ଷରୁ କୁହାଯାଇଛି। ଏହି ସ୍ବାସ୍ଥ୍ୟସେବା ସୁବିଧାରେ ରୋଗୀଙ୍କ ପାଇଁ ପାଣି…

ଭାଜପାମୁକ୍ତ ଭାରତ ପାଇଁ ଆହ୍ବାନ

ପାଟନା,୧।୯: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର୍‌) ବୁଧବାର ପାଟନାରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ଗୋଟିଏ ମଞ୍ଚରେ ଏକାଠି ହୋଇ ଭାଜପାମୁକ୍ତ ଭାରତ ଗଠନ ଲାଗି ଆହ୍ବାନ ଦେଇଛନ୍ତି। ଉଭୟ କଂଗ୍ରେସ ଓ ଭାଜପା ଦେଶର ବିକାଶ…

ଦେଶରେ ଦୈନିକ ୮୨ ମର୍ଡର

ନୂଆଦିଲ୍ଲୀ,୧।୯: ଭାରତରେ ୨୦୨୧ରେ ଦୈନିକ ହାରାହାରି ୮୨ ଜଣଙ୍କୁ ହତ୍ୟା କରାଯାଇଥିବା ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ରିପୋର୍ଟରୁ ଜଣାପଡ଼ିଛି। ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ଦେଖିଲେ ହତ୍ୟାକାଣ୍ଡ ହାର ଝାଡ଼ଖଣ୍ଡରେ ସର୍ବାଧିକ ୪.୧ ରହିଛି। ଦିଲ୍ଲୀରେ ହତ୍ୟାକାଣ୍ଡ ହାର…

ଇତିହାସ ରଚିଲେ ହିଟ୍‌ମ୍ୟାନ୍‌

ଦୁବାଇ,୧।୯: ଭାରତୀୟ ଅଧିନାୟକ ରୋହିତ ଶର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ୩୫୦୦ ରନ ସ୍କୋର କରିବାର ସଫଳତା ଡାହାଣହାତୀ ବ୍ୟାଟ୍ସମ୍ୟାନ ରୋହିତଙ୍କ ନାମରେ ରେକର୍ଡ କରାଯାଇଛି। ସେ ଏସିଆ କପ…

ସିଭିଲ ସର୍ଭିସ ଆଶାୟୀଙ୍କୁ ଲାଠିମାଡ଼

ପାଟନା,୩୧।୮: ବିହାର ପବ୍ଲିକ୍‌ ସର୍ଭିସ କମିଶନ (ବିପିଏସ୍‌ସି) ପରୀକ୍ଷାରେ ନୂଆ ଫର୍ମାଟକୁ ବିରୋଧରେ କରି ବୁଧବାର ପାଟନାସ୍ଥିତ କମିଶନଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଛାତ୍ରୀଛାତ୍ରଙ୍କୁ ଘଉଡ଼ାଇବାକୁ ଯାଇ ପୋଲିସ ଲାଠିମାଡ଼ କରିଛି। ଏଥିରେ ଅନେକ ପିଲା ଆହତ ହୋଇଛନ୍ତି।…

ବଙ୍କିହାମ ପ୍ୟାଲେସରେ ଶପଥ ନେବେନି ନୂଆ ପ୍ରଧାନମନ୍ତ୍ରୀ, ପ୍ରଥମଥର ଭାଙ୍ଗିବ ରାଜକୀୟ ପରମ୍ପରା

ଲଣ୍ଡନ,୩୧ା୮: ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ସେପ୍ଟେମ୍ବର ୫ରେ ଶପଥ ନେବେ। ତେବେ ବ୍ରିଟେନର ରାଣୀ ଦ୍ୱିତୀୟ ଏଲିଜାବେଥ ବର୍ତ୍ତମାନ ସ୍କଟ୍‌ଲ୍ୟାଣ୍ଡରେ ଅଛନ୍ତି। ଏହି ସମୟ ମଧ୍ୟରେ ସେ ନିଜେ ସ୍କଟଲ୍ୟାଣ୍ଡରେ ନୂତନ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିବେ। ସେ ପ୍ରଧାନମନ୍ତ୍ରୀଙ୍କୁ ଶପଥ ଗ୍ରହଣ…

ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ବ୍ୟାଟିଂ: ହଂକଂକୁ ୧୯୩ ରନ୍‌ର ବିଜୟ ଲକ୍ଷ୍ୟ

ଦୁବାଇ,୩୧।୮: ଏସିଆ କପ କ୍ରିକେଟ ଟୁର୍ନାମେଣ୍ଟର ଏକ ମ୍ୟାଚ୍‌ ଭାରତ ଏବଂ ହଂକଂ ମଧ୍ୟରେ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୨ ଉଇକେଟ୍‌ ହରାଇ ୧୯୨ ରନ ସଂଗ୍ରହ କରିଛି। ସୁର୍ଯ୍ୟକୁମାର ଯାଦବ ଏବଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri