Home

ଓଲଟିଲା ଯାତ୍ରୀବାହୀ ବସ୍‌

କେନ୍ଦୁଝର,୫ା୧୨(ସ୍ବ.ପ୍ର.): ଢେଙ୍କାନାଳ ଜିଲା କାମାକ୍ଷାନଗରରୁ କେନ୍ଦୁଝର ଆସୁଥିବା ଘରୋଇ ବସ୍‌ ‘ଅମ୍ବା’ ସୋମବାର କାଞ୍ଜିପାଣି ଥାନା ଅନ୍ତର୍ଗତ କୁଆଁର ନିକଟ ଏନ୍‌ଏଚ୍‌ ୪୯ରେ ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ୱକୁ ଓଲଟି ପଡ଼ିଛି। ଏଥିରେ କାହାର ମୃତ୍ୟୁ ହୋଇ ନ ଥିବା ବେଳେ ଅନେକ…

କଲମ୍ବିଆରେ ପୁଣି ଭୂସ୍ଖଳନ: ୩ ମୃତ, ୨୦ରୁ ଅଧିକ ନିଖୋଜ…

ବୋଗୋଟା,୫।୧୨ : କଲମ୍ବିଆରେ ପୁଣି ଥରେ ଭୂସ୍ଖଳନ ହେବାର ଖବର ଆସିଛି। ଭୂସ୍ଖଳନ ଯୋଗୁ ଏକ ସଡ଼କ କ୍ଷତିଗ୍ରସ୍ତ ହୋଇଛି। ଏହି ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ୨୦ରୁ ଅଧିକ ଜଣ ଲୋକ…

ପଦ୍ମପୁର ଉପନିର୍ବାଚନ: ୧୧ଟା ସୁଦ୍ଧା ୨୯.୭୩ ପ୍ରତିଶତ ମତଦାନ

ବରଗଡ଼ ଅଫିସ, ୫।୧୨(ଡି.ଏନ.ଏ.): ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ପାଇଁ ସୋମବାର ମତଦାନ ଚାଲିଛି। ଉକ୍ତ ନିର୍ବାଚନ ମଣ୍ଡଳୀର ସମସ୍ତ ୩୧୯ ବୁଥରେ ଭୋଟ ଗ୍ରହଣ ଚାଲିଛି। ତେବେ ଦିନ ୧୧ଟା ସୁଦ୍ଧା ଏହି ନିର୍ବାଚନ ମଣ୍ଡଳୀରେ ୨୯.୭୩ ପ୍ରତିଶତ ମତଦାନ…

ଏଥର କିଛି ଅଲଗା କରି ଦେଖାଅ: ଗୁଜରାଟ ଭୋଟରଙ୍କୁ କେଜରିଓ୍ବାଲଙ୍କ ଅନୁରୋଧ…

ଅହମଦାବାଦ,୫।୧୨ : ଗୁଜରାଟର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଭୋଟରମାନେ ଧାଡ଼ି ବାନ୍ଧି ମତଦାନ କେନ୍ଦ୍ରରେ ଭୋଟ ଦେଉଛନ୍ତି। ଏହି ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟି ନେତା ଅରବିନ୍ଦ କେଜରିୱାଲ ସକାଳ ୭ଟା ୪୫ରେ ଟୁଇଟ କରି…

ମୃତ୍ୟୁ ସଂଖ୍ୟା ଶୂନ, ଦୈନିକ ସଂକ୍ରମଣ ୨୨୪…

ନୂଆଦିଲ୍ଲୀ, ୫।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୫ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ପୁଣି କମିଛି। ସେହିପରି ସୁସ୍ଥତା…

ଭାରତରେ ପହଞ୍ଚିଲେ ଜର୍ମାନୀ ବୈଦେଶିକ ମନ୍ତ୍ରୀ, କହିଲେ ଭାରତ ଏକ ବିକଶିତ ହେଉଥିବା ଆର୍ଥିକ ଶକ୍ତି…

ନୂଆଦିଲ୍ଲୀ,୫।୧୨ : ଦୁଇ ଦିନିଆ ଭାରତ ଗସ୍ତରେ ଆସି ଜର୍ମାନୀ ବୈଦେଶିକ ମନ୍ତ୍ରୀ ଏନାଲେନା ବେୟରବୋକ ସୋମବାର ଦିଲ୍ଲୀରେ ପହଞ୍ଚିଛନ୍ତି। ସେ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସମେତ ଅନେକ ନେତାଙ୍କୁ ଭେଟିବେ। ଦିଲ୍ଲୀରେ ପହଞ୍ଚିବା ପୂର୍ବରୁ ସେ କହିଥିଲେ…

ଗୁଜରାଟ ନିର୍ବାଚନ : ପ୍ରଧାନମନ୍ତ୍ରୀ ଦେଲେ ଭୋଟ…

ଅହମଦାବାଦ,୫।୧୨ : ଗୁଜରାଟର ୧୪ ଟି ଜିଲାର ୯୩ ଟି ଆସନରେ ସୋମବାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଭୋଟ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସ୍ବରାଷ୍ଟମନ୍ତ୍ରୀ ଅମିତ ଶାହା ଅହମଦାବାଦରେ ଧାଡ଼ିରେ ଠିଆ ହୋଇ ଭୋଟ ଦେଇଛନ୍ତି।…

ବାଇକ-କାର ମୁହାଁମୁହିଁ ଧକ୍କା: ଚାଲିଗଲା ଦମ୍ପତିଙ୍କ ଜୀବନ

ଦାରିଙ୍ଗବାଡି,୫।୧୨(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା କିରିକୁଟି ଠାରେ ଏକ ବାଇକ ସହ କାରର ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣେ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତକ ଦମ୍ପତି ହେଲେ କିରିକୁଟି ପଞ୍ଚାୟତ କୁମ୍ଭାରମୁଣ୍ଡା ଗ୍ରାମ କଲୋନୀ ସାହିର କାମଦେବ ଦିଗାଲ…

ଇଣ୍ଟରନେଟ ବ୍ୟବହାରରେ ଭାରତୀୟ ମହିଳା ପଛୁଆ: ଅକ୍ସଫାମ ଇଣ୍ଡିଆ ରିପୋର୍ଟ…

ନୂଆଦିଲ୍ଲୀ,୫।୧୨ : ଏନଜିଓ ଅକ୍ସଫାମ ଇଣ୍ଡିଆ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ କୁହାଯାଇଛି ଯେ ଭାରତରେ ଇଣ୍ଟରନେଟ ବ୍ୟବହାରରେ ମହିଳାମାନେ ବହୁ ପଛରେ ଅଛନ୍ତି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ଭାରତରେ କେବଳ ଏକ ତୃତୀୟାଂଶ ଇଣ୍ଟରନେଟ ବ୍ୟବହାରକାରୀ ହେଉଛନ୍ତି ମହିଳା।…

ମତଦାନ କଲେ ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତ

ପାଇକମାଳ, ୫।୧୧(ଡି.ଏନ.ଏ.): ବରଗଡ ଜିଲା ପଦ୍ମପୁର ଉପନିର୍ବାଚନ ପାଇଁ ସୋମବାର ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ସେ ଏହି ନିର୍ବାଚନ ମଣ୍ଡଳୀର ପାଇକମାଳ ଛକସ୍ଥିତ ପ୍ରକଳ୍ପ ପ୍ରାଥମିକ…

ବିଜୟ ସେତୁପତିଙ୍କ ଶୁଟିଂ ସେଟରେ ଦୁର୍ଘଟଣା: ୨୦ ଫୁଟ ଉଚ୍ଚରୁ ଖସି ଷ୍ଟଣ୍ଟମ୍ୟାନ୍‌ଙ୍କ ମୃତ୍ୟୁ…

ଚେନ୍ନାଇ : ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ଆସିଛି। ଜାତୀୟ ପୁରସ୍କାର ବିଜେତା ନିର୍ଦ୍ଦେଶକ ବିଜୟ ସେତୁପତିଙ୍କ ଫିଲ୍ମ ସେଟରେ ଏକ ଦୁର୍ଘଟଣା ଘଟିଛି। ବିଜୟଙ୍କ ପାଇଁ ଷ୍ଟଣ୍ଟମ୍ୟାନ ଏସ ସୁରେଶ ଷ୍ଟଣ୍ଟ ପ୍ରଦର୍ଶନ କରୁଥିବାବେଳେ ତାଙ୍କ ମୃତ୍ୟୁ…

ପଦ୍ମପୁର ଉପନିର୍ବାଚନ: ସକାଳ ୯ଟା ସୁଦ୍ଧା ୮.୫ ପ୍ରତିଶତ ମତଦାନ

ବରଗଡ଼ ଅଫିସ, ୫।୧୨: ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ପାଇଁ ସୋମବାର ମତଦାନ ଚାଲିଛି। ଉକ୍ତ ନିର୍ବାଚନ ମଣ୍ଡଳୀର ସମସ୍ତ ୩୧୯ ବୁଥରେ ଭୋଟ ଗ୍ରହଣ ଚାଲିଛି। ତେବେ ଦିନ ୯ଟା ସୁଦ୍ଧା ଏହି ନିର୍ବାଚନ ମଣ୍ଡଳୀରେ ୮.୫ ପ୍ରତିଶତ ମତଦାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri