Home

ହିତାଧିକାରୀଙ୍କ ୨ ମାସର ଗହମ ଗାଏବ

ଚଣ୍ଡିଖୋଲ,୨୪ା୧୦(ଡି.ଏନ.ଏ.):କେନ୍ଦ୍ର ଓ ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଯୋଜନାରେ ସାଧାରଣ ଗରିବ ଲୋକଙ୍କୁ ୧ ଟଙ୍କାରେ ଚାଉଳ ଓ ଗହମ ଯୋଗାଇ ଦେଉଛନ୍ତି। ତେବେ ଗତ କିଛି ମାସ ହେବ ଗହମର ସଙ୍କଟ ଦେଖା ଦେବାରୁ ଯେଉଁମାନଙ୍କ ରାଶନ କାର୍ଡ଼ରେ ଗହମ…

ଏକତା ଦ୍ୱାରା ସଫଳତା ମିଳିଥାଏ

କଟକ,୨୪।୧୦: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଅଫିସର୍ସ ବହୁମୁଖୀ ସମବାୟ ସମିତିର ୩୯ତମ ବାର୍ଷିକ ସାଧାରଣ ସଭା ରବିବାର ସ୍ଥାନୀୟ ଶହୀଦ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏସ୍‌ବିଆଇ ଅଫିସରମାନଙ୍କ ଦ୍ବାରା ଗଠିତ ସମବାୟ ସମିତିର ରାଜ୍ୟସ୍ତରୀୟ ବାର୍ଷିକ ସାଧାରଣ ସଭା…

ଆକାଶ ମେଘାଚ୍ଛନ୍ନ, ଡରାଉଛି ବାତ୍ୟା

କେନ୍ଦ୍ରାପଡ଼ା ଅଫିସ, ୨୪ା୧୦:କେନ୍ଦ୍ରାପଡ଼ା ଜିଲାରେ ରବିବାର ଅପରାହ୍ନରୁ ଆକାଶ ମେଘାଚ୍ଛନ୍ନ ରହିଛି। ସାମୁଦ୍ରିକ ଝଡକୁ ନେଇ ବିପଦ ନ ଥିବା ପାଣିପାଗ ବିଭାଗର ସୂଚନା ସତ୍ତ୍ୱେ କେନ୍ଦ୍ରାପଡ଼ା ତଟାଞ୍ଚଳବାସୀଙ୍କୁ ଜିଲା ପ୍ରଶାସନ ପକ୍ଷରୁ ବାତ୍ୟା ସମ୍ପର୍କରେ ସତର୍କତା ଅବଲମ୍ବନ ପାଇଁ ସଚେତନତା…

ଟିପିସିଓଡିଏଲ୍‌ର ବାତ୍ୟା ପୂର୍ବପ୍ରସ୍ତୁତି

ଭୁବନେଶ୍ୱର,୨୪।୧୦: ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟା ‘ସିତରଙ୍ଗ’ ପ୍ରଭାବରେ ଉପକୂଳ ଜିଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ଆଶଙ୍କା କରାଯାଉଥିବା ବେଳେ ସେଥିପାଇଁ ଯେଉଁସବୁ ଜରୁରିକାଳୀନ ସ୍ଥିତି ସୃଷ୍ଟି ହେବ ତା’ର ପରିଚାଳନା କରିବା ଲାଗି ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌)…

ଓଡ଼ିଶା ଫ୍ୟାଶନ୍‌ ଆଣ୍ଡ୍‌ ଲାଇଫ୍‌ଷ୍ଟାଇଲ୍‌ ଆୱାର୍ଡ

ଭୁବନେଶ୍ୱର,୨୪।୧୦: ଆଡିକ୍ସନ ଫ୍ୟାଶନ୍‌ ମ୍ୟାନେଜ୍‌ମେଣ୍ଟ ପକ୍ଷରୁ ଭୁବନେଶ୍ୱର ରନ୍‌ୱେ ୱିକ୍‌ର ୭ମ ସଂସ୍କରଣ ଓ ଓଡ଼ିଶା ଫ୍ୟାଶନ୍‌ ଆଣ୍ଡ୍‌ ଲାଇଫ୍‌ଷ୍ଟାଇଲ୍‌ ଆୱାର୍ଡ଼ର ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ୬ ଜଣ ଜାତୀୟସ୍ତରର ଡିଜାଇନର୍‌ ନିଜ ନିଜର ଆକର୍ଷଣୀୟ ଡିଜାଇନ୍‌ ପୋଷାକ ପ୍ରଦର୍ଶନ…

୧୫ ଘଣ୍ଟାରେ ୧୫୦ କୋଟିର କାରବାର

ଭୁବନେଶ୍ୱର,୨୪।୧୦: ଗତ ୨ବର୍ଷ ପରେ ଚଳିତ ବର୍ଷ ଧନତେରସର ଉତ୍ସାହ ଏକ ପ୍ରକାର ପରିବେଶ ଓ ପରିସ୍ଥିତି ସବୁ ଦୃଷ୍ଟିକୋଣରୁ ଭଲ ରହିଛି, ଯାହାର ପ୍ରଭାବ ଅଳଙ୍କାର ବ୍ୟବସାୟ ଉପରେ ପରିଲକ୍ଷିତ ହୋଇଛି। ଏପରିକି ଚଳିତ ବର୍ଷର ଧନତେରସ ପାଇଁ ଉଭୟ…

ପେଦ୍ରୋଙ୍କ ଗୋଲ୍‌ରେ ଜିତିଲା ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୨୪ା୧୦, (ସ୍ପୋଟର୍‌ସ ବ୍ୟୁରୋ): କଳିଙ୍ଗ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ଇଣ୍ଡିଆନ୍‌ ସୁପର୍‌ ଲିଗ (ଆଇଏସ୍‌ଏଲ) ମ୍ୟାଚରେ ଓଡ଼ିଶା ଏଫ୍‌ସି (ଓଏଫ୍‌ସି) ଚମତ୍କାର ବିଜୟ ହାସଲ କରିଛି। ପ୍ରଥମାର୍ଦ୍ଧରେ ୦-୧ରେ ପଛୁଆ ରହିବା ସତ୍ତ୍ବେ ୮୬ ତମ ମିନିଟରେ ପେଦ୍ରୋ ଜୋସ୍‌…

ବ୍ରତ ବିକିଲେ ସଂସାର ଚଳେ

ଗୋପ,୨୪।୧୦ (ଡି.ଏନ୍‌.ଏ.):ବୟସର ଅପରାହ୍ନରେ ପହଞ୍ଚତ୍ ଥିଲେ ସୁଦ୍ଧା ସଂସାର ଚଳାଇବାକୁ ହେଲେ କିଛି ନା କିଛି କରିବାକୁ ପଡ଼ିଥାଏ। ଆଖିକୁ ଭଲ ଦେଖାଯାଉ ନ ଥିଲେ ମଧ୍ୟ ପେଟ ପାଇଁ ସ୍ବାମୀ ସ୍ତ୍ରୀ ଗାଁ ଗାଁ ବୁଲି ବ୍ରତ ବିକ୍ରି କରିଥାନ୍ତି।…

ଘୃଣା ପ୍ରସାର କରୁଛନ୍ତି ଭାଜପା-ଆର୍‌ଏସ୍‌ଏସ୍‌: ରାହୁଲ

ନୂଆଦିଲ୍ଲୀ,୨୪।୧୦ : ଏକତା ଓ ଭ୍ରାତୃଭାବ ବଢ଼ାଇବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଭାରତ ଯୋଡ଼ୋ ଯାତ୍ରା ରବିବାର ସକାଳେ ହାଇଦ୍ରାବାଦରେ ପ୍ରବେଶ କରିଛି। ଭାଜପା ଏବଂ ଆର୍‌ଏସ୍‌ଏସ୍‌ ଦେଶରେ ଘୃଣାର ପ୍ରସାର କରୁଥିବା ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ…

ସମସ୍ତଙ୍କ ମୁହଁରେ କୋହଲିଙ୍କ ପ୍ରଶଂସା

ଟି୨୦ ବିଶ୍ୱକପ୍‌ରେ ରବିବାର ପାକିସ୍ତାନ ବିପକ୍ଷରେ ମ୍ୟାଚ୍‌ ବିଜୟୀ ଇନିଂସ ଖେଳିଥିବାରୁ ବିରାଟ କୋହଲିଙ୍କ ପ୍ରଶଂସାରେ କ୍ରିକେଟ୍‌ ଜଗତ ଶତମୁଖ। ମାଷ୍ଟର ବ୍ୟାଟର ସଚିନ ତେନ୍ଦୁଲକରଙ୍କଠାରୁ ଆରମ୍ଭ କରି ବୀରେନ୍ଦ୍ର ସେହ୍ବାଗ, ମିଥାଲି ରାଜ୍‌, ହରଭଜନ ସିଂ ଏବଂ ଓ୍ବେଷ୍ଟଇଣ୍ଡିଜ କିମ୍ବଦନ୍ତୀ…

ଦୀପାବଳି ପାଇଁ ରାଜଧାନୀରେ ୧୭ ପ୍ଲାଟୁନ ଫୋର୍ସ ମୁତୟନ

ଭୁବନେଶ୍ୱର,୨୪।୧୦(ବ୍ୟୁରୋ):ଆଲୋକର ପର୍ବ ଦୀପାବଳି ପାଇଁ ରାଜଧାନୀ ଚଳଚଞ୍ଚଳ ହୋଇଉଠିଛି। କରୋନା ପ୍ରକୋପରେ ଦୀପାବଳି ଓ ପୂଜା ଦୀର୍ଘ ୨ ବର୍ଷ ଧରି ବନ୍ଦ ଥିବାରୁ ଚଳିତବର୍ଷ ଧୁମଧାମରେ ଏହାକୁ ପାଳନ କରିବେ ରାଜଧାନୀବାସୀ । ତେବେ ଏହାକୁ ଶାନ୍ତିଶୃଙ୍ଖଳାର ସହ ପାଳନ…

ଭିକ୍ଷୁକମୁକ୍ତ ହୋଇପାରୁନି ସ୍ମାର୍ଟସିଟି

ଭୁବନେଶ୍ୱର, ୨୪।୧୦ (ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରକୁ ସ୍ମାର୍ଟସିଟିର ପୂର୍ଣ୍ଣାଙ୍ଗ ରୂପ ଦେବାକୁ ଉଦ୍ୟମ ଚାଲିଛି। ସ୍ବଚ୍ଛ, ସୁନ୍ଦର କରି ଗଢ଼ିତୋଳିବା ପାଇଁ ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯାଉଛି। ହେଲେ ଭିକାରି ଓ ଯାଯାବରଙ୍କ ପାଇଁ ସହରର ଛବି ମଳିନ ପଡୁଛି। ସହରରୁ ଭିକ୍ଷୁକଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?