Home

ସ୍ତ୍ରୀଙ୍କୁ ଗୁଳି ମାରିଲେ ସ୍ବାମୀ

ଧରାକୋଟ,୧୯ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବଡ଼ଗଡ଼ ଥାନା ଅନ୍ତର୍ଗତ ରୁଗୁମୁ ପଞ୍ଚାୟତର ରାଶିବାଡ଼ି ଗ୍ରାମରେ ରହୁଥିବା ସ୍ବାମୀ ମହାଦେବ ପାତ୍ର ଓ ସ୍ତ୍ରୀ ଶୈଳେନ୍ଦ୍ରୀଙ୍କ ମଧ୍ୟରେ ବୁଧବାର କୌଣସି କାରଣରୁ ନେଇ ବଚସା ହୋଇଥିଲା। ଉଭୟ ଜୀବିକା ଅନ୍ବେଷଣରେ ଜଙ୍ଗଲ…

ନ୍ୟୁଜିଲାଣ୍ଡ-ଭାରତ ଦ୍ୱିତୀୟ ଓ୍ବାର୍ମଅପ୍‌ ମ୍ୟାଚ୍‌ ବାତିଲ

ବ୍ରିସବେନ୍‌,୧୯।୧୦: ଟି୨୦ ବିଶ୍ୱକପ୍‌ରେ ଭାରତୀୟ ଟିମ୍‌ ବୁଧବାର ନିଜର ଦ୍ୱିତୀୟ ଓ୍ବାର୍ମ ଅପ୍‌ ମ୍ୟାଚ୍‌ ଖେଳିଥାନ୍ତା। ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌କୁ ମୂଷଳଧାର ବର୍ଷା କାରଣରୁ ବାତିଲ କରାଯାଇଛି। ତେବେ ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରେ ସୁପର-୧୨ ମୁକାବିଲାକୁ…

ପରାଜୟ ସ୍ବୀକାର କଲେ ଥରୁର

ନୂଆଦିଲ୍ଲୀ,୧୯।୧୦: ୨୪ ବର୍ଷ ପରେ ଦେଶର ସର୍ବପୁରାତନ ଦଳ କଂଗ୍ରେସକୁ ଅଣଗାନ୍ଧୀ ଅଧ୍ୟକ୍ଷ ମିଳିଛି। ଗତ ୧୭ ତାରିଖରେ ହୋଇଥିବା କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାର୍ଗେ ବିଜୟୀ ହୋଇଛନ୍ତି। ତାଙ୍କୁ ୭ ହଜାର ୮୯୭ ଭୋଟ…

ପେସାରେ ପୋଲିସ, ନିଶାରେ ବକ୍ସର; ମଡେଲ ବି…

ଆମେରିକାର ପ୍ରସିଦ୍ଧ କମିକ୍ସ କମ୍ପାନୀ ‘ଡିସି କମିକ୍ସ’ର ଜଣେ ସୁପର ହିରୋଇନ ଅଛନ୍ତି। ଯିଏ ‘ଓ୍ବାଣ୍ଡର ଓ୍ବମ୍ୟାନ’ ନାମରେ ପରିଚିତ। ଯଦିଓ ସେ ଏକ କାଳ୍ପନିକ ଚରିତ୍ର, କିନ୍ତୁ ବାସ୍ତବରେ ଏମିତି କିଛି ମହିଳା ଅଛନ୍ତି ଯେଉଁମାନେ ସେମାନଙ୍କର କାର୍ଯ୍ୟ ଏବଂ…

ବଳାତ୍କାରୀଙ୍କୁ ସୁରକ୍ଷା ଦେବା କାର୍ଯ୍ୟ କରୁଛି ଭାଜପା, ସୁପ୍ରିମ୍‌କୋର୍ଟରେ ମିଳିବ ନ୍ୟାୟ: ଏଏପି ଏମ୍‌ପି…

ନୂଆଦିଲ୍ଲୀ,୧୯।୧୦ : ଗୁଜରାଟ ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ବିଲକିସ ବାନୋ ମାମଲାରେ ୧୧ ଜଣ ଦୋଷୀଙ୍କୁ ୧୪ ବର୍ଷ ଜେଲ ଦଣ୍ଡ ଭୋଗିବା ପରେ ମୁକ୍ତ କରାଯାଇଛି। କାରଣ ସେମାନଙ୍କ ଆଚରଣ ଭଲ ଏବଂ ସେମାନଙ୍କ ମୁକ୍ତିକୁ କେନ୍ଦ୍ର ଅନୁମୋଦନ…

ପେସିଏମ୍‌ ପରେ ଏବେ ସେସିଏମ୍‌, ବୋମ୍ମାଇଙ୍କୁ ଘେରିଲା କଂଗ୍ରେସ…

ବେଙ୍ଗାଲୁରୁ,୧୯।୧୦ : ‘ପେସିଏମ’ ଅଭିଯାନର ସଫଳତା ପରେ କର୍ନାଟକରେ କଂଗ୍ରେସ ଏବେ ‘ସେସିଏମ’ ଅଭିଯାନ ଆରମ୍ଭ କରିଛି। ଏହା ଦ୍ୱାରା କଂଗ୍ରେସ ଶାସକଦଳକୁ ଘେରିବା ଆରମ୍ଭ କରିଛି। ୨୦୧୮ ରେ ଦିଆଯାଇଥିବା ୬୦୦ ନିର୍ବାଚନୀ ପ୍ରତିଶ୍ରୁତିର ୯୦ ପ୍ରତିଶତ ପୂରଣ କରିବାରେ…

ଥରିଲା ନେପାଳ

କାଠମାଣ୍ଡୁ,୧୯।୧୦: ନେପାଳରେ ବୁଧବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୧ ରହିଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, କାଠମାଣ୍ଡୁ ଠାରୁ ୫୩ କିଲୋମିଟର ପୂର୍ବରେ ପୃଥିବୀ ଏହି ଭୂକମ୍ପ ସୃଷ୍ଟି ହୋଇଛି। ଅପରାହ୍ନ ୨.୫୨ ମିନିଟରେ…

କୃଷ୍ଣ ସାଗରରେ ପରମାଣୁ ବୋମା ପକାଇବା ପାଇଁ ପୁଟିନଙ୍କ ଯୋଜନା, ଭୟରେ ଆମେରିକା ପହଞ୍ଚିଲେ ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରୀ…

ମସ୍କୋ/ଓ୍ବାଶିଂଟନ,୧୯।୧୦ : ୟୁକ୍ରେନର ଅନେକ କ୍ଷେତ୍ରରେ ପରାଜୟର ସମ୍ମୁଖୀନ ହେଉଥିବା ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବିଶ୍ୱକୁ ନିଜର ଶକ୍ତି ପ୍ରଦର୍ଶନ କରିବା ପାଇଁ କୃଷ୍ଣ ସାଗର ଉପରେ ପରମାଣୁ ବୋମା ପକାଇବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି। ଏହାକୁ ନେଇ…

ହାଇକୋର୍ଟଙ୍କ ରାୟ ପରେ ପ୍ରତିକ୍ରିୟା ରଖିଲେ ମୋକିମ

ଭୁବନେଶ୍ୱର,୧୯।୧୦(ବ୍ୟୁରୋ): ଓଆରଏଚ୍‌ଡିସି ଋଣ ଦୁର୍ନୀତି ମାମଲାରେ ହାଇକୋର୍ଟଙ୍କ ରାୟ ପ୍ରକାଶ ପରେ ବିଧାୟକ ମହମ୍ମଦ ମୋକିମ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ମୁଁ କୃତଜ୍ଞ, ନ୍ୟାୟପାଳିକା ଉପରେ ବିଶ୍ୱାସ ଥିଲା । ମୋ ନିର୍ବାଚନମଣ୍ଡଳୀର ଭୋଟରଙ୍କ ପାଖରେ ମୁଁ…

ଗୁଜରାଟ-ମହାରାଷ୍ଟ୍ର-କର୍ନାଟକରେ ଓମିକ୍ରୋନର ସବ-ଭାରିଆଣ୍ଟ…

ନୂଆଦିଲ୍ଲୀ,୧୯।୧୦ : ଓମିକ୍ରୋନର ନୂତନ ସବ ଭାରିଆଣ୍ଟ ଭାରତରେ ପ୍ରବେଶ କରିଛି। ଓମିକ୍ରୋନର ନୂତନ ସବ-ଭାରିଆଣ୍ଟ ଦେଶର ବିଭିନ୍ନ ରାଜ୍ୟରେ ଚିହ୍ନଟ ହୋଇଛି। ଓମିକ୍ରୋନର ୫-୬ ନୂତନ ସବ ଭାରିଆଣ୍ଟ ଦେଶରେ ଥିବା ନିଶ୍ଚିତ ହୋଇଛି। ଚାଇନାରେ କରୋନା ମାମଲା ବୃଦ୍ଧିରେ…

ବନ୍ଧୁକ ମୂନରେ ଲୋକଙ୍କୁ କରୋନା ମାର୍ଗଦର୍ଶିକା ପାଳନ କରିବାକୁ ବାଧ୍ୟ କରୁଛି ଚାଇନା…

ବେଜିଂ,୧୯।୧୦ : କରୋନା ଭୂତାଣୁ ସଂକ୍ରମଣ ଧୀରେ ଧୀରେ ସମଗ୍ର ବିଶ୍ୱରୁ ଅପସରି ଯାଉଥିବାବେଳେ ଚାଇନାରେ ପୁଣି ଏହା ଯୋଗୁ ବିପର୍ଯ୍ୟୟ ସୃଷ୍ଟି ହୋଇଛି। ଚାଇନା ଯଥାସମ୍ଭବ ଚେଷ୍ଟା କରୁଛି, କିନ୍ତୁ ସଂକ୍ରମଣ ନିୟନ୍ତ୍ରଣକୁ ଆସୁନାହିଁ। ନିୟନ୍ତ୍ରଣ କରିବା ପାଇଁ ଚାଇନା…

ବଲିଉଡ୍‌ରେ ୧୦ ବର୍ଷ ପୂରଣ କଲେ ଆଲିଆ

ଆଜିକାଲି ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ତାଙ୍କ କ୍ୟାରିୟରର ଶୀର୍ଷରେ ଅଛନ୍ତି। ଏହା ସହିତ ସେ ବ୍ୟକ୍ତିଗତ ଜୀବନରେ ଗର୍ଭଧାରଣ ପର୍ଯ୍ୟାୟ ଉପଭୋଗ କରୁଛନ୍ତି। ଆଲିଆ ବଲିଉଡ ଇଣ୍ଡଷ୍ଟ୍ରିରେ ତାଙ୍କର ଦଶ ବର୍ଷ ପୂରଣ କରିଛନ୍ତି। ଅକ୍ଟୋବର ୧୯, ୨୦୧୨ରେ, ଆଲିଆ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri