Posted inଜାତୀୟ

ଜ୍ଞାନବ୍ୟାପୀ ମାମଲାର ଶୁଣାଣି ଘୁଞ୍ଚିଲା, ୧୧ ଅକ୍ଟୋବରରେ ପରବର୍ତ୍ତି ଶୁଣାଣି

ନୂଆଦିଲ୍ଲୀ,୭ ।୧୦: କୋର୍ଟରେ ଶୁକ୍ରବାର ହେବାକୁ ଥିବା ଜ୍ଞାନବ୍ୟାପୀ ମାମଲାର ଶୁଣାଣିକୁ ୧୧ ଅକ୍ଟୋବରକୁ ଘୁଞ୍ଚାଇ ଦିଆଯାଇଛି । ଶିବଲିଙ୍ଗର କାର୍ବନ ଡେଟିଂଗର ଦାବିକୁ ନେଇ ଶୁକ୍ରବାର ଶୁଣାଣି ହେବାର ଥିଲା । ହେଲେ କୋର୍ଟ ଏହାକୁ ଘୁଞ୍ଚାଇ ଦେଇଛନ୍ତି । କୋର୍ଟ ଏ ସମ୍ପର୍କରେ ଶୁକ୍ରବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଥାଆନ୍ତେ । ସୂଚନାଯୋଗ୍ୟ, ବଜୁଖାନେରୁ ମିଳିଥିବା ଶିବଲିଙ୍ଗକୁ ନେଇ ହିନ୍ଦୁ ପକ୍ଷ ପୂଜା କରିବାକୁ ଦାବି କରିଛନ୍ତି । ଏପଟେ ମସଜିଦରେ ମିଳିଥିବା ଶିବଲିଙ୍ଗକୁ ନେଇ କୋର୍ଟରେ ଶୁଣାଣି ଚାଲିଛି । ଏହା ଉପରେ ଉଭୟ ପକ୍ଷର ଯୁକ୍ତି ବର୍ତ୍ତମାନ ସୁଦ୍ଧା ଶେଷ ହୋଇସାରିଛି । ଏବେ ଏହି ପ୍ରସଙ୍ଗରେ କୋର୍ଟ ନିଷ୍ପତ୍ତି ଘୋଷଣା କରିବାକୁ ଯାଉଛନ୍ତି ।
ଜ୍ଞାନବ୍ୟାପୀ ମସଜିଦ ସର୍ଭେରେ ମିଳିଥିବା ଶିବଲିଙ୍ଗ ବିଷୟରେ ମୁସଲିମ ପକ୍ଷ ଏହାକୁ ଫୱାରା କହୁଥିବା ବେଳେ ହିନ୍ଦୁ ପକ୍ଷ ଏହାକୁ ଶିବଲିଙ୍ଗ କହି ପୂଜାର୍ଚ୍ଚନା କରିବାକୁ ଦାବି କରିଛନ୍ତି । ଏହି ମାମଲାକୁ ନେଇ ହିନ୍ଦୁ ପକ୍ଷ ମିଳିଥିବା ଶିବଲିଙ୍ଗକୁ କାର୍ବନ ଡେଟିଂଗ କରିବାକୁ ଦାବି କରିଛନ୍ତି । କାର୍ବନ ଡେଟିଂରେ ଶିବଲିଙ୍ଗର ଆୟୁଷ ମପାଯାଇ ପାରିବ ।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୭୫ ପୋଲିସକର୍ମୀ କରୋନା ପଜିଟିଭ୍‌

ମୁମ୍ବାଇ, ୨୭।୫: ଦେଶରେ ଲଗାତାର କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୬୩୮୭ଟି ମାମଲା ସାମ୍ନାକୁ ଆସିଥିବାବେଳେ ୧୭୦ ଜଣଙ୍କ...

ଆଜମେର-ଭାଗଲପୁର ଏକ୍ସପ୍ରେସ୍‌ ଟ୍ରେନ୍‌ରେ ପଥରମାଡ

ପାଟନା,୧୬।୧୨: ବିହାର ଲଖିସରାୟ ଜିଲାର ଆଜମେରରୁ ଆସୁଥିବା ଆଜମେର-ଭାଗଲପୁର ଏକ୍ସପ୍ରେସ୍‌ ଟ୍ରେନ୍‌ରେ ସୋମବାର କିଛି ଦୁର୍ବୃତ୍ତ ପଥରମାଡ କରିଛନ୍ତି। କିଉଲ-ପାଟନା ରେଳଖଣ୍ଡର ମେକରା ହାଲ୍ଟ ନିକଟରେ...

ସୀମାରେ ବଳ ବଢ଼ାଉଛି ଚାଇନା

ନୂଆଦିଲ୍ଲୀ,୨୭ା୫ : ସାରା ବିଶ୍ୱରେ କରୋନା ଭାଇରସ୍‌ ସଂକ୍ରମଣର କାରଣ ସାଜିଥିବା ଚାଇନାକୁ ଅନ୍ତର୍ଜାତୀୟ ସମୁଦାୟ କାଠଗଡ଼ାରେ ଛିଡ଼ା କରାଇଥିବାବେଳେ ନିଜ ପାପରୁ ଧ୍ୟାନ ହଟାଇବା...

ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ କେଶବ-ବ୍ରଜେଶ

ଲକ୍ଷ୍ନୌ,୨୫।୩: ଉତ୍ତରପ୍ରଦେଶ ଲକ୍ଷ୍ନୌର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏକାନା ଷ୍ଟାଡିୟମରେ ଯୋଗୀଙ୍କ ୨.୦ଇଂନିସ ଆରମ୍ଭ ହୋଇଛି। ଯୋଗୀଙ୍କ ସହ ୨ଉପମୁଖ୍ୟମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି।...

ମମତାଙ୍କୁ ଆଉ ଏକ ଧକ୍କା

କୋଲକାତା,୨୨ ।୧: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୀତି ବେଳକୁ ବେଳ ହେଉଛି ସରଗରମ । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅର୍ଥାତ୍...

ବିଜୟ ପାଇଁ ଜଣେ ସତ୍ୟାଗ୍ରହୀ ଯଥେଷ୍ଟ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨ ।୧୦: ଗାନ୍ଧୀ ଜୟନ୍ତି ଅବସରରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ସେ ତାଙ୍କ ଟୁଇଟର...

ସେନା ମୁତୟନ ପାଇଁ ବାଧ୍ୟ କରନି: ଅଜିତ୍‌

ମୁମ୍ବାଇ,୨୭ା୩: ମହାରାଷ୍ଟ୍ରରେ କରୋନା ଭୂତାଣୁ ସଂକ୍ରମଣ ବଢ଼ିବାରେ ଲାଗିଥିବାରୁ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କଟକଣା ଜାରି ହେବା ସତ୍ତ୍ୱେ ଲୋକେ ରାସ୍ତାଘାଟରେ...

କରୋନା ସଙ୍କଟରେ ରାଜଧାନୀ: ପଜିଟିଭିଟି ହାର ୪.୩୮ ପ୍ରତିଶତ

ନୂଆଦିଲ୍ଲୀ,୧୧।୫: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ମାମଲା ପୁଣି ଥରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି କମ୍‌ ପରୀକ୍ଷଣ ହେତୁ ଦିଲ୍ଲୀରେ କରୋନା...

Advertisement
Archives

Model This Week