Home

ମୁଖ୍ୟମନ୍ତ୍ରୀଙ୍କ ନାମରେ ଜମି ଦୁର୍ନୀତି ମାମଲା

କଟକ ଅଫିସ,୧୫ା୧୧:ଭୁବନେଶ୍ୱର ଭୀମପୁର ମୌଜାରେ ଥିବା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ୨ ଏକର ୧୩୩ ଡେସିମିଲ ଜମିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ଭଉଣୀ ଗୀତା ମେହେଟାଙ୍କ ନାମରେ ବେଆଇନ ଭାବେ ପଟ୍ଟାଭୁକ୍ତ କରାଯାଇଛି। ଏହି ଜମି ଦୁର୍ନୀତି ନେଇ ଭାରତୀୟ…

ବନ୍ୟା ବିପନ୍ନଙ୍କ ପାଇଁ ‘ଆପାଦ ମିତ୍ର’

ଯାଜପୁର ଅଫିସ,୧୫ା୧୧:ସରକାରୀ ସହାୟତା ପହଞ୍ଚିବା ପୂର୍ବରୁ ବନ୍ୟା ବିପନ୍ନଙ୍କୁ ଗୋଷ୍ଠୀସ୍ତରୀୟ ସ୍ବେଚ୍ଛାସେବୀ (କମ୍ୟୁନିଟି ଲେବୁଲ ଭଲେଣ୍ଟିୟର) ତୁରନ୍ତ ସହଯୋଗ କରିବେ। ଏଥିପାଇଁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ବା ଓଡ଼ିଶା ଷ୍ଟେଟ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି(ଓଏସ୍‌ଡିଏମ୍‌ଏ) ପକ୍ଷରୁ ଆପାଦ ମିତ୍ର…

ସୁପ୍ରିମକୋର୍ଟରେ ଚିଟ୍‌ଫଣ୍ଡ୍‌ ଦୁର୍ନୀତି: ଆମିକସ୍‌ କ୍ୟୁରି ନିଯୁକ୍ତ

ନୂଆଦିଲ୍ଲୀ,୧୫ା୧୧: ଓଡ଼ିଶାର ହାଇ-ପ୍ରୋଫାଇଲ ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାର ତଦନ୍ତରେ ସହଯୋଗ ପାଇଁ ସୁପ୍ରିମକୋର୍ଟ ସୋମବାର ବରିଷ୍ଠ ଆଇନଜୀବୀ ଗୌରବ ଅଗ୍ରଓ୍ବାଲଙ୍କୁ ଆମିକସ୍‌ କ୍ୟୁରି ରୂପେ ନିଯୁକ୍ତ କରିଛନ୍ତି। ଜମାକାରୀମାନେ ନିଜ କଷ୍ଟ ଅର୍ଜିତ ଧନ ଫେରିପାଇ ନ ଥିବାବେଳେ ଆମିକସ୍‌ କ୍ୟୁରିଙ୍କ…

ବିହନ ସଙ୍କଟରେ ଆଳୁଚାଷୀ

ଭୁବନେଶ୍ୱର (ବ୍ୟୁରୋ)/କେନ୍ଦ୍ରାପଡ଼ା ଅଫିସ୍‌/ପାରଳାଖେମୁଣ୍ଡି (ଡି.ଏନ୍‌.ଏ.)/ଯାଜପୁର ଅଫିସ୍‌/ ବଲାଙ୍ଗୀର ଅଫିସ୍‌, ୧୫ା୧୧ ରାଜ୍ୟ ସରକାର ଆଳୁ ମିଶନକୁ ଜୋରସୋରରେ ପ୍ରଚାର ପ୍ରସାର କଲେ। ବଜାରର ଚାହିଦା ଓ ମୂଲ୍ୟକୁ ଦେଖି ବିଭିନ୍ନ ଜିଲାରେ ଚାଷୀମାନେ ଏହି ଚାଷ ପ୍ରତି ଆଗ୍ରହ ଦେଖାଇଥିଲେ। ତେବେ…

ଆମାଜନରୁ ୧୦୦୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଚାଲିଛି ପ୍ର୍‌ସ୍ତୁତି

ନୂଆଦିଲ୍ଲୀ,୧୫ ।୧୧: ବିଶ୍ୱର ପ୍ରାୟ ସମସ୍ତ ବଡ ବଡ କମ୍ପାନୀରୁ ଛଟେଇ କରିବା ପ୍ରକ୍ରିୟା ଜାରି ରହିଛି । ଆମେରିକାର ଟେକ୍ନୋଲୋଜି ଓ ଇ-କମର୍ସର ବଡ କମ୍ପାନୀ ଆମାଜନ ତା’ର କର୍ମଚାରୀଙ୍କୁ ଛଟେଇ କରିବା ପ୍ରକ୍ରିୟା ଆରମ୍ଭ କରି ଦେଇଛି ।…

ଗଛରୁ ମିଳିଲା ଝୁଲନ୍ତା ମୃତଦେହ

ଲହୁଣୀପଡା,୧୪।୧୧(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା ଲହୁଣୀପଡା ଥାନା ଅନ୍ତର୍ଗତ-୧୪୩ ନମ୍ବର ଜାତୀୟ ରାଜପଥର ଠିଆବେର୍ଣ୍ଣା ଛକର ବାମ ପଟ ଜଙ୍ଗଲରୁ ସୋମବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଲହୁଣୀପଡା ପୋଲିସ ମୃତଦେହକୁ ଗଛରୁ ଝୁଲନ୍ତା ଅବସ୍ଥାରେ ଜବତ କରି ବଣାଇ ଡାକ୍ତରଖାନା…

ଦ୍ୱିତୀୟ ଥର ପାଇଁ ଇଡିରେ ହାଜର ହେଲେ ଶିବକୁମାର

ନୂଆଦିଲ୍ଲୀ,୧୪।୧୧: ନ୍ୟାଶନାଲ ହେରାଲ୍ଡ ମନିଲଣ୍ଡରିଂ ମାମଲାରେ କର୍ନାଟକ ପ୍ରଦେଶ କଂଗ୍ରେସ ସଭାପତି ଡି.କେ. ଶିବକୁମାର ସୋମବାର ଦିଲ୍ଲୀସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ଏହି ସମୟରେ ଇଡି ତାଙ୍କୁ ବିଭିନ୍ନ ଦିଗରେ ପଚରାଉଚରା କରିଥିଲା। ଏହି ମାମଲାରେ ଇଡି…

ଜେଲ୍‌ ସୁପରିଣ୍ଟେଣ୍ଡେଣ୍ଟ ଅଜିତ କୁମାର ନିଲମ୍ବିତ

ନୂଆଦିଲ୍ଲୀ,୧୪।୧୧: ମନିଲଣ୍ଡରିଂ ମାମଲାରେ ଗିରଫ ହୋଇ ତିହାର ଜେଲ୍‌ରେ ଥିବା ଏଏପି ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ସେଠାରେ ଭିଆଇପି ଅଭ୍ୟର୍ଥନା ମିଳୁଥିବା ଅଭିଯୋଗକ୍ରମେ ଜେଲ୍‌ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ନିଲମ୍ବନ କରାଯାଇଛି। ଜୈନଙ୍କୁ ଜେଲରେ ସ୍ବତନ୍ତ୍ର ସୁବିଧା ପ୍ରଦାନ କରାଯାଉଥିବା ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ…

ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବାକୁ ବାଲିରେ ପହଞ୍ଚିଲେ ମୋଦି

ବାଲି,୧୪।୧୧: ୧୭ତମ ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଇଣ୍ଡୋନେସିଆର ବାଲିରେ ପହଞ୍ଚିଛନ୍ତି। ସେଠାରେ ଭାରତୀୟ ସମୁଦାୟ ଲୋକମାନେ ମୋଦିଙ୍କୁ ହର୍ଷଉଲ୍ଲାସରେ ଭବ୍ୟ ସ୍ବାଗତ କରିଥିଲେ। ଏହି ଶିଖର ସମ୍ମିଳନୀରେ ମୋଦି ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି…

ସାଉଥ୍‌ ସୁପରଷ୍ଟାର ମା’ଙ୍କ ମୃତ୍ୟୁ ପରେ ବାପାଙ୍କୁ ହୃଦ୍‌ଘାତ

ମୁମ୍ବାଇ: ତେଲଗୁ ସୁପରଷ୍ଟାର ମହେଶ ବାବୁ ଏବେ ଭାବପ୍ରବଣ ମୁହୂର୍ତ୍ତ ଦେଇ ଗତି କରୁଛନ୍ତି। ନିକଟରେ ମହେଶ ବାବୁଙ୍କ ମା’ଙ୍କ ଦେହାନ୍ତ ହୋଇଥିବା ବେଳେ ଏବେ ତାଙ୍କ ବାପାଙ୍କୁ ହୃଦ୍‌ଘାତ ହୋଇଥିବା ଜଣାପଡ଼ିଛି। ମହେଶ ବାବୁଙ୍କ ୭୯ବର୍ଷୀୟ ବାପା କ୍ରିଷ୍ଣା ଘଟାମାନେନିଙ୍କ…

୪ ବର୍ଷ ପରେ ହତ୍ୟା ମାମଲାର ପର୍ଦ୍ଦାଫାଶ୍‌: ପ୍ରେମିକଙ୍କ ସହ ମିଶି ସ୍ବାମୀଙ୍କୁ ପୋତିଦେଇଥିଲେ

ଗାଜିଆବାଦ,୧୪।୧୧: ଗାଜିଆବାଦ ପୋଲିସ ୪ ବର୍ଷ ପରେ ଏକ ହତ୍ୟାକାଣ୍ଡର ମାମଲାର ପର୍ଦ୍ଦାଫାଶ୍‌ କରିଛି। ଏଥିସହ ଏକ ମୃତଦେହ ଠାବ କରିଛି। ଏହି ଘଟଣାରେ ପୋଲିସ ମୃତକଙ୍କ ସ୍ତ୍ରୀ ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ, ୨୦୧୮ ଅକ୍ଟୋବର ୨୮ରେ…

ସ୍ତ୍ରୀଙ୍କ ପାଖରେ ଏହି ୫ ଗୁଣ ଥିଲେ ପୁରୁଷ ହୋଇଥାନ୍ତି ଭାଗ୍ୟବାନ; ଜାଣନ୍ତୁ କ’ଣ କୁହନ୍ତି…

ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନକୁ ସଫଳ କରିବା ପାଇଁ ଅନେକ ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଯେଉଁ ବ୍ୟକ୍ତି ଏହାକୁ ଅନୁସରଣ କରେ ତାର ଜୀବନରୁ ଅନେକ ସମସ୍ୟା ଦୂର ହୋଇପାରେ। ଚାଣକ୍ୟ ନିଜର ଏକ ନୀତିରେ ସ୍ତ୍ରୀମାନଙ୍କର ୫ଟି ଗୁଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri