Home

ଯୁବକଙ୍କୁ ଗୁଳିମାଡ଼

ଢେଙ୍କାନାଳ ଅଫିସ,୧୪ା୧୧: ଢେଙ୍କାନାଳ ଜିଲା କଣ୍ଟାବଣିଆ ଥାନା ଅନ୍ତର୍ଗତ ଟାଟାଷ୍ଟିଲ ମେରାମଣ୍ଡଳୀ ନିକଟସ୍ଥ ତାଳବାହାଳୀ ରାସ୍ତାକଡ଼ରେ ଯୁବକଙ୍କ ଉପରକୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ରେ ରବି କୁମାର ଗୁରୁତର ହୋଇଛନ୍ତି। ପରେ ତାଙ୍କୁ ଅନୁଗୋଳ ମେଡିକାଲରେ ଭର୍ତ୍ତି କରାଯାଇଛି। ରବି କୁମାର ଟାଟାଷ୍ଟିଲ…

ପୁଷ୍ଟିକର ଖାଦ୍ୟ, ପ୍ରାକ୍‌ ଶିକ୍ଷାରୁ ବଞ୍ଚତ୍ତ ଶିଶୁ

ନୂଆପଡ଼ା ଅଫିସ,୧୪।୧୧: ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଲଭା ପଞ୍ଚାୟତ ପଟପରପାଲି ଗାଁର ମହୁଲପଡାବାସୀ ଦୀର୍ଘ ବର୍ଷ ପରେ ମଧ୍ୟ ମୌଳିକ ସୁବିଧାରୁ ବଞ୍ଚତ୍ତ ହୋଇଛନ୍ତି। ମହୁଲପଡାରେ ୮ ପରିବାରର ୫୦ରୁ ଊର୍ଦ୍ଧ୍ୱ ସଦସ୍ୟ ରହିଛନ୍ତି। ସେମାନଙ୍କ ସୁବିଧା କହିଲେ…

୨୦୨୪ରେ କେନ୍ଦ୍ରରେ କ୍ଷମତାକୁ ଆସିବେ ଅଣ-ଭାଜପା ସରକାର: ବିଏସପି ଏମ୍‌ପି…

ନୂଆଦିଲ୍ଲୀ,୧୪।୧୧ : ଆମରୋହାର ବହୁଜନ ସମାଜବାଦୀ ପାର୍ଟି (ବିଏସପି) ଏମ୍‌ପି ଦାନିଶ ଅଲି ଏକ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି ଯେ ୨୦୨୪ ସାଧାରଣ ନିର୍ବାଚନରେ କେନ୍ଦ୍ରରେ ଅଣ-ଭାଜପା ନେତୃତ୍ୱାଧିନ ସରକାର ଗଠନ ହେବାର ବହୁତ ସମ୍ଭାବନା ରହିଛି। ଭାରତ ଇସଲାମିକ…

୪ ଗାଁକୁ ନାହିଁ ପକ୍କାରାସ୍ତା, ଲୋକେ ହଇରାଣ

ଅମରପାଲି,୧୪ା୧୧(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ବହଳପଦର ପଞ୍ଚାୟତର ୪ ଗ୍ରାମକୁ ଏଯାଏ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ସାମିଲ କରାଯାଇନାହିଁ। ଫଳରେ ଉକ୍ତ ୪ଗ୍ରାମର ଗୁଦଗୁଦା, ସରଧାପାଲି(ହୋତାପାଲି), ଫବସିପାଲି ଓ ଭାଲୁଡୁଙ୍ଗୁରୀ(କଲନିପଡା) ଗ୍ରାମର ଲୋକେ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ…

ମଧୁମେହ: କିଛି କଥା

ଡାଇବେଟିସ୍‌ ଅର୍ଥାତ୍‌ ମଧୁମେହ ରୋଗ ପ୍ରାୟତଃ ଖ୍ରୀଷ୍ଟପୂର୍ବ ୧୫୫୦ରୁ ଜଣାପଡିଥିବା ଅନୁମେୟ। ଯେଉଁଥିରେ କି ପରିସ୍ରାରେ ମିଠାଜାତୀୟ ପଦାର୍ଥ ଥିବାର ଦେଖାଯାଇଛି। ୧୬୭୦ରେ ପରିସ୍ରାରେ ଶର୍କରା ଅଂଶ ଥିବା ଏହି ରୋଗଗ୍ରସ୍ଥ ବ୍ୟକ୍ତିମାନଙ୍କଠାରେ ଜଣାପଡିଥିଲା। ୧୮୫୦ରେ ଏହା ଦୁଇ ପ୍ରକାର ଅର୍ଥାତ୍‌…

ଡାଇବେଟିସ୍‌ ଲାଗି ଖାଦ୍ୟ

ଡାଇବେଟିସ୍‌ ଏକ ଅତି ଜଣାଶୁଣା ରୋଗ। ପୃଥିବୀର ମାନଚିତ୍ରରେ ଆମ ଦେଶ ଏବେ ଅନ୍ୟତମ ଡାଇମେଟିକ୍‌ ଦେଶ ଭାବରେ ଚିହ୍ନିତ। ଏହା ଗୋଟିଏ ନିଉଛଣା ରୋଗ। କାରଣ ଡାଇବେଟିସ୍‌ ହେଲେ ତା’ ପଛେ ପଛେ ଧାଡ଼ି ଲଗାଇଥାଆନ୍ତି ଆହୁରି ଅନେକ ରୋଗ।…

ଖୁବ୍‌ଶୀଘ୍ର ବାପା ହେବେ ବରୁଣ!

ଅଭିନେତା ବରୁଣ ଧାୱନ ଏବଂ କ୍ରିତି ସାନନଙ୍କ ଅଭିନୀତ କମେଡି ଫିଲ୍ମ ‘ଭେଡିଆ’ ନଭେମ୍ବର ୨୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଦୀର୍ଘ ଦିନ ଧରି ଫିଲ୍ମକୁ ନେଇ ଦର୍ଶକ ବହୁତ ଉତ୍ସାହିତ ଥିଲେ। ଏଥିସହିତ କ୍ରିତିଙ୍କ ସହ ବରୁଣ ତାଙ୍କ…

ବାବୁଶାନଙ୍କ ‘ଦମନ’ ଆଗରେ ଫିକା ପଡ଼ିଲା କେଜିଏଫ୍‌-ଆର୍‌ଆର୍‌ଆର୍‌-କାନ୍ତାରା

ଆଇଏମ୍‌ଡିବି ରେଟିଂରେ ବଡ ବଡ ବ୍ଲକବଷ୍ଟର ଫିଲ୍ମକୁ ପଛରେ ପକାଇଛି ଓଡ଼ିଆ ଫିଲ୍ମ ‘ଦମନ’। ବିଶାଳ ମୋର୍ଯ୍ୟ ଏବଂ ଦେବୀ ପ୍ରସାଦ ଲେଙ୍କା ଦ୍ୱାରା ନିର୍ଦ୍ଦେଶିତ ତଥା ବାବୁଶାନ ଅଭିନୀତ ଏହି ଫିଲ୍ମ ନଭେମ୍ବର ୪ରେ ରିଲିଜ ହୋଇଛି। ଫିଲ୍ମକୁ ଦର୍ଶକେ…

ଲୋକପ୍ରିୟ ଅଭିନେତା ସୁନୀଲ ଶେଣ୍ଡେଙ୍କ ପରଲୋକ

‘ଗାନ୍ଧୀ’, ‘ସରଫରୋଶ’ ଏବଂ ‘ବାସ୍ତବ’ ଭଳି ଲୋକପ୍ରିୟ ହିନ୍ଦୀ ଫିଲ୍ମରେ କାମ କରିଥିବା ଭେଟେରାନ ମରାଠୀ ସିନେମା କଳାକାର ସୁନୀଲ ଶେଣ୍ଡେଙ୍କର ଦେହାନ୍ତ ହୋଇଛି। ମୁମ୍ବାଇର ଭିଲେ ପାର୍ଲ ଇଷ୍ଟରେ ଥିବା ତାଙ୍କ ଘରେ ଶେଣ୍ଡେ ଶେଷନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କର…

ପାଣି ଅଭାବରୁ ଅମଳ ହୋଇପାରୁନି ଖରିଫ ଧାନ

ରାୟଗଡ଼ା ଅଫିସ,୧୪ା୧୧: ଉଠା ଜଳସେଚନ ବିଭାଗର ବୋରଓ୍ବେଲ୍‌ ଖନନ ବିଜ୍ଞାପନକୁ ନେଇ ରାୟଗଡ଼ା ଜିଲା ସଦର ବ୍ଲକ ପେଣ୍ଟା ଗ୍ରାମର ଚାଷୀ ଟଙ୍କା ଜମା କରିଥିଲେ। ହେଲେ ବର୍ଷ ବର୍ଷ ବିତିଯାଇଥିଲେ ମଧ୍ୟ ପ୍ରକଳ୍ପ କାର୍ଯ୍ୟକାରୀ ହେଉନାହିଁ। ଫଳରେ ଚାଷ ଜମିକୁ…

ତାଇଓ୍ବାନ-ଦକ୍ଷିଣ ଚାଇନା ସାଗର ଉପରେ ଜିନପିଙ୍ଗଙ୍କ ନଜର…

ବେଜିଂ,୧୪।୧୧ : ଲଦାଖରେ ସୀମା ବିବାଦକୁ ନେଇ ଭାରତ ଏବଂ ଚାଇନା ମଧ୍ୟରେ ବିବାଦ ଜାରି ରହିଛି। ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ସ୍ପଷ୍ଟ ଭାବେ କହିଛନ୍ତି ଯେ ବେଜିଂକୁ ସୀମା ସମ୍ବନ୍ଧୀୟ ଚୁକ୍ତିନାମା ଗ୍ରହଣ କରିବାକୁ ପଡ଼ିବ। ଏଥିସହ ଉଭୟ…

ଅଖତରଙ୍କ ଭବିଷ୍ୟବାଣୀ: ଭାରତରେ ଉଠାଇବୁ କପ୍‌

ଇସଲାମାବାଦ,୧୪।୧୧: ଆଇସିସି ଟି-୨୦ ବିଶ୍ୱକପ ୨୦୨୨ରେ ପାକିସ୍ତାନ ଟାଇଟଲ ଜିତିବା ଆଶା ଧୂଳିସାତ୍‌ ହୋଇଛି। ଫାଇନାଲରେ ଇଂଲଣ୍ଡଠାରୁ ୫ ଉଇକେଟ୍‌ରେ ପରାସ୍ତ ହୋଇଛି ପାକିସ୍ତାନ। ଇଂଲଣ୍ଡ ପ୍ରଥମ କ୍ରିକେଟ ଦଳ ହୋଇ ଏକକାଳୀନ ଉଭୟ ଦିନିକିଆ ଏବଂ ଟି-୨୦ ବିଶ୍ୱକପ ଜିତିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri