ହଂକଂ ପରେ ଏବେ ତାଇଓ୍ବାନ ଉପରେ ଚାଇନା ନଜର: ଜିନପିଙ୍ଗ…
ବେଜିଂ,୧୬।୧୦ : ରବିବାର କମ୍ୟୁନିଷ୍ଟ ପାର୍ଟି ସମ୍ମିଳନୀ ଉଦଘାଟନୀ ଉତ୍ସବରେ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ କହିଛନ୍ତି ଯେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହାସଲ କରି ଦେଶ ହଂକାୀଂ ଅରାଜକତାକୁ ଶାସନରେ ପରିଣତ କରାଯାଇଛି। ପ୍ରତି ପାଞ୍ଚ ବର୍ଷରେ ଥରେ ଆୟୋଜିତ ଏହି…
ଦୁର୍ଘଟଣାରେ ଗୁରୁତରଙ୍କୁ ଡାକ୍ତରଖାନା ପଠାଇଲେ ବିଧାୟକ
ଲୋଇସିଂହା,୧୬।୧୦(ଡି.ଏନ୍.ଏ.): ବଲାଙ୍ଗୀର ୨୬ ନଂ ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ପୁଟାପାଲି କୁସଙ୍ଗାଇ ପୋଲ ନିକଟରେ ଏକ ବୋଲେରୋ ପିକଅପ୍(ଓଡ଼ି ୧୫ ଇ ୪୨୬୩)ଗାଡ଼ି ଏକ ଫାଇନାନ୍ସ କର୍ମଚାରୀଙ୍କ ବାଇକ୍(ସିଜି ୦୬ ଜିୟୁ ୪୨୪୯)କୁ ଶନିବାର ସାରେ ଧକ୍କା ଦେଇଥିଲା।…
ଚାଇନାରେ ସିସିପି ବୈଠକ ଆରମ୍ଭ, ତୃତୀୟ ଥର କ୍ଷମତା ଦଖଲ ପାଇଁ ଜିନପିଙ୍ଗଙ୍କ ପ୍ରସ୍ତୁତି…
ବେଜିଂ,୧୬।୧୦ : ଚାଇନାର କମ୍ୟୁନିଷ୍ଟ ପାର୍ଟିର ୨୦ ତମ ଜାତୀୟ କଂଗ୍ରେସ (ସିସିପି) ଆରମ୍ଭ ହୋଇଛି। ପ୍ରାୟ ଏକ ସପ୍ତାହ ଧରି ଚାଲିବାକୁଥିବା ଏହି କାର୍ଯ୍ୟକ୍ରମ ଅକ୍ଟୋବର ୨୨ରେ ଶେଷ ହେବ। ବିଶେଷ କଥା ହେଉଛି ପ୍ରତି ପାଞ୍ଚ ବର୍ଷରେ ଆୟୋଜିତ…
ଦୈନିକ ମୃତ୍ୟୁ ସଂଖ୍ୟା ୫…
ନୂଆଦିଲ୍ଲୀ, ୧୬।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୨୭ ହଜାର ତଳେ ରହିଛି। ଗତ ୨୪…
ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୭ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୫ଜଣ କ୍ୱାରାଣ୍ଟାଇନ୍ରୁ ଥିବା ବେଳେ ୩୨ ଲୋକାଲ କେସ୍ ରହିଛି। ଏହାଛଡ଼ା ୭ ଜଣ ଆକ୍ରାନ୍ତଙ୍କ ବୟସ ୧୮ ବର୍ଷରୁ କମ୍ ବୋଲି ଜଣାପଡ଼ିଛି।…
ସୋନିଆ-ଇଟାଲିଆଙ୍କୁ ଟାର୍ଗେଟ କଲେ ଅନୁରାଗ ଠାକୁର…
ନୂଆଦିଲ୍ଲୀ,୧୬।୧୦ : ଭାଜପା ନେତା ତଥା କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କଂଗ୍ରେସ ଏବଂ ଆମ ଆଦମୀ ପାର୍ଟିକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ପୂର୍ବରୁ ଜଣେ ଇଟାଲୀୟ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅପମାନିତ କରୁଥିଲେ ଏବଂ…
ବାଲିଯାତ୍ରା: ୮ ଦିନରେ ୮୬୮ ପ୍ଲଟ୍ ପଞ୍ଜୀକରଣ
କଟକ ଅଫିସ,୧୬ା୧୦: ଓଡ଼ିଶାର ଐତିହ୍ୟ ସହ ଜଡ଼ିତ ବାଲିଯାତ୍ରା ଏବେ ବ୍ୟବସାୟ ତଥା ମନୋରଞ୍ଜନର ଭିତ୍ତିଭୂମି ପାଲଟିଛି। ଚଳିତବର୍ଷ ବାଲିଯାତ୍ରାରୁ ଜିଲା ପ୍ରଶାସନ ରେକର୍ଡ ପରିମାଣର ଆୟ ବୃଦ୍ଧି ନିମନ୍ତେ ଲକ୍ଷ୍ୟ ରଖିଛି। ଯାହାକି ଅନ୍ଲାଇନ୍ ମାଧ୍ୟମରେ ବାଲିଯାତ୍ରା ପଡ଼ିଆର ପ୍ଲଟ୍ଗୁଡ଼ିକୁ…
ବ୍ରିଟେନରେ ରାଜନୈତିକ ସଙ୍କଟ: ପ୍ରଧାନମନ୍ତ୍ରୀ ଲିଜ ଟ୍ରସଙ୍କ ପାଇଁ ବିପଦ, ଋଷି ସୁନାକଙ୍କ ଲାଗି ସୁଯୋଗ…
ଲଣ୍ଡନ,୧୬।୧୦ : ବ୍ରିଟେନରେ ବଢୁଥିବା ରାଜନୈତିକ ସଙ୍କଟ ମଧ୍ୟରେ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସଙ୍କ ପାଇଁ ବିପଦ ସୃଷ୍ଟି ହୋଇଥିବା କୁହାଯାଉଛି। ଏକ ମାସ ପୂର୍ବରୁ ଲିଜ ଟ୍ରସ ପ୍ରଧାନମନ୍ତ୍ରୀଙ୍କ ଭାବେ ନିର୍ବାଚିତ ହୋଇଥିଲେ । ବିପଦ ପଛର କାରଣ…
ଭାରତ ବିରୋଧରେ ଷଡ଼ଯନ୍ତ୍ର, ନେପାଳର ୭ ଜିଲାରେ ଚାଇନାର ବେଆଇନ କାର୍ଯ୍ୟକଳାପ ବୃଦ୍ଧି…
ନୂଆଦିଲ୍ଲୀ,୧୬।୧୦ : ଚାଇନ ବର୍ତ୍ତମାନ ନେପାଳକୁ ଭାରତ ବିରୁଦ୍ଧରେ ବଳିର ଛେଳି କରିଛି। ଭାରତ ସହ ଜଡିତ ଅଞ୍ଚଳରେଚାଇନାର କାର୍ଯ୍ୟକଳାପ ବୃଦ୍ଧି ପାଉଛି। ତେବେ ବର୍ତ୍ତମାନ ଚାଇନା ଭାରତ ସହ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା ନକରି ନେପାଳରେ ଭାରତ ବିରୋଧରେ ଷଡ଼ଯନ୍ତ୍ର କରିବାରେ…
ବ୍ରିଟିଶ୍ କମ୍ପାନୀର ୩୬ ଉପଗ୍ରହ ଉତ୍କ୍ଷେପଣ କରିବ ଇସ୍ରୋର ସ୍ବଦେଶୀ ଏଲଭିଏମ୍-୩, ଅକ୍ଟୋବର ୨୩ ପାଇଁ ପ୍ରସ୍ତୁତି…
ଶ୍ରୀହରିକୋଟା,୧୬।୧୦ : ଦେଶର ସବୁଠାରୁ ଶକ୍ତିଶାଳୀ ରକେଟ ଲଞ୍ଚ ଭେଇକିଲ ମାର୍କ -୩(ଏଲଭିଏମ୍-୩) ୨୩ ଅକ୍ଟୋବରରେ ବ୍ରିଟିଶ କମ୍ପାନୀର ୩୬ ଟି ଉପଗ୍ରହ ଉତକ୍ଷେପଣ କରିବ । ପ୍ରଥମ ଥର ପାଇଁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଠାରୁ ସ୍ବଦେଶୀ ଏଲଭିଏମ୍-୩ ମାଧ୍ୟମରେ ଇସ୍ରୋ…
ଆଜି ଗଜଲକ୍ଷ୍ମୀଙ୍କ ମେଲଣ
କେନ୍ଦ୍ରାପଡ଼ା ଅଫିସ,୧୬ା୧୦: ଆସନ୍ତା ରବିବାର ଓ ସୋମବାର ଦୁଇଦିନ ଧରି କେନ୍ଦ୍ରାପଡ଼ା ସହରର ୩ ସ୍ଥାନରେ ମା’ଗଜଲକ୍ଷ୍ମୀଙ୍କ ମେଲଣ ପର୍ବ ଓ ଭସାଣି ଅନୁଷ୍ଠିତ ହେବ । ଏଥିପାଇଁ ମେଳଣ କମିଟି, ଶାନ୍ତି କମିଟି, ପୋଲିସ ପ୍ରଶାସନ ସମେତ ପୂଜା କମିଟି…
ବିଶ୍ୱ କ୍ଷୁଧା ସୂଚକାଙ୍କ: ୧୦୭ ସ୍ଥାନକୁ ଖସିଲା ଭାରତ
ନୂଆଦିଲ୍ଲୀ,୧୬।୧୦: ଚଳିତ ବର୍ଷ ୧୨୧ ଦେଶକୁ ନେଇ ପ୍ରସ୍ତୁତ ବିଶ୍ୱ କ୍ଷୁଧା ସୂଚକାଙ୍କରେ ଭାରତ ୧୦୭ତମ ସ୍ଥାନକୁ ଖସିଛି। ଏପରିକି ଏହା ପାକିସ୍ତାନ, ବାଂଲାଦେଶ ଏବଂ ନେପାଳଠାରୁ ମଧ୍ୟ ପଛରେ ରହିଛି। ୨୦୨୧ରେ ଭାରତ ୧୦୧ତମ ସ୍ଥାନରେ ରହିଥିଲା। ଚାଇନା, ତୁର୍କୀ,…
Archives


