Advertisement
Posted inଖେଳ

ଟସ୍‌ ଜିତିଲା ବାଂଲାଦେଶ, ବୋଲିଂ ନିଷ୍ପତ୍ତି…

ମେଲବୋର୍ନ,୨।୧୧ : ଟି-୨୦ ବିଶ୍ୱକପର ୩୫ ତମ ମ୍ୟାଚ ଆଡିଲେଡରେ ଭାରତ ଏବଂ ବାଂଲାଦେଶ ଖେଳାଯାଉଛି। ବାଂଲାଦେଶ ଟସ୍‌ ଜିତିବା ପରେ ଅଧିନାୟକ ଶାକିବ ଅଲ ହାସନ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଫଳରେ ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଛି। ପାକିସ୍ତାନ ଏବଂ ନେଦରଲାଣ୍ଡ ବିପକ୍ଷରେ ବିଜୟ ପରେ ଭାରତ ତୃତୀୟ ବିଜୟ ଉପରେ ନଜର ରଖିଛି। ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହାରି ଯାଇଥିବାବେଳେ ତୃତୀୟ ବିଜୟ ଲକ୍ଷ୍ୟ ନେଇ ଟିମ୍‌ ଇଣ୍ଡିଆ ପଡ଼ିଆକୁ ଓହ୍ଲାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଖେଳରତ୍ନ ପାଇଁ ହିମାଙ୍କ ନାମ ସୁପାରିସ

ନୂଆଦିଲ୍ଲୀ, ୧୬ା୬ (ପି.ଟି.)- ଆସାମ ରାଜ୍ୟ ସରକାର ଦେଶର ଟପ୍‌ ସ୍ପ୍ରିଣ୍ଟର ହିମା ଦାସଙ୍କ ନାମ ଖେଳରତ୍ନ ପୁରସ୍କାର ପାଇଁ ସୁପାରିସ କରିଛନ୍ତି। ଚଳିତ ବର୍ଷ...

ନୂଆ ସ୍ପ୍ରିଣ୍ଟ ସେନ୍‌ସେସନ କୋଲମେନ

ଦୋହା ବିଶ୍ୱ ଚାମ୍ପିୟନଶିପ୍‌ରେ ୧୦୦ମି.ରେ ସ୍ବର୍ଣ୍ଣ ପଦକ ହାସଲ କରି ଆମେରିକୀୟ ଯୁବ ଧାବକ ଖ୍ରୀଷ୍ଟିଆନ କୋଲମେନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ମାତ୍ର ୯.୭୬...

ପୋଲାଣ୍ଡରେ ଆର୍ମି ଫିଲ୍ଡ ହକିକୁ ବଞ୍ଚାଇ ରଖିଛି: କୋଚ୍‌ କାରୋଲ ସ୍ନିଜେକ୍‌

ଭୁବନେଶ୍ୱର, ୧୧ା୬-ୟୁରୋପୀୟ ଦେଶ ପୋଲାଣ୍ଡରେ ଆର୍ମି ଫିଲ୍ଡ ହକି ଖେଳକୁ ବଞ୍ଚାଇ ରଖିଛି। ଏହି ଦେଶରେ ପ୍ରାୟ ୨୦୦୦ ଖେଳାଳି ରହିଛନ୍ତି। ଭାରତ ଭଳି ପୋଲାଣ୍ଡରେ...

ମୁମ୍ବାଇ ବିପକ୍ଷରେ ଦିଲ୍ଲୀର ଭାଗ୍ୟ ବଦଳାଇପାରନ୍ତି ଏହି ଅଲରାଉଣ୍ଡର: ଏହି ସ୍ବତନ୍ତ୍ରତା ଉପରେ ସମସ୍ତଙ୍କ ନଜର

ନୂଆଦିଲ୍ଲୀ,୧୦।୧୧: ଇଣ୍ଡିଆନ ପ୍ରିମିୟର ଲିଗ୍‌-୧୩ର କ୍ୱାଲିଫାୟର-୨ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପଦର୍ଶନ କରି ଦିଲ୍ଲୀ କ୍ୟାପିଟାଲ୍ସକୁ ଫାଇନାଲରେ...

ଜାହିର, ଇଶାନ୍ତଙ୍କୁ ପଛରେ ପକାଇଲେ

ସେଞ୍ଚୁରିଆନ,୨୮।୧୨: ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ପାଳିରେ ୫ ଉଇକେଟ ନେଇଛନ୍ତି ଭାରତୀୟ ପେସର ମହମ୍ମଦ ଶାମି। ଏଥିସହ ସେ...

ରାଗିଲେ ପଞ୍ଜାବ ମାଲିକାଣୀ

ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କିଙ୍ଗସ ଏକାଦଶ ପଞ୍ଜାବ ମଧ୍ୟରେ ଖେଳାଯାଇଥିବା ୍‌ମ୍ୟାଚରେ ଶସ୍ତା ଅମ୍ପାୟାରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏହି ପ୍ରସଙ୍ଗରେ...

ଭାରତର ଅଲିମ୍ପିକ୍‌ ପ୍ରସ୍ତୁତିକୁ ଶକ୍ତ ଝଟ୍‌କା

ନୂଆଦିଲ୍ଲୀ,୨୩।୭(ପି.ଟି.): ବିଶ୍ୱ ନିଶା ନିବାରଣ ସଂସ୍ଥା (ଓ୍ବାଡା) ଦେଶର ନ୍ୟାଶନାଲ ଡୋପ୍‌ ଟେଷ୍ଟିଂ ଲାବରେଟୋରି (ଏନ୍‌ଡିଟିଏଲ୍‌) ଉପରେ ଜାରି କରିଥିବା ବାସନ୍ଦାଦେଶକୁ ଆଉ ୬ ମାସକୁ...

‘୨୦୧୬ ଆଇପିଏଲ୍‌ ଫାଇନାଲ ଆଜି ବି ବାଧୁଛି’

ଅହମ୍ମଦାବାଦ,୭।୨: ଆଇପିଏଲରେ ୨୦୭ ମ୍ୟାଚ୍‌ରେ ଅନେକ ସଫଳତା ବିଫଳତା ଦେଖିଥିବା ବିରାଟ କୋହଲିଙ୍କୁ ୨୦୧୬ ସିଜନ ଫାଇନାଲରେ ମିଳିଥିବା ପରାଜୟ ଆଜି ବି ବାଧୁଛି। ପୂର୍ବରୁ...

Advertisement
Archives

Model This Week