Home

ମୂଷଳ ଧାରା ବର୍ଷାରେ ଭିଜି ଭାଷଣ ଦେଲେ ରାହୁଲ

ମହୀଶୁର,୩।୧୦: ଭାରତ ଯୋଡୋ ଯାତ୍ରା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରବଳ ବର୍ଷା ମଧ୍ୟରେ କର୍ନାଟକର ମହୀଶୁରରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି। ଏହି ସାଧାରଣ ସଭାରେ ରାହୁଲ ଏହା ମଧ୍ୟ କହିଛନ୍ତି, ଭାରତ ଯୋଡୋ ଯାତ୍ରା ମାଧ୍ୟମରେ…

ଦାନ୍ତ ବିନ୍ଧା ଓ କୋଷ

ଦାନ୍ତମୂଳ ବିନ୍ଧିବା ପଛରେ ଅନେକ କାରଣ ରହିଛି। ବିଶେଷ ଭାବରେ ଥଣ୍ଡାଜନିତ ସମସ୍ୟା ଲାଗି କିମ୍ବା ଦୀର୍ଘଦିନ ଧରି ଦାନ୍ତମୂଳରେ ଖାଦ୍ୟପଦାର୍ଥର ଅବଶିଷ୍ଟାଂଶ ଜମି ରହିଲେ ଏଭଳି ସମସ୍ୟା ଦେଖାଦେଇଥାଏ। ହେଲେ ଏହା ସହ ଆଉ ଏକ କଥାର ସଂଯୋଗ ରହିଛି।…

ନୀରୋଗ ଶରୀର ଅନ୍ତରାଳେ…

ସାରା ବିଶ୍ୱରେ ନିଜ ନିଜର ପାରମ୍ପରିକ ଚିକିତ୍ସା ବିଜ୍ଞାନ ରହିଥିବା ବେଳେ ଆମ ଭାରତବର୍ଷରେ ଆୟୁର୍ବେଦୀ ଚିକିତ୍ସା ବିଜ୍ଞାନ ବହୁ ପୁରାତନ। ଏପରି ଚିକିତ୍ସା ପ୍ରଣାଳୀକୁ ସର୍ବଶ୍ରେଷ୍ଠ ସ୍ବାସ୍ଥ୍ୟରକ୍ଷା ବିଜ୍ଞାନ ଭାବେ ପ୍ରାଧାନ୍ୟ ଦିଆଯାଉଅଛି। ଯୁଗ ଯେତେ ଆଧୁନିକ ହେଲେ ସୁଦ୍ଧା…

ଭାଜପା ସହ ଆମର ପ୍ରକୃତ ଲଢେଇ: ଥରୁର

ନୂଆଦିଲ୍ଲୀ,୩।୧୦: କଂଗ୍ରେସ ଅଧ୍ୟକ୍ଷ ପ୍ରାର୍ଥୀ ଶଶି ଥରୁର ଏବେ ପ୍ରଚାରରେ ବ୍ୟସ୍ତ ଅଛନ୍ତି। ସୋମବାର ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ମଲ୍ଲିକାର୍ଜୁନ ଖାର୍ଗେଙ୍କ ସହ ସହମତ ହୋଇ କହିଛନ୍ତି,ଉଭୟ ପରସ୍ପର ସହ ନୁହେଁ ବରଂ ଭାରତୀୟ ଜନତା ପାର୍ଟି (ଭାଜପା) ସହିତ ଲଢିବାକୁ…

ମାଲିକଙ୍କ ଗାଡ଼ି ହଡ଼ପ ଷଡ଼ଯନ୍ତ୍ର

ଖଲ୍ଲିକୋଟ,୩ା୧୦(ଡି.ଏନ.ଏ.):ମାଲିକର ବିଶ୍ୱାସରେ ବିଷ ଦେଇ ଜଣେ ଡ୍ରାଇଭର ଗାଡ଼ିକୁ ହଡପ କରିବା ପାଇଁ ନିଜେ ରଚିଥିଲା ମିଛ ଡକାୟତିର ଯୋଜନା। ଏହି ଘଟଣାର ଖଲ୍ଲିକୋଟ ପୋଲିସ ପର୍ଦ୍ଦାଫାସ କରି ଅଭିଯୁକ୍ତ ଡ୍ରାଇଭରଙ୍କୁ ରବିବାର କୋର୍ଟ ଚାଲାଣ କରିଛି। ସେ ହେଲେ ପାଟପୁର…

ଟ୍ରାଫିକ୍‌ ଜଗିଛି ୪ ସାଧାରଣ ସିସି କ୍ୟାମେରା

ଛତ୍ରପୁର,୩ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବ୍ରହ୍ମପୁର ସହରରେ ଟ୍ରାଫିକ୍‌ ମନିଟରିଂ ଏକ ପ୍ରକାର ଚ୍ୟାଲେଞ୍ଜ ହୋଇଛି। ସହରକୁ ଗଞ୍ଜାମ ସମେତ ଗଜପତି, କନ୍ଧମାଳ ଓ ଦକ୍ଷିଣ ଓଡିଶାର ବିଭିନ୍ନ ଜିଲାରୁ ଦୈନିକ ବହୁ ସଂଖ୍ୟାରେ ଯାନବାହନ ଆସିବା ସହ ହଜାର ହଜାର ଲୋକ…

ଦ୍ୱିତୀୟ ବିବାହ କଲେ ଆଇଏଏସ ଅଥର ଅମିର

ଶ୍ରୀନଗର, ୩।୧୦: ଶ୍ରୀନଗର ମ୍ୟୁନିସିପାଲିଟି କର୍ପୋରେସନର କମିଶନର ତଥା ୟୁପିଏସସି ଟପ୍ପର ଟିନା ଡାବିଙ୍କ ପୂର୍ବତନ ସ୍ବାମୀ ଆଇଏଏସ ଅଥର ଅମିର ଖାନ ଦ୍ୱିତୀୟ ବିବାହ କରିଛନ୍ତି। ଅମିର ଡା. ମେହେରିନ କାଜିଙ୍କୁ ବିବାହ କରିଛନ୍ତି। ସୋସିଆଲ ମିଡିଆରେ ଅଥର ତାଙ୍କ…

ପିକେଙ୍କ ଜନ ସୁରାଜ ଯାତ୍ରା ଭାଜପା ଦ୍ୱାରା ପ୍ରାୟୋଜିତ, ଲଲନଙ୍କ ଅଭିଯୋଗ…

ପାଟନା,୩।୧୦ :ଜନତା ଦଳ ୟୁନାଇଟେଡର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜୀବ ରଞ୍ଜନ ଓରଫ ଲଲନ ସିଂ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର(ପିକେ)ଙ୍କ ଜନ ସୁରାଜ ଯାତ୍ରାକୁ ଭାଜପା ଦ୍ୱାରା ପ୍ରୟୋଜିତ ବୋଲି କହିଛନ୍ତି। ଲଲନ ସିଂଙ୍କ କହିବାନୁସାରେ, ଏଭଳି ଏକ ପୁରୁଣା ପାର୍ଟି…

ସ୍ବାମୀଙ୍କ ରୋଜଗାର ସୂଚନା ପାଇଁ ଆରଟିଆଇର ଦ୍ୱାରସ୍ଥ ହେଲେ ସ୍ତ୍ରୀ…

ନୂଆଦିଲ୍ଲୀ,୩।୧୦ : ଆପଣ କେତେ ରୋଜଗାର କରନ୍ତି? ଆମ ମଧ୍ୟରୁ ଅନେକ ଏହିପରି ପ୍ରଶ୍ନର ଉତ୍ତର ଦେବାକୁ ପସନ୍ଦ କରନ୍ତି ନାହିଁ। ସାଧାରଣତଃ ଲୋକମାନେ ସେମାନଙ୍କର ପରିବାର ସଦସ୍ୟଙ୍କୁ ଏହି ଜିନିଷଗୁଡ଼ିକ ବିଷୟରେ ସୂଚନା ଦିଅନ୍ତି। ତଥାପି, ଯେତେବେଳେ ବୈବାହିକ ସମ୍ପର୍କରେ…

ସାବରମତିରେ ରାଷ୍ଟ୍ରପତି, ଚରଖାରେ କାଟିଲେ ସୂତା…

ସାବରମତି,୩।୧୦ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ଦୁଇ ଦିନିଆ ଗସ୍ତରେ ସୋମବାର ଗୁଜୁରାଟର ଅହମଦାବାଦରେ ପହଞ୍ଚିଛନ୍ତି। ସେ ପ୍ରଥମେ ସାବରମତି ଆଶ୍ରମରେ ପହଞ୍ଚି ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାପରେ ସେ ଚରଖାରେ ସୂତା କାଟିଥିଲେ।…

ଚାଇନା ଯାଉଥିବା ଇରାନ ବିମାନରେ ବୋମା ଆତଙ୍କ, ବାୟୁସେନା ବିମାନ କଲା ପିଛା…

ଜୟପୁର/ତେହେରାନ,୩।୧୦ : ସୋମବାର ସକାଳେ ଇରାନରୁ ଚାଇନା ଯାଉଥିବା ବିମାନରେ ବୋମା ଥିବା ଖବର ନେଇ ଆତଙ୍କ ସୃଷ୍ଟି ହୋଇଛି। ବିମାନଟି ଦିଲ୍ଲୀର ଆକାଶ ସୀମା ଆଡକୁ ଯାଉଥିଲା। ତେବେ ବିମାନଟି ଜୟପୁର ଯିବାକୁ କୁହାଯାଇଥିବା। ଖବର ପାଇ ଭାରତୀୟ ବାୟୁସେନାର…

ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା: ଶହଶହ ବଳି

ଭବାନୀପାଟଣା,୩।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ସୋମବାର ଅନୁଷ୍ଠିତ ହୋଇଯାଇଛି। ଭବାନୀପାଟଣା ଜେନାଖାଲରୁ ଛତର ଉଠିବା ପରେ ସହରର ମୁଖ୍ୟ ରାସ୍ତାରେ ଶହଶହ କୁକ ବୋଦା ଓ ଛେଳି ବଳି ପଡିଛି। ଏତେ ସଂଖ୍ୟାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri