Home

ହଠାତ୍‌ ଟି-୨୦ରୁ ଅବସର ନେଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଦୁବାଇ,୪।୯: ଏସିଆ କପ ୨୦୨୨ରେ ଲଗାତାର ଦୁଇଟି ମ୍ୟାଚ୍‌ରେ ବାଂଲାଦେଶର ପରାଜୟ ପରେ ଅନ୍ତର୍ଜାତୀୟ ଟି-୨୦ରୁ ଅବସର ଘୋଷଣା କରିଛନ୍ତି ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ତଥା ଉଇକେଟ କିପର ମୁଶଫିକୁର ରହିମ। ବାଂଲାଦେଶର ପୂର୍ବତନ ଅଧିନାୟକ ରହିମ ଦିନିକିଆ ଏବଂ ଟେଷ୍ଟ…

ଏକଦା ଗାଙ୍ଗୁଲିଙ୍କୁ ବୋହୂ ଭଳି ସଜାଇ ମଇଦାନକୁ ଛାଡ଼ିଥିଲେ ସେହ୍ବାଗଙ୍କ ସହ ସାଥୀ ଖେଳାଳି: ବାଧ୍ୟରେ…

ନୂଆଦିଲ୍ଲୀ,୪।୯: ଯେତେବେଳେ ଭାରତୀୟ ଦଳର ଦୁଇଜଣ କ୍ରିକେଟର କୌଣସି ମଞ୍ଚରେ ଏକାଠି ହୋଇଥାନ୍ତି, ସେତେବେଳେ ଡ୍ରେସିଂ ରୁମ୍‌ର ଅନେକ ମଜାଦାର କାହାଣୀ ଶୁଣିବାକୁ ମିଳିଥାଏ। ସେଭଳି କିଛି କଥା କେବିସିର ଏପିସୋଡ୍‌ରେ ଦେଖିବାକୁ ମିଳିଥିଲା। ଏଥିରେ ଅତିଥି ଭାବେ ଟିମ୍‌ ଇଣ୍ଡିଆର…

ଅଟା ଏବେ ଲିଟର ପିଛା ୪୦ ଟଙ୍କା, ଭାଷଣରେ ରାହୁଲ ଏଭଳି କହିଲେ…

ନୂଆଦିଲ୍ଲୀ, ୪।୯ : ରାହୁଲ ଗାନ୍ଧୀ ଦିଲ୍ଲୀର ରାମଲୀଳା ମଇଦାନରେ କଂଗ୍ରେସର ହଲ୍ଲାବୋଲ ସମାବେଶକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ଭାଜପା ଏବଂ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। କ୍ଷୀର, ମଇଦା, ଗ୍ୟାସ ସିଲିଣ୍ଡର, ସୋରିଷ ତେଲ ,…

ଦଳର ନାମ-ପତାକା ସ୍ଥିର କରିବେ ଜମ୍ମୁ-କଶ୍ମୀରର ଲୋକେ, କହିଲେ ଆଜାଦ…

ଜମ୍ମୁ, ୪।୯ : ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ଛାଡିଥିବା ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ରବିବାର ଜମ୍ମୁର ସୈନିକ କଲୋନୀରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି। ତାଙ୍କ ସମର୍ଥକଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ…

ଆତଙ୍କବାଦୀଙ୍କୁ ଧରିବା ଲାଗି ମୁସଲମାନ ସଂଗଠନର ସହଯୋଗ ଲୋଡିଲେ ଡିଜିପି…

ଗୁଆହାଟୀ, ୪।୯ : ଆସାମରେ ଆତଙ୍କବାଦୀଙ୍କୁ ଦମନ କରିବା ପାଇଁ ନିରନ୍ତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏପରିସ୍ଥଳେ ଆସାମ ପୋଲିସର ମହାନିର୍ଦ୍ଦେଶକ(ଡିଜିପି) ଭାସ୍କର ଜ୍ୟୋତି ମହନ୍ତ ରବିବାର ରାଜ୍ୟର ବିଭିନ୍ନ ଇସଲାମ ସଂଗଠନକୁ ଭେଟି ଆତଙ୍କବାଦୀଙ୍କୁ ଧରିବା ଲାଗି ସେମାନଙ୍କ ସହାୟତା…

ଆଇନମନ୍ତ୍ରୀ ଅବସର ପ୍ରାପ୍ତ ବିଚାରପତି ମୁହାଁମୁହିଁ…

ନୂଆଦିଲ୍ଲୀ, ୪।୯ : ଅଭିବ୍ୟକ୍ତିର ସ୍ବାଧୀନତା ଅଭାବ ଥିବା ମନ୍ତବ୍ୟ ପାଇଁ ଆଇନ ମନ୍ତ୍ରୀ କିରେନ ରିଜିଜୁ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବି.ଏନ. ଶ୍ରୀକୃଷ୍ଣଙ୍କୁ ସମାଲୋଚନା କରିଛନ୍ତି। ରିଜିଜୁ କହିଛନ୍ତି ଯେ ଯେଉଁମାନେ ନିର୍ବାଚିତ ପ୍ରଧାନମନ୍ତ୍ରୀଙ୍କୁ କୌଣସି ପ୍ରତିବନ୍ଧକ ବିନା…

ଦେଶ ପାଇଁ ଛିଡ଼ା ହେବାକୁ ପଡ଼ିବ, ନହେଲେ ଦେଶ ବଞ୍ଚିବ ନାହିଁ: ରାହୁଲ…

ନୂଆଦିଲ୍ଲୀ, ୪।୯ : ଦେଶରେ ଦରଦାମ ବୃଦ୍ଧି ପ୍ରସଙ୍ଗରେ ଭାଜପାକୁ ଘେରିବା ଲାଗି କଂଗ୍ରେସ ପକ୍ଷରୁ ରବିବାର ଦିଲ୍ଲୀର ରାମଲୀଳା ମଇଦାନରେ ଏକ ବଡ ରାଲିର ଆୟୋଜନ କରାଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମାବେଶକୁ ସମ୍ବୋଧିତ କରି କହିଛନ୍ତି, ଆମକୁ…

କମ୍ପ୍ୟୁଟର-ଟୁଇଟ-ମେସେଜ ନୁହେଁ କଠିନ ପରିଶ୍ରମରେ ଗଠନ ହୋଇଥିଲା କଂଗ୍ରେସ ଦଳ: ଆଜାଦ…

ଜମ୍ମୁ, ୪।୯ : ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ଜମ୍ମୁରୁ ତାଙ୍କର ନୂତନ ରାଜନୈତିକ କ୍ୟାରିୟରର ନୂତନ ଇନିଂସ ଆରମ୍ଭ କରିଛନ୍ତି। ସେ ରବିବାର ସୈନିକ କଲୋନୀରେ ଏକ ବିରାଟ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଲୋକଙ୍କୁ…

ପୂର୍ବ ନାଗାଲାଣ୍ଡକୁ ନେଇ ଅଲଗା ରାଜ୍ୟ ଗଠନ ଲାଗି ୨୦ ବିଧାୟକ ଏକଜୁଟ…

କୋହିମା, ୪।୯ : ଆସନ୍ତା ବର୍ଷ ଆରମ୍ଭରେ ନାଗାଲାଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟର ପୂର୍ବ ଭାଗକୁ ଅଲଗା କରି ଏକ ନୂତନ ରାଜ୍ୟ ଗଠନ ପାଇଁ ଦାବି ଜୋର ଧରିଛି। ୨୦ ଜଣ ବିଧାୟକ ମଧ୍ୟ ଦାବି…

ପେସା ରୋଷେଇ, ନିଶା ଅମ୍ପାୟରିଂ

ଧଳା ପ୍ୟାଣ୍ଟ, ଧଳା ଟି-ସାର୍ଟ ସହ ଆଖିରେ କଳା ଚଷମା ଓ ମୁଣ୍ଡରେ ଧଳା ଟୋପି ପିନ୍ଧି ସେ ପଡିଆକୁ ଆସନ୍ତି ଜଣେ ଅମ୍ପାୟରଭାବେ, ଖେଳ ଓ ଖେଳାଳୀଙ୍କ ନିର୍ଣ୍ଣାୟକ ସାଜି। ତାଙ୍କ ହାତର ଚାଳନା ଓ ନିଷ୍ପତିକୁ ଅନାଇ ରୁହନ୍ତି…

ପ୍ରଥମ ଉପାର୍ଜନରେ ବହି କିଣିଥିଲି: ଲେଖିକା ମାନିନୀ ମିଶ୍ର

ସେଇ ସମୟର ସମ୍ବଲପୁର ଜିଲାର ଗୋଟିଏ ଛୋଟ ଅଥଚ ପ୍ରସିଦ୍ଧ ଗାଁ ବରପାଲି । ଛୋଟ ବେଳେ ମଙ୍ଗାର ଠକ୍‌ ଠକ୍‌ , ବାନ୍ଧର ରଙ୍ଗଭରା ସୁନ୍ଦର ସୁନ୍ଦର ଜୀବନ୍ତ କଳା, ଖୋଷାକୁ ଶିଝେଇ ମଠା ସୂତା କାଢ଼ିବା ଇତ୍ୟାଦି ଦେଖି…

ଶିନ୍ଦେଙ୍କ ଗଣପତି କୂଟନୀତି…

ମୁମ୍ବାଇ, ୪।୯ : ଗଣେଶ ପୂଜା ଅବସରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଗଣପତି କୂଟନୀତି ଆରମ୍ଭ କରିଛନ୍ତି। ତାଙ୍କ ବାସଭବନରେ ଗଣପତିଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। କେବଳ ଏତିକି ନୁହେଁ, ମୁଖ୍ୟମନ୍ତ୍ରୀ ଗଣପତିଙ୍କ ଦର୍ଶନ ପାଇଁ ଅନ୍ୟ ନେତାଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri