କାମ ନାହିଁ କି, ଅଧିକାରୀ ନାହାନ୍ତି
ବାହାନଗା,୧୪।୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ କାର୍ଯ୍ୟାଳୟ ପରିସରରେ ସ୍ଥାପନ କରାଯାଇଛି ‘ମୋ ସରକାର କକ୍ଷ’। ଏହି କକ୍ଷ ବ୍ଲକ କାର୍ଯ୍ୟାଳୟ ପରିସରରେ ୨ବର୍ଷରୁ ଊର୍ଦ୍ଧ୍ୱ ହେଲାଣି ସ୍ଥାପନ କରାଯାଇଥିଲେ ମଧ୍ୟ ସେ କକ୍ଷରେ କୌଣସି କାର୍ଯ୍ୟ ନାହଁ କି କେହି…
୧୫ ନଭେମ୍ବରରେ ପୃଥିବୀର ଜନସଂଖ୍ୟା ୮ ଶହ କୋଟି ଟପିବ,ଚାଇନାକୁ ପଛରେ ପକାଇବ ଭାରତ…
ଜେନେଭା,୧୪।୧୧ : ଜାତିସଂଘର ଆକଳନ ଅନୁଯାୟୀ, ବିଶ୍ୱର ଜନସଂଖ୍ୟା ୧୫ ନଭେମ୍ବରରେ ୮ ଶହ କୋଟି ଟପିବ। ବିଶ୍ୱ ଜନସଂଖ୍ୟା ସମ୍ଭାବନା ୨୦୨୨ ରିପୋର୍ଟ ଅନୁଯାୟୀ, ବିଶ୍ୱ ଜନସଂଖ୍ୟା ୨୦୮୦ ମସିହାରେ ଏହାର ଶିଖରରେ ପହଞ୍ଚିବ। ଏହି ସମୟ ମଧ୍ୟରେ ଜନସଂଖ୍ୟା…
ଇରାନୀ, ପ୍ରତ୍ୟୁଷାଙ୍କ ବଳ କଷାକଷି
ନୟାଗଡ଼ ଅଫିସ,୧୪।୧୧: ନୟାଗଡ଼ ନିର୍ବାଚନମଣ୍ଡଳୀରେ ଭାଜପା ନାରୀନେତ୍ରୀ ଇରାନୀ ରାୟଙ୍କ ସହ କଡା ଟକ୍କର ଦେଇ ପୂର୍ବତନ କନ୍ଧମାଳ ଏମ୍ପି ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ସଭା ସମିତି କରିବା ପରେ ନୟାଗଡ଼ ରାଜନୀତି ଚଳଚଞ୍ଚଳ ହୋଇଉଠିଛି । ପ୍ରତ୍ୟୁଷାଙ୍କ ମିଶ୍ରଣ ପର୍ବକୁ…
ଜବରଦଖଲକାରୀଙ୍କ କବ୍ଜାରେ ତାରପୁର ବାଇପାସ ରୋଡ୍
ରଘୁନାଥପୁର,୧୪।୧୧(ଡି.ଏନ୍.ଏ.): ରଘୁନାଥପୁର ତହସିଲ ଅନ୍ତର୍ଗତ କଟକ ପାରାଦୀପ ରାଜ୍ୟ ରାଜପଥର ତାରପୁର ବାଇପାସ୍ ରୋଡ୍କୁ କେତେଜଣ ସ୍ଥାନୀୟ ବ୍ୟବସାୟୀ ମାଡ଼ିବସି ଜବରଦଖଲରେ ରଖିଛନ୍ତି। ଫଳରେ ପଥଚାରୀମାନେ ଯାତାୟାତ ସମୟରେ ଅସୁବିଧା ଭୋଗୁଛନ୍ତି। ଅନେକ ସମୟରେ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଏହି ରାସ୍ତାରେ…
ଶୁଭେନ୍ଦୁ ଅଧିକାରୀଙ୍କୁ ଅଭିଷେକ ବାନାର୍ଜୀ ‘ଫୋବିୟା’, ଗେଟ୍ ଓ୍ବେଲ ସୁନ୍ କହିଲେ ଟିଏମସି ଏମ୍ପି…
କୋଲକାତା,୧୪।୧୧ : ଟିଏମସି ଏମ୍ପି କୁନାଲ ଘୋଷ ଭାଜପା ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଶୁଭେନ୍ଦୁ ଅଧିକାରୀଙ୍କୁ ଅଭିଷେକ ବାନାର୍ଜୀ ‘ଫୋବିୟା’ରେ ପୀଡିତ। ତାଙ୍କର ଉନ୍ନତ ସ୍ବାସ୍ଥ୍ୟରେ ସୁଧାର ପାଇଁ ସୋମବାର ଠାରୁ ବେକାର ଯୁବକ…
ସରକାରୀ କାର୍ଯ୍ୟାଳୟ ନିର୍ମାଣରେ ବ୍ୟବହାର ହେଉଛି ନାଲି ଇଟା
ପଟ୍ଟାମୁଣ୍ଡାଇ,୧୪ା୧୧(ସ୍ବ.ପ୍ର.): ସରକାରୀ ଦପ୍ତର ଘର ନିର୍ମାଣରେ ଫ୍ଲାଇଆସ୍ ଇଟା ବ୍ୟବହାର କରାଯିବ ବୋଲି ନିୟମ ରହିଛି। ଏଥିପାଇଁ ସମସ୍ତ ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ବିଲଡିଂ ବାଇ ଲ’ ଦିଆଯାଇଛି। ମାଟି ଇଟା ପୋଡ଼ିବା ଦ୍ୱାରା ସେହି ଧୂଆଁରେ ପରିବେଶ ପ୍ରଦୂଷିତ ହେଉଛି। ତେଣୁ…
ସରକାରୀ ଫାର୍ମରେ ବେସରକାରୀ କାରବାର
ଜଗତ୍ସିଂହପୁର ଅଫିସ, ୧୪ା୧୧: ତିର୍ତ୍ତୋଲ ଚେରିତୋଳସ୍ଥିତ ଉଦ୍ୟାନ କୃଷି ବିଭାଗର ଶାରଳା ବାମନ ନଡ଼ିଆ ଫାର୍ମରେ ବେସରକାରୀ କାରବାର ଚାଲିଥିବା ଗୁରୁତର ଅଭିଯୋଗ ହେଉଛି। ନର୍ସରୀରେ କେବଳ ସରକାରୀ ଡେଙ୍ଗା ନଡ଼ିଆ ସାଙ୍ଗକୁ ଅନ୍ୟାନ୍ୟ ଫୁଲ ଓ ଫଳଚାରା ଚାଷୀଙ୍କୁ ଦିଆଯିବା…
ଆଗକୁ ନିଅଣ୍ଟ ପଡ଼ିବ ଜଳ
କେନ୍ଦ୍ରାପଡ଼ା ଅଫିସ,୧୪ା୧୧: ନଭେମ୍ବର ପ୍ରଥମ ସପ୍ତାହରୁ ମହାନଦୀ ପରେ ଏବେ ବ୍ରାହ୍ମଣୀରେ ଜଳ ସଙ୍କଟ ଦେଖାଦେଇଛି। ବୈତରଣୀରେ ବ୍ୟାରେଜ ନିର୍ମାଣ ପରେ ଏହି ସମସ୍ୟା କେନ୍ଦ୍ରାପଡ଼ା ଜିଲା ପାଇଁ ଚିନ୍ତାର କାରଣ ହୋଇଛି। ଖରା ଆରମ୍ଭରୁ ମହାନଦୀ ଓ ବ୍ରାହ୍ମଣୀ ସିଷ୍ଟମରେ…
ବିଧାୟକ ଯଦି ଉଦ୍ଧବଙ୍କୁ ଛାଡି ପାରୁଛନ୍ତି ତେବେ ଶିଳ୍ପ ପ୍ରକଳ୍ପ କାହିଁକି ମହାରାଷ୍ଟ୍ର ବାହାରକୁ ଯାଇ ପାରିବ ନାହିଁ, ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ…
ମୁମ୍ବାଇ,୧୪।୧୧ : ଭାରତୀୟ ଜନତା ପାର୍ଟିର ମହାରାଷ୍ଟ୍ର ୟୁନିଟ ସଭାପତି ଚନ୍ଦ୍ରଶେଖର ବାୱାନକୁଲେ ପୁଣି ଥରେ ବିବାଦୀୟ ବିବୃତ୍ତି ଦେଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ କଟାକ୍ଷ କରି ସେ କହିଛନ୍ତି ଯେ ଯଦି ତାଙ୍କୁ ନିଜ ଦଳର ବିଧାୟକମାନେ ଛାଡି…
ଭିଜିଲାନ୍ସ ଜାଲରେ ଯନ୍ତ୍ରୀ
ଭୁବନେଶ୍ୱର,୧୪ା୧୧(ବ୍ୟୁରୋ): ସୋମବାର ପୁଣି ଜଣେ ଯନ୍ତ୍ରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଉଦଳା ଆର୍ଡବ୍ଲ୍ୟୁଏସ୍ଏସ୍ର ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡାଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଭୁବନେଶ୍ୱରରେ ୪ଟି…
ରାମମନ୍ଦିର ସହିତ ମସଜିଦ ନିର୍ମାଣ ହେବ ଶେଷ, ୨୦୨୩ରେ ଧନୀପୁର ଅଯୋଧ୍ୟା ମସଜିଦ…
ଅଯୋଧ୍ୟା ,୧୪।୧୧ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଅଯୋଧ୍ୟାରେ ମୁସଲମାନମାନଙ୍କୁ ଦିଆଯାଇଥିବା ଜମିରେ ମସଜିଦ ନିର୍ମାଣ କାର୍ଯ୍ୟ ଡିସେମ୍ବର ୨୦୨୩ ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି। ଏହି ସୂଚନା ମସଜିଦ ନିର୍ମାଣ କାର୍ଯ୍ୟ କରୁଥିବା ଇଣ୍ଡୋ-ଇସଲାମିକ ସାଂସ୍କୃତିକ ଫାଉଣ୍ଡେଶନ ଟ୍ରଷ୍ଟ…
ଜାନୁୟାରୀ ୪ରୁ କୁମ୍ଭୀର ଗଣନା: ପର୍ଯ୍ୟଟକଙ୍କ ପାଇଁ ୧୦ଦିନ ଭିତରକନିକା ବନ୍ଦ
ରାଜନଗର,୧୪ା୧୧(ଡି.ଏନ.ଏ.): ଜାନୁୟାରୀ ୪ରୁ ୧୪ ତାରିଖ ପର୍ଯ୍ୟନ୍ତ ଭିତରକନିକାରେ କୁମ୍ଭୀର ଗଣନା କରାଯିବ। ଭିତରକନିକା ଜାତୀୟ ଉଦ୍ୟାନ ଓ ଜାତୀୟଉଦ୍ୟାନ ବାହାରେ ଥିବା ନଦୀ ନାଳରେ ରହୁଥିବା କୁମ୍ଭୀରଙ୍କ ବି ଗଣନା ହେବ। ସେଥିପାଇଁ ଏହି ୧୦ ଦିନ ଭିତରକନିକା ଜାତୀୟ…
Archives


