Home

ଭାରତକୁ ୨୫୦ ରନ୍‌ର ବିଜୟ ଟାର୍ଗେଟ୍‌

ଲକ୍ଷ୍ନୌ,୬।୧୦: ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ ଷ୍ଟାଡିୟମରେ ଗୁରୁବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚରେ ଅଧିନାୟକ ଶିଖର ଧୱନ ଟସ୍‌ ଜିତି ବୋଲି ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ଦକ୍ଷିଣ ଆଫ୍ରିକା ବ୍ୟାଟିଂ…

ଡେ କେୟାରରେ ଗୁଳିମାଡ଼ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ପ୍ରଧାନମନ୍ତ୍ରୀ

ବ୍ୟାଙ୍କକ୍‌,୬ା୧୦: ଗୁରୁବାର ଥାଇଲାଣ୍ଡର ଏକ ଡେ କେୟାର ସେଣ୍ଟରରେ ଗୁଳିମାଡ଼ ହୋଇଛି। ଏଥିରେ ୩୪ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨୨ ଜଣ ଶିଶୁ ଅଛନ୍ତି। ଦେଶର ପ୍ରଧାନମନ୍ତ୍ରୀ ପ୍ରୟୁଥ ଚାନ-ଓଚା ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତମାନଙ୍କୁ…

ସିସିଟିଭିରେ କଏଦ ହେଲା ଗାଡ଼ି ଶୋ’ ରୁମ୍‌ ଚୋରିର ଦୃଶ୍ୟ, ମୁଖାପିନ୍ଧା ଲୁଟେରାଙ୍କୁ ଖୋଜୁଛି ପୋଲିସ

ଆନନ୍ଦପୁର,୬ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁରଠାରେ ଥିବା ହିରୋ ଶୋ’ ରୁମ୍‌ରୁ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଦ୍ୱାରା ଚୋରି ହୋଇଛି। ଚୋରି ସମୟର ଦୃଶ୍ୟ ଶୋ’ ରୁମ୍‌ରେ ଥିବା ସିସିଟିଭିରେ କଏଦ ହୋଇଛି। ଘସିପୁରା ଥାନା ଅଧୀନ ଶାଳପଡ଼ା ବାଇପାସ୍‌ରୁ ଆନନ୍ଦପୁର ଯିବା ରାସ୍ତା…

ବିଦ୍ୟାଳୟ ଶୌଚାଳୟରେ ଛାତ୍ରୀଙ୍କୁ ଗଣବଳାତ୍କାର

ନୂଆଦିଲ୍ଲୀ,୬ା୧୦: ଦିଲ୍ଲୀର କେନ୍ଦ୍ରୀୟ ବିଦ୍ୟାଳୟର ଶୌଚାଳୟରେ ଜଣେ ୧୧ ବର୍ଷର ନାବାଳିକା ଛାତ୍ରୀଙ୍କୁ ଗଣବଳାତ୍କାର କରାଯିବା ଘଟଣା ସାମ୍ନାକୁ ଆସିଛି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ବାତୀ ମାଲିଓ୍ବାଲ ଦିଲ୍ଲୀ ପୋଲିସ ତଥା କେନ୍ଦ୍ରୀୟ ବିଦ୍ୟାଳୟର ପ୍ରିନ୍ସପାଲଙ୍କୁ ସ୍କୁଲ…

ଭୁଲ୍‌ରେ ବି ଦାନରେ ଦିଅନ୍ତୁ ନାହିଁ ଏହି ୫ ଜିନିଷ; ହୋଇଯିବେ କାଙ୍ଗାଳ

ଦାନଠାରୁ ବଳି ପୂଣ୍ୟ ନାହିଁ। ଦରିଦ୍ର ବ୍ୟକ୍ତିଙ୍କ ସହାୟତା କରିବା ମନୁଷ୍ୟର ପ୍ରଥମ କର୍ତ୍ତବ୍ୟ ବୋଲି କୁହାଯାଏ। ଦାନ ଦ୍ୱାରା ମାନସିକ ଶାନ୍ତି ମିଳେ। ଏହାଦ୍ୱାରା ଧନ ବଢ଼େ ବୋଲି ମାନ୍ୟତା ରହିଛି। ହେଲେ କିଛି ଜିନିଷ ଏପରି ଅଛି ଯାହାକୁ…

ଉଦିତ ନାରାୟଣଙ୍କୁ ହୃଦଘାତ ନେଇ ଗୁଜବ: ଗାୟକ କହିଲେ-ମୁଁ ହସୁଛି, ମୋ ବୟସ ବୋଧେ ବଢ଼ିଗଲା

ବମ୍ବେ: ନବେ ଦଶକର ଗୀତ ଯେବେ ବି ମନେ ପଡେ ସେତେବେଳେ ଉଦିତ ନାରାୟଣଙ୍କ ଗୀତ ଶୁଣି ମନ ଝୁମିଯାଏ। ଆଜି ବି ତାଙ୍କ ପ୍ରଶଂସକ କାହିଁରେ କେତେ। ଏମିତିରେ ହଠାତ ଉଦିତଙ୍କ ହୃଦ୍‌ଘାତ ହୋଇଥିବା ନେଇ ଖବର ସୋସିଆଲ ମିଡିଆରେ…

ଗୋଟିଏ ଦିନର ବିଦ୍ୟୁତ ବିଲ୍‌ ୩୭ ଲକ୍ଷ ଟଙ୍କା

ଗୋଟିଏ ଦିନର ବିଦ୍ୟୁତ ବିଲ୍‌ ୩୭ ଲକ୍ଷ ଟଙ୍କା। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ବ୍ରିଟେନର ଜଣେ ଯୁବତୀଙ୍କ ସହ ଏହା ଘଟିଛି। ତାଙ୍କର ଗୋଟିଏ ଦିନର ବିଦ୍ୟୁତ ବିଲ୍‌ ଦିନକୁ ୪୦,୦୦୦ ପାଉଣ୍ଡ (୩୭ ଲକ୍ଷ ଟଙ୍କା) ଆସିଛି।…

ଖୁସି ଖବର! ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି ବିଏସ୍‌ଏନ୍‌ଏଲ୍‌ର ୪ଜି ଏବଂ ୫ଜି ସେବା

ନୂଆଦିଲ୍ଲୀ,୬।୧୦: ଦେଶରେ ଲଞ୍ଚ ହୋଇ ସାରିଛି ୫ଜି ସେବା। ଏୟାରଟେଲ ଏବଂ ଜିଓ ପକ୍ଷରୁ କିଛି ସହରରେ ଏହି ସେବା ଦିଆଯାଉଛି। ଆସନ୍ତା ବର୍ଷ ମଧ୍ୟରେ ଭାରତର ଅଧିକାଂଶ କ୍ଷେତ୍ରରେ ଏହି ସେବା ମିଳିବ ବୋଲି କମ୍ପାନୀଗୁଡ଼ିକ ଦାବି କରୁଛନ୍ତି। ଏସବୁ…

‘ଗଡ୍‌ଫାଦର’ର ଆୟ ଦେଖି ଚିରଞ୍ଜୀବୀଙ୍କୁ ଏମିତି ଏସ୍‌ଏମ୍‌ଏସ୍‌ କଲେ ଭାଇଜାନ

ମୁମ୍ବାଇ: ଫିଲ୍ମ ‘ଗଡ୍‌ଫାଦର’ରେ ଚିରଞ୍ଜୀବୀ ଏବଂ ସଲ୍‌ମାନ ଖାନଙ୍କୁ ପ୍ରଥମ ଥର ଏକାଠି ଦେଖିବାକୁ ମିଳିଛି। ଏହି ଫିଲ୍ମ ଦଶହରାରେ ରିଲିଜ ହୋଇଛି। ପ୍ରଥମ ଦିନରେ ଫିଲ୍ମର ବକ୍ସ ଅଫିସରେ ଯଦିଓ ଭଲ କରି ପାରିନାହିଁ କିନ୍ତୁ ସଲମାନ ଏହି ଫିଲ୍ମକୁ…

ଆନି ଏର୍ନକ୍ସଙ୍କୁ ସାହିତ୍ୟରେ ନୋବେଲ

ସ୍ବିଡେନ୍‌,୬।୧୦: ଚଳିତବର୍ଷ ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଗୁରୁବାର ଘୋଷଣା କରାଯାଇଛି। ଫରାସୀ ଲେଖକ ଆନି ଏର୍ନକ୍ସଙ୍କୁ ଏହି ପୁରସ୍କାର ମିଳିବ। ଆନି ସେପ୍ଟେମ୍ବର ୧, ୧୯୪୦ରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ଫରାସୀ ଲେଖକ ଏବଂ ସାହିତ୍ୟର ପ୍ରଫେସର। ତାଙ୍କର…

ମର୍ମନ୍ତୁଦ ସଡକ ଦୁର୍ଘଟଣା: ଚାଲିଗଲା ୧୬ ଜୀବନ, ୨୪ ଆହତ

କାଠମାଣ୍ଡୁ,୬।୧୦: ନେପାଳର ବାରା ଜିଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏଥିରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଏହି ସଡକ ଦୁର୍ଘଟଣା ବାରା ଜିଲାର ମାଡେଶ ପ୍ରଦେଶରେ ଘଟିଛି। ଆହତମାନଙ୍କୁ…

ଅମିତାଭଙ୍କ ସହ ଫିଲ୍ମ କରିବାକୁ ନର୍ଭସ ହୋଇଯାଇଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବିଗ୍‌ ବି ଅମିତାଭ ବଚ୍ଚନ ଖୁବ୍‌ଶୀଘ୍ର ତାଙ୍କର ୮୦ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି। ଏହି ସୁପରଷ୍ଟାରଙ୍କ ସହ ପ୍ରଥମେ ଯେଉଁମାନେ ଅଭିନୟ କରିଛନ୍ତି ସେମାନେ ବହୁ ଡରି ଯାଇଛନ୍ତି। ଏଥିମଧ୍ୟରୁ ବଲିଉଡ୍‌ର ଜଣାଶୁଣା ଅଭିନେତ୍ରୀ ଜୟପ୍ରଦା ହେଉଛନ୍ତି ଜଣେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri