Home

ଯୋଗ୍ୟତା ଅର୍ଜନରେ ଓ୍ବେଷ୍ଟଇଣ୍ଡିଜ ବିଫଳ

ହୋବାର୍ଟ,୨୨ା୧୦(ପି.ଟି.): ଟି୨୦ କ୍ରିକେଟ ବିଶ୍ୱକପ୍‌ର ସବୁଠାରୁ ସଫଳ ଦଳ ଓ୍ବେଷ୍ଟଇଣ୍ଡିଜ ଚଳିତ ସଂସ୍କରଣର ସୁପର-୧୨ ପାଇଁ ଯୋଗ୍ୟତା ଅର୍ଜନ କରିପାରିନାହିଁ। ଅଧିନାୟକ ନିକୋଲସ ପୁରନଙ୍କ ଏକାଧିକ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଦଳ ପାଇଁ ମହଙ୍ଗା ପଡ଼ିଛି। ଫଳରେ ଏହି ଦଳର ଅଭିଯାନ ଯୋଗ୍ୟତା…

ପ୍ରଥମ ଥର ସୁପର-୧୨ରେ ଜିମ୍ବାଓ୍ବେ

ହୋବାର୍ଟ, ୨୨ା୧୦(ପି.ଟି.): ଜିମ୍ବାଓ୍ବେ ଏହାର କ୍ରିକେଟ ଇତିହାସରେ ପ୍ରଥମଥର ଟି୨୦ କ୍ରିକେଟ ବିଶ୍ୱକପ ସୁପର-୧୨ରେ ପ୍ରବେଶ କରିଛି। ଶୁକ୍ରବାର ଅନୁଷ୍ଠିତ ଗ୍ରୁପ୍‌ ‘ବି’ର ଅନ୍ତିମ ମ୍ୟାଚରେ ଏହି ଦଳ ୫ ଉଇକେଟରେ ସ୍କଟଲାଣ୍ଡକୁ ହରାଇ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ…

ଗୋଦ୍‌ରେଜ୍‌ର ନ୍ୟୁ ମାଇକ୍ରୋ ଓଭେନ୍‌ ଉନ୍ମୋଚିତ

ନୂଆଦିଲ୍ଲୀ,୨୨ା୧୦: ଚଳିତ ପାର୍ବଣ ଉପଲକ୍ଷେ ଗୋଦ୍‌ରେଜ୍‌ ଆପ୍ଲାଏନ୍‌ସେସ୍‌ର ନ୍ୟୁ ମାଇକ୍ରୋ ଓଭେନ୍‌ର ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ଏଥିରେ ଥିବା ଅଏଲ୍‌-ଫ୍ରି ହେଲ୍‌ଦି ଫ୍ରାଏ ମୋଡ୍‌ ଏହାକୁ ଏକ ଠିକ୍‌ ୨-ଇନ୍‌-୧ ମେଶିନରେ ପରିଣତ କରିଛି। ଏହାଦ୍ୱାରା ନିଜ ପସନ୍ଦର ଖାଦ୍ୟ ତିଆରି…

ଇଣ୍ଡସ୍‌ଇଣ୍ଡ୍‌ ବ୍ୟାଙ୍କର ୪ଜି ସାଉଣ୍ଡ୍‌ବକ୍ସ

ନୂଆଦିଲ୍ଲୀ,୨୨ା୧୦: ଇଣ୍ଡସ୍‌ଇଣ୍ଡ୍‌ ବ୍ୟାଙ୍କ ପକ୍ଷରୁ ଇଣ୍ଡସ୍‌ଇଣ୍ଡ୍‌ ବ୍ୟାଙ୍କ ୪ଜି ସାଉଣ୍ଡ୍‌ବକ୍ସ ନିକଟରେ ଉନ୍ମୋଚନ କରାଯାଇଛି। ବିଶେଷକରି ଦେଶର ସମସ୍ତ କିରାନା ଷ୍ଟୋର, ଖୁଚୁରା ବ୍ୟବସାୟୀ ସାଙ୍ଗକୁ ଯେଉଁମାନେ ଦୋକାନରେ ନଗଦ କିମ୍ବା କ୍ୟୁଆର୍‌ କୋଡ୍‌ ଜରିଆରେ ଦେୟ ବା ପେମେଣ୍ଟ ଗ୍ରହଣ…

ଶେୟାର ବଜାରରେ ଉତ୍ସାହ

ନୂଆଦିଲ୍ଲୀ,୨୨ା୧୦: କ୍ରମାଗତ ୬ଷ୍ଠ ଦିନ ଲାଗି ଷ୍ଟକ୍‌ ବଜାର କାରବାର ଭଲ ରହିଛି। ଫଳରେ ଶେୟାର ବଜାରର ନିବେଶକଙ୍କ ମଧ୍ୟରେ ଏକ ପ୍ରକାର ଉତ୍ସାହ ପରିଲକ୍ଷିତ ହୋଇଛି। ଏପରିକି ଚଳିତ ସପ୍ତାହର ୫ମ ଦିନର ବଜାର ଫଳାଫଳ ଅନୁଯାୟୀ ବମ୍ବେ ଷ୍ଟକ୍‌…

