ଇଟାଭାଟି ମାଲିକଙ୍କୁ ନିର୍ମମ ହତ୍ୟା
ମହାକାଳପଡ଼ା,୨୮ା୧୧(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅନ୍ତର୍ଗତ ଖରିନାସୀ ମୁଖ୍ୟ ରାସ୍ତା ପାର୍ଶ୍ୱରେ ଜଣେ ଯୁବକଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ଜଣାପଡ଼ିଛି। ମୃତ ଯୁବକଙ୍କ ନାମ ଦିନେଶ ବୈଦ(୩୫)। ତାଙ୍କ ଘର ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ରାମନଗର ପଞ୍ଚାୟତର ପିତାପାଟ…
ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚାଇନାର ପ୍ରତିରୋଧ ପାଇଁ କାନାଡାର ଯୋଜନା…
ଅଟଓ୍ବା,୨୮।୧୧ : ଭାରତ-ପ୍ରଶାନ୍ତ ମହାସାଗରରେ ଚାଇନାର ଆକ୍ରମଣାତ୍ମକ ତଥା ବ୍ୟାଘାତକାରୀ ନୀତିର ମୁକାବିଲା ପାଇଁ କାନାଡା ଏକ ନୂତନ ରଣନୀତି ପ୍ରସ୍ତୁତ କରିଛି। ଜଳବାୟୁ ପରିବର୍ତ୍ତନ ଏବଂ ବାଣିଜ୍ୟ ପ୍ରସଙ୍ଗରେ ଚାଇନା ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଏହା ଯୋଜନା କରିଛି। କାନାଡା…
ବୃଦ୍ଧି ହେବ ରୋଗ ପ୍ରତିରୋଧକ ଶକ୍ତି
ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସବୁବେଳେ ଦୃଢ଼ ରହିବା ଦରକାର। ନ ହେଲେ ଆମେ ବିଭିନ୍ନ ପ୍ରକାର ରୋଗର ସମ୍ମୁଖୀନ ହେବାର ଆଶଙ୍କା ରହିଛି। ହେଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାର ଏକ ସରଳ ତଥା ସହଜ ଉପାୟ…
ଭୋପାଳ ଗ୍ୟାସ୍ ଦୁର୍ଘଟଣା
୧୯୮୪ ମସିହା ଡିସେମ୍ବର ୨ ତାରିଖ, ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ସହରର ଏକ ଶୀତୁଆ ବିଲମ୍ବିତ ରାତ୍ରି। ଲୋକମାନେ ରେଜେଇ ଘୋଡ଼େଇ ଶୋଇ ପଡ଼ିଛନ୍ତି ନିଘୋଡ଼ ନିଦରେ। କିଏ ଜାଣିଥିଲା ଏହା ଭୋପାଳବାସୀଙ୍କ ପାଇଁ ଏକ କାଳରାତ୍ରି ହେବ ବୋଲି! ଏହିଦିନ…
ଅବସର ନେବେ ନାଲ୍କୋ ଇଡି, ଜିଜିଏମ୍
ବଅଁରପାଳ,୨୮।୧୧(ଡି.ଏନ୍.ଏ.): ନାଲ୍କୋ ନିର୍ବାହୀ ନିର୍ଦ୍ଦେଶକ (ଇଡି) ଅମ୍ବିକା ପ୍ରସାଦ ପଣ୍ଡା ଏବଂ ଜିଜିଏମ୍ (ମାନବ ସମ୍ବଳ) ସତ୍ୟାନନ୍ଦ ସାହୁଙ୍କ କାର୍ଯ୍ୟକାଳ ୪ ଦିନ ପରେ ଶେଷ ହେବ। ଖାଲି ପଡୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ କମ୍ପାନୀ ପକ୍ଷରୁ କାହାକୁ ନିଯୁକ୍ତି ଦିଆଯିବ,…
ଅସହ୍ୟ ଶୀତ, ଘନ କୁହୁଡ଼ି, ଗାଡ଼ି ଚଳାଚଳ ବାଧାପ୍ରାପ୍ତ
ଦାରିଙ୍ଗବାଡ଼ି,୨୮ା୧୧(ଡି.ଏନ୍.ଏ.): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଗତ କିଛିଦିନର ବ୍ୟବଧାନ ପରେ ପୁଣି ଶୀତ ଫେରିଛି। ପାରଦ ତଳମୁହାଁ ହେବା ସହ କାକର ପଡ଼ିଛି। ଗଛ ଲତା, ରାତି ବାହାରେ ରଖାଯାଇଥିବା ଗାଡ଼ିମୋଟର ଉପରେ ପତଳା ତୁଷାର ଭଳି କାକର ପଡ଼ିଛି।…
ଆଉ ୨୪ ଗ୍ରହରେ ପୃଥିବୀ ଭଳି ଜୀବନ ଥିବା ନେଇ ସନ୍ଧାନ ହେବ ଆରମ୍ଭ…
ଓ୍ବାଶିଂଟନ,୨୮।୧୧ : ପୃଥିବୀ ବ୍ୟତୀତ, ଆମ ବ୍ରହ୍ମାଣ୍ଡରେ ଅନ୍ୟ ୨୪ ଟି ଗ୍ରହ ଅଛି ଯେଉଁଠାରେ ଜୀବନ ବିଦ୍ୟମାନ ହୋଇପାରେ ବୋଲି ଆଶା କରାଯାଉଛି। ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି ଯେ ଏହି ଗ୍ରହମାନଙ୍କ ମଧ୍ୟରୁ ଗୋଟିଏ ଏପରି ଗ୍ରହ ରହିଛି, ଯେଉଁଠି…
ଓଏଲ୍ଏକ୍ସରେ ବିଜ୍ଞାପନ ଦେବା ପଡ଼ିଲା ମହଙ୍ଗା: ସେନା କର୍ମଚାରୀ କହି ଠକିନେଲେ ୩.୪୪ ଲକ୍ଷ
ବ୍ରହ୍ମପୁର ଅଫିସ,୨୮ା୧୧: ଘରଭଡ଼ା ପାଇଁ ଅନ୍ଲାଇନ ଆପ୍ ଓଏଲ୍ଏକ୍ସରେ ବିଜ୍ଞାପନ ଦେବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡ଼ିଛି। ବିଜ୍ଞାପନରେ ଥିବା ମୋବାଇଲ୍ ନମ୍ବରକୁ କେହି ଜଣେ ଠକ ଫୋନ୍ କରି ନିଜକୁ ସେନା କର୍ମଚାରୀର ପରିଚୟ ଦେଇ ବିଶ୍ୱାସଭାଜନ ହେବାସହ ଘର…
କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟ ସଂଘୀୟ ବ୍ୟବସ୍ଥା ପ୍ରତି କୁଠାରାଘାତ: ପ୍ରସନ୍ନ
ବରଗଡ଼ ଅଫିସ୍/ପଦ୍ମପୁର, ୨୮।୧୧(ଡି.ଏନ.ଏ): ଚାଷୀଙ୍କୁ ବୀମା କ୍ଷତିପୂରଣ ଏବଂ ବରଗଡ଼ରୁ ଭାୟା ପଦ୍ମପୁର ଦେଇ ନୂଆପଡ଼ାକୁ ରେଳପଥ ନିର୍ମାଣ ଏବେ ପଦ୍ମପୁର ଉପନିର୍ବାଚନରେ ପ୍ରମୁଖ ପ୍ରସଙ୍ଗ ପାଲଟିଛି। ରବିବାର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ…
ଚାଇନାରେ ଖବରଦାତାଙ୍କୁ ମାଡ, ବେଜିଂ-ସାଂଘାଇ ପରେ ଉହାନରେ ରାଜରାସ୍ତାକୁ ଆସିଲେ ପ୍ରଦର୍ଶନକାରୀ, କ୍ଷମା ମାଗୁ ନାହାନ୍ତି ସରକାର
ବେଜିଂ,୨୮ ।୧୧: ଚାଇନାରେ ଜିରୋ କୋଭିଡ ପଲିସି ଯୋଗୁ କଡା ଲକଡାଉନ ବିରୋଧରେ ଲଗାତାର ପ୍ରଦର୍ଶନ କରାଯାଉଛି । ଇତିମଧ୍ୟରେ ଖବର ଆସିଛି କି ସାଂଘାଇରେ ଏକ ବିରୋଧ ପ୍ରଦର୍ଶନକୁ କଭର କରୁଥିବା ଜଣେ ଖବରଦାତାଙ୍କୁ ମାଡ ହୋଇଛି । ମିଡିଆ…
ରୁଷିଆରେ ବିଦେଶୀଙ୍କୁ ସରୋଗେସି ମନା…
ମସ୍କୋ,୨୮।୧୧ : ରୁଷିଆରେ ସରୋଗେସି ଆଇନଗତ ହୋଇଛି। ତେବେ ଦୀର୍ଘ ଦିନ ଧରି ଅନେକ ଧାର୍ମିକ ଗୋଷ୍ଠୀ ଏହାକୁ ଅପମାନଜନକ ଏବଂ ଧର୍ମ ବିରୋଧୀ ବୋଲି କହିଆସୁଥିଲେ। ବିଶେଷକରି ବିଦେଶୀ ଲୋକମାନେ ରୁଷିଆର ମହିଳାମାନଙ୍କୁ ସରୋଗେଟ ମାତା କରିବାକୁ ଆପତ୍ତି କରୁଛନ୍ତି।…
ବାପାଙ୍କ ଦେହାନ୍ତ ଯୋଗୁ ଚାଷୀ ତାଙ୍କ ହକ୍ ପାଇଲେ: ବର୍ଷା
ଭୁବନେଶ୍ବର, ୨୮ା୧୧(ବ୍ୟୁରୋ): ଚାଷୀଙ୍କୁ ଫସଲବୀମା ଯୋଗାଇବା ପାଇଁ ଦୀର୍ଘ ୧୫ ମାସ ହେଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଚିଠି ଲେଖି ଆସୁଛନ୍ତି। ହେଲେ କେନ୍ଦ୍ର ଏ ଦିଗରେ ନ ଶୁଣିବାରୁ ପଦ୍ମପୁର ଅଞ୍ଚଳର ଚାଷୀ ଆନ୍ଦୋଳନରେ ବସିଥିଲେ। ଉପନିର୍ବାଚନ ଘୋଷଣା…

