୯୧ ପିଅନ ନିଯୁକ୍ତି ପାଇଁ ୨.୨୫ ଲକ୍ଷ ଆବେଦନ
ରାୟପୁର,୨୬।୯: ଛତିଶଗଡ଼ରେ ପିଅନ ନିଯୁକ୍ତି ପାଇଁ ରବିବାର ୬୫୭ ସେଣ୍ଟରରେ କରାଯାଇଥିବା ଲିଖିତ ପରୀକ୍ଷାରେ ଆଶାୟୀଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି। ୯୧ ପିଅନ ପଦ ପାଇଁ ୨.୨୫ ଲକ୍ଷ ପିଲା ଆବେଦନ କରିଥିବା ଜଣାପଡ଼ିଛି। ପଦ ପାଇଁ ପ୍ରକାଶ ପାଇଥିବା…
୧୫ କୋଟି ଠକିଥିବା ୨ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କର୍ମଚାରୀ ଗିରଫ
ନୂଆଦିଲ୍ଲୀ,୨୬।୯(ପି.ଟି.): ବିଭିନ୍ନ ରାଜ୍ୟକୁ କୋଭିଡ୍ ଟିକା ପରିବହନ କାମ ଠିକା ଦେବା ନାଁରେ ଲୋକଙ୍କଠାରୁ ୧୫ କୋଟି ଟଙ୍କା ଠକିବା ଅଭିଯୋଗରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ୨ କର୍ମଚାରୀଙ୍କ ସମେତ ୫ ଜଣଙ୍କୁ ଗିରଫ କରାଯାଇଛି। ଦିଲ୍ଲୀ ପୋଲିସର ଆର୍ଥତ୍କ ଅପରାଧ ଶାଖା…
୬ ଅଫିସରଙ୍କ ବିରୋଧରେ ହତ୍ୟା ମାମଲା
ବେଙ୍ଗାଲୁରୁ,୨୬।୯: ବାୟୁସେନା ପାଇଁ ପ୍ରଶିକ୍ଷଣ ନେଉଥିବା ଜଣେ ୨୭ ବର୍ଷୀୟ କ୍ୟାଡେଟ୍ଙ୍କ ମୃତଦେହ ଶନିବାର ଜଲାହଲ୍ଲିସ୍ଥିତ ଏୟାରଫୋର୍ସ ଟେକ୍ନିକାଲ କଲେଜ କ୍ୟାମ୍ପସ୍ରୁ ମିଳିଥିଲା। ଏହି ଘଟଣାରେ ବାୟୁସେନାର ୬ ଜଣ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଥିବା ପୋଲିସ କହିଛି।…
ଭଗତ ସିଂଙ୍କ ନାମରେ ହେବ ଚଣ୍ଡିଗଡ଼ ବିମାନବନ୍ଦର
ନୂଆଦିଲ୍ଲୀ,୨୬।୯ (ପି.ଟି.): ସେପ୍ଟେମ୍ବର ୨୮ ମହାନ୍ ସ୍ବାଧୀନତା ସଂଗ୍ରାମୀ ଶହୀଦ ଭଗତ ସିଂଙ୍କ ଜନ୍ମବାର୍ଷିକୀ ହୋଇଥିବାରୁ ଅମୃତ ମହୋତ୍ସବରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଦିବସ। ତାଙ୍କୁ ଶ୍ରଦ୍ଧାଞ୍ଜଳି ସ୍ବରୂପ ଚଣ୍ଡିଗଡ଼ ବିମାନବନ୍ଦର ଭଗତ ସିଂଙ୍କ ନାମରେ ନାମିତ କରାଇବା ଲାଗି ଗୁରୁତ୍ୱପୂର୍ଣ୍ଣ…
ରିସର୍ଟ ଭାଙ୍ଗି ପ୍ରମାଣ ନଷ୍ଟ
ଋଷିକେଶ, ୨୬ା୯: ଉତ୍ତରାଖଣ୍ଡର ପୌଡ଼ି ଜିଲା ଋଷିକେଶ ନିକଟରେ ୧୯ ବର୍ଷୀୟା ରିସେପ୍ସନିଷ୍ଟ ଅଙ୍କିତା ଭଣ୍ଡାରୀଙ୍କ ହତ୍ୟା ଗୁମର ଫିଟିବା ପରେ ଅନେକ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ବିନୋଦ ଆର୍ଯ୍ୟଙ୍କ…
ଆଜି ପୃଥିବୀର ନିକଟତର ହେବ ବୃହସ୍ପତି
ଓ୍ବାଶିଂଟନ୍, ୨୬ା୯: ସୌରମଣ୍ଡଳର ବୃହତ୍ତମ ଗ୍ରହ ବୃହସ୍ପତି ପ୍ରାୟ ୬ ଦଶନ୍ଧି ପରେ ସୋମବାର ପୃଥିବୀର ସବୁଠୁ ନିକଟତର ହେବାକୁ ଯାଉଛି। ୧୯୬୩ ପରେ ଏହି ବିଶାଳକାୟ ଗ୍ରହକୁ ଜ୍ୟୋତିର୍ବିଜ୍ଞାନୀମାନେ ରାତିସାରା ପାଖରୁ ଦେଖିପାରିବେ ବୋଲି ଆମେରିକୀୟ ମହାକାଶ ସଂସ୍ଥା ନାସା…
ଗେହଲଟ୍ ଗୋଷ୍ଠୀର ୯୨ ବିଧାୟକଙ୍କ ଇସ୍ତଫା
ଜୟପୁର/ନୂଆଦିଲ୍ଲୀ,୨୬ା୯: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ଙ୍କ ଶିବିରରେ ରବିବାର ରାତିରେ ହାଇଡ୍ରାମା ଦେଖିବାକୁ ମିଳିଛି। ଗେହଲଟ୍ ମୁଖ୍ୟମନ୍ତ୍ରୀ ପଦରେ ଥାଇ କଂଗ୍ରେସ ଅଧ୍ୟକ୍ଷ ହୁଅନ୍ତୁ ବୋଲି ତାଙ୍କ ସମର୍ଥକମାନେ ଦାବି କରିଛନ୍ତି। ଗେହଲଟ୍ ଗୋଷ୍ଠୀର ୯୨ ବିଧାୟକ କଂଗ୍ରେସ ହାଇକମାଣ୍ଡଙ୍କ ଉପରେ…
ହାତୀ ଆକ୍ରମଣ:ଓଡ଼ିଶାରେ ସର୍ବାଧିକ ଜୀବନହାନି
ନୂଆଦିଲ୍ଲୀ, ୨୬ା୯: ଓଡ଼ିଶାରେ ହାତୀ-ମଣିଷ ଲଢ଼େଇ ଶେଷ ହେବା ଭଳି ମନେ ହେଉନାହିଁ। ଏଥିଯୋଗୁ ବ୍ୟାପକ ଧନଜୀବନ ଓ ଫସଲ ହାନି ଘଟୁଛି। ରାଜ୍ୟରେ ଗତ ୩ ବର୍ଷ ଅର୍ଥାତ୍ ୨୦୧୯-୨୦ରୁ ୨୦୨୧-୨୨ ଯାଏ ହାତୀ ଆକ୍ରମଣରେ ୩୨୨ଜଣଙ୍କ ମୃତ୍ୟୁ ଘଟିଛି,…
ତିନି ଦିନିଆ କର୍ନାଟକ ଗସ୍ତରେ ଯିବେ ରାଷ୍ଟ୍ରପତି
ନୂଆଦିଲ୍ଲୀ,୨୬ ।୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁୁ ସୋମବାରଠାରୁ ୨୮ ସେପ୍ଟେମ୍ବର ପର୍ଯ୍ୟନ୍ତ ୩ ଦିନିଆ କର୍ନାଟକ ଗସ୍ତରେ ଯାଉଛନ୍ତି । ରାଷ୍ଟ୍ରପତି ଭାବେ କୌଣସି ରାଜ୍ୟକୁ ଏହା ତାଙ୍କର ପ୍ରଥମ ଗସ୍ତ ହେବ । ଏହି ଯାତ୍ରା ସମୟରେ ସୋମବାର ସେ…
୨-୧ରେ ସିରିଜ ଜିତିଲା ଭାରତ
ହାଇଦ୍ରାବାଦ,୨୫।୯: ହାଇଦ୍ରାବାଦସ୍ଥିତ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଟି୨୦ ସିରିଜର ତୃତୀୟ ତଥା ଅନ୍ତିମ ମୁକାବିଲାରେ ବିରାଟ କୋହଲି ଓ ସୂର୍ଯ୍ୟକୁମାର ଯାଦବଙ୍କ ଶତକୀୟ ଭାଗୀଦାରି ବଳରେ ଅଷ୍ଟ୍ରେଲିଆକୁ ୬ ଉଇକେଟରେ ପରାସ୍ତ କରିଛି ଭାରତ। ଫଳରେ ଭାରତ…
ହସ୍ପିଟାଲରେ ନିଆଁ ଲାଗି ଡାକ୍ତର, ୨ ପିଲାଙ୍କ ମୃତ୍ୟୁ
ତିରୁପତି,୨୫।୯:ଆନ୍ଧ୍ରପ୍ରଦେଶର ତିରୁପତି ନିକଟ ରେନିଗୁଣ୍ଟାଠାରେ ରବିବାର ଏକ ଘରୋଇ ହସ୍ପିଟାଲ୍ରେ ନିଆଁ ଲାଗି ଜଣେ ୪୫ ବର୍ଷୀୟ ଡାକ୍ତର ଓ ତାଙ୍କର ଦୁଇ ପିଲାଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଡାକ୍ତର ରବିଶଙ୍କର ରେଡ୍ଡୀ, ତାଙ୍କ ଝିଅ କାର୍ଥତ୍କ(୮) ଏବଂ ପୁଅ…
ୟୁପିରେ ପ୍ରବଳ ବର୍ଷା: ୩୬ ମୃତ
ନୂଆଦିଲ୍ଲୀ,୨୫।୯:ଉତ୍ତରପ୍ରଦେଶରେ ଗତ ୨୪ ଘଣ୍ଟାରେ ପ୍ରବଳ ବର୍ଷା ଓ ବଜ୍ରପାତରେ ୩୬ ଜଣଙ୍କ ମୃତ୍ୟୁ ଘଟିଛି। ଭୁଶୁଡ଼ି ୨୪ ଜଣଙ୍କ ଜୀବନ ଯାଇଥିବାବେଳେ ବଜ୍ରପାତରେ ୧୨ ଜଣ ପ୍ରାଣ ହରାଇଛନ୍ତି। ରାଜ୍ୟରେ ୫ ଦିନ ମଧ୍ୟରେ ବଜ୍ରାଘାତରେ ୩୯ ଜଣଙ୍କ ମୃତ୍ୟୁ…
Archives