ସିସିସିବିର ଦାୟିତ୍ୱ ଗ୍ରହଣକଲେ ପ୍ରଭାତ

କଟକ,୨୨ା୧୦: କଟକ କେନ୍ଦ୍ର ସମବାୟ ବ୍ୟାଙ୍କ (ସିସିସିବି)ର ନବନିର୍ବାଚିତ ସଭାପତି ପ୍ରଭାତ ଚନ୍ଦ୍ର କାନୁନ୍‌ଗୋ ଶୁକ୍ରବାର ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି। ସେ ଆସନ୍ତା ୫ବର୍ଷ ପାଇଁ ଉକ୍ତ ପଦବୀରେ ରହି କାର୍ଯ୍ୟ କରିବେ ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ପ୍ରଭାତ…

ରିଲାଏନ୍ସ ଜିଓର ନେଟ୍‌ ଲାଭ ୪,୫୧୮ କୋଟି

ନୂଆଦିଲ୍ଲୀ,୨୨ା୧୦: ରିଲାଏନ୍ସ ଜିଓ ଇନ୍‌ଫୋକମ୍‌ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ୨ୟ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ଶେଷ ହୋଇଥିବା ୨୦୨୨-୨୩ ଆର୍ଥିକ ବର୍ଷର ୨ୟ ତ୍ରୈମାସିକରେ ୪,୫୧୮ କୋଟି ଟଙ୍କାର ନେଟ୍‌…

ନାଲ୍‌କୋ ପକ୍ଷରୁ ସ୍ବତନ୍ତ୍ର ଅଭିଯାନ ୨.୦

ଭୁବନେଶ୍ୱର,୨୨ା୧୦: ଚଳିତ ବର୍ଷ ଅକ୍ଟୋବର ୨ରୁ ନାଲ୍‌କୋର ସମସ୍ତ କାର୍ଯ୍ୟାଳୟ ଓ ୟୁନିଟ୍‌ରେ ସ୍ବତନ୍ତ୍ର ଅଭିଯାନ ୨.୦ (ସ୍ପେଶାଲ କ୍ୟାମ୍ପେନ୍‌ ୨.୦) କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏପରିକି ଏହା ଅନ୍ତର୍ଗତ ବିଭିନ୍ନ ସ୍ବଚ୍ଛତା କାର୍ଯ୍ୟକ୍ରମ ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଯଥା ଅସମାହିତ…

ମାଲାବାରର ‘ଦିଓ୍ବାଲି ଫେଷ୍ଟିଭ କଲେକ୍ସନ’

ଭୁବନେଶ୍ୱର,୨୨ା୧୦: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ମାଲାବାର ଗୋଲ୍‌ଡ ଆଣ୍ଡ ଡାଇମଣ୍ଡସର ‘ଦିଓ୍ବାଲି ଫେଷ୍ଟିଭ କଲେକ୍ସନ’ର ଶୁଭାରମ୍ଭ କରାଯାଇଛି। ଏପରିକି ଦୀପାବଳି ଉପଲକ୍ଷେ ଏକ ସ୍ବତନ୍ତ୍ର ଅଭିଯାନ ‘ହାର ତ୍ୟୋହାର କେ ସାଙ୍ଗ୍‌ ମାଲାବାର’ (ଉତ୍ସବ ସହ ମାଲାବାର) ସମ୍ପର୍କରେ ମଧ୍ୟ…

ଆକ୍ସିସ୍‌ ବ୍ୟାଙ୍କର ୫,୩୩୦ କୋଟି ଲାଭ

ନୂଆଦିଲ୍ଲୀ,୨୨ା୧୦: ଆକ୍ସିସ୍‌ ବ୍ୟାଙ୍କ୍‌ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ ଆର୍ଥିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ବ୍ୟାଙ୍କର ନେଟ୍‌ ଲାଭ ୭୦% ବୃଦ୍ଧି ପାଇ ୫,୩୩୦ କୋଟି ଟଙ୍କା ହୋଇଛି। ବିଶେଷକରି ୨୦୨୧-୨୨ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ…

ରିଲାଏନ୍ସ ଡିଜିଟାଲରେ ଦୀପାବଳି ସ୍ବତନ୍ତ୍ର ଅଫର

ନୂଆଦିଲ୍ଲୀ,୨୨ା୧୦: ଚଳିତ ବର୍ଷ ଦୀପାବଳି ଉପଲକ୍ଷେ ରିଲାଏନ୍ସ ଡିଜିଟାଲ ପକ୍ଷରୁ ‘ଫେଷ୍ଟିଭାଲ୍‌ ଅଫ୍‌ ଇଲେକ୍‌ଟ୍ରୋନିକ୍‌ ସେଲ୍‌’ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏହି ସେଲ୍‌ ମାଧ୍ୟମରେ ଗ୍ରାହକ ୧୦%ର ତୁରନ୍ତ ଡିସ୍‌କାଉଣ୍ଟ ସହ ଅଗ୍ରଣୀ ବ୍ୟାଙ୍କଗୁଡ଼ିକର କ୍ରେଡିଟ୍‌ ଓ ଡେବିଟ୍‌ କାର୍ଡ…

ପ୍ରାଚୀର ନିର୍ମାଣକୁ ନେଇ ଜନସ୍ବାର୍ଥ ମାମଲା

ପୁରୀ ଅଫିସ,୨୨ା୧୦: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ବେଆଇନ ଭାବେ ନୂତନ ପ୍ରାଚୀର ନିର୍ମାଣ କରାଯାଉଥିବା ଅଭିଯୋଗ ଅଣାଯାଇ ଶୁକ୍ରବାର ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର କରାଯାଇଛି। ସୂଚନା ଅଧିକାର କର୍ମୀ ଦିଲୀପ ବରାଳ ଏହି ମାମଲା (ନଂ. ୨୭୯୫୮/୨୦୨୨)…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri