Home

ମୁଖ୍ୟମନ୍ତ୍ରୀଙ୍କ ସହ ଚୌବେ, ପ୍ରଭାକରନଙ୍କ ଆଲୋଚନା

ଭୁବନେଶ୍ୱର, ୨୨।୯ (କ୍ରୀଡ଼ା ପ୍ରତିନିଧି): ସମ୍ପ୍ରତି ଓଡ଼ିଶା ଗସ୍ତରେ ଥିବା ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ସଭାପତି କଲ୍ୟାଣ ଚୌବେ ଓ ମହାସଚିବ ଶାଜି ପ୍ରଭାକରନ ବୁଧବାର ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ଓଡ଼ିଶାରେ…

ହାରିବାନି ହରାଇବା

କର୍କଟ ପରି ସ୍ବାସ୍ଥ୍ୟ ସମସ୍ୟାକୁ ଭୟ ନ କରି ଏହା ବିରୋଧରେ ଲଢ଼େଇ ଜାରି ରଖିବା ପାଇଁ ବିଶ୍ୱସ୍ତରରେ ସଚେତନତା ସୃଷ୍ଟି କରାଯାଇଥାଏ। ଏହାକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ୨୨ ସେପ୍ଟେମ୍ବରରେ ପାଳନ କରାଯାଉଥିବା ବିଶ୍ୱ ରୋଜ ଦିବସ ସମସ୍ତ…

ଗୋଦ୍‌ରେଜ୍‌ ଆପ୍ଲାଏନ୍‌ସେସ୍‌ ପକ୍ଷରୁ ପ୍ରିମିୟମ ଉତ୍ପାଦ ଉନ୍ମୋଚିତ

ଭୁବନେଶ୍ୱର,୨୨।୯: ଦେଶର ପ୍ରମୁଖ ଗୃହୋପକରଣ ନିର୍ମାତା ଏବଂ ବିକ୍ରେତା କମ୍ପାନୀ ଗୋଦ୍‌ରେଜ୍‌ ଆପ୍ଲାଏନ୍‌ସେସ୍‌ ପକ୍ଷରୁ ନିକଟରେ ନୂତନ ପ୍ରିମିୟମ ଉତ୍ପାଦ ର ଉନ୍ମୋଚନ କରାଯାଇଛି। ଏପରିକି ଚଳିତ ଉତ୍ସବ ଋତୁରେ ଗ୍ରାହକମାନଙ୍କୁ ଖୁସି କରିବା ପାଇଁ କମ୍ପାନୀ ପକ୍ଷରୁ ‘ଦିଲ୍‌ ବୋଲେ…

ଭାରତରେ ଇଭି ଚାର୍ଜିଂ ଇନ୍‌ଫ୍ରାଷ୍ଟ୍ରକଚର ବିକାଶକୁ ଗୁରୁତ୍ୱ

ଭୁବନେଶ୍ୱର,୨୨।୯: ଦେଶର ପ୍ରମୁଖ ୨ଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପ ଏବଂ ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍‌ (ଏଚ୍‌ପିସିଏଲ୍‌) ମଧ୍ୟରେ ଏକ ବ୍ୟବସାୟିକ ସହଭାଗିତା ନିକଟରେ ବିଧିବଦ୍ଧ ଭାବେ ଆରମ୍ଭ ହୋଇଯାଇଛି। ବିଶେଷକରି ଭାରତ ବଜାରରେ ଇଲେକ୍ଟ୍ରିକ ଯାନ(ଇଭି) ପାଇଁ ଚାର୍ଜିଂ…

ମ୍ୟାନ୍‌କାଇଣ୍ଡ ଫାର୍ମା ପକ୍ଷରୁ ଡିଆର୍‌ଏଚ୍‌ପି ଦାଖଲ

ନୂଆଦିଲ୍ଲୀ,୨୨।୯: ଦେଶର ପ୍ରମୁଖ ଔଷଧ କମ୍ପାନୀ ମ୍ୟାନ୍‌କାଇଣ୍ଡ ଫାର୍ମା ଲିମିଟେଡ୍‌ ପକ୍ଷରୁ ବୁଧବାର ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍‌ଟ ରେଡ୍‌ ହେରିଂ ପ୍ରସ୍‌ପେକ୍ଟସ୍‌ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି। ଏପରିକି କମ୍ପାନୀ ତା’ର ଇନିସିଆଲ୍‌ ପବ୍ଲିକ୍‌ ଅଫର…

ଗୌତମଙ୍କ ଦୈନିକ ଆୟ ୧୬୧୨ କୋଟି

ନୂଆଦିଲ୍ଲୀ,୨୨।୯: ଆଦାନୀ ଗ୍ରୁପ୍‌ର ଅଧ୍ୟକ୍ଷ ଗୌତମ ଆଦାନୀ ୨୦୨୧-୨୨ ମଧ୍ୟରେ ତାଙ୍କ ସମ୍ପତ୍ତି ପରିମାଣରେ ପ୍ରାୟ ୧୦.୯୪ ଟ୍ରିଲିୟନ ଡଲାର ବା ୧୫ ପ୍ରତିଶତରୁ ଅଧିକ ଯୋଗଦାନ କରିଛନ୍ତି। ଏପରିକି ବୁଧବାର ଆଇଆଇଏଫ୍‌ଏଲ୍‌ ଓ୍ବେଲ୍‌ଥ ହୁରୁନ୍‌ ଇଣ୍ଡିଆ ଧନୀ ତାଲିକା-୨୨ ଅନୁସାରେ…

କଟକରେ ଜାଓ୍ବା-ୟେଜ୍‌ଦିର ନୂତନ ଶୋ’ରୁମ୍‌

କଟକ,୨୨।୯: ଦେଶର ପ୍ରମୁଖ ପ୍ରିମିୟମ ବାଇକ ନିର୍ମାତା ‘କ୍ଲାସିକ୍‌ ଲିଜେଣ୍ଡ ପ୍ରା.ଲି’ର ପ୍ରମୁଖ ବ୍ରାଣ୍ଡ୍‌ ଜାଓ୍ବା ଏବଂ ୟେଜ୍‌ଦିର ସ୍ବୀକୃତିପ୍ରାପ୍ତ ଡିଲର ‘ପିଏମ୍‌ଜି ଅଟୋମୋଟିଭ’ ଆନୁକୂଲ୍ୟରେ ଏହି ନୂତନ ଶୋ’ରୁମ୍‌ର ଶୁଭାରମ୍ଭ କରାଯାଇଛି। ବୁଧବାର ସ୍ଥାନୀୟ ସତୀଚଉରାଠାରେ ‘ପିଏମ୍‌ଜି ଅଟୋମୋଟିଭ’ ଉଦ୍‌ଘାଟିତ…

୨୩ରୁ ଜିଓ ମାର୍ଟରେ ପାର୍ବଣ ସେଲ୍‌

ନୂଆଦିଲ୍ଲୀ,୨୨।୯: ରିଲାଏନ୍ସ ଗ୍ରୁପ୍‌ର ରିଟେଲ ଚେନ୍‌ ଜିଓ ମାର୍ଟ ଏବଂ ସ୍ମାର୍ଟ ବଜାରରେ ପାର୍ବଣ ସେଲ୍‌ ‘ତ୍ୟୋହାର ରେଡି ସେଲ୍‌’ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଚଳିତ ବର୍ଷର ପାର୍ବଣ (ନବରାତ୍ରି, ଦଶହରା, ଦୀପାବଳି) ଅବସରରେ ଉଭୟ ଜିଓ ମାର୍ଟ…

ଫ୍ରିଡମ୍‌ ହେଲ୍‌ଦି କୁକିଂ ଅଏଲକୁ ବ୍ରାଣ୍ଡ୍‌ ଆଓ୍ବାର୍ଡ

ନୂଆଦିଲ୍ଲୀ,୨୨।୯: ଦେଶର ପ୍ରମୁଖ ଖାଇବାତେଲ କମ୍ପାନୀ ତଥା ଜେମିନି ଏଡିବଲସ ଆଣ୍ଡ ଫ୍ୟାଟ୍‌ ଇଣ୍ଡିଆ ଲିମିଟେଡ୍‌ (ଜିଏଫ୍‌ ଇଣ୍ଡିଆ) ର ଫ୍ଲାଗଶିପ୍‌ ବ୍ରାଣ୍ଡ ଫ୍ରିଡମ୍‌ ହେଲ୍‌ଦି କୁକିଂ ଅଏଲକୁ ସମ୍ମାନଜନକ ‘ଏଆଇଏମ୍‌ଏ-ଆର୍‌କେ ସ୍ବାମୀ ଉଚ୍ଚ ପ୍ରଦର୍ଶନକାରୀ ବ୍ରାଣ୍ଡ୍‌ ଆୱାର୍ଡ-୨୦୨୨ ସମ୍ମାନରେ ସମ୍ମାନିତ…

ଭାରତ ଯୋଡ଼ୋ ଯାତ୍ରା ପୋଷ୍ଟରରେ ସଭରକର

ନୂଆଦିଲ୍ଲୀ,୨୨।୯: କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା କ୍ରମାଗତ ଭାବରେ ଚର୍ଚ୍ଚାରେ ଅଛି। ଏହି ଯାତ୍ରାର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି। ଭାରତ ଯୋଡ଼ୋ ଯାତ୍ରାର ୧୪ତମ ଦିନରେ ଗୋଟିଏ ପୋଷ୍ଟରରେ ସ୍ବାଧୀନତା ସଂଗ୍ରାମୀ ବିନାୟକ ଦାମୋଦର…

କେଁ ପୂରାଇଲେ ଦିଗ୍‌ବିଜୟ

ନୂଆଦିଲ୍ଲୀ, ୨୨ା୯: କଂଗ୍ରେସର ପୁରୁଖା ନେତାମାନେ ଗାନ୍ଧୀ ପରିବାର ପ୍ରେମରେ ଅନ୍ଧ ନ ହେଲେ ଦୀପାବଳି ସୁଦ୍ଧା ଦଳକୁ ନୂଆ ଅଧ୍ୟକ୍ଷ ମିଳିବେ। କଂଗ୍ରେସର ଆଭ୍ୟନ୍ତରୀଣ ଗଣତନ୍ତ୍ରକୁ ନେଇ ଭାଜପା ଅନେକ ସମୟରେ ଟାର୍ଗେଟ କରୁଥିବାବେଳେ ଦୀର୍ଘ ୨ ଦଶନ୍ଧି ପରେ…

କର୍ତ୍ତବ୍ୟନିଷ୍ଠ ସାମ୍ବାଦିକ ଖବରକୁ ଅତିରଞ୍ଜିତ କରନ୍ତି ନାହିଁ: ଅନୁରାଗ ଠାକୁର

ନୂଆଦିଲ୍ଲୀ,୨୨।୯: ଏସିଆ – ପ୍ରଶାନ୍ତ ମହାସାଗରୀୟ ପ୍ରସାରଣ ଉନ୍ନୟନ ପ୍ରତିଷ୍ଠାନ (ଏଆଇବିଡି)ର ୪୭ତମ ବାର୍ଷିକ ସମ୍ମିଳନୀ ଏବଂ ୨ଠତମ ସାଧାରଣ ସମ୍ମିଳନୀକୁ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ମଙ୍ଗଳବାର ନୂଆଦିଲ୍ଲୀଠାରେ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଠାକୁର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri