Posted inଜାତୀୟ

ଦଳାଚକଟା ମୃତ୍ୟୁ ପାଇଁ ଜଗନ ମୋହନ ସରକାରଙ୍କ ମୁଣ୍ଡରେ ଅଠା ବୋଳିଲା ଟିଡିପି…

ହାଇଦ୍ରାବାଦ,୨।୧ : ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ କାର୍ଯ୍ୟକ୍ରମରେ ଦଳାଚକଟାରେ ତିନି ଜଣଙ୍କ ମୃତ୍ୟୁ ନେଇ ତେଲୁଗୁ ଦେଶମ ପାର୍ଟି(ଟିଡିପି) ପକ୍ଷରୁ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ସରକାରଙ୍କୁ ଦାୟୀ କରାଯାଇଛି। ଦଳାଚକଟା ମୃତ୍ୟୁ ପାଇଁ ଜଗନ ମୋହନ ସରକାରଙ୍କ ମୁଣ୍ଡରେ ଟିଡିପି ଅଠା ବୋଳିଛି।

ଏହି ଘଟଣାରେ ଦୁଃଖ ପ୍ରକାଶ କରି ଟିଡିପି ନେତା ତଥା ରାଜ୍ୟ ଅଧ୍ୟକ୍ଷ କେ ଅତଚାନାଇଡୁ କହିଛନ୍ତି ଯେ ଏହି ଘଟଣାରେ ଜଗନ ମୋହନ ରେଡ୍ଡୀ ସରକାର ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରିବାରେ ବିଫଳ ହୋଇଥିଲେ। ତେଣୁ ଦଳାଚକଟା ଘଟଣାରେ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା।

ଯେଉଁଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଯାଉଛନ୍ତି ସେହି ଘଟଣାରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ପୋଲିସର ଦାୟିତ୍ୱ ନୁହେଁ କି ବୋଲି ସେ ପ୍ରଶ୍ନ କରିଛନ୍ତି। ଏଥିରୁ ଜଣାପଡୁଛି ଯେ ଜଗନ ମୋହନ ସରକାର ନିଜର ତ୍ରୁଟିକୁ ଲୁଚାଇବା ପାଇଁ ଲୋକଙ୍କ ଜୀବନକୁ ବିପଦରେ ପକାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଋଣଛାଡ ଆଶାରେ କୃଷକ କରୁ ନାହାନ୍ତି ପରିଶୋଧ, ସୁପ୍ରିମ୍‌କୋର୍ଟରେ ବ୍ୟାଙ୍କର ଉତ୍ତର…

ନୂଆଦିଲ୍ଲୀ, ୧୮।୧ : କୃଷକମାନେ ଋଣ ପରିଶୋଧ କରୁନାହାଁନ୍ତି ବୋଲି ପଞ୍ଜାବର ଏକ ବ୍ୟାଙ୍କ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ବ୍ୟାଙ୍କ କହିଛି ଯେ ଏହାର କାରଣ...

ଲୋକେ ମାସ୍କ୍‌ ନ ପିନ୍ଧିଲେ ପୋଲିସ ପାଇବେ ଦଣ୍ଡ…

ଲକ୍ଷ୍ନୌ,୧୪।୪: କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ରହିଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ପାଇଁ ମାସ୍କ୍‌ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା...

‘କରୋନାର ସ୍ଥାୟୀ ପ୍ରତିକାର ଦେଇପାରିବ ବୁଦ୍ଧଙ୍କ ବାଣୀ’

ନୂଆଦିଲ୍ଲୀ,୫ା୭(ପି.ଟି.): ଭଗବାନ ବୁଦ୍ଧଙ୍କ ବାର୍ତ୍ତାର ଏବେ ମଧ୍ୟ ପ୍ରାସଙ୍ଗିକତା ରହିଛି ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରକାଶ କରିଛନ୍ତି। ସାରା...

ଦାଦନଙ୍କୁ ସ୍ମୃତି ଇରାନୀଙ୍କ ସହାୟତା ଖବର ଗୁଜବ: ପି. ବିଜୟନ୍‌

ନୂଆଦିଲ୍ଲୀ,୧୦।୪: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ନିଜ ସଂସଦୀୟ କ୍ଷେତ୍ର ଅମେଠିର ଦାଦନ ଶ୍ରମିକମାନଙ୍କୁ କେରଳର ଓ୍ବାୟନାଡ୍‌ରେ ସହଯୋଗର ହାତ ବଢ଼ାଇଥିବା ନେଇ କେତେକ ରିପୋର୍ଟ ବିଭିନ୍ନ...

ରାଜ୍ୟ ସଭା ଅଚଳ: ବିରୋଧୀ କଲେ ଗୃହ ତ୍ୟାଗ, ଉପବାସ ପାଇଁ ଅନୁମତି ଲୋଡ଼ିଲେ ହରିବଂଶ

ନୂଆଦିଲ୍ଲୀ, ୨୨।୯: ରାଜ୍ୟ ସଭାରେ ୮ ଏମ୍‌ପିଙ୍କୁ ନିଲମ୍ବିତ କରାଯିବା ଘଟଣା ନେଇ ଏବେ ଗୃହ ଅଚଳ ହୋଇପଡ଼ିଛି। କଂଗ୍ରେସ ସମତେ ଅନ୍ୟ ବିରୋଧୀ ଦଳ...

୩ ପ୍ରସ୍ତାବକୁ ମଞ୍ଜୁରୀ ଦେଲା ପ୍ରତିରକ୍ଷା ମନ୍ତ୍ରଣାଳୟ: ସେନା-ନୌସେନା ପାଇଁ କିଣାଯିବ ଅସ୍ତ୍ରଶସ୍ତ୍ର…

ନୂଆଦିଲ୍ଲୀ,୧୦।୧ : ଚାଇନା ସହିତ ଏଲଏସିରେ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ସେନା ଏବଂ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି। ତିନୋଟି ଅଧିଗ୍ରହଣ ପ୍ରସ୍ତାବକୁ...

ଓଟିଟି ଉପରେ ଅଙ୍କୁଶ: ସୋସିଆଲ ଓ ଡିଜିଟାଲ ମିଡିଆକୁ ନିୟନ୍ତ୍ରଣ କରିବ କେନ୍ଦ୍ର

ନୂଆଦିଲ୍ଲୀ,୨୬ା୨:ଦେଶରେ ଅଭିବ୍ୟକ୍ତି ସ୍ବାଧୀନତା କ୍ରମଶଃ ସଙ୍କୁଚିତ ହେବାରେ ଲାଗିଥିବାବେଳେ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ, ଡିଜିଟାଲ ମିଡିଆ ଅର୍ଗାନାଇଜେଶନ ଏବଂ ଓଭର ଦି ଟପ୍‌ (ଓଟିଟି) ଷ୍ଟ୍ରିମିଂ...

ପ୍ଲାଷ୍ଟିକ ବୋତଲରେ ତିଆରି ହେବ ଅଙ୍ଗନଓ୍ବାଡି କେନ୍ଦ୍ର

ଗୁଆହାଟି,୯।୨: ଆସାମର ହୈଲାକାଣ୍ଡି ଜିଲାରେ ଏକ ଅଙ୍ଗନଓ୍ବାଡି କେନ୍ଦ୍ର ପ୍ରାକୃତିକ ଭାବେ ନଷ୍ଟ ନ ହେଉଥିବା ପଦାର୍ଥ ଓ ମାଟି ଭର୍ତ୍ତି ପ୍ଲାଷ୍ଟିକ ବୋତଲରେ ନିର୍ମାଣ...

Advertisement
Archives

Model This Week