କିମ୍‌ଙ୍କୁ ଜବାବ ଦେଲା ଦକ୍ଷିଣ କୋରିଆ, ୩ କ୍ଷେପଣାସ୍ତ୍ର ମାଡ଼…

ସିଓଲ,୨।୧୧ : ଦକ୍ଷିଣ କୋରିଆ କହିଛି ଯେ ଉତ୍ତର କୋରିଆର କ୍ଷେପଣାସ୍ତ୍ର ଉତକ୍ଷେପଣର ଜବାବରେ ତିନୋଟି ଭୂପୃଷ୍ଠରୁ ବାୟୁକୁ ଲକ୍ଷ୍ୟଭେଦ କରାଯାଉଥିବା କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ଦକ୍ଷିଣ କୋରିଆର ସୈନ୍ୟବାହିନୀ କହିଛି ଯେ ଏହାର ଯୁଦ୍ଧ ବିମାନ ବୁଧବାର ପ୍ରତିଦ୍ୱନ୍ଦ୍ୱୀଙ୍କ ପୂର୍ବ ସୀମା ନିକଟରେ ତିନୋଟି କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଉତ୍ତର କୋରିଆ କ୍ଷେପଣାସ୍ତ୍ର ପରୀକ୍ଷଣର ଜବାବରେ ଏହି ପଦକ୍ଷେପ ନିଆଯାଇଛି ବୋଲି ସେନା କହିଛି।

କୋରିଆ ପ୍ରାୟଦ୍ୱୀପର ପୂର୍ବ ଏବଂ ପଶ୍ଚିମ ଉପକୂଳ ନିକଟରେ ଉତ୍ତର କୋରିଆ ୧୦ ରୁ ଅଧିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଦକ୍ଷିଣ କୋରିଆ କହିଛି ଯେ ଉତ୍ତର କୋରିଆର ଏକ କ୍ଷେପଣାସ୍ତ୍ର ସାମୁଦ୍ରିକ ସୀମା ନିକଟରେ ପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରେ ଲିଷ୍ଟ୍‌ରୁ ପାକ୍‌ ମୁକ୍ତ

ଇସ୍‌ଲାମାବାଦ,୨୨ା୧୦: ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ (ଏଫ୍‌ଏଟିଏଫ୍‌)ର ଗ୍ରେ ଲିଷ୍ଟ୍‌ ବା ଧୂସର ତାଲିକାରୁ ୪ ବର୍ଷ ପରେ ବାଦ୍‌ ପଡ଼ିଛି ପାକିସ୍ତାନ। ଆତଙ୍କବାଦୀଙ୍କୁ ପାଣ୍ଠି...

ପାକିସ୍ତାନରେ ୫.୬ ତୀବ୍ରତାର ଭୂକମ୍ପ

ଇସଲାମାବାଦ,୧୩।୬: ପାକିସ୍ତାନର ଇସଲାମାବାଦ, ଲାହୋର, ପେଶୱାର ଏବଂ ଏହାର ଆଖପାଖ ଅଞ୍ଚଳରେ ମଙ୍ଗଳବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୬ ବୋଲି...

ତାଲିବାନ୍‌: ବଦଳୁଛି ଭାରତର ନୀତି

କାବୁଲ,୧ା୭: ଯୁଦ୍ଧ ପ୍ରଭାବିତ ଆଫଗାନିସ୍ତାନକୁ ନେଇ ତାଲିବାନର ପକ୍ଷ ମଜଭୁତ ହେବାରେ ଲାଗିଥିବା ବିଶ୍ୱ ସମୁଦାୟ ମାନିନେଇଛି। ପଡ଼ୋଶୀ ଦେଶର ପରିବର୍ତ୍ତିତ ବାସ୍ତବତାକୁ ସ୍ବୀକାର କରିବା...

ଡୋନ୍‌ବାସ୍‌ର ସ୍ବାଧୀନତା ମୂଳ ଲକ୍ଷ୍ୟ: ମସ୍କୋ

ମସ୍କୋ, ୩୦ା୩: ରୁଷିଆ-ୟୁକ୍ରେନ୍‌ ଶାନ୍ତି ଆଲୋଚନାରେ କିଭ୍‌ ଏବଂ ଚେର୍ନିହିଭ୍‌ ସହରରେ ସାମରିକ ଗତିବିଧି କମାଇବା ନିମନ୍ତେ ମସ୍କୋ ନିଷ୍ପତ୍ତି ନେଇଥିଲେ ହେଁ ପୂର୍ବ ୟୁକ୍ରେନ୍‌ର...

ଟିକା ନେଇଥିବା ଲୋକ ସହଜରେ ହେଉଛନ୍ତି ଓମିକ୍ରନ୍‌ରେ ଆକ୍ରାନ୍ତ…

ଜେନେଭା/ନୂଆଦିଲ୍ଲୀ, ୨୧।୧୨: କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ପୃଥିବୀରେ ସଙ୍କଟ ବଢ଼ିବାରେ ଲାଗିଛି। ତେବେ ବିଶ୍ୱସ୍ବାସ୍ଥ୍ୟ ସଂଗଠନର ବିଶେଷଜ୍ଞଙ୍କ ଅନୁସାରେ ଟିକା ନେଇଥିବା...

୨୪ ଘଣ୍ଟାରେ ୟୁକ୍ରେନ୍‌ର ହସ୍ପିଟାଲରେ ଶେଷ ହୋଇଯିବ ଅକ୍ସିଜେନ୍‌

କ୍ୱିଭ୍‌,୨୮।୨: ରୁଷିଆର ଆକ୍ରମଣ ପରେ ୟୁକ୍ରେନ୍‌ରେ ଗୁରୁତର ସ୍ବାସ୍ଥ୍ୟ ସଙ୍କଟ ଦେଖାଦେଇଛି। ରାଜଧାନୀ କ୍ୱିଭ୍‌ ସମେତ ସାରା ଦେଶରେ ଅକ୍ସିଜେନ୍‌ ଯୋଗାଣ ସ୍ଥିତି ବିପଜ୍ଜନକସ୍ତରରେ ପହଞ୍ଚତ୍ଛି।...

କୋଇଲାର ବହୁଳ ବ୍ୟବହାର ପଡୁଛି ମହଙ୍ଗା, ସାରା ବିଶ୍ୱରେ ସରି ଆସୁଛି କୋଇଲା

ନ୍ୟୁୟର୍କ,୩ ।୩: ଆମେରିକାରୁ ଚାଇନା ପର୍ଯ୍ୟନ୍ତ ଏବଂ ବ୍ରିଟେନରୁ ଅଷ୍ଟ୍ରେଲିଆ ପର୍ଯ୍ୟନ୍ତ ବିଶ୍ୱର ଅଧିକାଂଶ ଦେଶ ସେମାନଙ୍କର ଶକ୍ତି କ୍ଷୁଧା ମେଣ୍ଟାଇବାକୁ କୋଇଲାର ବ୍ୟବହାର କରୁଛନ୍ତି...

ଶ୍ରୀଲଙ୍କା ରାଜନୀତିରେ ପରିବାରବାଦର ଝଲକ୍‌

କଲମ୍ବୋ,୨୨।୧୧: ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପାକ୍‌ସେ ଶୁକ୍ରବାର ଅନ୍ତରୀଣ ମନ୍ତ୍ରୀମଣ୍ଡଳର ଗଠନ କରିଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ଅଗାମୀ ନିର୍ବାଚନ ପର୍ଯ୍ୟନ୍ତ ସରକାର ଚଳାଇବା। ତାଙ୍କ...

Advertisement
Archives

Model This Week