୨୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ: ୨ ଗିରଫ
ବାଲେଶ୍ୱର ଅଫିସ,୧୩ା୧୧: ବାଲେଶ୍ୱର ସହରସ୍ଥିତ ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଆରାଡବଜାର ଅଞ୍ଚଳରୁ ପୋଲିସ ଦୁଇ ଯୁବକଙ୍କଠାରୁ ୨୭ ଗ୍ରାମ ବାଉନସୁଗାର ଜବତ କରିଛି। ଏନେଇ ପୋଲିସ କେସ୍ ନଂ ୩୬୬/୨୨ରେ ମାମଲା ରୁଜୁ କରି ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।…
ସାବରିମାଳା ପ୍ରବନ୍ଧନଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୀର୍ଥଯାତ୍ରୀଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା ଆବଶ୍ୟକ…
ଥିରୁଭାନନ୍ତପୁରମ୍,୧୩।୧୧ : ଆସନ୍ତା ତୀର୍ଥଯାତ୍ରା ଋତୁରେ ଇଦଥାଭାଲମ ଅର୍ଥାତ୍ ଗମନାଗମନ ଶିବିର ଭାବରେ ନିର୍ଦ୍ଦିଷ୍ଟ ମନ୍ଦିରରେ ସାବରିମାଳା ତୀର୍ଥଯାତ୍ରୀଙ୍କୁ ଉପଯୁକ୍ତ ସୁବିଧା ସୁନିଶ୍ଚିତ କରିବା ପାଇଁ କେରଳ ହାଇକୋର୍ଟ ଟ୍ରାଭାନକୋର ଦେବାସ୍ବୋମ ବୋର୍ଡ ଏବଂ କୋଚିନ ଦେବାସ୍ବୋମ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି।…
ଟ୍ରମ୍ପ୍ଙ୍କୁ ଝଟ୍କା, ୨ ବର୍ଷ ପାଇଁ ସିନେଟ ବାଇଡେନଙ୍କ ପାର୍ଟି ଦଖଲରେ…
ଓ୍ବାଶିଂଟନ,୧୩।୧୧ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାର ସିନେଟରେ ଆଉ ଏକ ପରାଜୟର ସମ୍ମୁଖୀନ ହୋଇଛି। କାରଣ ତାଙ୍କର ଅନ୍ୟ ଜଣେ ପ୍ରାର୍ଥୀ ପରାଜିତ ହେବାପରେ ରିପବ୍ଲିକାନ ପାର୍ଟିର ସିନେଟ ଦଖଲ କରିବାର ଆଶା ମଉଳି ଯାଇଛି। ରିପବ୍ଲିକାନ…
୮ ଶହ ତଳେ ଦୈନିକ ସଂକ୍ରମଣ…
ନୂଆଦିଲ୍ଲୀ, ୧୩।୧୧: ଥଣ୍ଡା ବଢ଼ିବା ସହିତ ଦେଶରେ କରୋନା ମହାମାରୀ ସଂକ୍ରମଣର ଆତଙ୍କ ପୁଣି ଆରମ୍ଭ ହୋଇଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୧୩ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ପୁଣି ବଢ଼ିବା…
ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆଙ୍କୁ ଟାର୍ଗେଟ କଲା ଭାଜପା, ପୋଷ୍ଟର ଜାରି କରି କହିଲା ‘ଲୁଟେରା’
ନୂଆଦିଲ୍ଲୀ,୧୩ ।୧୧: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି) ନେତା ମନିଷ ସିସୋଡିଆଙ୍କୁ ପୁଣିଥରେ ଟାର୍ଗେଟ କରିଛି ଭାରତୀୟ ଜନତା ପାର୍ଟି(ଭାଜପା) । ରବିବାର ଆକ୍ରମଣାତ୍ମକ ଢଙ୍ଗରେ ଦିଲ୍ଲୀର ଭାଜପା ମୁଖ୍ୟ ଏକ ପୋଷ୍ଟର ମାଧ୍ୟମରେ ସିସୋଡିଆଙ୍କୁ ‘ଲୁଟେରା’ ବୋଲି…
ଆମେରିକା ଏୟାର ଶୋ’ରେ ହୋଇଥିବା ବିମାନ ଦୁର୍ଘଟଣାର ଭିଡିଓ ଆସିଲା ସାମ୍ନାକୁ, ପ୍ରାୟ ୬ ଜଣଙ୍କର ହୋଇଛି ମୃତ୍ୟୁ
ୱାଶିଂଟନ,୧୩ ।୧୧: ଆମେରିକାର ଟେକ୍ସାସ ଆକାଶରେ ଦୁଇଟି ଯୁଦ୍ଧ ବିମାନ ପରସ୍ପର ସହ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛନ୍ତି । ଏହାର ଏକ ଲୋମ ଟାଙ୍କୁରା ଭିଡିଓ ଏବେ ସାମ୍ନାକୁ ଆସିଛି । ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦୁଇଟି ବିମାନ ଭିଣ୍ଟେଜ…
କଶ୍ମୀରରେ ପୁଣି ଟାର୍ଗେଟ କିଲିଂ, ଅନନ୍ତନାଗରେ ଦୁଇ ପ୍ରବାସୀ ଶ୍ରମିକଙ୍କୁ ଗୁଳି କଲେ ଆତଙ୍କବାଦୀ
ଜମ୍ମୁ,୧୩ ।୧୧: ଜମ୍ମୁ-କଶ୍ମୀରରେ ପ୍ରବାସୀଙ୍କ ଉପରେ ଚାଲିଥିବା ଆକ୍ରମଣ ଘଟଣା ଥମିବାର ନା ନେଉନି । ଅନନ୍ତନାଗରେ ଦୁଇ ପ୍ରବସୀ ଶ୍ରମିକଙ୍କୁ ଟାର୍ଗେଟ କରି ଆତଙ୍କବାଦୀମାନେ ଗୁଳି କରିଥିବା ସୂଚନା ମିଳିଛି । ଏହି ଟାର୍ଗେଟ କିଲିଂରେ ଉଭୟ ଶ୍ରମିକ ଆହତ…
ପୃଥିବି ପୃଷ୍ଠକୁ ଫେରିଲା ମାନବ ବିହୀନ ସାମରିକ ମହାକାଶ ବିମାନ, ରେକର୍ଡ ୯୦୮ ଦିନ
ୱାଶିଂଟନ,୧୩ ।୧୧: ଆମେରିକାର ଏକ ମାନବ ବିହୀନ ସାମରିକ ମହାକାଶ ବିମାନ ଏହାର ଷଷ୍ଠ ମିଶନ ପୁରଣ କରି ଶନିବାର ଭୋର ସମୟରେ ପୃଥିବି ପୃଷ୍ଠକୁ ଫେରି ଆସିଛି । ଏହି ବିମାନ ବୈଜ୍ଞାନିକ ପରୀକ୍ଷଣ ପାଇଁ ଏହାର କକ୍ଷପଥରେ ୯୦୮…
ଭାଜପାର ନିର୍ବାଚନୀ ଗାଡ଼ିକୁ ସହାୟତା କଲା କଂଗ୍ରେସ, ସୋସିଆଲ ମିଡିଆରେ ଭାଇରାଲ…
ଅହମଦାବାଦ,୧୨।୧୧ : ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳଙ୍କ ପକ୍ଷରୁ ପ୍ରଚାର କାର୍ଯ୍ୟ ଜୋରସୋରରେ ଜାରି ରହିଛି। ଏପରିସ୍ଥଳେ ଏବେ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ବାଲିରେ ଫଶି ଯାଇଥିବା ଏକ ଭାଜପା…
ହାଇକୋର୍ଟ କ୍ଷମା କ୍ଷମତାର ପ୍ରୟୋଗ କରି ପାରିବେ ନାହିଁ : ସୁପ୍ରିମ୍କୋର୍ଟ..
ନୂଆଦିଲ୍ଲୀ,୧୨।୧୧ : ସୁପ୍ରିମକୋର୍ଟ କହିଛନ୍ତି ଯେ ନ୍ୟାୟିକ ସମୀକ୍ଷାର କ୍ଷମତା ପ୍ରୟୋଗ କରୁଥିବାବେଳେ ହାଇକୋର୍ଟ ନିଜେ କ୍ଷମା କ୍ଷମତା ବ୍ୟବହାର କରିପାରିବେ ନାହିଁ। ଏକ ହତ୍ୟା ମାମଲାରେ ଦୋଷୀଙ୍କୁ ୧୨ ବର୍ଷ ୯ ମାସ ପ୍ରକୃତ ଦଣ୍ଡାଦେଶ କରାଯାଇଥିଲା। ଯେତେବେଳେ ସେ…
ଆସନ୍ତା ତିନିରୁ ଚାରି ଦିନ ମଧ୍ୟରେ ବଢ଼ିବ ଶୀତ
ଭୁବନେଶ୍ୱର,୧୨ା୧୧(ବ୍ୟୁରୋ): ରାଜ୍ୟରେ ଆରମ୍ଭ ହୋଇଛି ଶୀତର ପ୍ରକୋପ । ପାରଦ ତଳମୁହାଁ ହେବା ଯୋଗୁ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ସେଲ୍ସିୟସକୁ ଖସିଛି। ୬ଟି ସହରର ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରୀ ତଳେ ରହିଛି। ତେବେ ଆସନ୍ତା ୩ରୁ ୪ ଦିନ…
ବିଜେଡି ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ ହେଲେ ରାଜୁ ଘିବେଲା
ଭୁବନେଶ୍ୱର,୧୨ା୧୧(ବ୍ୟୁରୋ): ଧାମନଗ ପରେ ପଦ୍ମପୁର ଉପନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ ରହିଛି। ଏହି ସିଟ୍ରେ ବାଜିମାତ କରିବା ଲାଗି ରାଜ୍ୟର ୩ ପ୍ରମୁଖ ଦଳ ନିଜର ରଣନୀତି ପ୍ରସ୍ତୁତ କରିଛନ୍ତି। ନିକଟରେ ବିଜେଡିରେ ମିଶିଥିବା ରାଜୁ ଘିବେଲାଙ୍କୁ ବିଜୁ ଜନତା…
Archives


