Home

ଅଦାଲତ କୋଠା, ଚିହ୍ନଟ ଜାଗା ଦେଖିଲେ ହାଇକୋର୍ଟ ବିଚାରପତି

ଶେରଗଡ଼/ହିଞ୍ଜିଳିକାଟୁ/ଆସିକା/ କବିସୂର୍ଯ୍ୟନଗର ୫ା୧୨(ଡି.ଏନ୍‌.ଏ.):ଶେରଗଡ଼ଠାରେ ଜେଏମ୍‌ଏଫ୍‌ସି କୋର୍ଟ ଅଛି। ଏହା ବର୍ତ୍ତମାନ ବ୍ଲକର ଏକ କୋଠାରେ ଚାଲିଛି। କୋର୍ଟର ସ୍ଥାୟୀ କୋଠା ନୂତନ ଭାବେ କାମ ସରିଛି। ଏହା ଶୋଭାଚନ୍ଦ୍ରପୁର ମୌଜା ପାକିଡ଼ି ପାହାଡ଼ ପାଦଦେଶରେ ନୂତନ ଭାବେ ନିର୍ମାଣ କରାଯାଇଛି। ଉକ୍ତ…

ଜାତୀୟ ସାମ୍ବୋରେ ଓଡ଼ିଶାକୁ ୫ ପଦକ

ଭୁବନେଶ୍ୱର, ୫।୧୨ (କ୍ରୀଡ଼ା ପ୍ରତିନିଧି): ଜମ୍ମୁସ୍ଥିତ ଭଗବତୀ ନଗର ସ୍ପୋଟର୍‌ସ କମ୍ପ୍ଲେକ୍ସରେ ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଅନୁଷ୍ଠିତ ଜାତୀୟ ସାମ୍ବୋ (ମାର୍ଶାଲ ଆର୍ଟର ଏକ ଷ୍ଟାଇଲ) ଚାମ୍ପିୟନଶିପ୍‌ରେ ଓଡ଼ିଶା ଦଳ ମୋଟ ୫ଟି ପଦକ ହାସଲ କରିଛି। ଏହା…

ଏଆଇଏଡିଏମ୍‌କେରେ ଫାଟ ବଢ଼ୁଛି

ଚେନ୍ନାଇ,୫।୧୨ : ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ. ଜୟଲଲିଥାଙ୍କର ଷଷ୍ଠ ଶ୍ରାଦ୍ଧବାର୍ଷିକୀ ସୋମବାର ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଆଇଏଡିଏମ୍‌କେରେ ଗୋଷ୍ଠୀ ବିବାଦ ବଢ଼ୁଥିବା ପୁନର୍ବାର ପଦାରେ ପଡ଼ିଛି। ଓ. ପିନୀରସେଲଭାମ୍‌ ସୋମବାର ଚେପକ୍‌ ଗେଷ୍ଟହାଉସ୍‌ରୁ ଜୟଲଲିଥାଙ୍କ ସ୍ମାରକୀ ପର୍ଯ୍ୟନ୍ତ ରାଲି ବାହାର…

କାମ କର ନଚେତ୍‌ ଅନ୍ୟକୁ ବାଟ ଛାଡ଼

ନୂଆଦିଲ୍ଲୀ,୫।୧୨(ପି.ଟି.): କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଅଧ୍ୟକ୍ଷତାରେ ରବିବାର ଦଳ ଷ୍ଟିୟରିଂ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ନେତାମାନେ ଦଳ ପାଇଁ କାମ କରନ୍ତୁ, ନହେଲେ ଅନ୍ୟମାନଙ୍କୁ ବାଟ ଛାଡ଼ିଦିଅନ୍ତୁ ବୋଲି ଖାର୍ଗେ ବୈଠକରେ କଡ଼ା ବାର୍ତ୍ତା ଦେଇଛନ୍ତି। ସେହିପରି…

ଓପେକ୍‌ ନୀତି ଅପରିବର୍ତ୍ତିତ

ଫ୍ରାଙ୍କଫୋର୍ଟ/ଲଣ୍ଡନ/ଦୁବାଇ,୫ା୧୨: ରୁଷିଆ ବିରୋଧରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ପକ୍ଷରୁ ସୋମବାରଠାରୁ ଲଗାଯିବାକୁ ଥିବା ନୂଆ କଟକଣାର ପ୍ରଭାବକୁ ନେଇ ଅନିଶ୍ଚିତତା ଲାଗିରହିଛି। ଏଭଳି ସମୟରେ ପେଟ୍ରୋଲିୟମ୍‌ ରପ୍ତାନିକାରୀ ରାଷ୍ଟ୍ରସମୂହ ସଙ୍ଗଠନ (ଓପେକ୍‌)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରବିବାର ଜର୍ମାନୀର ଫ୍ରାଙ୍କଫୋର୍ଟରେ ବସିଛି। ୨୩…

ପଦ୍ମପୁର ଉପନିର୍ବାଚନ: ମତଦାନ ଆରମ୍ଭ

ବରଗଡ଼ ଅଫିସ୍‌/ପଦ୍ମପୁର,୫।୧୨(ଡି.ଏନ.ଏ): ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ସୋମବାର ସକାଳ ୭ଟାରୁ ଆରମ୍ଭ ହୋଇଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ କରାଯିବ। ପଦ୍ମପୁର ନିର୍ବାଚନ ମଣ୍ଡଳୀର ସମୁଦାୟ ୨ଲକ୍ଷ ୫୭ହଜାର ୪୭୪ ଭୋଟର ନିର୍ବାଚନୀ ମଇଦାନକୁ…

ଆଜି ଭଦ୍ରକ ସହର ବନ୍ଦ

ଭଦ୍ରକ ଅଫିସ,୫।୧୨:ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଓ ଜିଲାରେ ମେଡିକାଲ କଲେଜ ଦାବିରେ କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ସୋମବାର ଭଦ୍ରକ ସହର ସକାଳ ୬ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ୮ ଘଣ୍ଟା ବନ୍ଦ ରହିବ। ଦୀର୍ଘଦିନ ଧରି…

ଉଦୟପୁରରେ ପ୍ରଥମ ଜି୨୦ ଶେର୍ପା ବୈଠକ

ନୂଆଦିଲ୍ଲୀ,୫।୧୨ : ଭାରତ ଅଧ୍ୟକ୍ଷତାରେ ଜି୨୦ ଶେର୍ପା ବୈଠକ ରବିବାର ରାଜସ୍ଥାନର ଉଦୟପୁରରେ ଆରମ୍ଭ ହୋଇଛି। ଆସନ୍ତା ବର୍ଷ ସେପ୍ଟେମ୍ବରରେ ନୂଆଦିଲ୍ଲୀରେ ହେବାକୁ ଥିବା ଜି୨୦ ନେତାମାନଙ୍କ ସମିଟ୍‌ ଲାଗି ଏହି ବୈଠକରେ କାର୍ଯ୍ୟସୂଚୀ ସ୍ଥିର ହେବ। ଏହି ୪ ଦିନିଆ…

କର୍ମଚାରୀ ଆନ୍ଦୋଳନରୁ ନ ଓହରିଲେ ସେନା ନିୟୋଜିତ କରିପାରେ ବ୍ରିଟେନ

ଲଣ୍ଡନ,୫।୧୨ : ବ୍ରିଟେନରେ କର୍ମଚାରୀମାନେ ଅନ୍ଦୋଳନରେ ସାମିଲ ହୋଇଥିବାବେଳେ ସେମାନଙ୍କୁ ବେତନ ବୃଦ୍ଧି ଏବଂ ସର୍ତ୍ତାବଳୀକୁ ନେଇ ଇଂଲଣ୍ଡ ଏବଂ ଓ୍ବେଲ୍ସର ହଜାର ହଜାର ନର୍ସ ଓ ଆମ୍ବୁଲାନ୍ସ କର୍ମଚାରୀ କାର୍ଯ୍ୟବନ୍ଦ କରିବାକୁ ଯୋଜନା କରିଛନ୍ତି। ଧର୍ମଘଟ ବନ୍ଦ କରିବାକୁ କର୍ମଚାରୀମାନଙ୍କୁ…

ବିପର୍ଯ୍ୟୟରେ ଯାଇଛି ୨୬୮ ବିଲିୟନ୍‌ ଡଲାର

ବର୍ନ,୫।୧୨: ବିଶ୍ୱରେ ମନୁଷ୍ୟକୃତ ଏବଂ ପ୍ରାକୃତିକ ବିପର୍ଯ୍ୟୟ ମାତ୍ରା କ୍ରମାଗତ ବଢ଼ିବାରେ ଲାଗିଛି। ଏହା ଫଳରେ ବହୁ ଧନ ଜୀବନ ନଷ୍ଟ ହେବା ସହିତ ବୈଶ୍ୱିକ ଅର୍ଥନୀତି ମଧ୍ୟ ପ୍ରଭାବିତ ହୋଇଛି। ସୁଇଜରଲାଣ୍ଡର ରିଇନ୍‌ସ୍ୟୁରାନ୍ସ ଜାଏଣ୍ଟ ‘ସୁଇସ୍‌ ରେ’ ପକ୍ଷରୁ ପ୍ରକାଶିତ…

ମହିଳାଙ୍କୁ ଗଣବଳାତ୍କାର, ସିଗାରେଟ ଚେଙ୍କ

ମୁମ୍ବାଇ,୫।୧୨ : ମୁମ୍ବାଇରେ ଜଣେ ୪୨ ବର୍ଷୀୟ ମହିଳାଙ୍କୁ ୩ ଜଣ ଦୁର୍ବୃତ୍ତ ତାଙ୍କ ଘରେ ପଶି ଗଣବଳାତ୍କାର କରିଛନ୍ତି। ସେମାନେ ପୀଡ଼ିତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସହ ଯୌନାଙ୍ଗରେ ସିଗାରେଟ ଚେଙ୍କ ଦେଇଥିବା ଅଭିଯୋଗ ହୋଇଛି। ବୁଧବାର ବିଳମ୍ବିତ…

ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଶ୍ରଦ୍ଧାଳୁ

ପୁରୀ ଅଫିସ, ୫ା୧୨:ବିଶ୍ୱ ମାନଚିତ୍ରରେ ପୁରୀ ଏକ ପ୍ରସିଦ୍ଧ ପର୍ଯ୍ୟଟନ ଓ ଆଧ୍ୟାତ୍ମିକ ସହର ଭାବେ ପରିଚିତ। ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀକୁ ବିଶ୍ୱସ୍ତରୀୟ କରିବା ପାଇଁ ପ୍ରକ୍ରିୟା ଜାରି ରହିଛି। ଏଠାକୁ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri