Home

ଆସନ୍ତା ସପ୍ତାହରୁ ମିଳିବ ବାବା ଧବଳେଶ୍ୱରଙ୍କ ଦର୍ଶନ

କଟକ ଅଫିସ,୧୬ା୧୧: ଆସନ୍ତା ସପ୍ତାହରୁ ବାବା ଧବଳେଶ୍ୱରଙ୍କୁ ସାଧାରଣ ଲୋକେ ଦର୍ଶନ କରିପାରିବେ। ଏନେଇ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି। ଡଙ୍ଗାରେ ଭକ୍ତମାନେ ନଦୀ ପାରି ହୋଇ ପ୍ରଭୁଙ୍କୁ ଦର୍ଶନ କରିପାରିବେ। ଉପଜିଲାପାଳ ହେମନ୍ତ କୁମାର ସ୍ବାଇଁ କହିଛନ୍ତି,…

ଟେଲିଭିଜନରେ ପ୍ରସାରିତ ହେବ ନାହିଁ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌? ଜାଣନ୍ତୁ ସମସ୍ତ ସୂଚନା

ନୂଆଦିଲ୍ଲୀ,୧୬।୧୧: ନଭେମ୍ବର ୧୮ରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଏବଂ ସମାନ ସଂଖ୍ୟକ ଟି୨୦ ମ୍ୟାଚ୍‌ ଖେଳିବ। ତେବେ ଏହି ସିରିଜର ପ୍ରସାରଣ ଟେଲିଭିଜନରେ ହେବ…

ପଦାରେ ପଡିଲା ଆମ ଆଦମୀ ପାର୍ଟିର ମିଥ୍ୟା ଅଭିଯୋଗ

ଅହମ୍ମଦାବାଦ,୧୬।୧୧: ଗୁଜରାଟ ବିଧାନସଭା ନିର୍ବାଚନ ରୋଚକ ହେବାରେ ଲାଗିଛି। ଆମ ଆଦମୀ ପାର୍ଟି(ଏଏପି)ର ସୁରଟ (ପୂର୍ବ) ପ୍ରାର୍ଥୀ କାଞ୍ଚନ ଜରିୱାଲା ବୁଧବାର ତାଙ୍କ ନାମାଙ୍କନ ପ୍ରତ୍ୟାହାର କରିଛନ୍ତି। କୌଣସି ଚାପରେ ନୁହେଁ ବରଂ ସ୍ବେଚ୍ଛାକୃତ ଭାବେ ତାଙ୍କ ନାମାଙ୍କନପତ୍ର ପ୍ରତ୍ୟାହାର କରିନେଇଛନ୍ତି।…

ଫଟୋଗ୍ରାଫରଙ୍କ ଉପରେ ରାଗିଗଲେ ଶିଳ୍ପା

ମୁମ୍ବାଇ: ନିକଟରେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ମୁମ୍ବାଇରେ ନଜର ଆସିଥିଲେ। ତେବେ ଏହି ସମୟରେ ଫଟୋଗ୍ରାଫରମାନଙ୍କ ଉପରେ ସେ ବହୁତ ରାଗି ଯାଇଥିଲେ। କାରଣ ଫଟୋଗ୍ରାଫରଙ୍କ କ୍ୟାମେରା ତାଙ୍କ ମୁହଁରେ ବାଜିଥାନ୍ତା। ସେ ଅଳ୍ପକେ ରକ୍ଷା ପାଇଯାଇଥିଲେ। ପରେ ସେ ଫଟୋଗ୍ରାଫରଙ୍କୁ…

ଜିଓ ପରେ ଏବେ ଗ୍ରାହକଙ୍କୁ ଏୟାରଟେଲ୍‌ର ଝଟକା, ଆଉ ମିଳିବ ନାହିଁ ଏହି ସୁବିଧା

ନୂଆଦିଲ୍ଲୀ,୧୬।୧୧: ଜିଓ ପରେ ଏବେ ଗ୍ରାହକଙ୍କୁ ଝଟ୍‌କା ଦେଇଛି ଏୟାରଟେଲ। କମ୍ପାନୀ ଏହାର ରିଚାର୍ଜ ପ୍ଲାନ୍‌ରୁ ଓଟିଟି ସୁବିଧା ହଟାଇବା ଆରମ୍ଭ କରିଛି। ଏହା ଡିଜନୀ ପ୍ଲସ ହଟ୍‌ଷ୍ଟାର ସବ୍‌ସ୍କ୍ରିପଶନ ଥିବା ଅଧିକାଂଶ ରିଚାର୍ଜ ପ୍ଲାନ୍‌ ଅପସାରଣ କରିଛି। ଏବେ କେବଳ…

କେନ୍ଦ୍ର ସରକାରଙ୍କୁ ମାନଙ୍କ ନିବେଦନ: ଶହୀଦ ଭଗତ ସିଂଙ୍କୁ ଦିଆଯାଉ ଭାରତ ରତ୍ନ

ଚଣ୍ଡିଗଡ,୧୬।୧୧: ଶହୀଦ ଭଗତ ସିଂ ଏବଂ କରତାର ସିଂ ସରଭାଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗବନ୍ତ ମାନ ବୁଧବାର କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି। ଲୁଧିଆନା ଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଥିବା ସରଭା ଗ୍ରାମରେ…

