Home

ଚିକିତ୍ସା ଅବହେଳାରୁ ବ୍ୟକ୍ତିଙ୍କ ମୃତ୍ୟୁ, ଅଭିଯୋଗ ଆଣିଲେ ପରିବାର ଲୋକେ

ପାପଡ଼ାହାଣ୍ଡି,୨୫ା୯(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଗାଦବା କତ୍ରା ପଞ୍ଚାୟତ ଖୁଡ଼ିଗୁଡ଼ା ଗ୍ରାମର ଲାଇବାନ ମୁଦୁଲି(୪୮)ଙ୍କ ରବିବାର ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ କ୍ଷତି ପୂରଣ ଦାବିରେ…

ଲାଇଭ୍‌ ଆସି ଏହି ଘୋଷଣା କଲେ ଧୋନୀ

ନୂଆଦିଲ୍ଲୀ,୨୫।୯: ଭାରତର କିମ୍ବଦନ୍ତୀ ଉଇକେଟ କିପର ମହେନ୍ଦ୍ର ସିଂ ଧୋନୀ ରବିବାର ଭାରତରେ ପୁନର୍ବାର ଓରିଓ ବିସ୍କୁଟ ଲଞ୍ଚ୍‌ କରିଛନ୍ତି। ସେ ଲାଇଭ୍‌ ଆସି ଏହି ବିଷୟରେ ସୂଚନା ଦେଇଛନ୍ତି। ଧୋନୀ କହିଛନ୍ତି, ୨୦୧୧ରେ ଏହି ବିସ୍କୁଟ ଭାରତକୁ ଆସିଥିଲା ଏବଂ…

ଆଇଏନଏସ ସତପୁରାର ଶକ୍ତି ପ୍ରଦର୍ଶନ…

ନୂଆଦିଲ୍ଲୀ, ୨୫।୯ : ରୟାଲ ଅଷ୍ଟ୍ରେଲିଆନ ନେଭି ଦ୍ୱାରା ପରିଚାଳିତ କାକାଡୁ ମିଳିତ ସମରାଭ୍ୟାସ ଅଷ୍ଟ୍ରେଲିଆର ଡାର୍ବିନରେ ଚାଲିଛି। ଏଥିରେ ଭାରତୀୟ ଯୁଦ୍ଧପୋତ ଆଇଏନଏସ ସତପୁରା ଶକ୍ତି ପ୍ରଦର୍ଶନ କରିଛି। ବୁଡ଼ାଜାହାଜ ବିରୋଧୀ ଯୁଦ୍ଧ ଅଭ୍ୟାସ, ଜାହାଜ ବିରୋଧୀ ଯୁଦ୍ଧ ଅଭ୍ୟାସରେ…

ନାବାଳିକାଙ୍କୁ ବଳାତ୍କାର କରି ଖସି ପଳାଉଥିଲେ ଅଭିଯୁକ୍ତ, ୪ ଜଣଙ୍କୁ ଧରିଲା ଆର୍‌ପିଏଫ୍‌

ଲକ୍ଷ୍ନୌ,୨୫ା୯: ଉତ୍ତରପ୍ରଦେଶର ଜଣେ ନାବାଳିକାଙ୍କୁ ବଳାତ୍କାର ଏବଂ କୋଝିକୋଡ ରେଳ ଷ୍ଟେଶନରେ ଛାଡ଼ିବା ଉଦ୍ୟମ ଅଭିଯୋଗରେ ୪ ଯୁବକଙ୍କୁ ଗିରଫ କରାଯାଇଛି। ଜଣେ ୧୬ ବର୍ଷୀୟା ନବାଳିକାଙ୍କର ୪ ଯୁବକଙ୍କ ସହ ଯୁକ୍ତିତର୍କ ହେଉଥିବା ଆର୍‌ପିଏଫ୍‌ ଦେଖିବା ପରେ ଘଟଣା ସାମ୍ନାକୁ…

ଯୋଗରାଜଙ୍କ ଶରଣରେ ସଚିନଙ୍କ ପୁଅ

ଚଣ୍ଡିଗଡ,୨୫।୯: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ଗୋଆ ଦଳ ପକ୍ଷରୁ ଏକ ଟୁର୍ନାମେଣ୍ଟ ଖେଳିବା ପାଇଁ ଚଣ୍ଡିଗଡ଼ରେ ପହଞ୍ଚିଛନ୍ତି। ଭାରତର ପୂର୍ବତନ କ୍ରିକେଟର୍‌ ଯୁବରାଜ ସିଂଙ୍କ ପିତା ଯୋଗରାଜଙ୍କ ସହ ଅର୍ଜୁନଙ୍କ ଅଭ୍ୟାସ ଅଧିବେଶନର ଫଟୋ ସୋସିଆଲ ମିଡିଆରେ ଭାଇରାଲ…

ରୋମାଣ୍ଟିକ୍‌ ହେଲେ ପ୍ରିୟଙ୍କା

ବଲିଉଡ ପରେ ହଲିଉଡରେ ଜଲଓ୍ବା ଦେଖାଇଥିବା ପ୍ରିୟଙ୍କା ଚୋପ୍ରା ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ନିକଟରେ ପ୍ରିୟଙ୍କା ଗ୍ଲୋବାଲ ସିଟିଜେନ ଫେଷ୍ଟିଭାଲରେ ନଜର ଆସିଥିଲେ। ଏଠାରେ ତାଙ୍କ ସ୍ବାମୀ ନିକ ଜୋନାସ ‘ଜୋନାସ ବ୍ରଦର୍ସ’ଙ୍କ ସହିତ ଗୀତ ଗାଉଥିବା ଦେଖିବାକୁ ମିଳିଥିଲା। ଶୋ’ରେ…

ଚାଇନାର ବାଣିଜି୍ୟକ ପ୍ରତିବନ୍ଧକ ତାଇଓ୍ବାନ ପାଇଁ କ୍ଷତି ପହଞ୍ଚାଇଛି

ତାଇପେଇ,୨୫ା୯: ତାଇଓ୍ବାନ ପ୍ରସଙ୍ଗରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇଥିବା ଚାଇନାର ଆଚରଣରେ କୌଣସି ପରିବର୍ତ୍ତନ ଦେଖାଯାଉନାହିଁ। ଆମେରିକା ଲୋକ ସଭାର ବାଚସ୍ପତି ନାନ୍ସି ପେଲୋସୀଙ୍କ ତାଇଓ୍ବାନ ଗସ୍ତ ପରେ ତାଇଓ୍ବାନ ଉପରେ ବାଣିଜ୍ୟକୁ ନେଇ ଚାଇନା ଦ୍ୱାରା ପ୍ରତିବନ୍ଧକ ଜାରି ରହିଛି। ତାଇଓ୍ବାନର…

ଦିବ୍ୟାଙ୍ଗ ଝିଅ ପାଇଁ ପିତା ତିଆରି କଲେ ମା‘ ରୋବୋଟ…

ପଣଜୀ, ୨୫।୯ : ଅସୁସ୍ଥ ସ୍ତ୍ରୀଙ୍କ ଦ୍ୱାରା ଦିବ୍ୟାଙ୍ଗ ଝିଅଙ୍କୁ ଖାଇବାକୁ ଦେବାରେ ସମସ୍ୟା ଉପୁଜିବାରୁ ଗୋଆର ବିପିନ କଦାମ ନାମକ ଜଣେ ବ୍ୟକ୍ତି ମା’ ରୋବୋଟ ବିକଶିତ କରିଛନ୍ତି। ରୋବୋଟ ତାଙ୍କ ଝିଅଙ୍କୁ ଖାଦ୍ୟ ଖୁଆଇ ଦେଉଛି। ଗୋଆ ଷ୍ଟେଟ…

ବ୍ରେଡ୍‌ ଲ୍ୟାମ୍ପ

ବ୍ରେଡ ବା ପାଉଁରୁଟି ତ ସମସ୍ତେ ଖାଇଥିବେ। ତେବେ ଯଦି କିଛି ବ୍ରେଡ ବେଶି ଦିନ ରହିଯାଇ ନଷ୍ଟ ହେବାକୁ ଲାଗେ ତେବେ ପ୍ରାୟ ସମସ୍ତେ ତାକୁ ଫୋପାଡି ଦିଅନ୍ତି। କିନ୍ତୁ ୟୁକିକୋ ମୋରିତା ନାମକ ଜଣେ ବେକର୍‌ ଯେକି ଏବେ…

କାନ ଫୋଡ଼ାଇ ଆଜ୍‌ମା ସମସ୍ୟାର ଚିକିତ୍ସା, ବିଏଚୟୁ ୬୦ ଜଣଙ୍କ ଉପରେ କରୁଛି ପରୀକ୍ଷା…

ବାରାଣସୀ, ୨୫।୯ : ଆୟୁର୍ବେଦ, ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ, ବିଏଚୟୁରେ ଅବସ୍ଥିତ କାୟା ମେଡିସିନ ବିଭାଗରେ ଆଜମା ସମସ୍ୟାର ଚିକିତ୍ସା ପାଇଁ ରୂପା କାନଫୁଲର ବ୍ୟବହାର କରାଯାଉଛି। ଏହି ପଦ୍ଧତିକୁ କର୍ଣ୍ଣ ବେଧନ କୁହାଯାଉଛି। ଏହି ପଦ୍ଧତି ୬୦ ଜଣଙ୍କ…

ଜାଣନ୍ତି କି ଉଡାଜାହାଜର ବି ଅଛି କବରସ୍ଥଳ

କିଛି ଧର୍ମରେ ମୃତ୍ୟୁପରେ ମଣିଷଙ୍କୁ କବର ଦିଆଯାଇଥାଏ। ସେଥିପାଇଁ ଗାଁ ଓ ସହରରେ କବରସ୍ଥଳ ଥାଏ। ଯେଉଁଠି ଲୋକେ ନିଜ ପରିବାରର ଦିବଗନ୍ତ ସଦସ୍ୟଙ୍କୁ କବର ଦେଇଥାନ୍ତି। ତେବେ ଜାଣନ୍ତି କି ମଣିଷଙ୍କ ପରି ଉଡାଜାହାଜ ବା ବିମାନର କବରସ୍ଥଳ ବି…

ଭାଇଚାରା: ଆଗ୍ରାର ମୁସଲମାନ ପରିବାର ତିଆରି କରୁଛନ୍ତି ଦଶହରା ଲାଗି ରାବଣ ମୂର୍ତ୍ତି…

ଆଗ୍ରା, ୨୫।୯ : ଆଗ୍ରାର ଐତିହାସିକ ରାମଲୀଳାରେ ହିନ୍ଦୁ-ମୁସଲମାନ ଏକତାର ବାର୍ତ୍ତା ଏକ ଉଦାହରଣ ସୃଷ୍ଟି କରୁଛି। ଆଗ୍ରା ରେ, ରାବଣ ଏବଂ ତାଙ୍କ ପରିବାର ସଦସ୍ୟଙ୍କର ମୂର୍ତ୍ତିଗୁଡ଼ିକ ମଥୁରାର କୋସି କଳାର ମୁସଲମାନ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଛି। ଚଳିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri