ପଞ୍ଚାୟତ ବୈଠକରେ ଓ୍ବାର୍ଡ ସଭ୍ୟଙ୍କୁ ଆକ୍ରମଣ
ହିଞ୍ଜିଳିକାଟୁ,୨୯ା୧୦(ଡି.ଏନ୍.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ବୁରୁପୋଡ଼ା ପଞ୍ଚାୟତରେ ଶନିବାର ଅନୁଷ୍ଠିତ ପଞ୍ଚାୟତ ବୈଠକ ବେଳେ ଏକ ରାସ୍ତା କାମକୁ ନେଇ ଜଣେ ବ୍ୟକ୍ତି ଓ୍ବାର୍ଡ ସଭ୍ୟଙ୍କୁ ମୁଥ ମାରି ମୁହଁ ଫଟାଇ ରକ୍ତାକ୍ତ କରିଥିବା ଅଭିଯୋଗ ହୋଇଛି। ପ୍ରକାଶ ଯେ,…
ସୁଖ-ସମୃଦ୍ଧି ଆଣେ ଏସବୁ ଗଛ; ଘରେ ଲଗାଇବା ପରେ ଆପଣାଛାଏଁ ଦୂର ହୁଏ ସମସ୍ୟା
ସମସ୍ତେ ଚାହାନ୍ତି ଘରେ ସୁଖ ଏବଂ ସମୃଦ୍ଧି ଲାଗି ରହୁ। ଟଙ୍କା ପଇସାର ଅଭାବ କେବେ ନ ରହୁ । ଏଥିପାଇଁ ତ ଦିନରାତ୍ରୀ ପରିଶ୍ରମ କରିବାକୁ ମଧ୍ୟ ପଛାଇ ନ ଥାନ୍ତି। ହେଲେ ଯଦି ଜଣେ ସମସ୍ତ ପ୍ରଚେଷ୍ଠା ସତ୍ତ୍ୱେ…
ବ୍ରିଟିଶ୍ ଶାସନ ସମୟର ସମସ୍ତ ନାମ ହେବ ପରିବର୍ତ୍ତନ, ଧାମିଙ୍କ ଘୋଷଣା…
ଡେରାଡୁନ,୨୯।୧୦ : ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଶନିବାର ଘୋଷଣା କରିଛନ୍ତି ଯେ, ରାଜ୍ୟରେ ବ୍ରିଟିଶ୍ ଶାସନ ସମୟର ଥିବା ସମସ୍ତ ନାମର ପରିବର୍ତ୍ତନ ଖୁବ୍ ଶୀଘ୍ର କରାଯିବ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ରାଜ୍ୟର…
ସୋମାଲିଆରେ ୨ କାର ବୋମା ବିସ୍ଫୋରଣ, ବହୁ ଲୋକଙ୍କ ମୃତ୍ୟୁ ଆଶଙ୍କା…
ମୋଗାଡିଶୁ,୨୯।୧୦ : ସୋମାଲିଆ ରାଜଧାନୀ ମୋଗାଡିଶୁର ଏକ ସରକାରୀ କାର୍ଯ୍ୟାଳୟ ନିକଟରେ ଶନିବାର ୨ଟି ଶକ୍ତିଶାଳୀ ବୋମା ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଘଟିଥିବା ସ୍ଥାନରେ ବହୁ ଲୋକ ଜମା ହୋଇଥିଲେ। ତେଣୁ ମୃତାହତଙ୍କ ସଂଖ୍ୟା ଅଧିକ ହେବାର ଆଶଙ୍କା ରହିଥିବା ସ୍ଥାନୀୟ…
୧୩୩ ସରପଞ୍ଚ -୧୭,୩୪୭ ପଞ୍ଚ ସର୍ବସମ୍ମତି କ୍ରମେ ନିର୍ବାଚିତ, ୮୬.୭୯ କୋଟି ଟଙ୍କାର ପୁରସ୍କାର ଦେବେ ଖଟ୍ଟର ସରକାର…
ଚଣ୍ଡିଗଡ଼,୨୯।୧୦ : ହରିୟାଣା ପଞ୍ଚାୟତ ନିର୍ବାଚନ ୨୦୨୨ର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେବା ପୂର୍ବରୁ ୧୩୩ ସରପଞ୍ଚ ଏବଂ ୧୭,୩୪୭ ପଞ୍ଚ ଏବଂ ପଞ୍ଚାୟତ ସମିତି ସଦସ୍ୟ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି। ୫୬ ବ୍ଲକ୍ ସମିତି ସଭ୍ୟଙ୍କୁ ମଧ୍ୟ ସର୍ବସମ୍ମତି…
ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚା, ପୁଣି ଏକାଠି ହେବେ କି ଭାଜପା-ଶିବସେନା ! ଫଡନାଭୀସଙ୍କୁ ପ୍ରଶଂସା କଲେ ଉଦ୍ଧବ…
ମୁମ୍ବାଇ,୨୯।୧୦ : ମହାରାଷ୍ଟ୍ରରେ ଭାଜପା ଏବଂ ଶିବସେନା ପୁଣି ଏକାଠି ହେବେ! ଉଦ୍ଧବ ଠାକରେ ଦେବେନ୍ଦ୍ର ଫଡନାଭୀସଙ୍କୁ ନେଇ ଦେଇଥିବା ବଡ଼ ସଙ୍କେତରୁ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି। ଉଦ୍ଧବଙ୍କ ବିବୃତ୍ତି ଏବେ ଆଲୋଡ଼ନ ସୃଷ୍ଟି କରିଛି। ମହାରାଷ୍ଟ୍ର ରାଜନୀତିରେ…
ଭାଙ୍ଗି ପଡ଼ିଛନ୍ତି ପାକିସ୍ତାନୀ ଖେଳାଳି; ଉପଅଧିନାୟକ ଭୋ-ଭୋ ହୋଇ କାନ୍ଦିବା ଭିଡିଓ ଭାଇରାଲ
ପର୍ଥ,୨୯।୧୦: ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଟି୨୦ ବିଶ୍ୱକପ୍ ୨୦୨୨ରେ ଖରାପ ପ୍ରଦର୍ଶନକୁ ନେଇ ସମାଲୋଚିତ ହେଉଛି ପାକିସ୍ତାନ। ଭାରତ ପରେ ଜିମ୍ବାଓ୍ବେ ଭଳି ଦୁର୍ବଳ ଦଳ ବିପକ୍ଷରେ ମାତ୍ର ଗୋଟିଏ ରନ୍ରେ ପରାଜିତ ହେବାକୁ ପଡ଼ିଥିଲା। ଏହାକୁ ନେଇ ଦଳର ସମସ୍ତ ଖେଳାଳି…
ଦିଲ୍ଲୀରେ ବାୟୁ ପ୍ରଦୂଷଣ ଉତ୍କଟ, ଓ୍ବାର୍କ ଫ୍ରମ୍ ହୋମ୍ ପରାମର୍ଶ…
ନୂଆଦିଲ୍ଲୀ,୨୯।୧୦ : ଦିଲ୍ଲୀ-ଏନସିଆରରେ ବାୟୁ ଗୁଣବତ୍ତା ଗୁରୁତର ଶ୍ରେଣୀରେ ପହଞ୍ଚିବା ପରେ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ ଏନସିଆରରେ କାର୍ଯ୍ୟକାରୀ ହୋଇଥିବା ଗ୍ରେପ୍ର କଠୋରତାକୁ ଆହୁରି ବଢ଼ାଇ ଦେଇଛନ୍ତି। ଆୟୋଗ ଆବେଦନ କରିଛନ୍ତି ଯେ ଯଦି ସମ୍ଭବ ତେବେ ଘରୁ କାମ…
ଜାତୀୟ ଅନୁସୂଚିତ ଜାତି କମିଶନର ତଥ୍ୟ ସଂଗ୍ରହକାରୀ କମିଟିଙ୍କ କେନ୍ଦୁଝର ଗସ୍ତ
କେନ୍ଦୁଝର,୨୯ା୧୦(ସ୍ବ.ପ୍ର.): ଜାତୀୟ ଅନୁସୂଚିତ ଜାତି କମିଶନର ୪ ଜଣିଆ ଏକ ତଥ୍ୟ ସଂଗ୍ରହକାରୀ ଦଳ କେନ୍ଦୁଝର ଗସ୍ତରେ ଆସି ଶୁଆକାଟୀସ୍ଥିତ ଗନ୍ଧମାର୍ଦ୍ଦନ ଲୌହ ଖଣିର ପାରିପାର୍ଶ୍ୱିକ ଅଞ୍ଚଳ ଗସ୍ତ କରି ଶ୍ରମିକ ତଥା ଆଦିବାସୀଙ୍କ ବିଭିନ୍ନ ସମସ୍ୟା ଶୁଣିଛନ୍ତି। ଆଦିବାସୀ ଲୋକଙ୍କ…
ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ରୁ ବାଦ୍ ପଡ଼ିବେ କେଏଲ୍ ରାହୁଲ? ବ୍ୟାଟିଂ କୋଚ୍ କହିଲେ…
ନୂଆଦିଲ୍ଲୀ,୨୯।୧୦: ଟି୨୦ ବିଶ୍ୱକପ୍ ୨୦୨୨ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତୃତୀୟ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ। ପର୍ଥରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଅନେକ ଦୃଷ୍ଟିରୁ ଭାରତ ଲାଗି ଗୁରୁତ୍ୱପୂର୍ଣ୍ଣ। ହେଲେ ଦଳରେ କେ.ଏଲ୍. ରାହୁଲଙ୍କ ପ୍ରଦର୍ଶନକୁ ନେଇ ସେ ଏହି…
ସାଧାରଣ ଲୋକେ ବି ହେବେ ସରକାରଙ୍କ ବ୍ୟବସାୟିକ ଅଂଶୀଦାର…
ନୂଆଦିଲ୍ଲୀ,୨୯।୧୦ : ଭାଜପା ସଂସଦୀୟ ବୋର୍ଡରୁ ବାଦ ପଡ଼ିବା ପରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ତାଙ୍କ ବିବୃତ୍ତି ପାଇଁ ଗଣମାଧ୍ୟମର ଶୀର୍ଷରେ ରହିଛନ୍ତି। ଭାରତୀୟ ଜନତା ଦଳର ବରିଷ୍ଠ ନେତାମାନେ ସର୍ବଦା ସେମାନଙ୍କ ବକ୍ତବ୍ୟ ବିଷୟରେ ଆଲୋଚନାରେ ରହିଥାନ୍ତି। ଇତିମଧ୍ୟରେ,…
ବାର୍ହା ଉପଦ୍ରବ: ଫସଲ ନଷ୍ଟ
ହିଞ୍ଜିଳିକାଟୁ,୨୯ା୧୦(ଡି.ଏନ୍.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌରାଞ୍ଚଳ ଆଙ୍କୋରଡ଼ା ଓ ହିଞ୍ଜିଳି ରାଜସ୍ବ ଗ୍ରାମରେ ଗତ କିଛି ଦିନ ଧରି ବାର୍ହା ଉପଦ୍ରବ ଯୋଗୁଁ ବହୁ ଚାଷୀ ଙ୍କ ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ବାର୍ହା ପଲ ଧାନ ଫସଲ ସହ…
Archives


