Home

ଜଣେ ବ୍ୟକ୍ତି ଗୋଟିଏ ପଦ ନିୟାନୁସାରେ ଏହି ପଦରୁ ଇସ୍ତଫା ଦେଲେ ଥରୁର

ନୂଆଦିଲ୍ଲୀ,୩।୧୦: କଂଗ୍ରେସ ଅଧ୍ୟକ୍ଷ ପଦର ପ୍ରାର୍ଥୀ ଶଶି ଥରୁର ଦଳ ସହ ଜଡିତ ଏକ ସଂଗଠନ ଅଲ୍‌ ଇଣ୍ଡିଆ ପ୍ରଫେସନାଲ କଂଗ୍ରେସର ମୁଖ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଦଳରେ ଜଣେ ବ୍ୟକ୍ତି, ଗୋଟିଏ ପଦ ନୀତି ଅନୁସାରେ ସେ ଏହି ଦାୟିତ୍ୱ…

ସିସିୟୁକୁ ସ୍ଥାନାନ୍ତର ହେଲେ ମୁଲାୟମ ସିଂ ଯାଦବ

ଲକ୍ଷ୍ନୌ,୩।୧୦: ବରିଷ୍ଠ ସମାଜବାଦୀ ପାର୍ଟି ନେତା ତଥା ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କୁ କ୍ରିଟିକାଲ କେୟାର ୟୁନିଟ (ସିସିୟୁ)କୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଛି । ବିଶେଷଜ୍ଞ ଦଳ ସେମାନଙ୍କୁ ଚିକିତ୍ସା କରୁଛନ୍ତି। ଅକ୍ଟୋବର…

ଏଣିକି ଏମ୍ସରେ ନିଶୁଳ୍କରେ ହୋଇପାରିବ ପଞ୍ଜୀକରଣ

ନୂଆଦିଲ୍ଲୀ,୩।୧୦: ଏମ୍ସରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ପାଇଁ ଏକ ଖୁସି ଖବର। ଏଣିକି ଏମ୍ସର ଓପିଡି ସେବା ପାଇବା ପାଇଁ ପଞ୍ଜୀକରଣ ଫର୍ମ ଲାଗି ଶୁଳ୍କ ଆଉ ଦେବାକୁ ପଡ଼ିବନି। ନିଶୁଳ୍କରେ ରୋଗୀ ଫର୍ମ ପଞ୍ଜୀକରଣ କରିପାରିବେ। ନଭେମ୍ବର ୧ରୁ ଏହି…

ପୁଣି ହେମନ୍ତ ସୋରେନଙ୍କ ବଢିଲା ଅଡ଼ୁଆ

ରାଞ୍ଚି,୩।୧୦: ଖଣି ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ପଙ୍କଜ ମିଶ୍ରଙ୍କ ଘରୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ(ଇଡି) ଚଢାଉ ବେଳେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବ୍ୟାଙ୍କ ପାସବୁକ ଏବଂ ତାଙ୍କ ସ୍ବାକ୍ଷର ଥିବା ଏକ ଚେକ୍‌ ବୁକ୍‌ ମିଳିଛି। ଇଡି ବ୍ୟାଙ୍କ ପାସବୁକ ଏବଂ…

ମେଡିସିନରେ ସ୍ବାନ୍ତେ ପାବୋଙ୍କୁ ନୋବେଲ ପୁରସ୍କାର

ସ୍ବିଡେନ,୩।୧୦: ସ୍ବିଡେନର ସ୍ବାନ୍ତେ ପାବୋଙ୍କୁ ଫିଜିଓଲୋଜି କିମ୍ବା ମେଡିସିନ୍‌ରେ ନୋବେଲ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ବିଲୁପ୍ତ ହୋମିନିନର ଜିନୋମ ଏବଂ ମାନବ ବିବର୍ତ୍ତନ ସହିତ ଜଡିତ ଆବିଷ୍କାର ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ବିଜ୍ଞାନ…

ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ଗିରଫ

ମୁମ୍ବାଇ,୩।୧୦: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭୀସ ସୋମବାର ଏହି ସୂଚନା ଦେଇଛନ୍ତି। ତେବେ ସେ ଅଭିଯୁକ୍ତଙ୍କ ବିଷୟରେ କୌଣସି ସୂଚନା ଶେୟାର କରିନାହାଁନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ…

ଗୁଆଙ୍ଗଝୋଉରେ ସୁରକ୍ଷିତ ଅବତରଣ କଲା ଇରାନୀ ବିମାନ: ବୋମା ଗୁଜବ ପରେ ଦିଲ୍ଲୀରେ ମିଳି ନ ଥିଲା ଅବତରଣ ଅନୁମତି

ବେଜିଂ,୩।୧୦: ଇରାନରୁ ବାହାରି ଭାରତ ଓ ଚାଇନା ପର୍ଯ୍ୟନ୍ତ ହଇଚଇ ସୃଷ୍ଟି କରିଥିବା ଇରାନ ବିମାନ ଡବ୍ଲୁ୫୮୧ ଶେଷରେ ନିଜର ଗନ୍ତବ୍ୟ ସ୍ଥଳ ଗୁଆଙ୍ଗଝୋଉରେ ସୁରକ୍ଷିତ ଅବତରଣ କରିଛି। ଏଥିରେ କୌଣସି ବୋମା କି ସନ୍ଦିଗ୍ଧ ଜିନିଷ ମିଳି ନ ଥିବା…

ପ୍ରେମ ପାଇଁ ପ୍ରେମିକଙ୍କ ଗଲା ଜୀବନ

ରାଉରକେଲା ଅଫିସ,୩।୧୦: ପ୍ରେମ ପାଇଁ ପ୍ରେମିକଙ୍କୁ ହତ୍ୟା କରି ଏକ କୋଇଲା ବୋଝେଇ ଟ୍ରେନ ବଗିରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗରେ ରାଉରକେଲା ପ୍ଲାଣ୍ଟସାଇଟ୍‌ ପୋଲିସ ୬ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଫଟାପାଇପ୍‌ ଅଞ୍ଚଳର ମୂଳବାସିନ୍ଦା ତଥା ଶିବଶଙ୍କର ନଗରରେ…

୧୪ ବର୍ଷରେ ତୁଳସୀନଗରପଡ଼ା ଦୁର୍ଗାପୂଜା

ବଲାଙ୍ଗୀର ଅଫିସ, ୩ା୧୦: ବଲାଙ୍ଗୀର ତୁଳସୀନଗରପଡା ସାର୍ବଜନୀନ ଦୁର୍ଗାପୂଜା ଚଳିତବର୍ଷ ୧୪ ବର୍ଷରେ ପଦାର୍ପଣ କରିଛି। ତୁଳସୀନଗର ଦୁର୍ଗାପୂଜା କମିଟି ପକ୍ଷରୁ ତିନିଦିନାତ୍ମକ ଦୁର୍ଗାପୂଜା ଆରମ୍ଭ ହୋଇଛି। ଶନିବାର କମିଟି ପକ୍ଷରୁ କଳସ ଶୋଭାଯାତ୍ରା କରାଯାଇଥିଲା। କମିଟି ପକ୍ଷରୁ ନାରାୟଣ ମିଶ୍ର…

ଅସ୍ତ୍ରୋପଚାରର ୨୪ ଘଣ୍ଟା ନ ପୂରୁଣୁ ଆଖିବୁଜିଲା ଅସୁସ୍ଥ ଦନ୍ତା

ବାରିପଦା ଅଫିସ,୩ା୧୦: ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଅଧୀନ ମସିଣାକାଟି ସଂରକ୍ଷିତ ଜଙ୍ଗଲରେ ଅଟକି ରହିଥିବା ଅସୁସ୍ଥ ଦନ୍ତାହାତୀର ଅସ୍ତ୍ରୋପଚାର କରିବାର ୨୪ ଘଣ୍ଟା ନ ପୂରୁଣୁ ମୃତ୍ୟୁ ଘଟିଛି। ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ସୋମବାର ସକାଳେ ଦନ୍ତାର ମୃତଦେହ ଉଦ୍ଧାର…

ନିଆରା ଉଦାହରଣ ସୃଷ୍ଟି କରିଛି ସାପ-ମଣିଷ ସମ୍ପର୍କ

ମାଲକାନଗିରି, ୩ା୧୦(ଡି.ଏନ.ଏ.): ସମ୍ପର୍କ କେବଳ ବାପ ପୁଅ, ମାଆ ଝିଅ ଓ ଝିଅପୁଅଙ୍କ ମଧ୍ୟରେ ହୋଇ ନ ଥାଏ। ପଶୁ, ପକ୍ଷୀ ଓ ସରିସୃପଙ୍କ ମଧ୍ୟରେ ବି ଗଢି ଉଠିଥାଏ। ମାଳକାନଗିରି ଜିଲାରେ ସାପ ମଣିଷ ମଧ୍ୟରେ ଗଢି ଉଠିଥିବା ପ୍ରେମ…

ମୁଲାୟମଙ୍କୁ କିଡନୀ ଦାନ କରିବାକୁ ପହଞ୍ଚିଲେ ବିଏଚୟୁ ଛାତ୍ର…

ଗୁରୁଗ୍ରାମ,୩।୧୦: ସମାଜବାଦୀ ପାର୍ଟି (ଏସପି)ର ବରିଷ୍ଠ ନେତା ମୁଲାୟମ ସିଂ ଯାଦବଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଛି। ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତରମାନେ ତାଙ୍କ ସ୍ବାସ୍ଥ୍ୟ ଉପରେ ନିରନ୍ତର ନଜର ରଖିଛନ୍ତି। ତାଙ୍କ ଅବସ୍ଥା ଗୁରୁତର ରହିଛି। ଏଥିସହିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri