Home

ଖେଳାଳିଙ୍କୁ ଖରାପ ଖାଦ୍ୟ ଦେବା ପ୍ରସଙ୍ଗକୁ ଗମ୍ଭୀରତାର ସହ ବିଚାର କରୁ ଅଷ୍ଟ୍ରେଲିଆ: କ୍ରୀଡ଼ା ମନ୍ତ୍ରୀ

ନୂଆଦିଲ୍ଲୀ,୨୭।୧୦: ଭାରତୀୟ ଦଳ ଗୁରୁବାର ଟି-୨୦ ବିଶ୍ୱକପରେ ନେଦରଲ୍ୟାଣ୍ଡ ବିପକ୍ଷରେ ଖେଳିବାକୁ ପଡିବ। ଏହି ମ୍ୟାଚ ସିଡନୀରେ ଅନୁଷ୍ଠିତ ହେବ। ଏହାପୂର୍ବରୁ ବୁଧବାର ଖାଦ୍ୟକୁ ନେଇ ବିବାଦ ଲାଗି ରହିଥିଲା। ଅଭ୍ୟାସ ଅଧିବେଶନ ପରେ ଟିମ ଇଣ୍ଡିଆ ଖେଳାଳିମାନେ ଥଣ୍ଡା ଖାଦ୍ୟ…

ଚର୍ଚ୍ଚିଲଙ୍କ ୧୩ ଟଙ୍କା ପୈଠ କରିବେ କି ସୁନକ ? ୧୨୦ ବର୍ଷ ଧରି ରହିଛି ବାକି …

ବେଙ୍ଗାଲୁରୁ,୨୭।୧୦ : ଋଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ପରେ ଏବେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଫଟୋ ବେଙ୍ଗାଲୁରୁର ବିଦାର୍ଥୀ ଭବନର। ଯେଉଁଠାରେ ସେ ମସାଲା ଦୋସା ଖାଉଛନ୍ତି। ବାସ୍ତବରେ, ଯେତେବେଳେ ସୁନକ ବ୍ରିଟେନର ଅର୍ଥମନ୍ତ୍ରୀ ଥିଲେ,…

ଚାଇନା ସହିତ ଆମେ ବିବାଦ ଚାହୁଁନାହୁଁ: ବାଇଡେନ

ନ୍ୟୁୟର୍କ,୨୭।୧୦: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଦେଶର ବରିଷ୍ଠ ସାମରିକ ପରାମର୍ଶଦାତାଙ୍କୁ ଭେଟିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଚାଇନା ସହିତ ଆମେରିକା କଦାପି ବିବାଦ ଚାହୁଁ ନାହିଁ। ଚାଇନା ସହ ଥିବା ସମ୍ପର୍କକୁ ଆଦୌ ନଷ୍ଟ କରିବାକୁ ମଧ୍ୟ ଚାହୁଁନାହିଁ।…

ତୈଳ ନେଇ ଆମେରିକା-ସୌଦି ଆରବ ମୁହାଁମୁହିଁ…

ଓ୍ବାଶିଂଟନ,୨୭।୧୦ : ତୈଳ ଉତ୍ପାଦନ ହ୍ରାସ କରିବାର ନିଷ୍ପତ୍ତି ନେଇ ଆମେରିକା ଏବଂ ଓପେକ ପ୍ଲସ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସୌଦି ଆରବର ଶକ୍ତି ମନ୍ତ୍ରୀ ଅବଦୁଲ ଅଜିଜ ବିନ ସଲମାନ ଆମେରିକାକୁ ସିଧାସଳଖ ଚେତାବନୀ…

ୟୁକ୍ରେନ ଯୁଦ୍ଧ: ରୁଷିଆ ପାଇଁ ଭଡ଼ାରେ ଲଢୁଛନ୍ତି ଆଫଗାନର ସୈନ୍ୟ…

ମସ୍କୋ/କ୍ୱିଭ୍‌,୨୭।୧୦ : ରୁଷିଆ-ୟୁକ୍ରେନ ମଧ୍ୟରେ ଆଠ ମାସ ଧରି ଜାରି ରହିଥିବା ଯୁଦ୍ଧ ଆଗାମୀ କିଛି ଦିନ ମଧ୍ୟରେ ଅଧିକ ଭୟଙ୍କର ହେବାକୁ ଯାଉଛି। ପୂର୍ବତନ ଆଫଗାନିସ୍ତାନ ସୈନିକମାନେ ରୁଷିଆ ପକ୍ଷରୁ ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ଲଢୁଥିବା ଖବର ମିଳିଛି। ସେମାନେ…

ବାଂଲାଦେଶ ପାଇଁ ବିଜୟ ଲକ୍ଷ୍ୟ ୨୦୬ ରନ…

ମେଲବୋର୍ନ,୨୭।୧୦ : ଦକ୍ଷିଣ ଆଫ୍ରିକା ଏବଂ ବାଂଲାଦେଶ ମଧ୍ୟରେ ଟି -୨୦ ବିଶ୍ୱକପର ୨୨ତମ ମ୍ୟାଚ ଗୁରୁବାର ଖେଳାଯାଉଛି। ସିଡନୀରେ ଚାଲିଥିବା ଏହି ଗ୍ରୁପ-୨ ମ୍ୟାଚ ରେ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦକ୍ଷିଣ…

କୋହଲି ଯେଉଁ ଭୁଲ କରୁଥିଲେ, ରୋହିତ କାହା ଦୋହରାଉଛନ୍ତି

ସିଡନୀ,୨୭।୧୦: ଭାରତୀୟ ଦଳକୁ ଗୁରୁବାର ଟି-୨୦ ବିଶ୍ୱକପରେ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବାକୁ ପଡିଆକୁ ଓହ୍ଲାଇବ। ପାକିସ୍ତାନ ବିପକ୍ଷରେ ଭାରତ ଏକ ରୋମାଞ୍ଚକର ବିଜୟ ହାସଲ କରିଥିଲା କିନ୍ତୁ ଟପ ଅର୍ଡର ରନ ସ୍କୋର କରିବାରେ ବିଫଳ ହୋଇଥିଲା। ପୂର୍ବତନ ଅଧିନାୟକ ସୁନୀଲ…

ପୁଣି ବଢ଼ିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୨୭।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୨୧ ହଜାର ତଳେ ରହିଛି। ଗତ ୨୪…

ଆଜି ନେଦରଲାଣ୍ଡ୍ସକୁ ଭେଟିବ ଭାରତ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ସିଡନୀ,୨୭।୧୦: ଭାରତୀୟ ଦଳ ଗୁରୁବାର ଅର୍ଥାତ୍‌ ଆଜି ଟି-୨୦ ବିଶ୍ୱକପରେ ଦ୍ୱିତୀୟ ମ୍ୟାଚ ଖେଳିବ। ଗୁରୁବାର ସିଡନୀରେ ନେଦରଲାଣ୍ଡ୍ସ ଏବଂ ଭାରତ ସହ ମୁହାଁମୁହିଁ ହେବେ। ଉଭୟ ଦଳ ପ୍ରଥମ ଥର ପାଇଁ ଟି-୨୦ରେ ପରସ୍ପରକୁ ଭେଟିବେ। ଯଦି ଭାରତ ଏହି…

କରୋନା ପରେ ସ୍କୁଲ ଖୋଲିଲେ ମଧ୍ୟ ୩.୪୮ ଲକ୍ଷ ପିଲା ପଢ଼ିବାକୁ ଆସୁ ନାହାନ୍ତି …

ନୂଆଦିଲ୍ଲୀ,୨୭।୧୦ : ବିନାଶକାରୀ କରୋନା ସଂକ୍ରମଣ ପରେ ଜୀବନ ପ୍ରାୟ ସ୍ବାଭାବିକ ଫେରିଛି। ସ୍କୁଲଗୁଡ଼ିକରେ ନିୟମିତ ଭାବେ ପାଠପଢ଼ା ଜାରି ରହିଛି। ଦିଲ୍ଲୀର ସରକାରୀ ବିଦ୍ୟାଳୟଗୁଡ଼ିକ ମଧ୍ୟ ଚଳିତ ବର୍ଷ ଏପ୍ରିଲରୁ ନିୟମିତ ଖୋଲିବା ଆରମ୍ଭ କରିଛନ୍ତି। ତେବେ ଏକ ଆଶ୍ଚର୍ଯ୍ୟଜନକ…

ଏହି ଖଳନାୟକଙ୍କ ଶହ ଶହ ଫଟୋ ପାଖରେ ରଖିଛନ୍ତି ବଲିଉଡ୍‌ର ଦୁଇ ବଡ଼ ଷ୍ଟାର

ମୁମ୍ବାଇ: ବଲିଉ୍‌ଡର ‘ବ୍ୟାଡମ୍ୟାନ୍‌’ ଭାବରେ ଜଣାଶୁଣା ଗୁଲ୍‌ଶନ ଗ୍ରୋଭର ୮୦-୯୦ ଦଶକର ସବୁଠାରୁ ବଡ଼ ଖଳନାୟକ ଭାବରେ ପରିଚିତ। ପ୍ରାୟ ୨ଦଶନ୍ଧି ଧରି ଫିଲ୍ମରେ ବ୍ୟାଡମ୍ୟାନ୍‌ ଚରିତ୍ରରେ ଅଭିନୟ କରିଥିବା ଗୁଲଶନ ଏକ ବଡ଼ ଖୁଲାସା କରିଛନ୍ତି। ଏକ ସାକ୍ଷାତକାରରେ ସେ…

ଉତ୍ତରାଖଣ୍ଡ-ବଙ୍ଗୋପସାଗରରେ ହେବ ଭାରତ-ଆମେରିକା ସମରାଭ୍ୟାସ…

ନୂଆଦିଲ୍ଲୀ,୨୭।୧୦ : ଲଦାଖରେ ଚାଇନାର ଅନୁପ୍ରବେଶ ଏବଂ ବିସ୍ତାରବାଦୀ ଯୋଜନାକୁ ଚେତାବନୀ ଦେବା ପାଇଁ ଭାରତୀୟ ଏବଂ ଆମେରିକୀୟ ସୈନ୍ୟମାନେ ଉତ୍ତରାଖଣ୍ଡର ଔଲି ଏବଂ ବଙ୍ଗୋପସାଗରରେ ମିଳିତ ସମରାଭ୍ୟାସ କରିବାକୁ ଯାଉଛନ୍ତି। ନଭେମ୍ବର ୧୫ ରୁ ଡିସେମ୍ବର ୨ ପର୍ଯ୍ୟନ୍ତ ଭାରତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri