ଇତିହାସ ରଚିଲେ ଡୋନାରୁମା ଗୁକେଶ
ନୂଆଦିଲ୍ଲୀ,୧୭।୧୦: ଏମଚେସ୍ ରାପିଡ୍ ଅନଲାଇନ୍ ଚେସ୍ ଟୁର୍ନାମେଣ୍ଟରେ ଭାରତର ୧୬ ବର୍ଷୀୟ ଡୋନାରୁମା ଗୁକେଶ ଇତିହାସ ସୃଷ୍ଟି କରିଛନ୍ତି। ସେ ବିଶ୍ୱ ଚାମ୍ପିୟନ ମାଗ୍ନେସ କାର୍ଲସେନଙ୍କୁ ପରାସ୍ତ କରି ରେକର୍ଡ ସ୍ଥାପନ କରିଛନ୍ତି। ବିଶ୍ୱ ଚାମ୍ପିଅନ ଭାବରେ କାର୍ଲସେନ୍ଙ୍କୁ ପରାସ୍ତ କରିବାରେ…
ଜ୍ୟୋତି ଜଗତାପଙ୍କ ଜାମିନ ନାମଞ୍ଜୁର…
ମୁମ୍ବାଇ,୧୭।୧୦ : ବମ୍ବେ ହାଇକୋର୍ଟ ସୋମବାର ସାମାଜିକ କାର୍ଯ୍ୟକର୍ତ୍ତା ଜ୍ୟୋତି ଜଗତାପଙ୍କ ଜାମିନ ନାମଞ୍ଜୁର କରିଛନ୍ତି। ହାଇକୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଏଲଗାର ପରିଷଦର ମାଓବାଦୀ ଲିଙ୍କ ମାମଲାରେ ଏନଆଇଏ ପକ୍ଷରୁ ତାଙ୍କ ବିରୋଧରେ ଦାଖଲ କରାଯାଇଥିବା ମାମଲା ଠିକ…
ସ୍ବର୍ଣ୍ଣ ପଦକ ଜିତିଲେ ଶାହାରୁଖଙ୍କ ପୁଅ
ବଲିଉଡ୍ର ବାଦ୍ଶାହା ଶାହାରୁଖ ଖାଁଙ୍କ ସାନପୁଅ ଅବରାମ ସ୍କୁଲରେ ଟାଏକୋଣ୍ଡୋ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ ଜିତିଛନ୍ତି। ପୁଅର ଏହି ବିଜୟରେ ଶାହାରୁଖ ମଧ୍ୟ ବହୁ ଖୁସି ଥିଲେ ଏବଂ ସେ ନିଜେ ମଞ୍ଚରେ ଅବରାମଙ୍କୁ ଚୁମ୍ବନ ଦେଇଥିଲେ। ଏହି ପ୍ରତିଯୋଗିତାର ଫଟୋଗୁଡ଼ିକ ଭାଇରାଲ…
ପାହାଡ଼ ଚଢ଼ିଲେ ପହଞ୍ଚ
ବଇଣ୍ଡା, ୧୭ା୧୦: ହାତରେ ଅଛି ମୋବାଇଲ। ହେଲେ ଜରୁରୀ ବେଳେ କରିହେଉନି କଲ୍। ବିପର୍ଯ୍ୟୟ ପୂର୍ବରୁ ସରକାର ପଠାଉଥିବା ସତର୍କ ସୂଚନା ବି ପହଞ୍ଚୁନି ଲୋକଙ୍କ ନିକଟରେ। ସୋସିଆଲ ମିଡିଆ ତ ଦୂରର କଥା, ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ରାଶନ…
ରୋହିତଙ୍କୁ ପ୍ରଭାବିତ କଲେ ୧୧ ବର୍ଷର ବୋଲର
ସିଡ୍ନୀ,୧୭।୧୦: ଭାରତ ଟି-୨୦ ବିଶ୍ୱକପ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ନେଟ୍ ଅଭ୍ୟାସରେ ଟିମ ଇଣ୍ଡିଆର ଖେଳାଳିମାନେ ଝାଳ ବୁହାଉଛନ୍ତି। ଏସବୁ ମଧ୍ୟରେ ବିସିସିଆଇ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛି। ପରେ ଭାଇରାଲ ହୋଇଛି। ଏହି ଭିଡିଓରେ ଜଣେ…
ମଧ୍ୟାହ୍ନଭୋଜନ: ଗ୍ୟାସ୍ ପରିବର୍ତ୍ତେ କାଠଚୁଲା ବ୍ୟବହାର
ନାଉଗାଁ ,୧୭ା୧୦(ସ୍ବ.ପ୍ର.): ପୁଷ୍ଟିକର ଖାଦ୍ୟ ସହ ପିଲାଙ୍କୁ ବିଦ୍ୟାଳୟାଭିମୁଖୀ କରିବା ପାଇଁ ସରକାରଙ୍କ ତରଫରୁ ପ୍ରତି ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ବ୍ୟବସ୍ଥା କରାଯାଇଛି। ଏହି ପରିପ୍ରେକ୍ଷୀରେ ନାଉଗଁା ବ୍ଲକର ୭୮ ବିଦ୍ୟାଳୟରେ ହାରାହାରି ୭ ହଜାରରୁ ଊର୍ଦ୍ଧ୍ୱ ପିଲାଙ୍କ ପାଇଁ ପ୍ରତ୍ୟହ ମଧ୍ୟାହ୍ନ…
ଡାକ୍ତରଖାନାରେ କମ୍, ବାହାରେ ଅଧିକ ରୋଗୀ ଦେଖୁଛନ୍ତି ଡାକ୍ତର
ପଟ୍ଟାମୁଣ୍ଡାଇ,୧୭ା୧୦(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଡାକ୍ତରଖାନାରେ ଭିତ୍ତିଭୂମି ସହ କୋଠା ଅଛି। ହେଲେ ଆବଶ୍ୟକ ଅନୁଯାୟୀ ଡାକ୍ତର ନାହାନ୍ତି। ଫଳରେ ଯେଉଁ ଡାକ୍ତର ଅଛନ୍ତି ତାଙ୍କ ପାଖରେ ଦୀର୍ଘସମୟ ଧରି ରୋଗୀଙ୍କ ଭିଡ଼ ଲାଗୁଛି। ଆଉ କେଉଁଠାରେ ଆୟୁଷ ଡାକ୍ତର…
ଭ୍ରଷ୍ଟାଚାରର ଉତ୍ସବ-ଦୁର୍ନୀତିର ବିଶ୍ୱ କପ: ଏଏପି ରୋଡ ଶୋ ନେଇ ଭାଜପାର କଟାକ୍ଷ…
ନୂଆଦିଲ୍ଲୀ,୧୭।୧୦ : ଦିଲ୍ଲୀର ମଦ ଦୁର୍ନୀତି ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ସିବିଆଇ ପ୍ରଶ୍ନ କରିବା ପୂର୍ବରୁ ଭାରତୀୟ ଜନତା ପାର୍ଟି ମନୀଷ ସିସୋଡିଆଙ୍କ ’ରୋଡ ଶୋ’କୁ ନେଇ କଟାକ୍ଷ କରିଛି। ଭାଜପା ଏହାକୁ ଭ୍ରଷ୍ଟାଚାରର ଉତ୍ସବ-ଦୁର୍ନୀତିର ବିଶ୍ୱ କପ ବୋଲି…
ଏସ୍ଏଚ୍ଜି ମହିଳାଙ୍କ ତାଲିମ ଅର୍ଥ ଆତ୍ମସାତ୍
ରସୁଲପୁର,୧୭ା୧୦(ଡି.ଏନ.ଏ.): ମହିଳାଙ୍କୁ ବିଭିନ୍ନ କ୍ଷେତ୍ରରେ ସଶକ୍ତ ଓ ସ୍ବାବଲମ୍ବୀ କରିବା ପାଇଁ ରାଜ୍ୟ ସରକାରଙ୍କ ମିଶନଶକ୍ତି ବିଭାଗ ଉଦ୍ଦିଷ୍ଟ। ଏହି ବିଭାଗ ଜରିଆରେ ଗ୍ରାମାଞ୍ଚଳ ମହିଳାଙ୍କୁ ବିଭିନ୍ନ ସରକାରୀ ସୁବିଧା କାର୍ଯ୍ୟକାରୀ କରିବା ପାଇଁ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ତାଲିମ ପ୍ରଦାନ…
ଧର୍ମ-ଜାତୀୟତାବାଦ ନେଇ ବିଭାଜିତ ହେବାରେ ଲାଗିଛନ୍ତି ପ୍ରବାସୀ ଭାରତୀୟ…
ନୂଆଦିଲ୍ଲୀ,୧୭।୧୦ : ହିନ୍ଦୁ ଜାତୀୟତାବାଦ କାରଣରୁ ଭାରତରେ ଚାଲିଥିବା ଉତ୍ତେଜନା ଧୀରେଧୀରେ ବ୍ରିଟେନ, ଆମେରିକା, କାନାଡା, ଅଷ୍ଟ୍ରେଲିଆର ଆଦି ସ୍ଥାନରେ ପହଞ୍ଚିଛି। ଧର୍ମ-ଜାତୀୟତାବାଦ ନେଇ ପ୍ରବାସୀ ଭାରତୀୟ ବିଭାଜିତ ହେବାରେ ଲାଗିଛନ୍ତି। ୟୁରୋପରୁ ଆମେରିକା ପର୍ଯ୍ୟନ୍ତ ଭାରତୀୟଙ୍କ ମଧ୍ୟରେ ମତଭେଦ ସ୍ପଷ୍ଟ…
ଗୁଜରାଟ ନିର୍ବାଚନରୁ ମତେ ଦୂରେଇ ରଖିବାକୁ ଚାହୁଁଛି ଭାଜପା, କହିଲେ ସିସୋଡିଆ…
ନୂଆଦିଲ୍ଲୀ,୧୭।୧୦ : ସିବିଆଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଏକ୍ସାଇଜ ପଲିସି ମାମଲାରେ ପଚରାଉଚରା କରିବାକୁ ଯାଉଛି। ଘରୁ ବାହାରିବା ପୂର୍ବରୁ ମନୀଷ ସିସୋଡିଆ ତାଙ୍କ ମା’ଙ୍କଠାରୁ ଆଶୀର୍ବାଦ ନେଉଥିବାର ନଜର ଆସିଥିଲେ। ଏହା ସହିତ ସିସୋଡିଆ ଟୁଇଟ କରି କହିଛନ୍ତି…
ବିବାହିତ ଅଭିନେତାଙ୍କ ପ୍ରେମରେ ପଡ଼ିଥିଲେ ସ୍ମିତା
ବଲିଉଡ୍ ଅଭିନେତ୍ରୀ ସ୍ମିତା ପାଟିଲ ତାଙ୍କର ଦମ୍ଦାର ଅଭିନୟ ପାଇଁ ଜଣାଶୁଣା। ସେ ୧୭ ଅକ୍ଟୋବର ୧୯୫୫ରେ ଏକ ରାଜନୈତିକ ପ୍ରଭାବଶାଳୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ହିନ୍ଦୀ ସିନେମାରେ ୭୦ ଦଶକର ସବୁଠାରୁ ଜଣାଶୁଣା ଅଭିନେତ୍ରୀମାନଙ୍କ ମଧ୍ୟରୁ ସ୍ମିତା ଅନ୍ୟତମ। ସେ…
Archives


