ସୋସିଆଲ ମିଡିଆ କିଙ୍ଗ ‘କୋହଲି’; ଟୁଇଟରରେ ଏବେ ୫୦ ମିଲିୟନ୍ ଫଲୋଅର୍ସ…
ନୂଆଦିଲ୍ଲୀ,୧୩।୯: ଦୀର୍ଘ ଏକ ମାସର ବିଶ୍ରାମ ପରେ ପୁଣି ମଇଦାନକୁ ଓହ୍ଲାଇଛନ୍ତି ପୂର୍ବତନ ଅଧିନାୟକ ତଥା ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି। ନିକଟରେ ଖେଳାଯାଇଥିବା ଏସିଆ କପ୍ ଟୁର୍ନାମେଣ୍ଟରେ ଦଳ ବିଫଳ ହୋଇଥିଲେ ହେଁ ବ୍ୟକ୍ତିଗତ ଭାବେ ସେ ଚମକିଛନ୍ତି। ୨୦୧୯ ନଭେମ୍ବରଠାରୁ…
ବିଶ୍ୱକପ୍ ପୂର୍ବରୁ ବଡ଼ ଝଟ୍କା: ଏହି ଟିମ୍ର ମୁଖ୍ୟ କୋଚ୍ ପଦରୁ ଇସ୍ତଫା ଦେଲେ…
ଜୋହାନ୍ସବର୍ଗ,୧୩।୯: ଅକ୍ଟୋବରରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଯାଉଛି ଟି୨୦ ବିଶ୍ୱକପ୍। ଏହାର ଠିକ୍ ପୂର୍ବରୁ ଦକ୍ଷିଣ ଆଫ୍ରିକା ଟିମ୍କୁ ଲାଗିଛି ବଡ଼ ଝଟ୍କା। ଦଳର ମୁଖ୍ୟ କୋଚ୍ ମାର୍କ ବାଉଚର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ନିକଟରେ ଦଳ ଇଂଲଣ୍ଡ ବିପକ୍ଷରେ…
ଲାଲକିଲ୍ଲା ପଡ଼ିଆରେ ଆୟୋଜିତ ହେବ ରାମଲୀଳା: ୩ କ୍ୟାବିନେଟ ମନ୍ତ୍ରୀ ନଜର ଆସିବେ ଏହି ଚରିତ୍ରରେ
ନୂଆଦିଲ୍ଲୀ,୧୩।୯: ଚଳିତ ଥର ଦେଶର ରାଜଧାନୀ ଦିଲ୍ଲୀରେ ରାମଲିଳା ଭବ୍ୟ ସହକାରେ ଆୟୋଜିତ ହେବା ପାଇଁ ପୁରା ଜୋରସୋରରେ ପ୍ରସ୍ତୁତି ଚାଲିଛି। ବିଶେଷ କଥା ହେଉଛି ଏଥର ରାମଲୀଳାରେ କ୍ୟାବିନେଟ ମନ୍ତ୍ରୀ ଓ ଟିଭି କଳାକାରଙ୍କୁ ଏକାଠି ଦେଖିବାକୁ ମିଳିବ। ଏଥିରେ…
ମୁନ୍ଦ୍ରା-ପାନିପତ ପାଇପ୍ ଲାଇନ୍ ପାଇଁ ଜମି ଅଧିଗ୍ରହଣ ଆରମ୍ଭ…
ନୂଆଦିଲ୍ଲୀ, ୧୩।୯ : ଅଶୋଧିତ ତୈଳ ପାଇପଲାଇନ ପାଇଁ କେନ୍ଦ୍ର ସରକାର ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଗୁଜରାଟର କଚ୍ଛ ଜିଲାର ଚୁଡୱା ଠାରୁ ଅଶୋଧିତ ତୈଳ ପାଇପଲାଇନ ବିଛାଇବା ଲାଗି ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡ କାର୍ଯ୍ୟ ଆରମ୍ଭ…
ସନ୍ୟାସ ନେଲେ ଈଶ୍ୱର: କହିଲେ- ଧୋନୀ ଚାହିଁଥିଲେ, ମୋ କ୍ୟାରିୟର ଆଉ କିଛି ହୋଇଥାନ୍ତା…
ନୂଆଦିଲ୍ଲୀ,୧୩।୭: ମଧ୍ୟପ୍ରଦେଶ ଟିମ୍କୁ ପ୍ରଥମ ଥର ଲାଗି ରଣଜୀ ଟ୍ରଫି ଜିତାଇଥିବା ତାରକା ଦ୍ରୁତ ବୋଲର୍ ଈଶ୍ୱର ପାଣ୍ଡେ ଅନ୍ତର୍ଜାତୀୟ ଏବଂ ଘରୋଇ କ୍ରିକେଟରୁ ଅବସର ନେଇଛନ୍ତି। ସେ ନିଜେ ସୋସିଆଲ ମିଡିଆ ଜରିଆରେ ନିଜ ନିଷ୍ପତ୍ତି ସମସ୍ତଙ୍କୁ ଜଣାଇଛନ୍ତି। ଏଥିସହ…
ଜମ୍ମୁ-କଶ୍ମୀରର କେନ୍ଦ୍ରୀୟ କର୍ମଚାରୀଙ୍କ ଛୁଟି-ସୁବିଧା ୩ ବର୍ଷ ପାଇଁ ବଢ଼ିଲା…
ଶ୍ରୀନଗର, ୧୩।୯ : ଭାରତ ସରକାରଙ୍କ ଜନ ଅଭିଯୋଗ ଏବଂ ପେନ୍ସନ ମନ୍ତ୍ରଣାଳୟର ପର୍ସନାଲ ଆଣ୍ଡ ଟ୍ରେନିଂ ବିଭାଗ ପକ୍ଷରୁ କଶ୍ମୀର ଉପତ୍ୟକାରେ ସଂଲଗ୍ନ / ଅଧିନସ୍ଥ କାର୍ଯ୍ୟାଳୟ କିମ୍ବା ପବ୍ଲିକ ସେକ୍ଟର ଅଣ୍ଡରଟେକିଂରେ କାର୍ଯ୍ୟ କରୁଥିବା କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ…
ଶେଷରେ ପନ୍ତଙ୍କୁ ହାତ ଯୋଡ଼ି କ୍ଷମା ମାଗିଲେ ଅଭିନେତ୍ରୀ
ନୂଆଦିଲ୍ଲୀ,୧୩।୭: ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ଆଜିକାଲି ଅଛନ୍ତି ଚର୍ଚ୍ଚାରେ। କେତେବେଳେ ଭାରତୀୟ କ୍ରିକେଟର ଋଷଭ ପନ୍ତ ତ କେବେ ପାକିସ୍ତାନୀ ବୋଲର୍ ନସିମ ଶାହଙ୍କ ସହ ତାଙ୍କ ନାମ ଯୋଡ଼ାଯାଉଛି। ଉଭୟ ଘଟଣାରେ ଉର୍ବଶୀ ମୁହଁ ଖୋଲି ଜବାବ ରଖୁଛନ୍ତି।…
ଶସ୍ତା ହେବ ଏସବୁ ଔଷଧ, ସ୍ବାସ୍ଥ୍ୟମନ୍ତ୍ରୀ ଜାରି କଲେ ନୂଆ ତାଲିକା…
ନୂଆଦିଲ୍ଲୀ, ୧୩।୯ : ଅତ୍ୟାବଶ୍ୟକ ଔଷଧ ଦେଶରେ ଏବେ ଶସ୍ତା ହେବାକୁ ଯାଉଛି। ଆଇଭର୍ମେକ୍ଟିନ, ମୁପିରୋସିନ, ନିକୋଟିନ ରିପ୍ଲେସମେଣ୍ଟ ଥେରାପି ଭଳି କେତେକ ଆଣ୍ଟି-ଇନଫେକ୍ସନ ଔଷଧ ମଧ୍ୟ ନ୍ୟାଶନାଲ ଲିଷ୍ଟ ଅଫ ଏସେନସିଆଲ ମେଡିସିନରେ ଯୋଗ କରାଯାଇଛି। ବର୍ତ୍ତମାନ ଏହି ତାଲିକାରେ…
ପଞ୍ଜାବରେ ଅପରେଶନ୍ ଲୋଟସ୍: ବିଧାୟକଙ୍କୁ ୨୫-୨୫କୋଟିର ଅଫର
ଚଣ୍ଡିଗଡ଼,୧୩।୯: ପଞ୍ଜାବରେ ଆମ ଆଦମୀ ପାର୍ଟି (ଏଏପି)ର ସରକାରରେ ଥିବା ଅର୍ଥମନ୍ତ୍ରୀ ହରପାଲ ସିଂ ଚିମା ଭାଜପା ଉପରେ ଏକ ବଡ଼ ଅଭିଯୋଗ କରିଛନ୍ତି। ହରପାଲ କହିଛନ୍ତି ଯେ, ଭାଜପା ଦ୍ୱାରା ପଞ୍ଜାବରେ ଅପରେଶନ୍ ଲୋଟସ୍ ପରିଚାଳିତ ହେବା ସହ ଏଏପି…
ଅନ୍ଲାଇନ ଠକେଇର ପେଣ୍ଠସ୍ଥଳ ପାଲଟିଛି ଚାଇନା…
ବେଜିଂ, ୧୩।୯ : ମୋବାଇଲ ଫୋନ କିମ୍ବା କମ୍ପ୍ୟୁଟର ଜରିଆରେ ହେଉଥିବା ଠକେଇର ପେଣ୍ଠସ୍ଥଳ ପାଲଟିଛି ଚାଇନା। ମେ ୨୦୨୧ ରୁ ଜୁଲାଇ ୨୦୨୨ ପର୍ଯ୍ୟନ୍ତ ଚାଇନାରେ ପାଞ୍ଚ ଲକ୍ଷ ୯୪ ହଜାର ଟେଲିକମ ଏବଂ ଇଣ୍ଟରନେଟ ଠକେଇ ମାମଲା ରୁଜୁ…
ପଶ୍ଚିମବଙ୍ଗରେ ଉତ୍ତେଜନା: ଭାଜପା-ଟିଏମ୍ସି ମୁହାଁମୁହିଁ
କୋଲକାତା,୧୩।୯: ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାରଙ୍କ ବିରୋଧରେ ମଙ୍ଗଳବାର ଭାଜପା ପକ୍ଷରୁ କୋଲକାତା ସଚିବାଳୟ ପର୍ଯ୍ୟନ୍ତ ଏକ ‘ନବାନ୍ନା ଚଲୋ’ ଅଭିଯାନ ଆୟୋଜିତ ହୋଇଥିଲା। ଏଥିପାଇଁ ବିଭିନ୍ନ ରାଜ୍ୟରୁ ଭାଜପାର ଅନେକ ନେତା ଓ କର୍ମକର୍ତ୍ତା କୋଲକତା ଓ ହାଓ୍ବଡାରେ ପହଞ୍ଚିଥିଲେ।…
ଡିସେମ୍ବରରେ ଜି-୨୦ ଅଧ୍ୟକ୍ଷ ହେବ ଭାରତ, ଦେଶରେ ହେବ ୨୦୦ରୁ ଅଧିକ ବୈଠକ…
ନୂଆଦିଲ୍ଲୀ, ୧୩।୯ : ଆସନ୍ତା ୧ ଡିସେମ୍ବର ୨୦୨୨ ରେ ଭାରତ ବିଶ୍ୱର ୨୦ଟି ସବୁଠାରୁ ଶକ୍ତିଶାଳୀ ଅର୍ଥନୈତିକ ଦେଶ ସହିତ ଜି-୨୦ ଗୋଷ୍ଠୀର ଅଧ୍ୟକ୍ଷ ହେବାକୁ ଯାଉଛି। ୩୦ ନଭେମ୍ବର ୨୦୨୩ ପର୍ଯ୍ୟନ୍ତ ଏକ ବର୍ଷ କାର୍ଯ୍ୟକାଳ ମଧ୍ୟରେ ସମଗ୍ର…
Archives


