ଜ୍ୟୋତିର୍ବିଜ୍ଞାନର ଆଦିପର୍ବ
(ଶେଷ ଭାଗ) ଉଲ୍ଲେଖନୀୟ ଯେ, ଅଧିକାଂଶ ଜ୍ୟୋତିର୍ବିଦ କେପଲରଙ୍କ ସମୟରେ କପରନିକ୍ସଙ୍କ ଖଗୋଳୀୟ ତତ୍ତ୍ୱକୁ ଗ୍ରହଣ କରି ସାରିଥିଲେ। କିନ୍ତୁ ସେମାନଙ୍କର ବିଶ୍ୱାସ ଥିଲା ଯେ, ସୂର୍ଯ୍ୟ ଚତୁର୍ଦ୍ଦିଗରେ ଗ୍ରହମାନେ ବୃତ୍ତାକାର କକ୍ଷରେ ଭ୍ରମଣ କରନ୍ତି। ତେବେ କେପଲ୍ର ମଙ୍ଗଳ ଗ୍ରହର…
କଶ୍ମୀରର ବାସିନ୍ଦା ହେବାକୁ ଚେଷ୍ଟା କଲେ ହତ୍ୟା କରାଯିବ, ଆତଙ୍କବାଦୀ ସଂଗଠନର ଧମକ…
ଶ୍ରୀନଗର,୧୨।୧୨ : ଆଗକୁ ଜମ୍ମୁ-କଶ୍ମୀରରେ ଜିଲା ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି। କଶ୍ମୀରରେ ଶାନ୍ତି ପ୍ରତିଷ୍ଠା ତଥା ଆତଙ୍କବାଦୀ ଏବଂ ଆତଙ୍କବାଦୀଙ୍କ ସହ ମୁକାବିଲା କରିବାକୁ ସୁରକ୍ଷା ଏଜେନ୍ସିଗୁଡ଼ିକ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଅଧିକରୁ ଅଧିକ ଲୋକଙ୍କୁ କଶ୍ମୀରରେ ବସବାସ କରିବାକୁ ଉତ୍ସାହିତ…
ନିର୍ବାଚନ ଲଢ଼ିବା ବୟସ ୧୮ ବର୍ଷ ହେବା ନେଇ ଚର୍ଚ୍ଚା,ବିରୋଧୀଙ୍କର ସମର୍ଥନ…
ନୂଆଦିଲ୍ଲୀ,୧୨।୧୨ : ଲୋକସଭା ଓ ବିଧାନସଭା ନିର୍ବାଚନରେ ପ୍ରାର୍ଥୀଙ୍କ ବୟସ ସୀମା ହ୍ରାସ କରିବାକୁ କେନ୍ଦ୍ର ସରକାର ବିଚାର କରୁଛନ୍ତି। ବର୍ତ୍ତମାନ ଭାରତୀୟ ସମ୍ବିଧାନର ଧାରା ୮୪ (ଖ) ଅନୁଯାୟୀ ଏହା ଉଲ୍ଲେଖ କରାଯାଇଛି ଯେ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହେବା…
କ୍ୟାନ୍ସର ଆଶଙ୍କା କମାଏ ଅଙ୍ଗୁର
ଅଙ୍ଗୁରରେ ଭିଟାମିନ୍ ସି ଓ କେ, କପର, ପଟାସିୟମ୍, ମ୍ୟାଗ୍ନେସିୟମ୍ ପ୍ରଚୁର ପରିମାଣରେ ରହିଛି। ଏହା ଆମ ସ୍ବାସ୍ଥ୍ୟ ପାଇଁ ବେଶ୍ ଉପକାରୀ। ଅଙ୍ଗୁରରେ ଆଣ୍ଟି ଅକ୍ସିଡ଼ାଣ୍ଟର ମାତ୍ରା ଅଧିକ ରହିଛି। ଏହାର ମଞ୍ଜି ଓ ଚୋପାରେ ଅଧିକ ଭିଟାମିନ୍ସ ରହିଛି।…
ଶୀତଦିନିଆ ସ୍ବାସ୍ଥ୍ୟ ସମସ୍ୟା
ସମଗ୍ର ବିଶ୍ୱରେ ରହିଥିବା ଦେଶଗୁଡ଼ିକରେ ବିଭିନ୍ନ ଋତୁରେ ଭିନ୍ନ ଭିନ୍ନ ରୋଗର ପ୍ରାଦୁର୍ଭାବ ପ୍ରତୀୟମାନ ହୋଇଥାଏ। ଆମ ଭାରତରେ ମଧ୍ୟ ଏଭଳି ସ୍ବାସ୍ଥ୍ୟ ସମସ୍ୟା ଦେଖିବାକୁ ମିଳିଥାଏ। ଶୀତଦିନେ ସାଧାରଣତଃ, ଛୋଟ ପିଲା, ବୃଦ୍ଧବୃଦ୍ଧାମାନଙ୍କୁ ଥଣ୍ଡାଜନିତ ରୋଗର ପ୍ରକୋପ ଅଧିକ ଥାଏ।…
ରୋନାଲ୍ଡୋଙ୍କୁ ଆଶ୍ୱାସନା ଦେଲେ କୋହଲି
ନୂଆଦିଲ୍ଲୀ,୧୨।୧୨: ରୋନାଲ୍ଡୋଙ୍କ ଦଳ ପର୍ତ୍ତୁଗାଲ ଫିଫା ବିଶ୍ୱକପ ୨୦୨୨ ବାଦ୍ ପଡିଛି। ଏହା ସହିତ ରୋନାଲ୍ଡୋଙ୍କର ବିଶ୍ୱ ଚାମ୍ପିୟନ ହେବାର ସ୍ବପ୍ନ ପୁଣି ଥରେ ଭାଙ୍ଗି ଯାଇଛି। ପର୍ତ୍ତୁଗାଲ ପାଇଁ ପାଞ୍ଚଟି ବିଶ୍ୱକପ ଜିତିଥିବା ରୋନାଲ୍ଡୋ ଏପର୍ଯ୍ୟନ୍ତ ଦେଶ ପାଇଁ ଫିଫା…
ମଣ୍ଡିରୁ ଉଠୁନି ଧାନ
ସୋନପୁର,୧୨ା୧୨(ନି.ପ୍ର.): ସୁବର୍ଣ୍ଣପୁର ଜିଲାରେ ଧାନକିଣା ଆରମ୍ଭ ହେବାର ୬ ଦିନ ବିତିଲାଣି। ପ୍ରଥମ ପର୍ଯ୍ୟାୟରେ ଜିଲାର ଚାଷୀଙ୍କଠାରୁ ୩୦ଲକ୍ଷ ୪୭ ହଜାର କୁଇଣ୍ଟାଲ ଧାନ ସଂଗ୍ରହ କରିବାକୁ ଏ ପର୍ଯ୍ୟନ୍ତ ଟାର୍ଗେଟ୍ ମିଳିଛି। ମାତ୍ର ଶନିବାର ସନ୍ଧ୍ୟା ସୁଦ୍ଧା କେବଳ ୧୮୦୧…
କାମରେ ଲାଗୁନି ଶୌଚାଳୟ
ଦେଓଗାଁ,୧୨ା୧୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ସିଙ୍ଗାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ସିଙ୍ଗାମୁଣ୍ଡା ହୋଇସ୍କୁଲ ପରିସରରେ ତିଆରି ହୋଇଥିବା ଶୌଚାଳୟ କାମରେ ଲାଗୁନି। ୨ବର୍ଷ ତଳେ କୋଭିଡ ସମୟରେ ରାଜ୍ୟ ସରକାର ପ୍ରବାସୀଙ୍କୁ ରଖିବା ପାଇଁ ବିଦ୍ୟାଳୟ ପରିସରରେ ଆନୁସାଙ୍ଗିକ ବ୍ୟବସ୍ଥା ପାଇଁ…
୧୯ ରାଜ୍ୟରେ ୧୦ ପ୍ରତିଶତରୁ କମ ମହିଳା ବିଧାୟକ…
ନୂଆଦିଲ୍ଲୀ,୧୨।୧୨ : ରାଜନୀତିରେ ମହିଳାମାନଙ୍କର ଅଂଶଗ୍ରହଣ ବୃଦ୍ଧି ବିଷୟରେ ରାଜନୈତିକ ଦଳମାନେ ବହୁତ ଚର୍ଚ୍ଚା କରନ୍ତି, କିନ୍ତୁ ସଂସଦ ଏବଂ ରାଜ୍ୟ ବିଧାନସଭାରେ ସେମାନଙ୍କର ପ୍ରତିନିଧିତ୍ୱ ଏକ ନିରାଶଜନକ ଚିତ୍ର ଉପସ୍ଥାପନ କରିଥାଏ। ବାସ୍ତବତା ହେଉଛି ଦେଶର ୧୯ ଟି ରାଜ୍ୟର…
ଉଦ୍ଧାର ଶାଗୁଣାକୁ ନନ୍ଦନକାନନରେ ଛାଡ଼ିଲା ବନବିଭାଗ
ଝାରସୁଗୁଡା ଅଫିସ୍,୧୨।୧୨: ଝାରସୁଗୁଡା ଜିଲା ବେଲପାହାଡ ରେଞ୍ଜ ଅଧିନ ବାଘମୁଣ୍ଡା ବନ ବିଭାଗ ତରଫରୁ ଉଦ୍ଧାର କରାଯାଇଥିବା ହିମାଲୟନ ଗ୍ରୀଫୋନ ଭୁଲ୍ଟୁରେ ପକ୍ଷୀ (ବିରଳ ଶାଗୁଣା)କୁ ଶନିବାର ଭୁବନେଶ୍ୱରସ୍ଥିତ ନନ୍ଦନକାନନରେ ଛଡା ଯାଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ଗତ ୫ତାରିଖରେ ଝାରସୁଗୁଡା ଜିଲା…
ମଣ୍ଡିରେ ପଡ଼ିଛି ଧାନ, ବାଜିରେ ଚାଷୀଙ୍କ ଜୀବନ
ସମ୍ବଲପୁର,୧୨ା୧୨(ବ୍ୟୁରୋ): ସମ୍ବଲପୁର ଜିଲାରେ ଧାନ ସଂଗ୍ରହରେ ଆରମ୍ଭରୁ ଅବ୍ୟବସ୍ଥା ଦେଖାଦେଇଥିଲା। ହୀରାକୁଦ ସେଚାଞ୍ଚଳ ସଦର ଉପଖଣ୍ଡରେ ଟୋକନ, କଟନୀ ଛଟନୀ ଭଳି ସମସ୍ୟା ଲାଗି ରହିଥିବା ବେଳେ କୁଚିଣ୍ଡା ଉପଖଣ୍ଡରେ ମଣ୍ଡିରୁ ଧାନ ଉଠାଣକୁ ନେଇ ବଡ ସମସ୍ୟା ସୃଷ୍ଟି ହୋଇଛି।…
ମଣ୍ଡିରେ ପଡ଼ିଛି ଧାନ, ବର୍ଷା ଆଶଙ୍କାରେ ଚାଷୀ
ଲୋଇସିଂହା,୧୨।୧୨(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକରେ ଖରିଫ ଧାନକିଣା ଆରମ୍ଭ ହୋଇଛି। ଲୋଇସିଂହା ଓ ବୁର୍ଡାକୁ ବାଦ୍ ଦେଇ ବାକି ପାକ୍ସରେ ଧାନକିଣା ଚାଲିଛି। ବ୍ଲକର ୧୦ ପାକ୍ସରୁ ୮ ପାକ୍ସରୁ ଶନିବାର ସୁଦ୍ଧା ୫ ହଜାର ୪୪୧ କୁଇଣ୍ଟାଲ ୪୬…