ଆଦିବାସୀ ବହୁଳ ଗାଁରେ ପହଞ୍ଚି ଶାଗ ପଖାଳ ଖାଇଲେ ୫ ଶିକ୍ଷାନବୀଶ

ସୋରଡ଼ା,୧୬ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ବ୍ଲକକୁ ଆସିଥିବା ୫ ଶିକ୍ଷାନବୀଶ ବୁଧବାର ଆଦିବାସୀ ବହୁଳ ଗୋଛା ପଞ୍ଚାୟତରେ ପହଞ୍ଚି ବାଲାପଙ୍କା ଗ୍ରାମକୁ ଯାଇ ଅଙ୍ଗନଓ୍ବାଡ଼ି କେନ୍ଦ୍ର ବୁଲିବା ସହ କେନ୍ଦ୍ର ପରିଚାଳକ କୁସୁମ ପଟ୍ଟନାୟକଙ୍କ ସହ ଶିଶୁ ବିକାଶ କାର୍ଯ୍ୟକ୍ରମ ଉପରେ…

ଯନ୍ତ୍ରୀଙ୍କୁ ମାଡ଼ ମାରି ପୂର୍ବତନ ସରପଞ୍ଚ ଗିରଫ

ଆନନ୍ଦପୁର,୧୬ା୧୧(ସ୍ବ.ପ୍ର.): ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ବିଦ୍ୟୁତ୍‌ ସେକ୍ସନ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ରାକେଶ ପଲଙ୍କୁ ମାଡ଼ ମାରିବା ଘଟଣାକୁ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି। କନିଷ୍ଠ ଯନ୍ତ୍ରୀଙ୍କ ଅଭିଯୋଗକୁ ଆଧାର କରି ରାମଚନ୍ଦ୍ରପୁର ଥାନା କେସ୍‌ ନଂ…

ଶୀତଦିନେ କାର୍‌ କାଚ ଫାଟିବା ସମ୍ଭାବନା ଅଧିକ, ଜାଣନ୍ତୁ ଏଥିରୁ କେମିତି ପାଇବେ ରକ୍ଷା

ଶୀତଋତୁ ଆରମ୍ଭ ହୋଇଛି। ଏହି ଋତୁରେ ଯାନବାହନ ଚଳାଚଳ ସମୟରେ ଅତିରିକ୍ତ ସତର୍କ ରହିବା ଆବଶ୍ୟକ। କାର୍‌ ଭିତରେ ଯେପରି କୌଣସି ଅସୁବିଧା ହେବ ନାହିଁ ସେଥିପ୍ରତି ସତର୍କ ରହିବା ଜରୁରୀ। ଜାଣନ୍ତୁ କେମିତି ଏହାର ଯତ୍ନ ନେବେ… ଶୀତ ଋତୁରେ…

ଓଜନ କମାଇଲେ ଏଲନ ମସ୍କ

ଓ୍ବାଶିଂଟନ,୧୬ା୧୧: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ଟ୍ବିଟରର ନୂଆ ମାଲିକ ଏଲନ ମସ୍କ ପ୍ରାୟ ୧୪ କିଲୋଗ୍ରାମ ଓଜନ ହ୍ରାସ କରିଛନ୍ତି। ମସ୍କ କହିଛନ୍ତି, ସେ ତାଙ୍କ ଓଜନ ପ୍ରାୟ ୩୦ ପାଉଣ୍ଡ ଅର୍ଥାତ୍‌ ପ୍ରାୟ ୧୩.୬ କିଲୋଗ୍ରାମ ହ୍ରାସ…

ଭାଜପାରେ ସାମିଲ ହେବା ପୂର୍ବରୁ ପୂର୍ବତନ ଜେଡିଏସ ନେତାଙ୍କୁ ନିର୍ମମ ହତ୍ୟା

ବେଙ୍ଗାଲୁରୁ,୧୬।୧୧: କର୍ନାଟକରେ ପୂର୍ବତନ ଜେଡିଏସ ନେତା ମଲ୍ଲିକାର୍ଜୁନ ମୁଥିଆଲଙ୍କୁ ନିର୍ମମ ହତ୍ୟା କରାଯାଇଛି। ହତ୍ୟାକାଣ୍ଡର ଗୋଟିଏ ଦିନ ପୂର୍ବରୁ ମୁଥିଆଲ ଏକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏଥିରେ କର୍ନାଟକ ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମାଇ ମଧ୍ୟ ଯୋଗ ଦେଇଥିଲେ। ମୁଥିଆଲ କର୍ନାଟକର କାଲାବୁରାଗି…

ପୁଅର ଅସ୍ଥିକୁ ମୋ’ ସହ ଘରେ ରଖିଛି, ବିସର୍ଜନ କରିବି ନାହିଁ: ରୋନାଲ୍ଡୋ

ନୂଆଦିଲ୍ଲୀ,୧୬।୧୧: ଭାବବିହ୍ବଳ ହୋଇଛନ୍ତି ଷ୍ଟାର ଫୁଟବଲର୍‌ କ୍ରିଷ୍ଟିଆନୋ ରୋନାଲ୍ଡୋ। ଏକ ସାକ୍ଷାତକାରରେ ପୁଅଙ୍କୁ ହରାଇବାର ଦୁଃଖକୁ ସେ ବଖାଣିଛନ୍ତି। ଏହା ତାଙ୍କ ଜୀବନର ସବୁଠାରୁ ଖରାପ ମୁହୂର୍ତ୍ତ, ଯାହାକୁ କେବେ ବି ଭୁଲି ହେବ ନାହିଁ। ପୁଅଙ୍କ ସ୍ମୃତି ରଖିବାକୁ ଯାଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri